DM Cuttack (@cuttackdm) 's Twitter Profile
DM Cuttack

@cuttackdm

Official Account of Collector & District Magistrate, Cuttack. presently Shri. Dattatraya B Shinde,IAS.

ID: 876651931229233152

linkhttps://cuttack.odisha.gov.in calendar_today19-06-2017 04:04:42

3,3K Tweet

52,52K Followers

89 Following

DM Cuttack (@cuttackdm) 's Twitter Profile Photo

କଟକ ସଦର ଉପଜିଲ୍ଲାପାଳ ଶ୍ରୀ ଜୋତିଶଙ୍କର ରାୟ, ବ୍ଲକ ଉନ୍ନୟନ ଅଧିକାରୀ, ତହସିଲଦାର ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ସହ କଣ୍ଟାପଡ ବ୍ଲକ ଅଞ୍ଚଳର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ ସୁଭଦ୍ରା ଫର୍ମ ବିତରଣ କାର୍ଯ୍ୟର ତଦାରଖ କରୁଛନ୍ତି। #subhadrayojana CMO Odisha ChiefSecyOdisha Department of WCD, Government of Odisha

ନିଆଳି ପଂଚାୟତ ସମିତି ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଯୁଗ୍ମ ଜନ ଅଭିଯୋଗ ଶିବିରରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଅଭିଯୋଗ ଗୁଡିକର ଶୁଣାଣି କରି ତ୍ଵରିତ ସାମାଧାନ କରୁଛନ୍ତି। CMO Odisha ChiefSecyOdisha

ତ୍ରିଶୂଳିଆ ଠାରୁ ନନ୍ଦନକାନନ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ। CMO Odisha ChiefSecyOdisha Works Department, Odisha

ଆଜି ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ବାରବାଟୀ ପାଲେସ ସ୍ଥିତ ମିଶନ ଶକ୍ତି ବଜାର ଏବଂ ମିଶନ ଶକ୍ତି କାଫେ ପରିଦର୍ଶନ କରି କାର୍ଯ୍ୟର ବିସ୍ତୃତ ସମୀକ୍ଷା କରିଛନ୍ତି।

The viral audio in Hindi about Subhadra Yojana is false and misleading. Necessary legal action is being initiated against the people spreading the said audio. People are requested not to believe in any rumours. Subhadra Yojana I & PR Department, Odisha Department of WCD, Government of Odisha

DM Cuttack (@cuttackdm) 's Twitter Profile Photo

କଟକ ଜିଲ୍ଲା ବାରଙ୍ଗ ବ୍ଲକ ଅନ୍ତର୍ଗତ ଏକ ମଡେଲ କେନ୍ଦ୍ରରେ ସୁଭଦ୍ରା ଯୋଜନା ହିତାଧିକାରୀ ଫର୍ମ ଦାଖଲ କରି ପଞ୍ଜୀକରଣ କରୁଛନ୍ତି । #SubhadraYojana CMO Odisha ChiefSecyOdisha Department of WCD, Government of Odisha

DM Cuttack (@cuttackdm) 's Twitter Profile Photo

ଜିଲ୍ଲାସ୍ତରୀୟ ଗୁରୁଦିବସ ଉତ୍ସବ ଓ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ୨୦୨୪ରେ ଯୋଗ ଦେଇ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। CMO Odisha ChiefSecyOdisha EducationOdisha

Multidisciplinary squads seized excavators and dumpers used for night sand excavation under Niali Tahasil. Penalties with criminal action will be initiated by mining dept. CMO Odisha ChiefSecyOdisha Steel & Mines, Odisha