
BJD IT Wing
@bjditwing
The official handle of the IT Wing of Biju Janata Dal
ID: 1046256402140823553
http://bjdodisha.org.in 30-09-2018 04:32:19
4,4K Tweet
15,15K Takipçi
213 Takip Edilen


ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik କୋଭିଡ ଯୋଦ୍ଧାଙ୍କ ଉତ୍ସର୍ଗୀକୃତ କାର୍ଯ୍ୟକୁ ସମ୍ମାନ ଜଣାଇ ସେମାନଙ୍କ ସ୍ମୃତିରେ ଭୁବନେଶ୍ୱରରେ ସ୍ମାରକୀ ପ୍ରତିଷ୍ଠା ପାଇଁ ଘୋଷଣା କରିଛନ୍ତି। ଏଥିସହ କୋଭିଡ ଯୋଦ୍ଧାଙ୍କ ପରିବାରର ସୁବିଧାକୁ ବିଶେଷ ଧ୍ୟାନ ଦିଆଯିବ ଏବଂ ଏ ଜାତି ସେମାନଙ୍କ ତ୍ୟାଗକୁ ସର୍ବଦା ମନେ ରଖିବ ବୋଲି କହିଛନ୍ତି।#OdishaCares


Naveen Patnaik BJD IT Wing #ସାଙ୍ଗଠନିକ_ବୈଠକ ମୋ ନିର୍ବାଚନ ମଣ୍ଡଳୀ,#ପାଲଲହଡା ବ୍ଲକ #ଇଂଜିଡି ଗ୍ରାମ ପଞ୍ଚାୟତ ବିଜୁ ଜନତା ଦଳର ସଂଗଠନକୁ ତୃଣମୂଳ ସ୍ତରରେ ଆହୁରି ସୁସଙ୍ଗଠିତ ଏବଂ କ୍ରିୟାଶୀଳ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଶକ୍ତ ଏବଂବିକଶିତ ଓଡିଶା ଗଠନ କରିବାର #ଆହ୍ୱାନକୁ ସଫଳ କରିବା ପାଇଁ ସମସ୍ତଙ୍କୁ #ନିବେଦନ କଲି l


Naveen Patnaik BJD IT Wing #ମିଶ୍ରଣ_ପର୍ବ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମହୋଦୟ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ମୋ ଉପସ୍ଥିତ ରେ ମୋ ନିର୍ବାଚନ ମଣ୍ଡଳୀ, ଇଂଜିଡି ଗ୍ରାମ ପଞ୍ଚାୟତ ର ୧୭ ଜଣ ବିଜେପି ଓ କଂଗ୍ରେସ କର୍ମୀ ବିଜେଡି ରେ ସାମିଲ୍ ହେଲେ।


Naveen Patnaik BJD IT Wing #ମିଶ୍ରଣ_ପର୍ବ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମହୋଦୟଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ମୋ ଉପସ୍ଥିତ ରେ ମୋ ନିର୍ବାଚନ ମଣ୍ଡଳୀ, ରୋହିଲା ଗ୍ରାମ ପଞ୍ଚାୟତ ର ୧୨ ଜଣ ବିଜେପି କର୍ମୀ ବିଜେଡି ରେ ସାମିଲ୍ ହେଲେ।


Naveen Patnaik BJD IT Wing ମୋ ନିର୍ବାଚନ ମଣ୍ଡଳୀ,ପାଳଲହଡା ବ୍ଲକ ଅନ୍ତର୍ଗତ ଇଂଜିଡି ଗ୍ରାମ ପଞ୍ଚାୟତ ର ଇଂଜିଡି ଗ୍ରାମରେ ଚାଲିଥିବା ଡି ବି ସି ସି କ୍ରିକେଟ ଟୁର୍ନାମେଣ୍ଟ ର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଭୟ ଦଳ ଙ୍କୁ ଉତ୍ସାହିତ କରିବା ସହିତ ବିଜେତା ଓ ଉପବିଜେତା ଦଳ କୁ ପୁରସ୍କାର ବିତରଣ କଲି l


Naveen Patnaik BJD IT Wing ମୋ ନିର୍ବାଚନ ମଣ୍ଡଳୀ,ପାଲଲହଡା ବ୍ଲକ ଅନ୍ତର୍ଗତ ଇଂଜିଡି ଗ୍ରାମ ପଞ୍ଚାୟତ ର ଆଞ୍ଚଳିକ ଶିବ ମନ୍ଦିର ଦେବାହାଳୀ ରୁରାଲ ପାର୍କ ନିର୍ମାଣ ର ଭୂମି ପୂଜନ ଉତ୍ସବ ରେ ଯୋଗଦେଇ ଭୂମି ପୂଜନ କଲି l


My heartfelt gratitude to our party supremo,dear Chief Minister Shri Naveen Patnaik sir for appointing me as the state president of Biju Mahila Janata Dal.The contribution of the women's wing in organizing, strengthening and strengthening the team is unparalleled. 1/2



ସଭାପତି ଶ୍ରୀ Naveen Patnaik ଙ୍କ ଦୃଢ ନେତୃତ୍ଵ ଓ ଆପଣଙ୍କ ଅକୁଣ୍ଠ ଭଲ ପାଇବା ଯୋଗୁଁ ୨୦୨୦ସେବା ଓ ପ୍ରତିବଦ୍ଧତାର ବର୍ଷ ଥିଲା। ଆଗାମୀ ଦିନରେ ମଧ୍ୟ ଲୋକଙ୍କ କଲ୍ୟାଣ ପାଇଁ ଏହି ପ୍ରତିବଦ୍ଧତା ବଜାୟ ରହିବ। ଆମ ଉପରେ ଆଶୀର୍ବାଦ ରଖନ୍ତୁ। ଆପଣଙ୍କ ସହଯୋଗ ଓ ଦଳୀୟ କର୍ମୀଙ୍କ ଉଦ୍ୟମରେ ବର୍ଷ ୨୦୨୧ ହେବ ଉତ୍କର୍ଷର ବର୍ଷ। #HappyNewYear2021

କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କୁ ଜନ୍ମଦିନର ଶୁଭେଚ୍ଛା। Dr. Arun Kumar Sahoo Higher Education Department, Govt. of Odisha 🇮🇳 କୃଷି ବିଭାଗ, ଓଡ଼ିଶା @farddept BJD Nayagarh


ବିଜେଡି ଢେଙ୍କାନାଳର ବିଧାୟକ ଶ୍ରୀଯୁକ୍ତ ସୁଧୀର କୁମାର ସାମଲଙ୍କୁ ଜନ୍ମଦିନର ଶୁଭେଚ୍ଛା। Wishing Shri Sudhir Kumar Samal, Biju Janata Dal's MLA of Dhenkanal, on his Birthday! Sudhir Kumar Samal (Nidhi) BJD Dhenkanal




ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ରାଜ୍ୟବାସୀଙ୍କୁ ନବ ବର୍ଷର ଶୁଭେଚ୍ଛା ଜଣାଇନ୍ତି। ବର୍ଷ ୨୦୨୧ରେ କରୋନା ସଙ୍କଟ ଦୂର ହେବା ସହ ରାଜ୍ୟର ଦ୍ରୁତ ପ୍ରଗତି ଏବଂ ସମସ୍ତଙ୍କ ସୁଖମୟ ଜୀବନ କାମନା କରିଛନ୍ତି।#HappyNewYear2021

ଲୋକଙ୍କୁ ଜରୁରୀକାଳୀନ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକ୍ଷମ ହେବାକୁ ଥିବା ଅତିରିକ୍ତ ୮୪ଟି ନୂତନ ଆମ୍ବୁଲାନ୍ସର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik। ଆଜି ଦିନ ୧୧ଘ.୩୦ମି. ସମୟରେ CMO Odishaରେ ଦେଖନ୍ତୁ ଲୋକାର୍ପଣ ଉତ୍ସବର ସିଧାପ୍ରସାରଣ। #Odisha



ନୂଆ ବର୍ଷ ୨୦୨୧ ଅବସରରେ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କରୋନା ସଙ୍କଟର ଅନ୍ତ ସହ ଓଡ଼ିଶାର ଦ୍ରୁତ ପ୍ରଗତି ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥନା କରିଛନ୍ତି। #HappyNewYear2021


#LIVE : CM Naveen Patnaik dedicates 84 new ambulances to strengthen 108 ambulance service in the State. #OdishaCares pscp.tv/w/cr1g2jFvUEtM…
