BJD Cultural Coordination Front (@bjdcultural) 's Twitter Profile
BJD Cultural Coordination Front

@bjdcultural

Official handle of the BJD Cultural Coordination Front.

ID: 1176105224001314817

linkhttp://www.bjdodisha.org.in/ calendar_today23-09-2019 12:06:30

861 Tweet

760 Takipçi

3 Takip Edilen

BJD Cultural Coordination Front (@bjdcultural) 's Twitter Profile Photo

ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaikଙ୍କ ନିର୍ଦ୍ଦେଶକୁ ପାଳନ କରି କରୋନା ଯୋଦ୍ଧାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମଇ ୩୦ତାରିଖ ସନ୍ଧ୍ୟା ୫.୩୦ରେ କେଉଁଝର ଜିଲ୍ଲାର Bansapal ବ୍ଲକ singpur ଗ୍ରାମ ପଞ୍ଚାୟତରେ BJD CCFର ସଦସ୍ୟାମାନେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରିଥିଲେ #OdishaHonorsCovidWarriors CMO Odisha BJD IT Wing

BJD Cultural Coordination Front (@bjdcultural) 's Twitter Profile Photo

କରୋନା ଯୋଦ୍ଧାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମଇ ୩୦ତାରିଖ ସନ୍ଧ୍ୟା ୫.୩୦ରେ କେଉଁଝର ଜିଲ୍ଲାର Bansapal ବ୍ଲକ Bansapal ଗ୍ରାମ ପଞ୍ଚାୟତରେ BJD CCFର ସଦସ୍ୟାମାନେ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaikଙ୍କ ନିର୍ଦ୍ଦେଶକୁ ପାଳନ କରି ବନ୍ଦେ ଉତ୍କଳ ଜନନୀ ସଂଗୀତଗାନ କରିଥିଲେ #OdishaHonorsCovidWarriors CMO Odisha BJD IT Wing

BJD Cultural Coordination Front (@bjdcultural) 's Twitter Profile Photo

ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଙ୍କ ଆହ୍ୱାନକୁ ସମର୍ଥନ କରି କରୋନା ଯୋଦ୍ଧାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମଇ ୩୦ ତାରିଖ ସନ୍ଧ୍ୟା ୫.୩୦ ରେ କେଉଁଝର ଜିଲ୍ଲାର Bansapal ବ୍ଲକ Gayakumudi ଗ୍ରା.ପରେ BJD CCF ର ସଦସ୍ୟମାନେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରିଥିଲେ #OdishaHonorsCovidWarriors CMO Odisha BJD IT Wing

BJD Cultural Coordination Front (@bjdcultural) 's Twitter Profile Photo

ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaikଙ୍କ ନିର୍ଦ୍ଦେଶକୁ ପାଳନ କରି କରୋନା ଯୋଦ୍ଧାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମଇ ୩୦ ତାରିଖ ସନ୍ଧ୍ୟା ୫.୩୦ରେ ମୟୁରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକ nadpur ଗ୍ରା.ପରେ BJD CCF ର ସଦସ୍ୟାମାନେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରିଥିଲେ #OdishaHonorsCovidWarriors CMO Odisha BJD IT Wing

BJD Cultural Coordination Front (@bjdcultural) 's Twitter Profile Photo

କରୋନା ଯୋଦ୍ଧାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମଇ ୩୦ ତାରିଖ ସନ୍ଧ୍ୟା ୫.୩୦ରେ ମୟୁରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକ jual ଗ୍ରାମପଞ୍ଚାୟତରେ BJD CCF ର ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଙ୍କ ନିର୍ଦ୍ଦେଶକୁ ପାଳନ କରି ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରିଥିଲେ । #OdishaHonorsCovidWarriors CMO Odisha BJD IT Wing

BJD Cultural Coordination Front (@bjdcultural) 's Twitter Profile Photo

ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଙ୍କ ନିର୍ଦ୍ଦେଶକୁ ପାଳନ କରି କରୋନା ଯୋଦ୍ଧାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମଇ ୩୦ ତାରିଖ ସନ୍ଧ୍ୟା ୫.୩୦ ରେ କେଉଁଝର ଜିଲ୍ଲାର ଜୋଡା ବ୍ଲକ Serinda ଗ୍ରାମପଞ୍ଚାୟତରେ BJD CCF ର ସଦସ୍ୟମାନେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରିଥିଲେ । #OdishaHonorsCovidWarriors CMO Odisha BJD IT Wing

BJD Cultural Coordination Front (@bjdcultural) 's Twitter Profile Photo

ବିଜେଡି ସାଂସ୍କୃତିକ ସମନ୍ଵୟ ସାମୁଖ୍ୟର ନୟାଗଡ ଜିଲ୍ଲାର ଓଡୋଗାଁ ବ୍ଲକର ସଂଯୋଜକ ମନୋଜ ମିଶ୍ର ପାଲା ପରିବେଷଣ କରୁଛନ୍ତି ।

ବିଜେଡି ସାଂସ୍କୃତିକ ସମନ୍ଵୟ ସାମୁଖ୍ୟର ନୟାଗଡ ଜିଲ୍ଲାର ଓଡୋଗାଁ ବ୍ଲକର ସଂଯୋଜକ ମନୋଜ ମିଶ୍ର ପାଲା ପରିବେଷଣ କରୁଛନ୍ତି ।
BJD Cultural Coordination Front (@bjdcultural) 's Twitter Profile Photo

ସ୍ୱାଧୀନତା ଦିବସ ଅବସରରେ ବିଜେଡ଼ି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟର ଭୁବନେଶ୍ୱର ଶାଖା ତରଫରୁ ସବୁଜ ଭାରତର କାର୍ଯ୍ୟକର୍ତ୍ତାଙ୍କ ଗହଣରେ ଜନକଲ୍ୟାଣ କ୍ଲବ, ସହିଦ ରଘୁ ଦିବାକରଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ କରୋନା ଯୋଦ୍ଧା ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଛି ।