Leeju🇮🇳 (@leejuleejuu) 's Twitter Profile
Leeju🇮🇳

@leejuleejuu

Journalist#dreamy# passionate#innovative#kid lovers#bindass girl#empathic#love to travel..ଖାଣ୍ଟି ଓଡ଼ିଆଣି । ନିଜ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବାକୁ ପ୍ରୟାସ ।

ID: 810430283996491776

linkhttps://youtu.be/taLHAN-Ys98 calendar_today18-12-2016 10:23:31

3,3K Tweet

4,4K Takipçi

199 Takip Edilen

Leeju🇮🇳 (@leejuleejuu) 's Twitter Profile Photo

ଜୟ ମହାକାଳ ବାବା🙏 ମହାକାଳେଶ୍ଵର ଙ୍କ ହେଲା ଦର୍ଶନ ....12ଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ୩ୟ ଜ୍ୟୋତିର୍ଲିଙ୍ଗ ମହାକାଳେଶ୍ଵର ମଧ୍ୟ ପ୍ରଦେଶର ଉଜ୍ଜୟିନୀ ଠାରେ ଅବସ୍ଥିତ । ମନ୍ଦିର ପ୍ରାଙ୍ଗଣର କିଛି ମୁହୂର୍ତ୍ତ...

ଦିନ ଦ୍ୱିପ୍ରହର ରେ ଦୀପ ଜାଳି ଅନ୍ଧକାର ଦୂର କରି ହୁଏନି, ବରଂ ଦୀପର ତେଲ ସରିଯାଇଥାଏ, ଅତଃ ଯୋଗ୍ୟ ଲୋକଙ୍କ ପାଇଁ ତ୍ୟାଗ କଲେ ଲାଭ ଅଛି, ଯେଉଁମାନେ ଅଯୋଗ୍ୟ ସେମାନଙ୍କ ପାଇଁ ନୁହଁ। Good morning 👍

Maa BaglaMukhi Mandir (@baglamukhipuja) 's Twitter Profile Photo

माँ बगलामुखी राजयोग की देवी हैं। सत्ता-असत्ता इनके अधीन हैं। इसलिए नेता भी इनकी शरण में जाते हैं। माँ बगलामुखी कल्याण की देवी हैं।

माँ बगलामुखी राजयोग की देवी हैं। सत्ता-असत्ता इनके अधीन हैं। इसलिए नेता भी इनकी शरण में जाते हैं। माँ बगलामुखी कल्याण की देवी हैं।