Pranab Prakash Das (@pranabpdas) 's Twitter Profile
Pranab Prakash Das

@pranabpdas

Biju Janata Dal

ID: 4555908914

calendar_today14-12-2015 11:09:40

2,2K Tweet

155,155K Takipçi

8 Takip Edilen

Pranab Prakash Das (@pranabpdas) 's Twitter Profile Photo

ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ପ୍ରଭୁ ଶ୍ରୀକୃଷ୍ଣଙ୍କ କୃପାରୁ ସମସ୍ତଙ୍କ ଜୀବନ ମଙ୍ଗଳମୟ ହେଉ। #ଜନ୍ମାଷ୍ଟମୀ #Janmashtami

ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ପ୍ରଭୁ ଶ୍ରୀକୃଷ୍ଣଙ୍କ କୃପାରୁ ସମସ୍ତଙ୍କ ଜୀବନ ମଙ୍ଗଳମୟ ହେଉ।

#ଜନ୍ମାଷ୍ଟମୀ
#Janmashtami
Pranab Prakash Das (@pranabpdas) 's Twitter Profile Photo

କଟକର ବିଶିଷ୍ଟ ବ୍ୟବସାୟୀ ରଘୁନାଥ ସାସମଲଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। 'ରଘୁ ଦହିବରା' ନାମରେ ସେ ସମସ୍ତଙ୍କ ନିକଟରେ ବେଶ୍ ପରିଚିତ ଥିଲେ। ତାଙ୍କ ଦହିବରା, ଆଳୁଦମ ସହ ଅନେକଙ୍କ ସ୍ମୃତି ଜଡ଼ିତ ଅଛି। ଲୋକଙ୍କୁ ଭଲ ଖାଦ୍ୟ ଖୁଆଇବା ପ୍ରତି ତାଙ୍କ ନିଷ୍ଠା ସବୁବେଳେ ମନେ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା

କଟକର ବିଶିଷ୍ଟ ବ୍ୟବସାୟୀ ରଘୁନାଥ ସାସମଲଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ।

'ରଘୁ ଦହିବରା' ନାମରେ ସେ ସମସ୍ତଙ୍କ ନିକଟରେ ବେଶ୍ ପରିଚିତ ଥିଲେ। ତାଙ୍କ ଦହିବରା, ଆଳୁଦମ ସହ ଅନେକଙ୍କ ସ୍ମୃତି ଜଡ଼ିତ ଅଛି। ଲୋକଙ୍କୁ ଭଲ ଖାଦ୍ୟ ଖୁଆଇବା ପ୍ରତି ତାଙ୍କ ନିଷ୍ଠା ସବୁବେଳେ ମନେ ରହିବ। 

ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା
Pranab Prakash Das (@pranabpdas) 's Twitter Profile Photo

ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ଯାଜପୁର ମାଟିର ଗର୍ବ ଡକ୍ଟର ଗୋକୁଳାନନ୍ଦ ଦାସଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ଶିକ୍ଷାଦାନ କ୍ଷେତ୍ରରେ ତାଙ୍କର ବହୁମୂଲ୍ୟ ଅବଦାନ ଚିରସ୍ମରଣୀୟ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି।

Pranab Prakash Das (@pranabpdas) 's Twitter Profile Photo

ବିଜେପି ସରକାରରେ ହନ୍ତସନ୍ତ ହେଉଛନ୍ତି ଚାଷୀ, ଜୋରଦାର ପ୍ରତିବାଦ କରିଛି ବିଜୁ ଜନତା ଦଳ। କଟନୀଛଟନୀଠାରୁ ଆରମ୍ଭ କରି ଟୋକନ ଅବ୍ୟବସ୍ଥା ଏବଂ କ୍ଷତିପୂରଣ ନମିଳିବା ପର୍ଯ୍ୟନ୍ତ ସବୁଠି ଚାଷୀ ନିରାଶ ଓ ନିର୍ଯାତିତ। ଏନେଇ ବରଗଡ଼ରେ ଅନୁଷ୍ଠିତ ବିଜେଡିର ବିରାଟ ଚାଷୀ ସମାବେଶରେ ସରକାରଙ୍କ ଅପାରଗତା ପର୍ଦ୍ଦାଫାସ ହୋଇଛି। #Bargarh

Pranab Prakash Das (@pranabpdas) 's Twitter Profile Photo

କୋଟି କୋଟି ଓଡ଼ିଆଙ୍କ ଆଶୀର୍ବାଦରୁ ସୁସ୍ଥ ଅଛନ୍ତି ସଭାପତି। ସମସ୍ତଙ୍କ ଶୁଭେଚ୍ଛା ଓ ଭଲପାଇବା ପାଇଁ ସେ ଧନ୍ୟବାଦ ଜଣାଇଛନ୍ତି। ମା' ବିରଜାଙ୍କ ନିକଟରେ ତାଙ୍କର ଦୀର୍ଘାୟୁ ଜୀବନ କାମନା କରୁଛି। #NaveenPatnaikForOdisha #BJD4Odisha

Pranab Prakash Das (@pranabpdas) 's Twitter Profile Photo

ଆଧୁନିକ ଓଡ଼ିଆ ସାହିତ୍ୟର ଅନ୍ୟତମ ବିନ୍ଧାଣି ତଥା ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ବିଜେତା ଗୋପୀନାଥ ମହାନ୍ତିଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି ଜଣାଉଛି। ଆଦିବାସୀ ଜୀବନ ଆଧାରିତ 'ଦାଦିବୁଢ଼ା', 'ପରଜା' ଓ 'ଅମୃତର ସନ୍ତାନ' ଆଦି ଉପନ୍ୟାସ ସାହିତ୍ୟ ଜଗତକୁ ସମୃଦ୍ଧ କରିଛି। ତାଙ୍କ କୃତି ପିଢ଼ି ପରେ ପିଢ଼ି ସମସ୍ତଙ୍କୁ ପ୍ରେରଣା

ଓଡ଼ିଶାର ଅନ୍ୟତମ ବିଶିଷ୍ଟ କବି ଓ ଲେଖକ ତଥା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ବିନୋଦ କୁମାର ପଶାୟତଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ସମ୍ବଲପୁରୀ ଲୋକଗୀତ ପାଇଁ ସେ ପଶ୍ଚିମ ଓଡ଼ିଶାରେ ବେଶ୍ ପରିଚିତ ଥିଲେ। ଅନେକ ସ୍ଵୀକୃତି ଓ ଖ୍ୟାତି ପାଇବା ସତ୍ତ୍ୱେ ତାଙ୍କ ସରଳ ଜୀବନଯାପନ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ

Pranab Prakash Das (@pranabpdas) 's Twitter Profile Photo

Elders enrich our lives with their wisdom and experience and continue to guide and inspire us. On #WorldSeniorCitizensDay, let us reaffirm our commitment to care for them with dignity, compassion, and love, and ensure they live a life of security and respect.

Many congratulations to #Odisha hockey players Amit Rohidas, Shilanand Lakra, and Nilam Sanjeep Xess on being selected in the Indian National Team for Hero Asia Cup Rajgir, Bihar 2025, and Jyoti Chhatri and Sunelita Toppo on being selected in the Indian National Team for Women’s

Pranab Prakash Das (@pranabpdas) 's Twitter Profile Photo

ମେଧାବୀ ଛାତ୍ର ପୁଷନ ମହାପାତ୍ର ସମସ୍ତଙ୍କ ପାଇଁ ଗର୍ବ। ଚଳିତ ବର୍ଷ ନିଟ୍ ପିଜି ପରୀକ୍ଷାରେ ସର୍ବଭାରତୀୟସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା କଟକର ଡାକ୍ତର ପୁଷନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ତାଙ୍କର ନିଷ୍ଠା ସମସ୍ତଙ୍କୁ ପ୍ରେରଣା ଦେବ। ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି। #Odisha

ମେଧାବୀ ଛାତ୍ର ପୁଷନ ମହାପାତ୍ର ସମସ୍ତଙ୍କ ପାଇଁ ଗର୍ବ। 

ଚଳିତ ବର୍ଷ ନିଟ୍ ପିଜି ପରୀକ୍ଷାରେ ସର୍ବଭାରତୀୟସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା କଟକର ଡାକ୍ତର ପୁଷନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ତାଙ୍କର ନିଷ୍ଠା ସମସ୍ତଙ୍କୁ ପ୍ରେରଣା ଦେବ। ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି। 

#Odisha
Pranab Prakash Das (@pranabpdas) 's Twitter Profile Photo

ଖ୍ୟାତନାମା ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ସଂଯୁକ୍ତା ପାଣିଗ୍ରାହୀଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଉଛି। ଆମ ଗର୍ବ ଓଡ଼ିଶୀକୁ ଦେଶ ବିଦେଶରେ ନିପୁଣତାର ସହ ପ୍ରଚାର ଓ ପ୍ରସାର କରିବା କ୍ଷେତ୍ରରେ ତାଙ୍କର ବହୁମୂଲ୍ୟ ଅବଦାନ ସବୁଦିନ ପାଇଁ ମନେ ରହିବ।

ଓଡ଼ିଆ ସାହିତ୍ୟର ଅନ୍ୟତମ ଗାଥାକବିତାର ସ୍ରଷ୍ଟା ରାଧାମୋହନ ଗଡ଼ନାୟକଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ଓଡ଼ିଶାର ପରମ୍ପରା, କଥା ଓ କାହାଣୀକୁ ସେ କାବ୍ୟ ରୂପ ଦେଇଥିଲେ। ଆଧୁନିକ ଓଡ଼ିଆ ସାହିତ୍ୟରେ ତାଙ୍କ ଅବଦାନ ଚିରସ୍ମରଣୀୟ।

Humble tributes to Bharat Ratna recipient and Nobel laureate #MotherTeresa on her birth anniversary. A true embodiment of compassion, her unwavering service to the poor, sick, and abandoned continues to inspire everyone around the world.

ମହିଳା ସମାନତାରେ ଉଲ୍ଲେଖନୀୟ ଭୂମିକା ତୁଲାଇଛି ବିଜେଡି ସରକାର। ମିଶନ ଶକ୍ତି ଠାରୁ ଆରମ୍ଭ କରି ମହିଳାଙ୍କ ପାଇଁ ସ୍ଵତନ୍ତ୍ର ବଜେଟ୍ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ମହିଳାଙ୍କୁ ସଶକ୍ତ କରି ସୃଷ୍ଟି କରିଛି ଉଦାହରଣ। ମା'ମାନଙ୍କ ବିକାଶର ଧାରାକୁ ବଜାୟ ରଖି ଏହାକୁ ଆହୁରି ଆଗକୁ ନେବା ପାଇଁ ଆସନ୍ତୁ ସମସ୍ତେ ସଂକଳ୍ପ ନେବା।

ମହିଳା ସମାନତାରେ ଉଲ୍ଲେଖନୀୟ ଭୂମିକା ତୁଲାଇଛି ବିଜେଡି ସରକାର।

ମିଶନ ଶକ୍ତି ଠାରୁ ଆରମ୍ଭ କରି ମହିଳାଙ୍କ ପାଇଁ ସ୍ଵତନ୍ତ୍ର ବଜେଟ୍ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ମହିଳାଙ୍କୁ ସଶକ୍ତ କରି ସୃଷ୍ଟି କରିଛି ଉଦାହରଣ।

ମା'ମାନଙ୍କ ବିକାଶର ଧାରାକୁ ବଜାୟ ରଖି ଏହାକୁ ଆହୁରି ଆଗକୁ ନେବା ପାଇଁ ଆସନ୍ତୁ ସମସ୍ତେ ସଂକଳ୍ପ ନେବା।
Pranab Prakash Das (@pranabpdas) 's Twitter Profile Photo

ପବିତ୍ର ଶ୍ରୀ ଗଣେଶ ଚତୁର୍ଥୀ ଉପଲକ୍ଷେ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ବିଘ୍ନହର୍ତ୍ତାଙ୍କ କୃପାରୁ ସମସ୍ତଙ୍କ ଜୀବନରେ ବାଧା ବିଘ୍ନ ଦୂର ହେଉ। #GaneshChaturthi

ପବିତ୍ର ଶ୍ରୀ ଗଣେଶ ଚତୁର୍ଥୀ ଉପଲକ୍ଷେ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ବିଘ୍ନହର୍ତ୍ତାଙ୍କ କୃପାରୁ ସମସ୍ତଙ୍କ ଜୀବନରେ ବାଧା ବିଘ୍ନ ଦୂର ହେଉ। 

#GaneshChaturthi
Pranab Prakash Das (@pranabpdas) 's Twitter Profile Photo

ସମ୍ କୁ ନୂଆଁଖାଇ ଜୁହାର୍ ଆମର୍ ବଡ଼ଖା ପରବ୍ ନୂଆଁଖାଇ ଉଧେ ସବୁ ଭାଏ-ବହେନ୍ ମାନକୁ ଗୁର୍ଦୁଟେ ଶୁଭେଚ୍ଛା। ମା' ସମଲେଇ ସମସ୍ତଙ୍କୁ ଘଣ୍ଟ ଘୁଡ଼େଇ ରଖୁନ୍; ଏତକି ତାଙ୍କର୍ ପାଦେ ଗୁହାରି। ଜଏ ମା' ସମଲେଇ 🙏🏻 #NuakhaiJuhar

ସମ୍ କୁ ନୂଆଁଖାଇ ଜୁହାର୍

ଆମର୍ ବଡ଼ଖା ପରବ୍ ନୂଆଁଖାଇ ଉଧେ ସବୁ ଭାଏ-ବହେନ୍ ମାନକୁ ଗୁର୍ଦୁଟେ ଶୁଭେଚ୍ଛା। ମା' ସମଲେଇ ସମସ୍ତଙ୍କୁ ଘଣ୍ଟ ଘୁଡ଼େଇ ରଖୁନ୍; ଏତକି ତାଙ୍କର୍ ପାଦେ ଗୁହାରି।

ଜଏ ମା' ସମଲେଇ 🙏🏻

#NuakhaiJuhar
Pranab Prakash Das (@pranabpdas) 's Twitter Profile Photo

Tributes to the hockey legend #MajorDhyanChand on his birth anniversary, also celebrated as #NationalSportsDay. A symbol of sporting excellence, he brought India international glory with his unmatched skills. His sporting contributions continue to inspire generations of athletes

ବିଶିଷ୍ଟ ଚିତ୍ରଶିଳ୍ପୀ ଓ ସାହିତ୍ୟିକ ଦିନନାଥ ପାଠୀଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି। ଓଡ଼ିଶାର ଚାରୁକଳାକୁ ସେ ସ୍ଵତନ୍ତ୍ର ପରିଚୟ ଦେଇଛନ୍ତି। ସାହିତ୍ୟ ସର୍ଜନା ଓ ଇତିହାସ ଗବେଷକ ଭାବେ ତାଙ୍କ ତ୍ୟାଗ ଚିରସ୍ମରଣୀୟ।

ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଧାୟକ ଆଚାର୍ଯ୍ୟଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଉଛି। ତାଙ୍କର ଜନକଲ୍ୟାଣମୂଳକ କାର୍ଯ୍ୟ ସହ ସରଳତା ଓ ନିରାଡମ୍ବର ଜୀବନ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ।

ସ୍ୱାୟତ୍ତ ଶାସନ ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା। ସମସ୍ତଙ୍କ ସହଭାଗିତାରେ ତୃଣମୂଳସ୍ତରରେ ସୁଶାସନ ପହଞ୍ଚାଇବାରେ ବିଜେଡି ସରକାର ଅଗ୍ରଣୀ ଭୂମିକା ତୁଲାଇଥିଲା। ଏହାକୁ ଆହୁରି ମଜଭୁତ କରି ଲୋକଙ୍କ ଉନ୍ନତି ଦିଗରେ ଆସନ୍ତୁ ସମସ୍ତେ ଏକାଠି ହୋଇ କାମ କରିବା। #LocalSelfGovernmentDay

ସ୍ୱାୟତ୍ତ ଶାସନ ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା। 

ସମସ୍ତଙ୍କ ସହଭାଗିତାରେ ତୃଣମୂଳସ୍ତରରେ ସୁଶାସନ ପହଞ୍ଚାଇବାରେ ବିଜେଡି ସରକାର ଅଗ୍ରଣୀ ଭୂମିକା ତୁଲାଇଥିଲା।

ଏହାକୁ ଆହୁରି ମଜଭୁତ କରି ଲୋକଙ୍କ ଉନ୍ନତି ଦିଗରେ ଆସନ୍ତୁ ସମସ୍ତେ ଏକାଠି ହୋଇ କାମ କରିବା।

#LocalSelfGovernmentDay