District Emergency - Kandhamal
@deoc_kandhamal
Collectorate Kandhamal
ID: 1298970293302484993
27-08-2020 13:07:20
84 Tweet
33 Followers
9 Following
District level Table Top exercise-2024 on Disaster Preparedness in respect of Kandhamal district was held on 18.6.2024 at ZP conference hall, Phulbani under the Chairmanship of Collector, Kandhamal in presence of all line department officers. I & PR Department, Odisha SRC, Govt of Odisha OSDMA Odisha
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କ ଅଧ୍ଯକ୍ଷତାରେ ବସିଥିବା ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ - ୨୦୨୪ରେ ଅଗ୍ନିଶମ ବିଭାଗର ଦକ୍ଷତା ବୃଦ୍ଧି ପାଇଁ ₹୩୯୪ କୋଟିର ଯୋଜନା ସହ ₹୨୦୦ କୋଟିର ଅତିରିକ୍ତ ଯୋଜନା କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ନିଆଯାଇଛି।
ବଜ୍ରପାତ ସମୟରେ ନିଜକୁ ସୁରକ୍ଷିତ ରଖିବା ପାଇଁ କେତେଗୁଡିଏ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ସ୍ଵତନ୍ତ୍ର ରିଲିଫ୍ କମିଶନର ଜନସାଧାରଣଙ୍କୁ ନିବେଦନ କରୁଅଛନ୍ତି CMO Odisha ChiefSecyOdisha Satyabrata Sahu