Vishal K. Dev
@vishaldevk
Principal Secretary @EnergyOdisha & @EIT_Odisha | Chairman @OCAC_Odisha- Govt. of Odisha | IIM & IIT Alumnus
ID: 1173894651369185282
https://energy.odisha.gov.in/ 17-09-2019 09:41:51
1,1K Tweet
6,6K Takipçi
81 Takip Edilen
#Odisha is ranked 3rd in the country for Access, Affordability & Reliability (AAR) of power supply in NITI Aayog’s 'State Energy & Climate Index 2022' report. This highlights the state’s strong focus on robust infrastructure and its commitment to reliable electricity for all.
ମାନନୀୟ ମୁଖ୍ୟମନ୍ତ୍ରୀ Mohan Charan Majhi ଙ୍କ ଦୂରଦର୍ଶୀ ନେତୃତ୍ୱରେ ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହେଉଛି । ସେମିକନ୍ ଇଣ୍ଡିଆ ୨୦୨୫ ରେ ସ୍ୱାକ୍ଷରିତ ହୋଇଛି ₹୨,୬୫୫ କୋଟି ମୂଲ୍ୟର ୨ ଟି ଏମଓୟୁ।
Odisha’s Energy Vision 2047 sets the stage for a $1.5 trillion economy. With energy demand projected to quadruple, the state is leading India’s green transition, adding 21,000 MW capacity with over 70% renewables. #ViksitOdisha #OdishaLeads Mohan Charan Majhi Kanak Vardhan Singh Deo (Modiji Ka Parivar) CMO Odisha
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକରେ ଭୁବନେଶ୍ୱରରେ ନୂତନ ସହର ନିର୍ମାଣ ପାଇଁ 'ନୂଆ ସହର ଉନ୍ନୟନ ଯୋଜନା' କୁ ଅନୁମୋଦନ ମିଳିଛି। H & UD Dept
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକରେ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ୪୨୮ ଟି ନୂଆ ଆମ୍ବୁଲାନ୍ସ କ୍ରୟ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ମିଳିଛି। H & FW Dept Odisha
'ଏକ୍ ପେଡ୍ ମା’ କେ ନାମ୍ ୨.୦' କାର୍ଯ୍ୟକ୍ରମ ଅଧିନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କ ଆହ୍ୱାନ କ୍ରମେ ୧୭ ସେପ୍ଟେମ୍ବର ୨୦୨୫ରେ ରାଜ୍ୟବ୍ୟାପୀ ୭୫ ଲକ୍ଷ ଚାରାରୋପଣ କରାଯିବ। ଆସନ୍ତୁ ଏହି ଅଭିଯାନରେ ସାମିଲ ହେବା, ଧରିତ୍ରୀ ମା’ର ସୁରକ୍ଷା ପାଇଁ ନିଶ୍ଚୟ ଗଛଟିଏ ଲଗାଇବା। #EkPedMaaKeNaam
Hon’ble CM Shri Mohan Charan Majhi handed over appointment letters to 1,686 new recruits. With 30,000+ jobs created in 15 months, the Government reaffirms its commitment to employment generation and youth empowerment. #JobsForYouth #ViksitOdisha newindianexpress.com/cities/bhubane…