
Rupali
@rupalijayapuria
ID: 1783333055136210944
25-04-2024 03:12:15
12 Tweet
2 Takipçi
97 Takip Edilen

ସମ୍ମାନନୀୟ ସାର୍ CMO Odisha Nityananda Gond Mohan Charan Majhi ST & SC Development Department ୨୦୨୪-୨୫ ଶିକ୍ଷା ବର୍ଷ ସରିବାକୁ ବସିଲାଣି କିନ୍ତୁ ଆଜି ବି ବୋହୁତ ମେଧାବୀ ଛାତ୍ରଛାତ୍ରୀ ମାନେ ସ୍କୋଲାର୍ରସିଫ୍ ଟଙ୍କା ପାଇନାହାନ୍ତି ଏବଂ ଏହା ସେମାନଙ୍କର ଶିକ୍ଷା କ୍ଷେତ୍ର ରେ ଆର୍ଥିକ ସମସ୍ୟା ହେଇ ଛିଡା ହୋଇଛି। ଦୟାକରି ଆପଣ ଏଥିପ୍ରତି ଧ୍ୟାନ ଦିଅନ୍ତୁ
