Udit Pradhan (@uditpradhaninc) 's Twitter Profile
Udit Pradhan

@uditpradhaninc

State President of NSUI Odisha

ID: 1823802708400230400

calendar_today14-08-2024 19:24:03

837 Tweet

97 Takipçi

10 Takip Edilen

Udit Pradhan (@uditpradhaninc) 's Twitter Profile Photo

ଶ୍ରୀ ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ ଛାତ୍ର କଂଗ୍ରେସ ବୃନ୍ଦାବନ ଟକିଜ୍ ଫିଲ୍ମ ହଲ ରେ ଫୁଲେ ଚଳଚ୍ଚିତ୍ରର ସ୍ୱତନ୍ତ୍ର ପ୍ରଦର୍ଶନ ଆୟୋଜିତ କରିଥିଲା

ହୋଇଜା ରୋଗ ରେ ଆକ୍ରାନ୍ତ ହୋଇଥିବା ପୀଡିତଙ୍କୁ ଓଡିଶା ଗସ୍ତ ରେ ଆସୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ସାକ୍ଷାତ କରି ତାଙ୍କୁ ଉଚିତ ଚିକତ୍ସା ମିଳିବା ଦାବିରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭୁବନେଶ୍ୱର ସ୍ଥିତ କଂଗ୍ରେସ ଭବନ ସମ୍ମୁଖରେ ଶାନ୍ତିପୂର୍ଣ ଅନଶନ ଆରମ୍ଭ।

During the visit of prime minister Narendra modi to odisha to celebrate for completing 1 year of bjp government in Odisha, odisha chatra congress president modi to touch bhagabat gita and say sincerely that the promises made by them before election were done by them.

ପବିତ୍ର ରଥଯାତ୍ରା ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ 🙏 #RathaJatra2025 #JayJagannath

ପବିତ୍ର ରଥଯାତ୍ରା ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ 🙏
#RathaJatra2025 
#JayJagannath
Udit Pradhan (@uditpradhaninc) 's Twitter Profile Photo

RSS ସାଧାରଣ ସଚିବ ଦତ୍ତାତ୍ରେୟ ହୋସବାଲେଙ୍କ ଦ୍ବାରା ଗଭୀର ଭାବେ ଅଣସାମ୍ବିଧାନିକ ଓ ଚିନ୍ତାଜନକ ବକ୍ତବ୍ୟ, ଯେଉଁଥିରେ ସେ ସମ୍ବିଧାନର ପ୍ରସ୍ଥାବନାରୁ "ସମାଜବାଦ" ଓ "ଧର୍ମନିରପେକ୍ଷତା" ବିଲୋପ କରିବା ପ୍ରସ୍ତାବ ଦେଇଛନ୍ତି, ତାହାକୁ ପ୍ରତିବାଦ କରିବା ପାଇଁ ଆମେ ଏକ "ସମ୍ବିଧାନ ବଞ୍ଚାଅ ରାଲି" ଆୟୋଜନ କରିବା।

Deeply saddened by the tragic loss of lives in the stampede near Gundicha Temple during Rath Yatra in Puri. My heartfelt condolences to the families of the deceased and prayers for the speedy recovery of the injured. #puri #JagannathRathYatra2025

Udit Pradhan (@uditpradhaninc) 's Twitter Profile Photo

ଜିଲ୍ଲା ସଭାପତି ଭାବେ ନୂତନ ଦାୟିତ୍ବ ମିଳିବା ସମସ୍ତ ଦକ୍ଷ ନେତୃତ୍ବଙ୍କୁ ଅଜସ୍ର ଅଭିନନ୍ଦନ ଜଣାଉଛି । ଆପଣମାନଙ୍କ ଉପଯୁକ୍ତ ନେତୃତ୍ବ ଏବଂ କାର୍ଯ୍ୟଦକ୍ଷତାରେ କଂଗ୍ରେସ ଦଳ ଘରେଘରେ ପହଞ୍ଚିବ ବୋଲି ମୋର ଦୃଢ଼ ବିଶ୍ବାସ।

ପଛୁଆ ବର୍ଗ ଛାତ୍ର-ଛାତ୍ରୀଙ୍କ ପାଇଁ ୨୭% ଆରକ୍ଷଣ ଦାବୀରେ ରାଜଭବନ ସମ୍ମୁଖରେ ଛାତ୍ର କଂଗ୍ରେସର ଧାରଣା

ପବିତ୍ର ସୁନାବେଶ ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ

ଓଡିଶା ରେ ଗଣତନ୍ତ୍ର କୁ ପୁନର୍ଜୀବିତ କରିବା ପାଇଁ ମହାମହିମ ଜନନାୟକ ଶ୍ରୀ ରାହୁଲ ଗାନ୍ଧୀ ଜି ଆଜି ବରମୁଣ୍ଡା ପଡିଆ ରେ ଆୟୋଜିତ ହେଇଥିବା ସଭା ରେ ଯୋଗ ଦେଇଥିଲେ , ତାଙ୍କୁ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଉଦିତ ପ୍ରଧାନ ତାଙ୍କ ହଜାର ହଜାର ଛାତ୍ର କର୍ମୀ ଙ୍କ ସହ ବିଶାଳ ରାଲି ରେ ଜଗନ୍ନାଥ ଙ୍କ ମାଟି କୁ ସ୍ୱାଗତ କରିଥିଲେ।

Udit Pradhan (@uditpradhaninc) 's Twitter Profile Photo

ବାଲେଶ୍ୱର ଏ ଫ.ଏମ କଲେଜେ ଛାତ୍ରୀ ସୌମ୍ୟଶ୍ରୀ ଆତ୍ମହତ୍ୟା ଉଦ୍ୟମ ପାଇଁ ଉଚ୍ଚ ଶିକ୍ଷା ମନ୍ତ୍ରି ଇସ୍ତଫା ଦାବି ରେ ଉଚ୍ଚ ଶିକ୍ଷା ମନ୍ତ୍ରି ବାସ ଭବନ ଘେରାଉ #justiceforsoumyashree

NSUI Odisha (@nsuiodisha__) 's Twitter Profile Photo

Soumyashree wasn't silent. She wrote letters. She filed complaints. She named her harasser. And what did the BJP government do? Nothing. No action. No protection. No humanity. This wasn’t a suicide. It was a death sanctioned by silence. #JusticeForSoumyashree

Varun Choudhary (@varunchoudhary2) 's Twitter Profile Photo

CM Mohan Charan Majhi and Education Minister Dharmendra Pradhan - Soumya approached you all, Why didn’t you ensure an FIR was filed? Why was the accused still in his post? #JusticeForSoumyaShree

NSUI Odisha (@nsuiodisha__) 's Twitter Profile Photo

ଫକୀର ମୋହନ ସ୍ଵୟଂଶାସିତ ବିଶ୍ବବିଦ୍ୟାଳୟର ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ଓ ସେଇ ଛାତ୍ରୀ କୁ ନ୍ୟାୟ ଦେବା ପାଇଁ ଏବଂ ସେହି ଛାତ୍ରୀ ଙ୍କ ଆତ୍ମା କୁ ଶାନ୍ତି ପାଇବା ପାଇଁ ଆଜି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ରାମ ମନ୍ଦିର ସମ୍ମୁଖରେ କ୍ୟାଣ୍ଡେଲ ଶୋଭାଯାତ୍ରା କରାଗଲା । #justiceforsoumyashree

Udit Pradhan (@uditpradhaninc) 's Twitter Profile Photo

ଓଡ଼ିଶା ଛାତ୍ର କଂଗ୍ରେସର ପ୍ରଭାରୀ ବା ସମ୍ପାଦକ ଭାବେ ଚୟନ କରାଯାଇଥିବା ଶ୍ରୀ କରଣ ତାମଶେତ୍ୱର୍ ଓ ପ୍ରତୀକ ସିଂହଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ ଏବଂ ଅନ୍ୟ ରାଜ୍ୟର ନବ ନିଯୁକ୍ତ ସାଧାରଣ ସମ୍ପାଦକ ଓ ସମ୍ପାଦକଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ।