CEO Odisha
@odishaceo
ମୁଖ୍ୟ ନିର୍ବାଚନ ଅଧିକାରୀ ଓଡି଼ଶା || Promoting electoral participation through inclusive electoral rolls; and accessible, free, fair and transparent elections ||
ID: 1034706245595279360
https://ceoodisha.nic.in/ 29-08-2018 07:36:07
2,2K Tweet
22,22K Takipçi
33 Takip Edilen
Collector & DM, Angul inspected district EVM-VVPAT Warehouse for the month of August 2024. CMO Odisha I & PR Department, Odisha CEO Odisha
ଯୁବଶକ୍ତି ହେଉଛନ୍ତି ଆମ ଗଣତନ୍ତ୍ରର ମେରୁଦଣ୍ଡ l ଯଦି ଆପଣ ୧୮ ବର୍ଷର ହୋଇ ସାରିଛନ୍ତି କିମ୍ବା ୦୧.୦୧.୨୫ ସୁଦ୍ଧା ୧୮ ବର୍ଷର ହେବାକୁ ଯାଉଛନ୍ତି, ତେବେ ଭୋଟର ଲିଷ୍ଟରେ ନିଜକୁ ପଞ୍ଜିକୃତ କରlନ୍ତୁ l ଏହି ସୁବିଧା ଭୋଟର ହେଲ୍ପ ଲାଇନ ଆପ୍ପ /voters.eci.gov.in ତଥା ଅଫଲାଇନରେ BLO ଙ୍କ ନିକଟରେ ଉପଲବ୍ଧ l Collector and District Magistrate, Angul CEO Odisha
ଆପଣଙ୍କ ନାମ ଚଳନ୍ତି ଭୋଟର ତାଲିକାରେ ସାମିଲ ଅଛି ତ?🤔 👥ଜାଣନ୍ତୁ ନିଜ ବିଏଲଓଙ୍କୁ 💻ପରିଦର୍ଶନ କରନ୍ତୁ ଭୋଟର ହେଲ୍ପ ଲାଇନ ଆପ୍ପ / voterportal.eci.gov.in 📞କଲ୍ କରନ୍ତୁ 1950 Election Commission of India Spokesperson ECI I & PR Department, Odisha DD News Ministry of Information and Broadcasting