BJP4Satyabadi (@bjp4satyabadi) 's Twitter Profile
BJP4Satyabadi

@bjp4satyabadi

Official Twitter Account of Bharatiya janata party.Satyabadi. Constituency

ID: 1243926801581101058

linkhttp://Bjp.org.in calendar_today28-03-2020 15:44:15

2,2K Tweet

242 Followers

120 Following

Om prakash mishra (@omprakash_916) 's Twitter Profile Photo

ପୁରୀ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚାର ପୂର୍ବତନ ଯୁବ ମୋର୍ଚ୍ଚା ଉପସଭାପତି ତଥା ସତ୍ୟବାଦୀ ବ୍ଳକ ର ଯୁବ ସଂଗଠକ ଶ୍ରଧେୟ ସାନ ଭାଇ ରୀଙ୍କୁ ର ଏକାଦସାହରେ ଯୋଗଦେଇ ତାର ଅମର ଆତ୍ମାର ସଦଗତି କାମନା କରିଲି ।। ଏହି ଅବସରରେ ମୋ ସହ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡାକ୍ତର ସମ୍ବିତ ପାତ୍ର ଉପସ୍ଥିତ ଥିଲେ ।।

ପୁରୀ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚାର ପୂର୍ବତନ ଯୁବ ମୋର୍ଚ୍ଚା ଉପସଭାପତି ତଥା ସତ୍ୟବାଦୀ ବ୍ଳକ ର ଯୁବ ସଂଗଠକ ଶ୍ରଧେୟ ସାନ ଭାଇ ରୀଙ୍କୁ ର ଏକାଦସାହରେ ଯୋଗଦେଇ ତାର ଅମର ଆତ୍ମାର ସଦଗତି କାମନା କରିଲି ।।

ଏହି ଅବସରରେ ମୋ ସହ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା   ଡାକ୍ତର ସମ୍ବିତ ପାତ୍ର ଉପସ୍ଥିତ ଥିଲେ ।।
Dharmendra Pradhan (@dpradhanbjp) 's Twitter Profile Photo

ଭୁବନେଶ୍ୱରରେ The New Indian Express ଗ୍ରୁପର ଏକାଦଶ ଓଡ଼ିଶା ଲିଟେରାରୀ ଫେଷ୍ଟିଫାଲ -2023ର ଉଦଘାଟନ ସମାରୋହରେ ଯୋଗଦେଲି । ଏହି ସମାରୋହର ବିଷୟ ବସ୍ତୁ ' The Ideas of Identity' ତଥା ‘ପରିଚୟର କଳ୍ପନା’ ରଖିଥିବାରୁ ଧନ୍ୟବାଦ । ଗୋଟିଏ ମଣିଷ, ସଭ୍ୟତା, ଭୌଗୋଳିକ ଅଞ୍ଚଳ କିମ୍ବା ବର୍ଗବିଶେଷର ଏକ ପରିଚୟ ରହିଥାଏ । ଭାଷା, ସଜ୍ଞା, ଆରାଧ୍ୟ

Sambit Patra (@sambitswaraj) 's Twitter Profile Photo

ଆଜି ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲରେ ସତ୍ୟବାଦୀ ବିଧାନସଭା ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତର ଭଉଣୀ ସୁକାନ୍ତି ଦଳାଇଙ୍କୁ ସାକ୍ଷାତ କରି ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଲି । ମହାପ୍ରଭୁଙ୍କ ନିକଟରେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି ।

ଆଜି ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲରେ ସତ୍ୟବାଦୀ ବିଧାନସଭା ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତର ଭଉଣୀ ସୁକାନ୍ତି ଦଳାଇଙ୍କୁ ସାକ୍ଷାତ କରି ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଲି ।

ମହାପ୍ରଭୁଙ୍କ ନିକଟରେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି ।
Om prakash mishra (@omprakash_916) 's Twitter Profile Photo

ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ କଣାସ ବ୍ଳକ ଗଡ଼ବଳଭଦ୍ରପୁରୁ ପଞ୍ଚାୟତ ମଣିଜୀପୁରୁ ଗ୍ରାମର ସନ୍ତୋଷ ବେହେରାଙ୍କୁ ଦେଖା କରିଲି । ଡାକ୍ତର ଟିମ୍ ଙ୍କୁ ଶ୍ରୀଯୁକ୍ତ ବେହେରାଙ୍କ ସ୍ଵାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିବା ସହିତ ଆଶୁ ଆରୋଗ୍ୟ କାମନା କରୁଛି । BJP4Satyabadi

ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ କଣାସ ବ୍ଳକ ଗଡ଼ବଳଭଦ୍ରପୁରୁ ପଞ୍ଚାୟତ ମଣିଜୀପୁରୁ ଗ୍ରାମର ସନ୍ତୋଷ ବେହେରାଙ୍କୁ ଦେଖା କରିଲି ।

ଡାକ୍ତର ଟିମ୍ ଙ୍କୁ ଶ୍ରୀଯୁକ୍ତ ବେହେରାଙ୍କ ସ୍ଵାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିବା ସହିତ ଆଶୁ ଆରୋଗ୍ୟ କାମନା କରୁଛି ।
BJP4Satyabadi
Om prakash mishra (@omprakash_916) 's Twitter Profile Photo

କଣାସ ବ୍ଲକ ଗଡ଼ସାହି ସମବାୟ ସମିତି ର ସମ୍ପାଦକ ସ୍ୱର୍ଗୀୟ √ କଳ୍ପତରୁ ରାଉତରାୟଙ୍କ ଏକାଦଶାହ ଉପଲକ୍ଷେ ତାଙ୍କ ସ୍ମୃତିଚାରଣ ସଭାରେ ଯୋଗଦାନ କରୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଲି ll ମୋ ସହିତ ମୋ ବଡ ଭଉଣୀ କଣାସ ୫ ନମ୍ବର ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତି ଲତାମଣି ଜଗଦେବ ଓ ସରପଞ୍ଚ, ସମିତି ସଭ୍ୟ ଯୋଗୋଦାନ କରିଥିଲେ ll

କଣାସ ବ୍ଲକ ଗଡ଼ସାହି ସମବାୟ ସମିତି ର ସମ୍ପାଦକ ସ୍ୱର୍ଗୀୟ √ କଳ୍ପତରୁ ରାଉତରାୟଙ୍କ ଏକାଦଶାହ ଉପଲକ୍ଷେ ତାଙ୍କ ସ୍ମୃତିଚାରଣ ସଭାରେ ଯୋଗଦାନ କରୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଲି ll

ମୋ ସହିତ ମୋ ବଡ ଭଉଣୀ କଣାସ ୫ ନମ୍ବର ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତି ଲତାମଣି ଜଗଦେବ ଓ ସରପଞ୍ଚ, ସମିତି ସଭ୍ୟ ଯୋଗୋଦାନ କରିଥିଲେ ll
Om prakash mishra (@omprakash_916) 's Twitter Profile Photo

ନୂତନ ଭାବେ ଯୋଗଦାନ କରିଥିବା ସତ୍ୟବାଦୀ ବ୍ଲକ ବିଡିଓ ଙ୍କୁ ଆଜି ସତ୍ୟବାଦୀ ବ୍ଲକ କାର୍ଯ୍ୟାଳୟରେ ଭେଟି ସ୍ବାଗତ ଜଣାଇବା ସହ ସତ୍ୟବାଦୀ ବ୍ଲକର ବିଭିନ୍ନ ସମସ୍ୟା ନେଇ ଭାରତୀୟ ଜନତା ପାର୍ଟୀ ର ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ମାନଙ୍କ ସହିତ ଭେଟି ବିଭିନ୍ନ ପଞ୍ଚାୟତ ର ସମସ୍ୟା ବିଷୟରେ ଆଲୋଚନା କରିଲି ।

କ୍ୟାପିଟାଲ ହସ୍ପିଟାଲରେ‌ ଗୁରୁତର ଭାବେ ଚିକିତ୍ସିତ ହେଉଥିବା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ପାର୍ଟିର ସଂଯୋଜକ ବଡ଼ ଭାଇ ରଞ୍ଜନ ବରାଳ ଙ୍କ ପିତା ଚୈତନ୍ୟ ବରାଳ ମଉସା ଙ୍କୁ ଦେଖା କରିଲି । ଡାକ୍ତର ଟିମ୍ ଙ୍କୁ ଚୈତନ୍ୟ ମଉସା ଙ୍କ ସ୍ଵାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିବା ସହିତ ଆଶୁ ଆରୋଗ୍ୟ କାମନା କରୁଛି।

କ୍ୟାପିଟାଲ ହସ୍ପିଟାଲରେ‌ ଗୁରୁତର ଭାବେ ଚିକିତ୍ସିତ ହେଉଥିବା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ପାର୍ଟିର ସଂଯୋଜକ ବଡ଼ ଭାଇ ରଞ୍ଜନ ବରାଳ ଙ୍କ ପିତା ଚୈତନ୍ୟ ବରାଳ ମଉସା ଙ୍କୁ ଦେଖା କରିଲି ।

ଡାକ୍ତର ଟିମ୍ ଙ୍କୁ ଚୈତନ୍ୟ ମଉସା ଙ୍କ ସ୍ଵାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିବା ସହିତ ଆଶୁ ଆରୋଗ୍ୟ କାମନା କରୁଛି।
Om prakash mishra (@omprakash_916) 's Twitter Profile Photo

ନୂଆବର୍ଷ , ନୂଆ ଆଶା - ନୂଆ ଆକାଂକ୍ଷା ଆପଣଙ୍କ ସହଯୋଗରେ ବିକଶିତ ହେଉ ସତ୍ୟବାଦୀ ..!! ଇଂରାଜୀ ନବବର୍ଷ ଉପଲକ୍ଷେ ସତ୍ୟବାଦୀର ସମସ୍ଥ ଜନସାଧାରଣ ମାନଙ୍କୁ ହାର୍ଦିକ ଶୁଭେଚ୍ଛା ଓ ଶୁଭକାମନା ।। ଭାବର ଠାକୁର ଶ୍ରୀ ଜଗନ୍ନାଥଙ୍କ ଅଶେଷ ଅସୁମାରୀ ଆଶିଷରୁ ଏହି ନୂଆ ବରଷଟି ସଭିଙ୍କ ପାଇଁ ଶୁଭ ଓ ମଙ୍ଗଳମୟ ହେଉ ।।

ନୂଆବର୍ଷ , ନୂଆ ଆଶା  -  ନୂଆ ଆକାଂକ୍ଷା
ଆପଣଙ୍କ ସହଯୋଗରେ ବିକଶିତ ହେଉ ସତ୍ୟବାଦୀ ..!!

ଇଂରାଜୀ ନବବର୍ଷ ଉପଲକ୍ଷେ ସତ୍ୟବାଦୀର ସମସ୍ଥ ଜନସାଧାରଣ ମାନଙ୍କୁ ହାର୍ଦିକ ଶୁଭେଚ୍ଛା ଓ ଶୁଭକାମନା ।।
ଭାବର ଠାକୁର ଶ୍ରୀ ଜଗନ୍ନାଥଙ୍କ ଅଶେଷ ଅସୁମାରୀ ଆଶିଷରୁ ଏହି ନୂଆ ବରଷଟି ସଭିଙ୍କ ପାଇଁ ଶୁଭ ଓ ମଙ୍ଗଳମୟ ହେଉ ।।
Om prakash mishra (@omprakash_916) 's Twitter Profile Photo

ପୁରୀ ଜିଲ୍ଲା ଡେଲାଙ୍ଗ ଠାରେ ସମ୍ପଦ ବିଭାଗ ଦ୍ୱାରା ଆୟୋଜିତ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଅବସରରେ ଯୋଗଦେଇ ଜିଲ୍ଲାର ଚାଷୀ ଭାଇଭଉଣୀ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲି ।

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ଆସାମର ପୂର୍ବତନ ରାଜ୍ୟପାଳ ତଥା ସାହିତ୍ୟିକ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜୟନ୍ତୀରେ ମୋର ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । ରାଜନୀତି ସହ ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ନିଜ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ ।

ବକୁ ଗ୍ରାମପଞ୍ଚାୟତର ସୋଢରପୁର ଗ୍ରାମର ଦଳୀୟ କାର୍ଯ୍ୟକର୍ତା ଶିବ ପ୍ରସାଦ ମହାରଣା ଙ୍କ ପିତୃଦେବ ସ୍ବର୍ଗତ ନବ କିଶ୍ବର ମହାରଣା ଙ୍କ ଏକାଦଶ କ୍ରିୟା ରେ ଯୋଗଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଅମର ଆତ୍ମାର ସଦଗତି କାମନା ନିମନ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରୁଛି....

କଣାସ ବ୍ଲକରେ ଥିବା ସରସ୍ୱତୀ ବିଦ୍ୟାମନ୍ଦିର ବାର୍ଷିକ ଉତ୍ସବରେ ସାମିଲ ହେଲି l ବାର୍ଷିକ ଉତ୍ସବ ଅବସରରେ ସରସ୍ବତୀ ବିଦ୍ୟା ମନ୍ଦିରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ଥିବା ଛାତ୍ରୀ ମାନଙ୍କୁ ସମ୍ମାନିତ କରିବା ସହ ସେମାନଙ୍କୁ ଶୁଭେଚ୍ଛା ଜଣାଇଲି l

କଣାସ ବ୍ଲକରେ ଥିବା ସରସ୍ୱତୀ ବିଦ୍ୟାମନ୍ଦିର ବାର୍ଷିକ ଉତ୍ସବରେ ସାମିଲ ହେଲି l

ବାର୍ଷିକ ଉତ୍ସବ ଅବସରରେ ସରସ୍ବତୀ ବିଦ୍ୟା ମନ୍ଦିରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ଥିବା ଛାତ୍ରୀ ମାନଙ୍କୁ ସମ୍ମାନିତ କରିବା ସହ ସେମାନଙ୍କୁ ଶୁଭେଚ୍ଛା ଜଣାଇଲି l
Om prakash mishra (@omprakash_916) 's Twitter Profile Photo

ଗଡ଼ସାନପୁଟ ଗ୍ରାମପଞ୍ଚାୟତର ଶ୍ରୀନିବାସ ବିଶ୍ୱାଳଙ୍କ ଧର୍ମପତ୍ନୀ ତଥା ସିରେଇ ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ରାଜକିଶ୍ଵର ସାମନ୍ତରାୟଙ୍କର ବଡ଼ ଭଉଣୀଙ୍କ ଏକାଦଶ କ୍ରିୟା ରେ ଯୋଗଦାନ କରି ଫଟୋ ଚିତ୍ର ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଅମର ଆତ୍ମାର ସଦଗତି କାମନା ନିମନ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରିଲି ll

କଣାସ ବ୍ଲକ୍ ସ୍ଥିତ ସାହୁପଡ଼ା ପଞ୍ଚାୟତରେ ଥିବା ଗ୍ରାମେଶ୍ବର ବିଶ୍ୱନାଥ ଦେବ ସଂଯୁକ୍ତ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ୰ଗୋବିନ୍ଦ ଚନ୍ଦ୍ର ମିଶ୍ର ଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ତଥା ବିଦ୍ୟାଳୟର ବାର୍ଷିକ ଉତ୍ସବରେ ସାମିଲ ହେଲି l

ପ୍ରବାସୀ ଭାରତୀୟ ଦିବସ-୨୦୨୫ ଆଜି ଠାରୁ ଆରମ୍ଭ ହୋଇଛି। ଏହି ଅବସରରେ ସମସ୍ତ ପ୍ରବାସୀ ଭାରତୀୟମାନଙ୍କୁ ଓଡିଶାରେ ସ୍ୱାଗତ ଜଣାଉଛି। Narendra Modi Amit Shah Mohan Charan Majhi Pravati Parida Kanak Vardhan Singh Deo (Modiji Ka Parivar)

ପ୍ରବାସୀ ଭାରତୀୟ ଦିବସ-୨୦୨୫ ଆଜି ଠାରୁ ଆରମ୍ଭ ହୋଇଛି। ଏହି ଅବସରରେ ସମସ୍ତ ପ୍ରବାସୀ ଭାରତୀୟମାନଙ୍କୁ ଓଡିଶାରେ ସ୍ୱାଗତ ଜଣାଉଛି।
Narendra Modi Amit Shah Mohan Charan Majhi Pravati Parida Kanak Vardhan Singh Deo (Modiji Ka Parivar)
Om prakash mishra (@omprakash_916) 's Twitter Profile Photo

କଣାସ ବ୍ଲକ ଦିବ୍ୟସିଂହଁପୁର ପଞ୍ଚାୟତ ଅନ୍ତର୍ଗତ ତଇଲା ଭଗବତୀପଡା ପ୍ରାର୍ଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଯୋଗଦେବାର ଅବସର ମିଳିଲା। ବୈଷୟିକ ଯୁଗରେ ସମାଜରେ ସଂସ୍କାର ଆଣିବା ନେଇ ଛାତ୍ର, ଛାତ୍ରୀ ଙ୍କ ଭୂମିକା ଅନେକ।

ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ ଗଠନ ଲକ୍ଷ୍ଯ ll ବିକଶିତ ଗାଁ, ବିକଶିତ ଓଡ଼ିଶା ଅଭିଯାନ । ଗାଁର ବିକାଶରୁ ହିଁ ଆରମ୍ଭ ରାଜ୍ଯର ସାମୂହିକ ବିକାଶ।

ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ ଗଠନ ଲକ୍ଷ୍ଯ ll

ବିକଶିତ ଗାଁ, ବିକଶିତ ଓଡ଼ିଶା ଅଭିଯାନ । ଗାଁର ବିକାଶରୁ ହିଁ ଆରମ୍ଭ ରାଜ୍ଯର ସାମୂହିକ ବିକାଶ।
Om prakash mishra (@omprakash_916) 's Twitter Profile Photo

ଦାସବିଦ୍ୟାଧରପୁର ପଞ୍ଚାୟତର ବରିଷ୍ଠ ବିଜେପି ନେତା ତ୍ରିଲୋଚନ ରଥ ଙ୍କ ସାନ ଝିଅଙ୍କ ବିବାହ ଉତ୍ସବ‌ରେ ଯୋଗଦେଇ ଶୁଭେଚ୍ଛା ଜଣାଇବା ସହ ଆଶୀର୍ବାଦ ପ୍ରଦାନ କଲି। ବୈବାହିକ ଜୀବନ ସୁଖଦପୂର୍ଣ୍ଣ ହେଉ ବୋଲି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା।

ଦାସବିଦ୍ୟାଧରପୁର ପଞ୍ଚାୟତର ବରିଷ୍ଠ ବିଜେପି ନେତା ତ୍ରିଲୋଚନ ରଥ ଙ୍କ ସାନ ଝିଅଙ୍କ ବିବାହ ଉତ୍ସବ‌ରେ ଯୋଗଦେଇ ଶୁଭେଚ୍ଛା ଜଣାଇବା ସହ ଆଶୀର୍ବାଦ ପ୍ରଦାନ କଲି।

ବୈବାହିକ ଜୀବନ ସୁଖଦପୂର୍ଣ୍ଣ ହେଉ ବୋଲି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା।