Dr. Asutosh Acharya (@acharyaasutosh) 's Twitter Profile
Dr. Asutosh Acharya

@acharyaasutosh

-Convenor : OdishaFirst
-Climate Scientist
-Sustanability-politics-Literature
-NCAR,USA
-PhD@IIT-BBSR

ID: 1489430168

linkhttps://scholar.google.co.in/citations?user=KQRmX5cAAAAJ&hl=en calendar_today07-06-2013 03:50:56

8,8K Tweet

548 Followers

1,1K Following

Dr. Asutosh Acharya (@acharyaasutosh) 's Twitter Profile Photo

ବନ ବିଭାଗ, ବିଭାଗୀୟ ମନ୍ତ୍ରୀ ଆଉ ସ୍ଥାନୀୟ ବିଧାୟିକା ଏବେ ପାରାଲିସିସ୍ ରେ! youtu.be/sMbWXglB5t8?fe…

Dr. Asutosh Acharya (@acharyaasutosh) 's Twitter Profile Photo

ବାଲେଶ୍ୱର ଘଟଣା ରେ ଦୁଇ ABVP ଛାତ୍ରନେତା ଙ୍କ ସମ୍ପୃକ୍ତି ପରେ ABVP Odisha ଏବେ ବ୍ୟାକ ଫୁଟ ରେ!

Dr. Asutosh Acharya (@acharyaasutosh) 's Twitter Profile Photo

ଏପରି ଜୋକର ପରିଷଦ କୁ ସାରା ଭାରତରେ ଆଉ ପ୍ରମୁଖ ଭାବେ ଓଡିଶା ରେ ବିରୋଧ ହେବା ଦରକାର! ଏମାନେ ଯେମିତି ଶିକ୍ଷାନୁଷ୍ଠାନର ମାଟି ନ ମାଡି ପାରିବେ, ତାହାକୁ ବିଶେଷ ଭାବେ ଧ୍ୟାନ ରଖିବାକୁ ହେବ! Dr. Amar Patnaik

Dr. Asutosh Acharya (@acharyaasutosh) 's Twitter Profile Photo

କର୍କଶ ଚ୍ୟାନେଲ, ସଂଗ୍ରାମ ପରି ସାମ୍ବାଦିକ କୁ ଵି ନଷ୍ଟ କରିଦେଲା 😂

Dr. Asutosh Acharya (@acharyaasutosh) 's Twitter Profile Photo

How can India grow when leadership is dominated by the orthodox and elderly?. Without youth in power, where will fresh ideas and bold reforms come from? We need leaders who understand the present and shape the future not just preserve the past ! #YouthInPolitics

Dr. Asutosh Acharya (@acharyaasutosh) 's Twitter Profile Photo

ଓଡିଶା ର ସାମ୍ବାଦିକ ସବୁ କେବଳ ତାଙ୍କ ମାଲିକ ମାନଙ୍କର ରାଜନୈତିକ ମୋହରା!

Dr. Asutosh Acharya (@acharyaasutosh) 's Twitter Profile Photo

ପାଣ୍ଡିଆନଙ୍କ ରାଜନୈତିକ ଅଭିଳାଷ ଆଉ ନେତା ହେବାର ଇଚ୍ଛା ହୁଏତ ବିଜେଡି ପରି ଆଞ୍ଚଳିକ ଦଳ ପାଇଁ ଶୁଭଙ୍କର ନୁହଁ! କେବଳ ହାୱା ରେ ସରକାର ଚାଲିଗଲା! ଯେଉଁଦିନ ସତ ରେ ଘଟଣା ଘଟିବ, ସେଦିନ ହୁଏତ ଆଞ୍ଚଳିକ ଦଳ ଉପରେ ଲୋକଙ୍କ ଆସ୍ଥା ସବୁଦିନ ପାଇଁ ତୁଟି ଯାଇପାରେ! ଲୋକ ଙ୍କ ମାନସିକତା ବୁଝନ୍ତୁ! Dr. Amar Patnaik Swayam Prakash

Dr. Asutosh Acharya (@acharyaasutosh) 's Twitter Profile Photo

ବଟ ମାନେ ୟେ AI joke ରୁ ଆଗକୁ ବଢନ୍ତୁ! ୟେ ଦଳକୁ ଲାଭରୁ ଅଧିକ କ୍ଷତି ପହଞ୍ଚେଇଵ Dr. Amar Patnaik

Dr. Asutosh Acharya (@acharyaasutosh) 's Twitter Profile Photo

ଏପରି ହୀନ କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ! Dr. Amar Patnaik , ଏହା ବିରୋଧ ରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ!

Dr. Asutosh Acharya (@acharyaasutosh) 's Twitter Profile Photo

India and China have agreed to resume direct flights between the two countries which were suspended in 2020. They have also agreed on easing visa access for various travelers. Two minutes silence for them who hail for #boycottChina during every Diwali and New Years.

Dr. Asutosh Acharya (@acharyaasutosh) 's Twitter Profile Photo

ଏପରି ଅପରିପକ୍ୱତା କେବଳ ଟିକେଟ ଛାପ ନେତାଙ୍କ ଠୁ ଆଶା କରାଯାଏ! କୌଣସି ଲଢୁଆ ନେତୃତ୍ୱ ଠୁ ନୁହଁ!

Dr. Asutosh Acharya (@acharyaasutosh) 's Twitter Profile Photo

ତୁମେ ଵି ତ ନୁହଁ ମୁର୍ଦାର,ଯିଏ ନୀରବରେ ଶୋଇଯିବ ନୁହେଁ ଵି ତୁମେ ତ ଉଦାର,ଯିଏ ଅନ୍ୟାୟ ସହିଯିବ ଅଣଓଡ଼ିଆ ଙ୍କ ଶାସନରେ ଆଜି ଅନେକ ଅରାଜକତା! ରାଇଜଟା ସାରା କାହିଁକି ଆଜି ଏ ଅସମ୍ଭବ ନୀରବତା!

Dr. Asutosh Acharya (@acharyaasutosh) 's Twitter Profile Photo

ଅପରାଧୀ ଙ୍କୁ ନ ଧରି ଗୋଟିଏ ହତ୍ୟା କୁ ନେଇ ରାଜନୀତି କରିବା କିଏ ୟାଙ୍କ ଠୁ ଶିଖୁ!

Dr. Asutosh Acharya (@acharyaasutosh) 's Twitter Profile Photo

ଯେଉଁଦିନ ଯାଏଁ ଶିକ୍ଷା ଆଉ ସ୍ୱାସ୍ଥ୍ୟ ବ୍ୟବସ୍ତା, ପ୍ରାଇଭେଟ ଦଲାଲ ଙ୍କ ହାତରେ ଥିବ, ଯେତେଦିନ ଯାଏଁ ନେତା ମାନେ ସାମାନ୍ୟ ଟଙ୍କା କେଇଟା ପାଇଁ ବ୍ୟବସ୍ତା ସହିତ ସାଲିସ କରି ଦଲାଲ ଙ୍କ ଆଗରେ ହାତ ଟେକି ଦେବେ, ସେ ପର୍ଯ୍ୟନ୍ତ କିଛି ହେବ ନାହିଁ!

Dr. Asutosh Acharya (@acharyaasutosh) 's Twitter Profile Photo

କାଲିର ୟେ ପୋଷ୍ଟର ଭ୍ରମିତ ଥିଲା ନିଶ୍ଚୟ! କିନ୍ତୁ ଉଦେଶ୍ୟ ଥିଲା ନିମ୍ନ ଲିଙ୍କ ରେ ଦିଆଯାଇଥିବା ସିନେମା ର ପ୍ରଚାର ପ୍ରସାର ପାଇଁ! youtu.be/XhTOLeevtQw?fe…