
Collector & DM Nayagarh
@admnnayagarh
Official twitter account of Nayagarh District Administration, Odisha
ID: 875014180226482176
https://nayagarh.odisha.gov.in 14-06-2017 15:36:52
2,2K Tweet
8,8K Followers
86 Following

A district level Co-ordination Committee meeting was held today for resolving various issues relating to Mega Piped water supply under the Chairmanship of Collector, Nayagarh in presence of CDO-cum-EO,ZP,SE RWSS and all concerned. CMO Odisha Panchayati Raj and Drinking Water Department


Nayagarh District Level Orientation on Aadi Karmayogi Abhijan under DA-JGUA was held today at Collectorate,Nayagarh under the Chairmanship of ADM (Revenue). All DMT and line dept. of District level officers were attended this meeting. CMO Odisha ST & SC Dev., M & BCW Dept, Govt. of Odisha, India


ଜିଲ୍ଲାସ୍ତରୀୟ "ଜାତୀୟ କ୍ରୀଡା ଦିବସ" ପାଳନ ଆଜି ସ୍ଥାନୀୟ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ,ନୟାଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଜିଲ୍ଲା କ୍ରୀଡା ଅଧିକାରୀ ପ୍ରମୁଖ ସାମିଲ ହୋଇ କ୍ରୀଡାବିତ୍ ଓ ଯୋଗଦାନକାରୀଙ୍କୁ ଉତ୍ସାହିତ କରିଥିଲେ l #nationalsportsday2025 CMO Odisha


*ନୟାଗଡ଼ ଜଙ୍ଗଲ ବିଭାଗ ପକ୍ଷରୁ ଜିଲ୍ଲାର ପ୍ରତ୍ୟେକ ପଂଚାୟତରେ ଲାଗିବ ଗଛ। ସଚେତନତା ରାଲିକୁ ପତାକା ହଲାଇ ଉଦଘାଟନ କଲେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ।ନୟାଗଡ ରେଞ୍ଜର ଅଶୋକ ବିଶ୍ୱାଳଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱବଧାନରେ କାର୍ଯ୍ୟକ୍ରମ ସମାପିତ*। CMO Odisha Odisha Forest, Env. and Climate Change Department


ମଣିଷ ଓ ଜୀବ ଜଗତ ପାଇଁ ପରିବେଶର ସୁରକ୍ଷା ବେଶ୍ ଜରୁରୀ। ଏକ୍ ପେଡ୍ ମା’ କେ ନାମ୍ ୨.୦ ଅଭିଯାନରେ ସେପ୍ଟେମ୍ବର ୧୭ ତାରିଖ ଦିନ ସାରା ଓଡ଼ିଶାରେ ୭୫ ଲକ୍ଷ ଚାରାରୋପଣ କରାଯିବ। ଆସନ୍ତୁ ଏହି ଅଭିଯାନରେ ଆମେ ସମସ୍ତେ ସାମିଲ ହୋଇ ଗଛଟିଏ ନିଶ୍ଚୟ ଲଗାଇବା। CMO Odisha #EkPedMaaKeNaam #OdishaPlants75LakhTree #OdishaPlants4Mother

ଓଡିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ ତଥା ଦଶ ପଇସାର ରଜା ଦାସିଆ ଅଜାଙ୍କ ପବିତ୍ର ଶ୍ରାଦ୍ଧ ଦିବସରେ ନୟାଗଡ଼ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ ଅଗ୍ରୱାଲ ନୂଆଗାଁ ଉଦୟପୁର ସ୍ଥିତ ବାସଭବନ ଗ୍ରସ୍ତ କରି ତାଙ୍କ ପ୍ରତିମୂର୍ତ୍ତିଙ୍କୁ ଶ୍ରଦ୍ଧା ସୁମନ ସହିତ ପୁଷ୍ପ ମାଲ୍ୟାର୍ପଣ କରିଛନ୍ତି। CMO Odisha ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ


ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିର ଆଜି ଖଣ୍ଡପଡା ବ୍ଲକ ସଭା ଗୃହରେ ଅନୁଷ୍ଠିତ ହେଇଯାଇଅଛି। ଏଥିରେ ଜିଲ୍ଲାର ସମସ୍ତ ଅଧିକାରୀ ମାନେ ଯୋଗ ଦେଇଥିଲେ। ସମସ୍ତ ପ୍ରକାର ଅଭିଯୋଗର କାର୍ଯ୍ୟାନୁଷ୍ଠାନ ନିମନ୍ତେ ସମସ୍ତଙ୍କୁ ନିର୍ଦେଶ ଦିଆଯାଇଅଛି। CMO Odisha I & PR Department, Odisha


ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିର ଆଜି ନୂଆଗାଁ ବ୍ଲକ ସଭା ଗୃହରେ ଅନୁଷ୍ଠିତ ହେଇଯାଇଅଛି। ଏଥିରେ ଜିଲ୍ଲାର ସମସ୍ତ ଅଧିକାରୀ ମାନେ ଯୋଗ ଦେଇଥିଲେ। ସମସ୍ତ ପ୍ରକାର ଅଭିଯୋଗର କାର୍ଯ୍ୟାନୁଷ୍ଠାନ ନିମନ୍ତେ ସମସ୍ତଙ୍କୁ ନିର୍ଦେଶ ଦିଆଯାଇଅଛି। CMO Odisha I & PR Department, Odisha


ଆଜି ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନିଲ ଆଗ୍ରୱାଲଙ୍କ ଅଧ୍ୟକ୍ଷତାରେ ନୟାଗଡ଼ ଜିଲ୍ଲା ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନର ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକ ଜିଲ୍ଲାସ୍ତରୀୟ ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। CMO Odisha


DLMC meeting is held today under the Chairmanship of Sri Akshay Sunil Agrawal, Collector and DM, Nayagarh in presence of CEO,ORMAS, Skill Development officer ,GM DIC,Rep of PWCS, ADT and field staff for MBJY. CMO Odisha Handlooms,Textiles & Handicrafts Department,Odisha
