Chidananda Sahoo (@chidananda01) 's Twitter Profile
Chidananda Sahoo

@chidananda01

General Secretary BCJD Angul ;
Jai Jagannath 🙏🙏🙏

ID: 792573644950077440

calendar_today30-10-2016 03:47:37

6,6K Tweet

248 Takipçi

304 Takip Edilen

Odisha Sports (@sports_odisha) 's Twitter Profile Photo

ନୂତନ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ କ୍ରୀଡ଼ା ବିଭାଗ ତରଫରୁ ଅଜସ୍ର ଶୁଭେଚ୍ଛା ଓ ଶୁଭକାମନା। #OdishaForSports

ନୂତନ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ କ୍ରୀଡ଼ା ବିଭାଗ ତରଫରୁ ଅଜସ୍ର ଶୁଭେଚ୍ଛା ଓ ଶୁଭକାମନା।

#OdishaForSports
Brajakishore Pradhan (@bapu4talcher) 's Twitter Profile Photo

ଓଡ଼ିଶାର ଗଣପର୍ବ ରଜ ଉପଲକ୍ଷେ ତାଳଚେର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡ଼ଯୋରଡ଼ା ଗ୍ରାମର ଉପରସାହି, ମଝିସାହି, ବରସାହି, ଗୁଡ଼ି ସାହି, ରାଜଧାନୀ ସାହି ଓ ପ୍ରଧାନସାହିରେ ଆୟୋଜିତ ହୋଇଥିବା ରଜ ମହୋତ୍ସବ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଲି ।।

Maharana Bijay (@maharanabijay1) 's Twitter Profile Photo

ପାଣିପାଗ ଯେପରି, ପିଲାମାନଙ୍କ ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକ ଆଉ କିଛି ଦିନ ଛୁଟି ରଖିବା ଉଚିତ୍ । ସେମାନଙ୍କ ସୁରକ୍ଷା ସବୁଠୁ ଗୁରୁତ୍ଵପୂର୍ଣ୍ଣ । Mohan Charan Majhi CMO Odisha EducationOdisha Ranjit kumar Mohapatra 🇮🇳 Sarat Chandra Das Alok bhutia Gourav Ray

Maharana Bijay (@maharanabijay1) 's Twitter Profile Photo

ସ୍ବାସ୍ଥ୍ୟମନ୍ତ୍ରୀ ରୂପେ ଦାୟିତ୍ଵ ପାଇଥିବାରୁ Dr. Mukesh Mahaling ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଶୁଭେଚ୍ଛା । ତାଳଚେର ମେଡିକାଲ କଲେଜ ବା PMPM କଲେଜ ସମ୍ବନ୍ଧ ଆପଣ ଜାଣନ୍ତି। ଏହାର କାର୍ଯ୍ୟକାରୀ ସମ୍ବନ୍ଧରେ ଆପଣଙ୍କ ସରକାର ଓ ଆପଣଙ୍କ ଯୋଜନା କଣ ଏବଂ କେବେଠାରୁ ଚାଲୁହେବ ?CMO Odisha Mohan Charan Majhi Dharmendra Pradhan

Goverment College of Engineering Keonjhar (@gcekeonjhar) 's Twitter Profile Photo

Our Civil Engg. Dept. offered one-month Summer Internship program during this summer vacation. 34 No. of students from CUPGS, BPUT, CUTM, BBSR, GCE, KAL, GCE, KJR, RIT, BBSR, OSME, KJR, GP, Deogarh, and GP, Jajpur took the Internship Training at our college. Skill Development and Technical Edn. Department

I & PR Department, Odisha (@ipr_odisha) 's Twitter Profile Photo

ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା। ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଗମନ ନିମନ୍ତେ ପ୍ରତୀକ୍ଷାରତ ରଥତ୍ରୟ... #ଜୟଜଗନ୍ନାଥ

ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା।
ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଗମନ ନିମନ୍ତେ ପ୍ରତୀକ୍ଷାରତ ରଥତ୍ରୟ... #ଜୟଜଗନ୍ନାଥ
BISWAJIT NAYAK 🇮🇳 (@biswajitnyk) 's Twitter Profile Photo

ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟ ରୁ ଜଗନ୍ନାଥପୁର ଗ୍ରାମର ରାସ୍ତା ଶୋଚୋନୀୟ ଅବସ୍ଥା ।ଲୋକ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ନୂତନ ରାସ୍ତା ମରାମତି କିମ୍ୱା ନୂତନ ରାସ୍ତା ନିର୍ମାଣ କରାଯାଉ। CMO Odisha Mohan Charan Majhi Collector and District Magistrate, Angul NTPC Limited Odisha Rural Works Department, Odisha Panchayati Raj and Drinking Water Department

Maharana Bijay (@maharanabijay1) 's Twitter Profile Photo

ପୁରୁଣା ଫୋଟୋ ଭିଡିଓ ଦେଖାଇ ଲୋକମାନଙ୍କୁ ଭୟଭୀତ ନକରିବା ପାଇଁ ମିଡ଼ିଆକୁ ଅନୁରୋଧ କଲେ ଉପମୁଖ୍ୟମନ୍ତ୍ରୀ ସିଂହଦେଓ #ଦାନା_ପାଗଳ_ଚୁଙ୍ଗା_ନାନୀନାନା ଓଟିଭି Argus News Kanak News News18 Odia news7 Kalinga TV Chidananda Sahoo DEBARANJAN SAMAL Alok bhutia Sarat Chandra Das