BJD DIGITAL WING (@bjddigitalwing) 's Twitter Profile
BJD DIGITAL WING

@bjddigitalwing

Official Twitter handle of BJD DIGITAL WING, responsible for the Social Media, Application, website & other digital presence of the party. use #BJDdigitalwing .

ID: 1290851028762365954

linkhttps://bjddigitalitwing.wixsite.com/bjddigitalwing calendar_today05-08-2020 03:24:18

3,3K Tweet

4,4K Followers

179 Following

BJD DIGITAL WING (@bjddigitalwing) 's Twitter Profile Photo

୨ଟି ମେଗା ପାନୀୟ ଜଳ ପ୍ରକଳ୍ପ ସାଙ୍ଗକୁ ୧୮୦୫ କୋଟି ଟଙ୍କାର ଏକାଧିକ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରି ବିକାଶର ରାସ୍ତାରେ ଅନୁଗୋଳକୁ ଆହୁରି ଆଗେଇ ନେବାକୁ ସଂକଳ୍ପବଦ୍ଧ ମାନ୍ୟବର ମୁଖ୍ୟମନ୍ତ୍ରୀ। #BJDDigitalWing

୨ଟି ମେଗା ପାନୀୟ ଜଳ ପ୍ରକଳ୍ପ ସାଙ୍ଗକୁ ୧୮୦୫ କୋଟି ଟଙ୍କାର ଏକାଧିକ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରି ବିକାଶର ରାସ୍ତାରେ ଅନୁଗୋଳକୁ ଆହୁରି ଆଗେଇ ନେବାକୁ ସଂକଳ୍ପବଦ୍ଧ ମାନ୍ୟବର ମୁଖ୍ୟମନ୍ତ୍ରୀ।

#BJDDigitalWing
BJD DIGITAL WING (@bjddigitalwing) 's Twitter Profile Photo

ମାଆମାନେ ଆଗେଇ ଆସନ୍ତୁ, ଉଦ୍ୟୋଗୀ ହୁଅନ୍ତୁ । ଅନୁଗୁଳର ମିଶନ ଶକ୍ତି ମାଆମାନଙ୍କୁ ୨୪୨ କୋଟି ଟଙ୍କାର ନୂଆବର୍ଷ ଉପହାର ଦେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ । #BJDDigitalWing Naveen Patnaik Biju Janata Dal Pranab Prakash Das

ମାଆମାନେ ଆଗେଇ ଆସନ୍ତୁ, ଉଦ୍ୟୋଗୀ ହୁଅନ୍ତୁ । ଅନୁଗୁଳର ମିଶନ ଶକ୍ତି ମାଆମାନଙ୍କୁ ୨୪୨ କୋଟି ଟଙ୍କାର ନୂଆବର୍ଷ ଉପହାର ଦେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ।

#BJDDigitalWing
Naveen Patnaik Biju Janata Dal Pranab Prakash Das
BJD DIGITAL WING (@bjddigitalwing) 's Twitter Profile Photo

ସେ ସରଳ ଯେତିକି, ସମୟାନୁବର୍ତ୍ତୀ ସେତିକି। କଥା କମ କାମରେ ବିଶ୍ୱାସ କରୁଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ସମୟର ସଦୁପଯୋଗ କରିବାରେ ସିଦ୍ଧହସ୍ତ। ତେଣୁ ତ ସେ କର୍ମପ୍ରବଣ ଓ କର୍ତ୍ତବ୍ୟନିଷ୍ଠର ବଡ଼ ଉଦାହରଣ। #BJDDigitalWing

BJD DIGITAL WING (@bjddigitalwing) 's Twitter Profile Photo

ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି ବିଜେଡି। ଓଡିଶାବାସୀଙ୍କ ଆଶା, ବିଶ୍ବାସ ଓ ସ୍ୱାଭିମାନକୁ ଆଗେଇ ନେବା ପାଇଁ ସବୁବେଳେ କାର୍ଯ୍ୟ କରିଆସିଛି ଦଳ। ଆଗାମୀ ଦିନରେ ସବୁ ପରିବାରର ସହଯୋଗ ସହ ଏକ ଉନ୍ନତ ଓ ବିକଶିତ ଓଡିଶା ଗଠନ ଦିଗରେ କାର୍ଯ୍ୟ ପାଇଁ ଆହ୍ୱାନ ଦେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ। #BJDDigitalWing

BJD DIGITAL WING (@bjddigitalwing) 's Twitter Profile Photo

ହକ୍ ମିଳୁନି, ଅଧିକାରକୁ ବି ଅଣଦେଖା। ଓଡିଶାର ଭଲ ଚାହୁଁନି କେନ୍ଦ୍ର, ସବୁ କଥାରେ କରୁଛି ହତାଦାର । ମନେ ପଡିଗଲେ ନିର୍ବାଚନ, ଓଡିଶା ଆସି କରୁଛନ୍ତି ପ୍ରହସନ। #BJDDigitalWing

ହକ୍ ମିଳୁନି, ଅଧିକାରକୁ ବି ଅଣଦେଖା। ଓଡିଶାର ଭଲ ଚାହୁଁନି କେନ୍ଦ୍ର, ସବୁ କଥାରେ କରୁଛି ହତାଦାର । ମନେ ପଡିଗଲେ ନିର୍ବାଚନ, ଓଡିଶା ଆସି କରୁଛନ୍ତି ପ୍ରହସନ।

#BJDDigitalWing
BJD DIGITAL WING (@bjddigitalwing) 's Twitter Profile Photo

ସଫଳତାର ଆୟୁଧ ହେଉଛି ସମୟର ସଦୁପଯୋଗ । ଯାହାକୁ ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମୟାନୁବର୍ତ୍ତିତା ତାଙ୍କ ବ୍ରତ, ଠିକ୍ ସମୟରେ ଠିକ୍ କାମ ନବୀନ ଶାସନର ମନ୍ତ୍ର। #BJDDigitalWing Naveen Patnaik Biju Janata Dal Pranab Prakash Das

ସଫଳତାର ଆୟୁଧ ହେଉଛି ସମୟର ସଦୁପଯୋଗ । ଯାହାକୁ ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମୟାନୁବର୍ତ୍ତିତା ତାଙ୍କ ବ୍ରତ, ଠିକ୍ ସମୟରେ ଠିକ୍ କାମ ନବୀନ ଶାସନର ମନ୍ତ୍ର।

#BJDDigitalWing
Naveen Patnaik Biju Janata Dal Pranab Prakash Das
BJD DIGITAL WING (@bjddigitalwing) 's Twitter Profile Photo

ପ୍ରେରଣାର ୨୫ ବର୍ଷ ପାର କରି ୨୬ରେ ପାଦ ଦେଇଛି ବିଜେଡି । ଓଡିଶାର ବିକାଶ, ଓଡିଆଙ୍କ ଉନ୍ନତି, ଏ ଜାତିର ସେବା ଓ ସୁରକ୍ଷା ପାଇଁ ବିଜୁ ଜନତା ଦଳ ସବୁବେଳେ ସମର୍ପିତ । #BJDDigitalWing Naveen Patnaik Biju Janata Dal Pranab Prakash Das

ପ୍ରେରଣାର ୨୫ ବର୍ଷ ପାର କରି ୨୬ରେ ପାଦ ଦେଇଛି ବିଜେଡି । ଓଡିଶାର ବିକାଶ, ଓଡିଆଙ୍କ ଉନ୍ନତି, ଏ ଜାତିର ସେବା ଓ ସୁରକ୍ଷା ପାଇଁ ବିଜୁ ଜନତା ଦଳ ସବୁବେଳେ ସମର୍ପିତ ।

#BJDDigitalWing
Naveen Patnaik Biju Janata Dal Pranab Prakash Das
BJD DIGITAL WING (@bjddigitalwing) 's Twitter Profile Photo

ଡାକ୍ତର ଦେଖାଇବାକୁ ରୋଗୀ କରିବେନି ଅପେକ୍ଷା। ସରିଲା ପ୍ରତୀକ୍ଷା, କ୍ୟାପିଟାଲ ହସପିଟାଲରେ ଆରମ୍ଭ ହେବ ସ୍ନାତକୋତ୍ତର ମେଡିକାଲ ଶିକ୍ଷା। ସୁସ୍ଥ ଓଡ଼ିଶା ଅଭିଯାନରେ ଆଉ ପାଦେ ଆଗେଇଲା ଓଡ଼ିଶା। #BJDDigitalWing Naveen Patnaik Biju Janata Dal Pranab Prakash Das

ଡାକ୍ତର ଦେଖାଇବାକୁ ରୋଗୀ କରିବେନି ଅପେକ୍ଷା। ସରିଲା ପ୍ରତୀକ୍ଷା, କ୍ୟାପିଟାଲ ହସପିଟାଲରେ ଆରମ୍ଭ ହେବ ସ୍ନାତକୋତ୍ତର ମେଡିକାଲ ଶିକ୍ଷା। ସୁସ୍ଥ ଓଡ଼ିଶା ଅଭିଯାନରେ ଆଉ ପାଦେ ଆଗେଇଲା ଓଡ଼ିଶା।

#BJDDigitalWing
Naveen Patnaik Biju Janata Dal Pranab Prakash Das
BJD DIGITAL WING (@bjddigitalwing) 's Twitter Profile Photo

ମିଛ କହିବା ବନ୍ଦ କରୁ ବିଜେପି। ଖାଲି ପ୍ରଚାରରେ ମାତିଲେ ହେବନି, ସତ ଜାଣିବା ବି ଦରକାର। ଓଡିଶାର ୬୨୭୮ ଗାଁକୁ ମୋବାଇଲ ନେଟୱର୍କ ଆସୁନି। ୫-ଜି କେମିତି ସମ୍ଭବ ହେବ ? ଆଗ ଟାୱାର ବସାଅ, ପରେ ୪-ଜି କଥା କହିବ।

ଓଡ଼ିଶାବାସୀଙ୍କୁ ଉନ୍ନତମାନର ଚିକିତ୍ସା ସୁବିଧା ହାତପାହାନ୍ତାରେ ଯୋଗାଇ ଦେବାକୁ ଅନବରତ ଉଦ୍ୟମ ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେଉଁଥିପାଇଁ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରିବା ସହ ହସ୍ପିଟାଲର କରାଯାଉଛି ନବକଳେବର । #BJDDigitalWing

BJD DIGITAL WING (@bjddigitalwing) 's Twitter Profile Photo

ମହିଳାମାନଙ୍କୁ ସଶକ୍ତ ଏବଂ ସମର୍ଥ କରାଇବା ସ୍ୱଚ୍ଛ ସରକାରଙ୍କର ଗୁରୁଦାୟିତ୍ୱ। ସେଇଥିପାଇଁ ତ' ନବୀନ ବାବୁଙ୍କ ପାଇଁ ଆଜି ଓଡିଶାର ନାରୀଶକ୍ତି ବିଶ୍ୱରେ ପରିଚିତ। #BJDDigitalWing Naveen Patnaik Biju Janata Dal Pranab Prakash Das Mission Shakti

ମହିଳାମାନଙ୍କୁ ସଶକ୍ତ ଏବଂ ସମର୍ଥ କରାଇବା ସ୍ୱଚ୍ଛ ସରକାରଙ୍କର ଗୁରୁଦାୟିତ୍ୱ। ସେଇଥିପାଇଁ ତ' ନବୀନ ବାବୁଙ୍କ ପାଇଁ ଆଜି ଓଡିଶାର ନାରୀଶକ୍ତି ବିଶ୍ୱରେ ପରିଚିତ।

#BJDDigitalWing
Naveen Patnaik Biju Janata Dal Pranab Prakash Das Mission Shakti
BJD DIGITAL WING (@bjddigitalwing) 's Twitter Profile Photo

ନୂଆବର୍ଷ ପୂର୍ବରୁ ଖୁସି କରିଦେଲେ ନବୀନ । ମହଙ୍ଗା ଭତ୍ତା ବୃଦ୍ଧିରେ ମାରିଲେ ମୋହର, ଉପକୃତ ହେବେ ୪ ଲକ୍ଷରୁ ଅଧିକ ସରକାରୀ କର୍ମଚାରୀ ଓ ପେନସନଭୋଗୀ । #BJDDigitalWing Naveen Patnaik Biju Janata Dal Pranab Prakash Das Biju Yuva Janta Dal

ନୂଆବର୍ଷ ପୂର୍ବରୁ ଖୁସି କରିଦେଲେ ନବୀନ । ମହଙ୍ଗା ଭତ୍ତା ବୃଦ୍ଧିରେ ମାରିଲେ ମୋହର, ଉପକୃତ ହେବେ ୪ ଲକ୍ଷରୁ ଅଧିକ ସରକାରୀ କର୍ମଚାରୀ ଓ ପେନସନଭୋଗୀ ।

#BJDDigitalWing
Naveen Patnaik Biju Janata Dal Pranab Prakash Das Biju Yuva Janta Dal
BJD DIGITAL WING (@bjddigitalwing) 's Twitter Profile Photo

ବିପତ୍ତି ବେଳେ ଆସିଲ, ବିକାଶର ଶୀର୍ଷରେ ପହଞ୍ଚାଇଲ । ଶ୍ରୀହୀନ ଓଡ଼ିଶା ଆଜି ସମୃଦ୍ଧ। ତୁମ ସମର୍ପିତ ସେବା ବଦଳାଇଛି ଓଡିଶାର ରୂପରେଖ । ସେଥିପାଇଁ ତ' ତୁମେ ପ୍ରତିଟି ଓଡିଆଙ୍କ ପାଇଁ ତୁମେ ମହାନାୟକ । #BJDDigitalWing Naveen Patnaik Biju Janata Dal Pranab Prakash Das

ବିପତ୍ତି ବେଳେ ଆସିଲ, ବିକାଶର ଶୀର୍ଷରେ ପହଞ୍ଚାଇଲ । ଶ୍ରୀହୀନ ଓଡ଼ିଶା ଆଜି ସମୃଦ୍ଧ। ତୁମ ସମର୍ପିତ ସେବା ବଦଳାଇଛି ଓଡିଶାର ରୂପରେଖ । ସେଥିପାଇଁ ତ' ତୁମେ ପ୍ରତିଟି ଓଡିଆଙ୍କ ପାଇଁ ତୁମେ ମହାନାୟକ ।

#BJDDigitalWing
Naveen Patnaik Biju Janata Dal Pranab Prakash Das
BJD DIGITAL WING (@bjddigitalwing) 's Twitter Profile Photo

ସେ ଭୋକ ବୁଝନ୍ତି, ସେ ଭଙ୍ଗାଘର ଭିତରୁ ଜୀବନକୁ ସୁରକ୍ଷିତ ରଖିବା ପାଇଁ ମୁଣ୍ଡ ଉପରକୁ ଛାତ ଦିଅନ୍ତି । ସେଇଥିପାଇଁ ତ ନବୀନ ପଟ୍ଟନାୟକଙ୍କୁ ଓଡିଶାବାସୀ ଭାରି ଭଲପାଆନ୍ତି । #BJDDigitalWing Naveen Patnaik Biju Janata Dal Pranab Prakash Das

ସେ ଭୋକ ବୁଝନ୍ତି, ସେ ଭଙ୍ଗାଘର ଭିତରୁ ଜୀବନକୁ ସୁରକ୍ଷିତ ରଖିବା ପାଇଁ ମୁଣ୍ଡ ଉପରକୁ ଛାତ ଦିଅନ୍ତି । ସେଇଥିପାଇଁ ତ ନବୀନ ପଟ୍ଟନାୟକଙ୍କୁ ଓଡିଶାବାସୀ ଭାରି ଭଲପାଆନ୍ତି ।

#BJDDigitalWing
Naveen Patnaik Biju Janata Dal Pranab Prakash Das
BJD DIGITAL WING (@bjddigitalwing) 's Twitter Profile Photo

ସିଏ ଜନଗଣର ନେତା, ଜାତିର ସ୍ୱାଭିମାନ, ଜନହିତକର ଯୋଜନାର ଜନକ, ରୂପାନ୍ତରିତ ଓଡିଶାର ନିର୍ମାତା । ତାଙ୍କ କାମ ପରଫେକ୍ଟ, ଭିଜନ୍ ସ୍ପଷ୍ଟ । ସେଇଥିପାଇଁ ତ' ଆମ ରାଇଜ ଆଜି ସବୁଥିରେ ଶ୍ରେଷ୍ଠ । #BJDDigitalWing Naveen Patnaik Biju Janata Dal Pranab Prakash Das

ସିଏ ଜନଗଣର ନେତା, ଜାତିର ସ୍ୱାଭିମାନ, ଜନହିତକର ଯୋଜନାର ଜନକ, ରୂପାନ୍ତରିତ ଓଡିଶାର ନିର୍ମାତା । ତାଙ୍କ କାମ ପରଫେକ୍ଟ, ଭିଜନ୍ ସ୍ପଷ୍ଟ । ସେଇଥିପାଇଁ ତ' ଆମ ରାଇଜ ଆଜି ସବୁଥିରେ ଶ୍ରେଷ୍ଠ ।

#BJDDigitalWing
Naveen Patnaik Biju Janata Dal Pranab Prakash Das
BJD DIGITAL WING (@bjddigitalwing) 's Twitter Profile Photo

ଟୁଇନସିଟିରୁ ଷ୍ଟିଲ ସିଟି, ହକି କ୍ରେଜ ସବୁଠି। ସଜେଇ ହୋଇଛି ସହର, ସଂଭ୍ରମ କରୁଛି ସୌନ୍ଦର୍ଯ୍ୟ । ଆନମନା କରୁଛି ଭବ୍ୟ ଆୟୋଜନ, ଏ ସ୍ପର୍ଶ ତ ନବୀନଙ୍କର। #BJDDigitalWing Naveen Patnaik Biju Janata Dal Pranab Prakash Das

ଟୁଇନସିଟିରୁ ଷ୍ଟିଲ ସିଟି, ହକି କ୍ରେଜ ସବୁଠି। ସଜେଇ ହୋଇଛି ସହର, ସଂଭ୍ରମ କରୁଛି ସୌନ୍ଦର୍ଯ୍ୟ । ଆନମନା କରୁଛି ଭବ୍ୟ ଆୟୋଜନ, ଏ ସ୍ପର୍ଶ ତ ନବୀନଙ୍କର।

#BJDDigitalWing
Naveen Patnaik Biju Janata Dal Pranab Prakash Das
BJD DIGITAL WING (@bjddigitalwing) 's Twitter Profile Photo

ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନୂଆ ଅଧ୍ୟାୟ। କ୍ୟାପିଟାଲ ହସ୍ପିଟାଲରେ ଖୋଲିଲା ପିଜି ପାଠ୍ୟକ୍ରମ। ନିଷ୍ଠାର ସହ ଲୋକଙ୍କ ସେବା କରିବାକୁ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ମନ୍ତ୍ର ଦେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ। #BJDDigitalWing Naveen Patnaik Biju Janata Dal Pranab Prakash Das

ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନୂଆ ଅଧ୍ୟାୟ। କ୍ୟାପିଟାଲ ହସ୍ପିଟାଲରେ ଖୋଲିଲା ପିଜି ପାଠ୍ୟକ୍ରମ। ନିଷ୍ଠାର ସହ ଲୋକଙ୍କ ସେବା କରିବାକୁ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ମନ୍ତ୍ର ଦେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ।

#BJDDigitalWing
Naveen Patnaik Biju Janata Dal Pranab Prakash Das
BJD DIGITAL WING (@bjddigitalwing) 's Twitter Profile Photo

ସ୍ମାର୍ଟସିଟିରେ ସ୍ମାର୍ଟ ସେବା ଯୋଗାଇବ 'ସହରାଞ୍ଚଳ ମୋ ସେବା କେନ୍ଦ୍ର' । ଗୋଟିଏ ଛାତ ତଳେ ଲୋକଙ୍କୁ ସମସ୍ତ ଡିଜିଟାଲ ସେବା ଯୋଗାଇଦେବାକୁ ନବୀନ ସରକାରଙ୍କ ପ୍ରୟାସ। #BJDDigitalWing Naveen Patnaik Biju Janata Dal Pranab Prakash Das

ସ୍ମାର୍ଟସିଟିରେ ସ୍ମାର୍ଟ ସେବା ଯୋଗାଇବ 'ସହରାଞ୍ଚଳ ମୋ ସେବା କେନ୍ଦ୍ର' ।  ଗୋଟିଏ ଛାତ ତଳେ ଲୋକଙ୍କୁ ସମସ୍ତ ଡିଜିଟାଲ ସେବା ଯୋଗାଇଦେବାକୁ ନବୀନ ସରକାରଙ୍କ ପ୍ରୟାସ।

#BJDDigitalWing
Naveen Patnaik Biju Janata Dal Pranab Prakash Das
BJD DIGITAL WING (@bjddigitalwing) 's Twitter Profile Photo

ଓଡ଼ିଶା ପ୍ରଗତିର ଆଉ ଏକ ପଦଚିହ୍ନ। ରାଜ୍ୟର ବେରୋଜଗାରୀ ହାର ସର୍ବନିମ୍ନ। ବେକାରୀ ହ୍ରାସରେ ଓଡ଼ିଶା ଶ୍ରେଷ୍ଠ । ଗୌରବ ଆଣିଲା ନବୀନ ଶାସନ । #BJDDigitalWing Naveen Patnaik Biju Janata Dal Pranab Prakash Das

ଓଡ଼ିଶା ପ୍ରଗତିର ଆଉ ଏକ ପଦଚିହ୍ନ। ରାଜ୍ୟର ବେରୋଜଗାରୀ ହାର ସର୍ବନିମ୍ନ। ବେକାରୀ ହ୍ରାସରେ ଓଡ଼ିଶା ଶ୍ରେଷ୍ଠ ।  ଗୌରବ ଆଣିଲା ନବୀନ ଶାସନ ।

#BJDDigitalWing
Naveen Patnaik Biju Janata Dal Pranab Prakash Das
BJD DIGITAL WING (@bjddigitalwing) 's Twitter Profile Photo

ନୂଆବର୍ଷର ପ୍ରଥମ ଦିନରୁ ଖାଉଟିଙ୍କ ଉପରେ କେନ୍ଦ୍ରର ପାହାର।‌ ବର୍ଷ ଆରମ୍ଭରୁ ମହଙ୍ଗା ମାଡ଼, ଆଗକୁ ଭାଙ୍ଗିଯିବ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ହାଡ଼। ବିଜେପି ସରକାର ଥିବା ଯାଏଁ ମିଳିବନି ଖାଉଟିଙ୍କୁ ନିସ୍ତାର। #BJDDigitalWing

ନୂଆବର୍ଷର ପ୍ରଥମ ଦିନରୁ ଖାଉଟିଙ୍କ ଉପରେ କେନ୍ଦ୍ରର ପାହାର।‌ ବର୍ଷ ଆରମ୍ଭରୁ ମହଙ୍ଗା ମାଡ଼, ଆଗକୁ ଭାଙ୍ଗିଯିବ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ହାଡ଼। ବିଜେପି ସରକାର ଥିବା ଯାଏଁ ମିଳିବନି ଖାଉଟିଙ୍କୁ ନିସ୍ତାର।

#BJDDigitalWing