Pradip Kumar Dishari
@kumardisari
MLA Lanjigarh
ID: 1202448744085475329
05-12-2019 04:47:14
722 Tweet
1,1K Followers
234 Following
Wishing everyone a very happy Holi! #HappyHoli Naveen Patnaik Biju Janata Dal CMO Odisha
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅଗ୍ରଗଣ୍ୟ ବ୍ୟକ୍ତିତ୍ୱ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଓଡ଼ିଆ ଭାଷା, ସାହିତ୍ୟର ସୁରକ୍ଷା ତଥା ପ୍ରସାର ସହ ରାଜ୍ୟର ପ୍ରଗତିରେ ତାଙ୍କ ଅମୂଲ୍ୟ ଯୋଗଦାନକୁ ସେ ଏହି ଅବସରରେ ସ୍ମରଣ କରିଛନ୍ତି।
ସମୃଦ୍ଧ ଜନଜାତି, ନବୀନ ଓଡ଼ିଶାର ଶକ୍ତି ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଜନଜାତି ଭାଇଭଉଣୀମାନଙ୍କୁ ତାଙ୍କ ହୃଦୟରେ ରଖିଛନ୍ତି। ଜନଜାତିଙ୍କ ବିକାଶ ପାଇଁ ଓଡ଼ିଶାରେ ଯେତିକି କାମ ହୋଇଛି, ଅନ୍ୟ କୌଣସି ରାଜ୍ୟରେ ହୋଇନି। ଆଗକୁ ଆମ ଜନଜାତି ଭାଇଭଉଣୀମାନେ ସମୃଦ୍ଧିର ନବୀନ ଶିଖର ଛୁଇଁବେ ବୋଲି କେନ୍ଦୁଝର ଲୋକସଭା
ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ର ଜନସାଧାରଣ ମୋତେ ଦ୍ିତୀୟଥର ପାଇଁ ଓଡିଶା ବିଧାନ ସଭାକୁ ନିର୍ବାଚିତ କରି ପଠାଇ ଥିବାରୁ ଅନେକ ଅନେକ ଧନ୍ୟବାଦ୍ ଦେବା ସହ କୃତଜ୍ଞତା ଜଣାଉଛି। Naveen Patnaik Biju Janata Dal
ଆମର ପ୍ରିୟ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରଯୁକ୍ତ Naveen Patnaik ଙ୍କ ସହ ନବୀନ ନିବାସ ରେ ଦଳୀୟ ସଂଗଠନ ଓ ସଭ୍ୟ ସଂଗ୍ରହ ଅଭିଯାନ ଉପରେ ଆଲୋଚନା ହୋଇଥିଲା। Biju Janata Dal