Arkesh Singh Deo🇮🇳(@ArkeshOfficial) 's Twitter Profileg
Arkesh Singh Deo🇮🇳

@ArkeshOfficial

Passionate about educational reform, sports, women & youth empowerment.

ID:1084716515079802880

linkhttps://t.me/ArkeshSinghDeo calendar_today14-01-2019 07:39:05

2,4K Tweets

2,7K Followers

0 Following

Naveen Patnaik(@Naveen_Odisha) 's Twitter Profile Photo

ମୋର କ'ଣ ମନେ ଅଛି କି ନାହିଁ ସେଇଟା ମୋର ପ୍ରିୟ ସାଢ଼େ ଚାରି କୋଟି ଓଡ଼ିଶାବାସୀ ଜାଣିଛନ୍ତି।

account_circle
Arkesh Singh Deo🇮🇳(@ArkeshOfficial) 's Twitter Profile Photo

My brother Office of Kalikesh Singh Deo filled his nomination for Member of Legislative Assembly from Balangir constituency. Grateful to Hon'ble CM Shri Naveen Patnaik Sir for his trust & support. We are excited to continue serving the people of Balangir.
Biju Janata Dal

My brother @DeoKalikesh filled his nomination for Member of Legislative Assembly from Balangir constituency. Grateful to Hon'ble CM Shri @Naveen_Odisha Sir for his trust & support. We are excited to continue serving the people of Balangir. @bjd_odisha
account_circle
Arkesh Singh Deo🇮🇳(@ArkeshOfficial) 's Twitter Profile Photo

ବଲାଙ୍ଗୀର ଦେଓଗାଁ ବ୍ଲକ ଡ଼ୁମେରପିଟା ଗାଁ ରେ ହେଉଥିବା Night Cricket Tournament ରେ ଯୋଗଦାନ କଲି।

ବଲାଙ୍ଗୀର ଦେଓଗାଁ ବ୍ଲକ ଡ଼ୁମେରପିଟା ଗାଁ ରେ ହେଉଥିବା Night Cricket Tournament ରେ ଯୋଗଦାନ କଲି।
account_circle
Arkesh Singh Deo🇮🇳(@ArkeshOfficial) 's Twitter Profile Photo

ବନ୍ଧପଡା ଗ୍ରାମର ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପୂର୍ବତନ ଜିଲ୍ଲାପରିଷଦ ସଭ୍ଯ ଶ୍ରୀଯୁକ୍ତ ଅଶୋକ ଭୋଇଙ୍କ ଭାଇ ସନ୍ତୋଷ ଭୋଇଙ୍କ ଶୁଦ୍ଧିକ୍ରିୟାରେ ଯୋଗଦାନ କଲି... ଅମର ଆତ୍ମାଙ୍କ ସଦଗତି କାମନା କରି ଶ୍ରଦ୍ଧା ସୁମନ ଅର୍ପଣ କଲି।

ମା ଚନ୍ଦ୍ରସେନୀ ମହୋତ୍ସବ ୨୦୨୪ ବଲାଙ୍ଗୀର ଚିମିନିଭାଟି ପଡ଼ା ସୁନ୍ଦରାକାଣ୍ଡ ପରାୟଣରେ ଯୋଗଦାନ କଲି...

ମା ଚନ୍ଦ୍ରସେନୀ ମହୋତ୍ସବ ୨୦୨୪ ବଲାଙ୍ଗୀର ଚିମିନିଭାଟି ପଡ଼ା ସୁନ୍ଦରାକାଣ୍ଡ ପରାୟଣରେ ଯୋଗଦାନ କଲି...
account_circle
Arkesh Singh Deo🇮🇳(@ArkeshOfficial) 's Twitter Profile Photo

As we celebrate the birth of Lord Rama, a symbol of courage, righteousness, and devotion, let's also remember the values he embodied. May this Ram Navami bring peace and prosperity to your homes.

account_circle
Arkesh Singh Deo🇮🇳(@ArkeshOfficial) 's Twitter Profile Photo

Saddened by the demise of veteran leader Shri Damodar Rout.
My deepest condolences to his family members and followers. Om Shanti

account_circle
Arkesh Singh Deo🇮🇳(@ArkeshOfficial) 's Twitter Profile Photo

ବଲାଙ୍ଗିର ଠାରେ ଜନସହଭାଗିତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅନେକ ସଂଖ୍ୟାରେ ଜନସାଧାରଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେଠାରେ ଆମ ସମାଜର ଭିନ୍ନ ଭିନ୍ନ ସଙ୍ଗଠନର ଲୋକମାନେ ଓ ବୁଦ୍ଧଜୀବିମାନେ ବଲାଙ୍ଗିରର ବିକାଶ ବିଷୟରେ ସମସ୍ତେ ନିଜ ନିଜ ମତାମତ ଦେଲେ।

ବଲାଙ୍ଗିର ଠାରେ ଜନସହଭାଗିତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅନେକ ସଂଖ୍ୟାରେ ଜନସାଧାରଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେଠାରେ ଆମ ସମାଜର ଭିନ୍ନ ଭିନ୍ନ ସଙ୍ଗଠନର ଲୋକମାନେ ଓ ବୁଦ୍ଧଜୀବିମାନେ ବଲାଙ୍ଗିରର ବିକାଶ ବିଷୟରେ ସମସ୍ତେ ନିଜ ନିଜ ମତାମତ ଦେଲେ। #balangir #ମୁଁଇ_ନାଇଁ_ଆମେ_ଆମର୍_ବଲାଙ୍ଗିର #ବଲାଙ୍ଗିରପାଇଁଜନସହଭାଗିତା
account_circle
Arkesh Singh Deo🇮🇳(@ArkeshOfficial) 's Twitter Profile Photo

ବଲାଙ୍ଗୀର ସ୍ଥାନୀୟ ପି ଆର ହାଇସ୍କୁଲ ଖେଳ ପଡିଆରେ ଆଜି ପ୍ରଥମ ବଲାଙ୍ଗୀର ପାଟଣା କପ, ଆର ଏନ ସିଂ ଦେଓ ସ୍ମୃତି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବଲାଙ୍ଗୀର ପାଟଣା କପକୁ ଜ଼ିଲ୍ଲା କ୍ରୀଡା ଅଧିକାରୀ ଉଦଘାଟନ କରିଥିଲେ...

ବଲାଙ୍ଗୀର ସ୍ଥାନୀୟ ପି ଆର ହାଇସ୍କୁଲ ଖେଳ ପଡିଆରେ ଆଜି ପ୍ରଥମ ବଲାଙ୍ଗୀର ପାଟଣା କପ, ଆର ଏନ ସିଂ ଦେଓ ସ୍ମୃତି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବଲାଙ୍ଗୀର ପାଟଣା କପକୁ ଜ଼ିଲ୍ଲା କ୍ରୀଡା ଅଧିକାରୀ ଉଦଘାଟନ କରିଥିଲେ...
account_circle