KOTPAD BLOCK
@bdo_kotpad
ID: 1628997321911566336
24-02-2023 05:57:41
352 Tweet
90 Followers
14 Following
ଆଜି "ଜନଜାତୀୟ ଗୌରବ ଦିବସ" ଅବସରରେ ପଞ୍ଚାୟତ ସମିତି, କୋଟପାଡ଼ ଅନ୍ତର୍ଗତ ପଞ୍ଚାୟତ ଗୁଡିକରେ ଗ୍ରାମସଭା ଅନୁଷ୍ଠିତ ହୋଇ ଅଛି । ZP_Koraput CMO Odisha Collector and District Magistrate, Koraput I & PR Department, Odisha Panchayati Raj and Drinking Water Department
ଆଜି ପଞ୍ଚାୟତ ସମିତି, କୋଟପାଡ଼ ସଭାଗୃହ ଠାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, କୋଟପାଡ଼ ସମସ୍ତ ବିଭାଗୀୟ କର୍ମଚାରୀଙ୍କ ଉପସ୍ଥିତିରେ କାର୍ଯ୍ୟ ଗୁଡ଼ିକର ସମୀକ୍ଷା କରିଛନ୍ତି । ZP_Koraput CMO Odisha Collector and District Magistrate, Koraput I & PR Department, Odisha Panchayati Raj and Drinking Water Department
ଆଜି ପଞ୍ଚାୟତ ସମିତି, କୋଟପାଡ଼ ଅନ୍ତର୍ଗତ ଚାନ୍ଦିଲି ପଞ୍ଚାୟତ ଠାରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଏବଂ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ZP_Koraput CMO Odisha Collector and District Magistrate, Koraput I & PR Department, Odisha Panchayati Raj and Drinking Water Department
ଆଜି ଆଦିବାସୀ କଳା, ସଂସ୍କୃତି ଓ ଐତିହ୍ୟର ଜାତୀୟ ସ୍ତରୀୟ ବିଶାଳ ମହୋତ୍ସବ 'ପରବ ୨୦୨୫' ନିମନ୍ତେ ବିଭିନ୍ନ ଖେଳ ପ୍ରତିଯୋଗିତାର ଶୁଭାରମ୍ଭ ହୋଇଅଛି। ZP_Koraput CMO Odisha Collector and District Magistrate, Koraput ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ I & PR Department, Odisha Panchayati Raj and Drinking Water Department Parab.2025
ଆଜି ପଞ୍ଚାୟତ ସମିତି, କୋଟପାଡ଼ ଅନ୍ତର୍ଗତ ଗୁମୁଡ଼ା ପଞ୍ଚାୟତ ଠାରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଏବଂ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ZP_Koraput CMO Odisha Collector and District Magistrate, Koraput I & PR Department, Odisha Panchayati Raj and Drinking Water Department
ଆଜି ପଞ୍ଚାୟତ ସମିତି, କୋଟପାଡ଼ ଠାରେ ବ୍ଲକ ସ୍ତରୀୟ ଆଦିବାସୀ କଳା, ସଂସ୍କୃତି ଓ ଐତିହ୍ୟର ଜାତୀୟ ସ୍ତରୀୟ ବିଶାଳ ମହୋତ୍ସବ 'ପରବ ୨୦୨୫' ର ଶୁଭାରମ୍ଭ ହୋଇଅଛି। ZP_Koraput CMO Odisha Collector and District Magistrate, Koraput ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ I & PR Department, Odisha Panchayati Raj and Drinking Water Department Parab.2025
ଲୋକ କଳାକାରଙ୍କ ଅନ୍ତର୍ନିହିତ ପ୍ରତିଭା ଓ ସ୍ଥାନୀୟ ସାଂସ୍କୃତିକ ଦଳଗୁଡିକ ଉଜ୍ଜ୍ୱଳ ପ୍ରଦର୍ଶନ ମଞ୍ଚକୁ ଅନୁଗ୍ରହ ପ୍ରଦର୍ଶନ କରିବା ସହ ପଞ୍ଚାୟତ ସମିତି, କୋଟପାଡ଼ ଠାରେ ବ୍ଲକ ସ୍ତରୀୟ ପରବ ୨୦୨୫ ର ସମାପ୍ତି ହୋଇଅଛି । CMO Odisha ZP_Koraput Collector and District Magistrate, Koraput ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ I & PR Department, Odisha Panchayati Raj and Drinking Water Department Parab.2025
ଆଜି ପଞ୍ଚାୟତ ସମିତି, କୋଟପାଡ଼ ଠାରେ 'ଜିଲ୍ଲା ସ୍ତରୀୟ ଜନ ଶୁଣାଣି ଶିବିର' ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଜିଲ୍ଲାପାଳ, କୋରାପୁଟ ଏବଂ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଜନସାଧାରଣଙ୍କ ଅଭିଯୋଗ ଶୁଣାଣି କରିଥିଲେ। ZP_Koraput CMO Odisha Collector and District Magistrate, Koraput I & PR Department, Odisha Panchayati Raj and Drinking Water Department
ଫୁଟବଲ, କବାଡି ଏବଂ ବିଭିନ୍ନ ଖେଳ ର ଖେଳାଳି ମାନଙ୍କୁ ପ୍ରୋତ୍ସାହନ କରିବା ନିମନ୍ତେ କୋଟପାଡ଼ ଠାରେ ସାଂସଦ ଖେଳ ସମାରୋହ ର ଶୁଭାରମ୍ଭ ହୋଇଅଛି । ZP_Koraput CMO Odisha Collector and District Magistrate, Koraput I & PR Department, Odisha Panchayati Raj and Drinking Water Department
ଆଜି ପଞ୍ଚାୟତ ସମିତି, କୋଟପାଡ଼ ସଭାଗୃହ ଠାରେ ଅଧକ୍ଷ୍ୟା ପଞ୍ଚାୟତ ସମିତି, କୋଟପାଡ଼, ଉପାଧକ୍ଷ ପଞ୍ଚାୟତ ସମିତି, କୋଟପାଡ଼ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ, କୋଟପାଡ଼ଙ୍କ ଉପସ୍ଥିତିରେ ଅନ୍ତ୍ୟୋଦୟ ଆବାସ ମେଳା ଅନୁଷ୍ଠିତ ହୋଇଅଛି । ZP_Koraput CMO Odisha Collector and District Magistrate, Koraput I & PR Department, Odisha Panchayati Raj and Drinking Water Department
ଆଜି ପଞ୍ଚାୟତ ସମିତି, କୋଟପାଡ଼ ଅନ୍ତର୍ଗତ ବତାସନା ପଞ୍ଚାୟତ ଠାରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଏବଂ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ZP_Koraput CMO Odisha Collector and District Magistrate, Koraput I & PR Department, Odisha Panchayati Raj and Drinking Water Department
ଆଜି ପଞ୍ଚାୟତ ସମିତି, କୋଟପାଡ଼ ଅନ୍ତର୍ଗତ ଭନସୁଲି ପଞ୍ଚାୟତ ଠାରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଏବଂ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ZP_Koraput CMO Odisha Collector and District Magistrate, Koraput I & PR Department, Odisha Panchayati Raj and Drinking Water Department
ଆଜି ପଞ୍ଚାୟତ ସମିତି, କୋଟପାଡ଼ ଅନ୍ତର୍ଗତ ଘୁମର ପଞ୍ଚାୟତ ଠାରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଏବଂ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ZP_Koraput CMO Odisha Collector and District Magistrate, Koraput I & PR Department, Odisha Panchayati Raj and Drinking Water Department
ଆଜି ପଞ୍ଚାୟତ ସମିତି, କୋଟପାଡ଼ ଅନ୍ତର୍ଗତ ଗୁଆଳି ପଞ୍ଚାୟତ ଠାରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଏବଂ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ZP_Koraput CMO Odisha Collector and District Magistrate, Koraput I & PR Department, Odisha Panchayati Raj and Drinking Water Department
ଆଜି ପଞ୍ଚାୟତ ସମିତି, କୋଟପାଡ଼ ଅନ୍ତର୍ଗତ ଶର୍ଗିଗୁଡ଼ା ପଞ୍ଚାୟତ ଠାରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଏବଂ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ZP_Koraput CMO Odisha Collector and District Magistrate, Koraput I & PR Department, Odisha Panchayati Raj and Drinking Water Department
ଗତ କାଲି ତା ୨୦.୦୧.୨୦୨୬ ରିଖ ଦିନ ଯାଜପୁର ଜିଲ୍ଲାର ଲୋକପ୍ରତିନିଧି ଦଳ ପଞ୍ଚାୟତ ସମିତି, କୋଟପାଡ଼ର ସୁଦକ୍ଷା ସିଲେଇ ତାଲିମ କେନ୍ଦ୍ରର ପରିଦର୍ଶନ କରିଛନ୍ତି ZP_Koraput CMO Odisha Collector and District Magistrate, Koraput I & PR Department, Odisha Panchayati Raj and Drinking Water Department
ଆଜି ଜିଲ୍ଲାପାଳ, କୋରାପୁଟ ଓ ଉପ ଜିଲ୍ଲାପାଳ, ଜଯପୁରଙ୍କ କୋଟପାଡ଼ ଗସ୍ତ ଅବସରରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ, କୃଷି ପ୍ରକଳ୍ପ, ଗ୍ରାମୀଣ ହାଟ, ଗ୍ରାମପଞ୍ଚାୟତ ସ୍ତରୀୟ ଫେଡେରେସନ ଓ ଧାନମଣ୍ଡି ନିର୍ମାଣ ନିମନ୍ତେ ଭିତ୍ତିଭୂମି ସମୀକ୍ଷା ଓ ଅନୁଧ୍ୟାନ କରିଛନ୍ତି। ZP_Koraput CMO Odisha Collector and District Magistrate, Koraput I & PR Department, Odisha Panchayati Raj and Drinking Water Department
ଆଜି ପଞ୍ଚାୟତ ସମିତି, କୋଟପାଡ଼ ଅନ୍ତର୍ଗତ ଚିତ୍ରା ପଞ୍ଚାୟତ ଠାରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଏବଂ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ZP_Koraput CMO Odisha Collector and District Magistrate, Koraput I & PR Department, Odisha Panchayati Raj and Drinking Water Department
ମାନ୍ୟବର ମନ୍ତ୍ରୀ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ, ଓଡ଼ିଶା ସରକାର କୋରାପୁଟ ଜିଲ୍ଲା ଗସ୍ତ ଅବସରରେ ଆଜି କୋଟପାଡ଼ ବ୍ଲକ ସ୍ଥିତ ଦଶହରା ପଡିଆ ଠାରେ ଆୟୋଜିତ ' ଭିବି - ଜୀ ରାମ ଜୀ ' କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ZP_Koraput CMO Odisha Collector and District Magistrate, Koraput I & PR Department, Odisha Panchayati Raj and Drinking Water Department
ଆଜି ପଞ୍ଚାୟତ ସମିତି, କୋଟପାଡ଼ ଅନ୍ତର୍ଗତ ସୂତିପଦର ପଞ୍ଚାୟତ ଠାରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଏବଂ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ZP_Koraput CMO Odisha Collector and District Magistrate, Koraput I & PR Department, Odisha Panchayati Raj and Drinking Water Department