JITENDRA SINGH (@55jitendrasing1) 's Twitter Profile
JITENDRA SINGH

@55jitendrasing1

ID: 1535507538854428672

calendar_today11-06-2022 06:22:06

620 Tweet

96 Followers

616 Following

ଓଡ଼ିଆ ଜଗତ (@odiajagat) 's Twitter Profile Photo

ଶ୍ରାବଣ ମାସ ପ୍ରଥମ ସୋମବାର ରେ ବାବା ଗୁପ୍ତେଶ୍ୱର ଙ୍କ ଦର୍ଶନ

ଶ୍ରାବଣ ମାସ ପ୍ରଥମ ସୋମବାର ରେ ବାବା ଗୁପ୍ତେଶ୍ୱର ଙ୍କ ଦର୍ଶନ
Team ATA Official (@officialteamata) 's Twitter Profile Photo

ଯଦି ଟ୍ୱିଟର ବା X ଆକାଉଣ୍ଟ ଦ୍ୱାରା ଜନସାଧାରଣ ଅବଗତ କରୁଥିବା ସମସ୍ୟା ସମାଧାନ ନକରିବେ ତେବେ ଏହି ଡିଜିଟାଲ ଇଣ୍ଡିଆ କାହା ପାଇଁ କରାଯାଉଛି। ନେତା ମନ୍ତ୍ରୀ ଓ ଅଧିକାରୀ କେବେ ଟ୍ୱିଟରକୁ ଗୁରୁତ୍ୱ ଦେବେ। CMO Odisha Office of DCM,Odisha (Smt Pravati Parida) ChiefSecyOdisha Governor Odisha Jagat Prakash Nadda Digital India

Asit Sahu (@asitkumarsahu32) 's Twitter Profile Photo

CMO Odisha Sir Collector & DM Balasore Sir ଦିବ୍ୟାଙ୍ଗ ଭଉଣୀଟିର ଭତ୍ତା ବନ୍ଦ କରିଦେଲେ ପଞ୍ଚାୟତ ଅଧିକାରୀ। SSEPD Sir District Social Security Officer Balasore mam BSSO KHAIRA Sir ଦୟାକରି ଦିବ୍ୟାଙ୍ଗ ଭଉଣୀଟିର ସମସ୍ୟା ସମାଧାନ କରି ଭତ୍ତା ପ୍ରଦାନ କରିବାକୁ ଅନୁରୋଧ।🙏 ଗ୍ରାମ-ଅମରିଆ, #ପଞ୍ଚାୟତ_ଅମରିଆ_ଅଗିନିପୁର #ଖଇରା_ବ୍ଲକ Padmalochan Panda Sir

CMO Odisha Sir
Collector & DM Balasore Sir ଦିବ୍ୟାଙ୍ଗ ଭଉଣୀଟିର ଭତ୍ତା ବନ୍ଦ କରିଦେଲେ ପଞ୍ଚାୟତ ଅଧିକାରୀ।
SSEPD Sir District Social Security Officer Balasore mam BSSO KHAIRA  Sir ଦୟାକରି ଦିବ୍ୟାଙ୍ଗ ଭଉଣୀଟିର  ସମସ୍ୟା ସମାଧାନ କରି ଭତ୍ତା ପ୍ରଦାନ କରିବାକୁ ଅନୁରୋଧ।🙏
ଗ୍ରାମ-ଅମରିଆ, #ପଞ୍ଚାୟତ_ଅମରିଆ_ଅଗିନିପୁର
#ଖଇରା_ବ୍ଲକ  Padmalochan Panda Sir
Sanjay Ubach | ସଞ୍ଜୟ ଉବାଚ (@sanjayubach) 's Twitter Profile Photo

ସଜ୍ଜସାଜ ହୋଇ ପାନଖିଆ ମୁହଁରେ ପ୍ରଭୁ ଜଗନ୍ନାଥଙ୍କ ନାଁ ନେଇ ବାଲେଶ୍ଵର ପିଡୀତାଙ୍କ ଉପରେ ନେତାଙ୍କ ମନ୍ତବ୍ୟ ଅତ୍ୟନ୍ତ ସମ୍ବେଦନଶୀଳ ହୀନତାର ପରିଚୟ ସୃଷ୍ଟି କରୁଛି। ଉଭୟ ବିରୋଧୀ ଓ ଶାସକ ଦଳ ଏହା ଉପରେ ନିର୍ଦ୍ଦିଷ୍ଟ ନୀତି ଆପଣାଇବା ଆବଶ୍ୟକ।

RURAL_DOCTOR ଗାଁ _ଗହଳି_ ଡାକ୍ତର (@drprakashmohap1) 's Twitter Profile Photo

ଅନେକ PEO ଏବେ ବି ଏହି ଭଳି ବଦମାସୈ କାମ କରୁଛନ୍ତି । ଅବଶ୍ୟ କିଛି ଟାଉଟର କୁଜି ନେତା ବି ଏଥିରେ ସାମିଲ । Collector & DM Balasore

ସତ୍ୟ = Satya = सत्य (@stnarayan0) 's Twitter Profile Photo

ପ୍ରତାପ ଷଡ଼ଙ୍ଗୀ ମହୋଦୟ ଆପଣ ରାଜନୀତି ରୁ ସନ୍ନ୍ୟାସ ନେଇ ଯାଆନ୍ତୁ। ଆପଣଙ୍କ ଠାରୁ ଯାହା ଆଶା ଥିଲା ଆପଣ ତାହାର ୧% ବି କାମ କରି ନାହାନ୍ତି। ଆପଣ ବାଲେଶ୍ବର ପାଇଁ କିଛି ଜନମୂଳକ କାର୍ଯ୍ୟ କରି ନାହାନ୍ତି। ଲୋକଙ୍କ ଦୁଃଖ ଅଭିଯୋଗ ଶୁଣି ନଶୁଣିନା ଭଳି କାର୍ଯ୍ୟ କରୁଛନ୍ତି। ଏଫ୍ ଏମ କଲେଜ ଦିବଂଗତ ପୀଡ଼ିତା ପାଇଁ ଆପଣ ମଧ୍ୟ ଦାୟୀ।

🇮🇳🚩हिन्दू #जय_श्रीराम 🚩🇮🇳 (@dhanurddhar_) 's Twitter Profile Photo

ଜୁଲାଇ ୧ ରେ ଯେଉଁ ହ୍ଯାଣ୍ଡେଲ ଟୁଇଟ ପଢିବି ମୁକ ସାଜିଥିଲେ ଆଜି ସମସ୍ତେ ମର୍ମାହତ, ଦୁଃଖିତ, ବ୍ଯଥିତ ଟୁଇଟ ଲେଖିଲା ବେଳେ ସେ ଟିପ କି ମସ୍ତିଷ୍କରେ ପ୍ରକୃତ ସମବେଦନା ନାହିଁ। ସେ ଝିଅ ସ୍ୱାଧୀନ ମତାମତ ରଖିବା ତାର ଭୁଲ ଥିଲା!! ସେ ଝିଅ ତା' ବିଚାରଧାରା ବ୍ଯକ୍ତ କରିବା ତାର ଭୁଲ ଥିଲା!! ସଙ୍ଗଠନର ମାନେ କଣ ଏଇଆ, ତମ ଅସୁବିଧା ତମର!!

Team ATA Official (@officialteamata) 's Twitter Profile Photo

ଆଜିର ଡିଜିଟାଲ ଦୁନିଆରେ ସମସ୍ୟା ବାବଦରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ସମାଧାନର ସୂତ୍ର ଖୋଜିବାର ସବୁଠାରୁ ଅଧିକ ଉପଯୋଗୀ ମାଧ୍ୟମ ହେଇଛି ଟ୍ୱିଟର ବା X । ସ୍ୱଚ୍ଛ ଓ ତ୍ୱରିତ ଶାସନ ପାଇଁ ଟିମ ଆଟାର ପ୍ରତିନିଧି ଦଳ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବହୁମୂଲ୍ୟ ସମୟରୁ 5 ମିନିଟ ସାକ୍ଷାତ ପାଇଁ ଅନୁମତି ମାଗୁଅଛି। CMO Odisha

ଆଜିର ଡିଜିଟାଲ ଦୁନିଆରେ ସମସ୍ୟା ବାବଦରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ସମାଧାନର ସୂତ୍ର ଖୋଜିବାର ସବୁଠାରୁ ଅଧିକ ଉପଯୋଗୀ ମାଧ୍ୟମ ହେଇଛି ଟ୍ୱିଟର ବା X । ସ୍ୱଚ୍ଛ ଓ ତ୍ୱରିତ ଶାସନ ପାଇଁ ଟିମ ଆଟାର ପ୍ରତିନିଧି ଦଳ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବହୁମୂଲ୍ୟ ସମୟରୁ 5 ମିନିଟ ସାକ୍ଷାତ ପାଇଁ ଅନୁମତି ମାଗୁଅଛି। CMO Odisha
ସତ୍ୟ = Satya = सत्य (@stnarayan0) 's Twitter Profile Photo

ଉଚ୍ଚ ଶିକ୍ଷା ମନ୍ତ୍ରୀ ଓଡ଼ିଶାର, କେନ୍ଦ୍ରୀ ଶିକ୍ଷା ମନ୍ତ୍ରୀ ଓଡ଼ିଶାର, ରାଷ୍ଟ୍ରପତି ଓଡ଼ିଶାର, ମୁଖ୍ୟମନ୍ତ୍ରୀ ଓଡ଼ିଶାର, ହେଲେ ଗୋଟିଏ ଝିଅର ଅଭିଯୋଗ କୁ ଶୁଣା ଗଲା ନାହିଁ ଶେଷରେ ତାକୁ ଜାଳି ପୋଡ଼ି ମାରିଦେଲ। ଧୀକ୍ ଧୀକ୍ ତୁମ ରାଜନୀତି ଓ ଶିଶୁ ସରକାରକୁ।

ନିଧି ଅଜା (@nidhi_budha) 's Twitter Profile Photo

ନା ବଞ୍ଚେଇ ପାରିଲ ନା ପଢେଇ ପାରିଲ ! "ବେଟି ବଚାଓ ବେଟି ପଢାଓ" କେବଳ ସ୍ଲୋଗାନରେ ସୀମିତ ହୋଇ ରହିଗଲା ।

odiani (@_odiani_) 's Twitter Profile Photo

କିଛିଦିନ ଯାଏଁ ଶ୍ରଦ୍ଧାଞ୍ଜଳି ଚାଲିବ , ସମବେଦନା ଚାଲିବ । ପୁଣି ଏକ ନୂଆଁ ଘଟଣା ସାମ୍ନା କୁ ଆସିଲେ ଏ ଘଟଣା ମନରୁ ପାସୋରି ଯିବ । ଖାଲି ତଦନ୍ତ ଚାଲିବ ; ହେଲେ ଫଳାଫଳ !

ସତ୍ୟ = Satya = सत्य (@stnarayan0) 's Twitter Profile Photo

ଗୋଟିଏ ଝିଅ କୁ ଜନ୍ମ ଦେଇ ନିଜ ହାତରେ ଲାଳନ ପାଳନ କରି ତାକୁ ଛୋଟ ରୁ ବଡ କରି ଦୁଃଖ ସୁଖରେ ଝିଅ ସହ ଠିଆ ହୋଇ ପରେ ଯଦି ଝିଅର କୁ ମୁଖାଗ୍ନି ଦେବାକୁ ପଡେ ତେବେ ବାପାର ଅବସ୍ଥା କଣ ଥିବ ତାହା ଭାବି ମନ କଣ ହେଇଯାଉଛି। ଜିବନ ସାରା ବାପାଟି ଶାନ୍ତିରେ ରହି ପାରିବେ ନାହିଁ। ହେ ଭଗବାନ🙏

Hemanta kumar Badajena (@hemanta08961849) 's Twitter Profile Photo

ମନେ ପଡନ୍ତି ପାଣ୍ଡିଆନ କାର୍ଯ୍ୟାନୁଷ୍ଠାନ ଭୟରେ ଅଫିସର,ନେତାମନ୍ତ୍ରୀ tweeter ,online/ offline କମ୍ପ୍ଲେନ ର Reply ଦେଇ ସମାଧାନ କରୁଥିଲେ ହେଲେ ଏବେ ?

🇮🇳ରାକେଶ କଳିଙ୍ଗ ପୁତ୍ର 🇮🇳 (@rakeshkumarray8) 's Twitter Profile Photo

ସମସ୍ତେ ଜାଣନ୍ତି କି OTV ସହ ରାଜ୍ୟ ସରକାର ଙ୍କ ସମ୍ପର୍କ କଣ। ଯଦି OTV ପରି ଏକ ପ୍ରମୁଖ media house ସୌମ୍ୟାଶ୍ରୀ ଙ୍କ ଅଭିଯୋଗ ଶୁଣିଥିଲା ତେବେ ସେମାନେ କଣ ପାଇଁ ସରକାର ପାଖରେ ପହଞ୍ଚାଇ ପାରିଲେନି?

ସମସ୍ତେ ଜାଣନ୍ତି କି OTV ସହ ରାଜ୍ୟ ସରକାର ଙ୍କ ସମ୍ପର୍କ କଣ।
ଯଦି OTV ପରି ଏକ ପ୍ରମୁଖ media house ସୌମ୍ୟାଶ୍ରୀ ଙ୍କ ଅଭିଯୋଗ ଶୁଣିଥିଲା ତେବେ ସେମାନେ କଣ ପାଇଁ ସରକାର ପାଖରେ ପହଞ୍ଚାଇ ପାରିଲେନି?
Sanghamitra panda (@sanghamitra_jr) 's Twitter Profile Photo

ଯୌନ ପିପାସୁ HOD ସମୀର ସାହୁର ଏଭଳି କାରନାମାରେ ପୂର୍ବରୁ ମଧ୍ୟ ରେକର୍ଡ ରହିଥିବା ଘଟଣା ସାମ୍ନାକୁ ଆସିବାରେ ଲାଗିଛି।କେନ୍ଦୁଝର, କୋରାପୁଟ, ଢେଙ୍କାନାଳର ବିଭିନ୍ନ କଲେଜରେ ସେ ଚାକିରି କରୁଥିବା ସମୟରେ ସେଠାକାର ଛାତ୍ରୀଙ୍କୁ ମାର୍କ କାଟିଦେବା,ବ୍ୟାକ ଲଗାଇବା ଭୟ ଦେଖାଇ ଶାରୀରିକ ଶୋଷଣ,ମାନସିକ ନିର୍ଯାତନା,ଅଶ୍ଳୀଳ ଚାଟିଂ ଆଦି କରିଆସିଛି।

Dr. Debashis Panda (@debashisforu) 's Twitter Profile Photo

Sanghamitra panda Again, Not only Dr. Sahu, I always blame the late action by Internal Complaint committee (ICC), which typically builds to avoid any mental or sexual harrsement against individual. Please dig out ICC members, associated faculties of FM university and reveals the truth.