 
                                Sandeep Sethi
@sandeep_sethi5
Communication Professional | OMC (omcltd.in)
ID: 129667461
05-04-2010 02:01:31
1,1K Tweet
258 Takipçi
548 Takip Edilen
 
         
         
         
         
        ଭୁବନେଶ୍ୱର ଓୟୁଏଟି କୃଷି ଶିକ୍ଷା ସଦନଠାରେ ଆୟୋଜିତ ଓଏମସିର ୭୦ ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଯୋଗ ଦେଇଛନ୍ତି।
 
                        
                    
                    
                    
                 
         
         
         
        ଓଡ଼ିଶା ଖଣି ନିଗମର ୭୦ତମ ପ୍ରତିଷ୍ଠା ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଡୁବୁନା ଖଣିର ପୁନଃ ଆରମ୍ଭ ସହ ବଡ଼ବିଲ ଏବଂ କୋଇଡ଼ା ଖଣି ଅଞ୍ଚଳର ୯୨୦ କି.ୱାଟ ପି ସୋଲାର ପ୍ଲାଣ୍ଟ ଓ ତିରିଙ୍ଗପାହାଡ଼ ଖଣି ଏବଂ ରେଙ୍ଗାଲବେଡ଼ାସ୍ଥିତ ଆର୍.ଆର୍ କଲୋନୀକୁ ବିଦ୍ୟୁତ୍ ଯୋଗାଣ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି।
 
                        
                    
                    
                    
                 
         
        ଓଏମସିର ୭୦ତମ ପ୍ରତିଷ୍ଠା ଦିବସ ଅବସରରେ ଖଣିର ସୁପରିଚାଳନା ପାଇଁ ବିଭିନ୍ନ ଡିଜିଟାଲ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଏହି ପଦକ୍ଷେପ ଆଗାମୀଦିନରେ ଖଣିଜ ଭିତ୍ତିକ ବିକାଶ ସହ ଶିଳ୍ପଭିତ୍ତିଭୂମି ସୁଦୃଢ଼ କରି ଭିଜନ ୨୦୩୬ର ସ୍ବପ୍ନକୁ ସାକାର କରିବାରେ ସହାୟକ ହେବ। Odisha Mining Corporation
 
                        
                    
                    
                    
                 
         
         
         
         
        IIMC introduces a Post Graduate Diploma in #CorporateCommunication & #BrandManagement, launching from the 2025-26 academic session at IIMC Dhenkanal. Step into your journey toward becoming a future leader in #branding and #communication. #IIMC_News Anand Pradhan
 
                        
                    
                    
                    
                 
         
         
         
         
         
                         
                         
                         
                         
                         
                        