Bhadrak Municipality (@eobdkmunicipal) 's Twitter Profile
Bhadrak Municipality

@eobdkmunicipal

ID: 758171645437673474

linkhttp://www.bhadrakmunicipality.nic.in calendar_today27-07-2016 05:26:21

3,3K Tweet

13,13K Takipçi

123 Takip Edilen

Cybercop Odisha (@cybercopodisha) 's Twitter Profile Photo

Don’t repeat. Defend with unique passwords. #BeUniqueBeSecure #OneAccountOnePassword #PasswordSmart #NoRepeatsNoRegrets #SecureWithUnique #LockItRight #UniqueAndSafe #CyberSafeOdisha #DigitalIndiaSecureIndia #TechForSecurity #odisha #odishapolice #cybercopodisha

Don’t repeat. Defend with unique passwords.
#BeUniqueBeSecure #OneAccountOnePassword #PasswordSmart #NoRepeatsNoRegrets #SecureWithUnique #LockItRight #UniqueAndSafe #CyberSafeOdisha #DigitalIndiaSecureIndia #TechForSecurity #odisha #odishapolice #cybercopodisha
CMO Odisha (@cmo_odisha) 's Twitter Profile Photo

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଲୋକସେବା ଭବନରେ ପୂର୍ତ୍ତ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଲୋକଙ୍କ କଲ୍ୟାଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ କାର୍ଯ୍ୟକ୍ଷମ ବିଭିନ୍ନ ଯୋଜନା ତଥା ଉନ୍ନତିମୂଳକ କାର୍ଯ୍ୟକୁ ତୃଣମୂଳସ୍ତରରେ ପହଞ୍ଚାଇବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। #ବିକଶିତଓଡ଼ିଶା

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ <a href="/MohanMOdisha/">Mohan Charan Majhi</a> ଲୋକସେବା ଭବନରେ ପୂର୍ତ୍ତ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଲୋକଙ୍କ କଲ୍ୟାଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ କାର୍ଯ୍ୟକ୍ଷମ ବିଭିନ୍ନ ଯୋଜନା ତଥା ଉନ୍ନତିମୂଳକ କାର୍ଯ୍ୟକୁ ତୃଣମୂଳସ୍ତରରେ ପହଞ୍ଚାଇବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। #ବିକଶିତଓଡ଼ିଶା
Cybercop Odisha (@cybercopodisha) 's Twitter Profile Photo

"Suspicious call? Pause, think, don’t share!" #PauseBeforeYouShare #ThinkBeforeYouClick #DontBeFooled #VerifyBeforeYouTrust #StayAlertStaySafe #ScamAware #SafeNotSorry #CyberSafeOdisha #DigitalIndiaSecureIndia #TechForSecurity #odisha #odishapolice #cybercopodisha

"Suspicious call? Pause, think, don’t share!"
#PauseBeforeYouShare #ThinkBeforeYouClick #DontBeFooled #VerifyBeforeYouTrust #StayAlertStaySafe #ScamAware #SafeNotSorry #CyberSafeOdisha #DigitalIndiaSecureIndia #TechForSecurity #odisha #odishapolice #cybercopodisha
State Transport Authority, Odisha (@staodisha) 's Twitter Profile Photo

ବଜ୍ର ହେବ ସାବିତ୍ରୀଙ୍କ ଶଙ୍ଖା ସତ୍ୟବାନ ଯେବେ ବୁଝିବେ ସଡ଼କ ସୁରକ୍ଷା ହିଁ ଜୀବନ ରକ୍ଷା #SabitriBrata #RoadSafety #Odisha

ବଜ୍ର ହେବ ସାବିତ୍ରୀଙ୍କ ଶଙ୍ଖା
ସତ୍ୟବାନ ଯେବେ ବୁଝିବେ
ସଡ଼କ ସୁରକ୍ଷା ହିଁ ଜୀବନ ରକ୍ଷା

#SabitriBrata #RoadSafety #Odisha
State Transport Authority, Odisha (@staodisha) 's Twitter Profile Photo

ଗାଡ଼ି ଚଳାଇବା ବେଳେ ଆପଣ ଉଠାଉଥିବା ଫୋନ କଲ୍ ଜୀବନର ଶେଷ କଲ୍ ହୋଇପାରେ! ଫୋନ୍ ପରେ ବି ଉଠେଇ ହେବ, କିନ୍ତୁ ଜୀବନ ଥରେ ଗଲେ ଆଉ କେବେ ବି ଫେରିବ ନାହିଁ #ComeHomeSafe #RoadSafety #Odisha

H & UD Dept (@huddeptodisha) 's Twitter Profile Photo

ରାଜ୍ୟ ସହରାଞ୍ଚଳ ଗୁଡ଼ିକର ସାମଗ୍ରୀକ ବିକାଶକୁ ସୁନିଶ୍ଚିତ କରିବା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅନନ୍ୟ ପ୍ରୟାସ 'ଅଙ୍କୁର'ର ଆଜି ଶୁଭାରମ୍ଭ। ଏହା ଅଧୀନରେ ୨୦୩୬ ସୁଦ୍ଧା ସ୍ମାର୍ଟ, ସମୃଦ୍ଧ ଏବଂ ନାଗରିକ ପ୍ରାଧାନ୍ୟ ସହର ଗଠନ ନେଇ ବିଭିନ୍ନ ଅଗ୍ରଣୀ ଜାତୀୟ ଏବଂ ଅନ୍ତର୍ଜାତୀୟ ସଂସ୍ଥା ସହ ବୁଝାମଣା ପତ୍ର ସ୍ବାକ୍ଷର ହେବ ।

ରାଜ୍ୟ ସହରାଞ୍ଚଳ ଗୁଡ଼ିକର ସାମଗ୍ରୀକ ବିକାଶକୁ ସୁନିଶ୍ଚିତ କରିବା ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅନନ୍ୟ ପ୍ରୟାସ 'ଅଙ୍କୁର'ର ଆଜି ଶୁଭାରମ୍ଭ। ଏହା ଅଧୀନରେ ୨୦୩୬ ସୁଦ୍ଧା ସ୍ମାର୍ଟ, ସମୃଦ୍ଧ ଏବଂ ନାଗରିକ ପ୍ରାଧାନ୍ୟ ସହର ଗଠନ ନେଇ ବିଭିନ୍ନ ଅଗ୍ରଣୀ ଜାତୀୟ ଏବଂ ଅନ୍ତର୍ଜାତୀୟ ସଂସ୍ଥା ସହ ବୁଝାମଣା ପତ୍ର ସ୍ବାକ୍ଷର ହେବ ।
H & UD Dept (@huddeptodisha) 's Twitter Profile Photo

ସହରାଞ୍ଚଳ ବିକାଶକୁ ତ୍ବରାନ୍ବିତ କରିବା ନେଇ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ୨୦୩୬ ସୁଦ୍ଧା ସ୍ମାର୍ଟ, ସମୃଦ୍ଧ ଏବଂ ବିକଶିତ ସହର ଗଠନ ନେଇ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ ସ୍ବରୂପ ଅଟଳ ନେଟଓ୍ବର୍କ ଫର୍‌ ନଲେଜ୍‌, ଅର୍ବାନାଇଜେସନ୍‌ ଆଣ୍ଡ ରିଫର୍ମ (ଅଙ୍କୁର)ର ଶୁଭାରମ୍ଭ କରାଯାଇଛି। ଏହା ଅଧୀନରେ ଆଜି ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରର ୬ ଅଗ୍ରଣୀ

ସହରାଞ୍ଚଳ ବିକାଶକୁ ତ୍ବରାନ୍ବିତ କରିବା ନେଇ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ

୨୦୩୬ ସୁଦ୍ଧା ସ୍ମାର୍ଟ, ସମୃଦ୍ଧ ଏବଂ ବିକଶିତ ସହର ଗଠନ ନେଇ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ ସ୍ବରୂପ ଅଟଳ ନେଟଓ୍ବର୍କ ଫର୍‌ ନଲେଜ୍‌, ଅର୍ବାନାଇଜେସନ୍‌ ଆଣ୍ଡ ରିଫର୍ମ (ଅଙ୍କୁର)ର ଶୁଭାରମ୍ଭ କରାଯାଇଛି। ଏହା ଅଧୀନରେ ଆଜି ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରର ୬ ଅଗ୍ରଣୀ
H & UD Dept (@huddeptodisha) 's Twitter Profile Photo

Odisha Showcases 'Housing for All' Success at ADB Forum 2025 Representing the Government of Odisha, Sri Debasis Singh, Additional Secretary, Housing & Urban Development Department Govt of Odisha, India addressed the global gathering and highlighted Odisha’s exemplary journey

Odisha Showcases 'Housing for All' Success at ADB Forum 2025
Representing the Government of Odisha, Sri Debasis Singh, Additional Secretary, Housing &amp; Urban Development Department Govt of Odisha, India addressed the global gathering and highlighted Odisha’s exemplary journey
CEO Odisha (@odishaceo) 's Twitter Profile Photo

ଆପଣଙ୍କ ମତଦାନର ପ୍ରକ୍ରିୟାକୁ ସହଜ କରିବାପାଇଁ ଭାରତ ନିର୍ବାଚନ ଆୟୋଗ ଆଣିଛନ୍ତି ସକ୍ଷମ ଆପ୍ (SAKSHAM APP) ଯାହା ସାହାଯ୍ୟରେ ଭୋଟରମାନେ ନିଜକୁ ଦିବ୍ୟାଙ୍ଗ(PwD) ଭାବେ ଚିହ୍ନଟ କରି ମତଦାନ କେନ୍ଦ୍ରରେ ଅନେକ ପ୍ରକାରର ସହାୟତା ପାଇପାରିବେ।✨ Election Commission of India PIB India I & PR Department, Odisha All India Radio News DD News Odia DD ODIA

District Administration,Bhadrak (@dm_bhadrak) 's Twitter Profile Photo

Our District ranked 3rd in Lakhpati Didi creation in the state and was felicitated by the Hon'ble CM & Hon'ble Deputy CM in presence of the Development Commissioner & Senior Officers of Mission Shakti Depth. in the National Conclave on Lakhpati didi at the Lokaseva Bhawan.

Our District ranked 3rd in Lakhpati Didi creation in the state and was felicitated by the Hon'ble CM &amp; Hon'ble Deputy CM in presence of the Development Commissioner &amp; Senior Officers of Mission Shakti Depth. in the National Conclave on Lakhpati didi at the Lokaseva Bhawan.
Labour Commissioner, Odisha (@labourodisha) 's Twitter Profile Photo

ଅନଲାଇନ୍ ପ୍ଲାଟଫର୍ମରେ କାର୍ଯ୍ୟରତ କର୍ମଚାରୀମାନଙ୍କ ପାଇଁ ସ୍ବତନ୍ତ୍ର ପଞ୍ଜୀକରଣ ଅଭିଯାନ । ଆଜିହିଁ ପଞ୍ଜୀକରଣ କରନ୍ତୁ : register.eshram.gov.in/#/user/platfor… #LabourMinistryIndia #MoLE #eShram #AyushmanBharat #digitalindia #gigandplatform #gigworkers #LabourOdisha

ଅନଲାଇନ୍ ପ୍ଲାଟଫର୍ମରେ କାର୍ଯ୍ୟରତ କର୍ମଚାରୀମାନଙ୍କ ପାଇଁ ସ୍ବତନ୍ତ୍ର ପଞ୍ଜୀକରଣ ଅଭିଯାନ । 

ଆଜିହିଁ ପଞ୍ଜୀକରଣ କରନ୍ତୁ : register.eshram.gov.in/#/user/platfor…

#LabourMinistryIndia 
#MoLE #eShram 
#AyushmanBharat 
#digitalindia
#gigandplatform 
#gigworkers
#LabourOdisha
Bhadrak Municipality (@eobdkmunicipal) 's Twitter Profile Photo

Joint Enforcement of Single Use Plastic (SUP) was conducted in various locations i.e. Charampa, Kacheri Bazar near post office of Bhadrak Municipal area and appropriate fine was imposed on them.

Joint Enforcement of Single Use Plastic (SUP) was conducted in various locations i.e. Charampa, Kacheri Bazar near post office of Bhadrak Municipal area and appropriate fine was imposed on them.
I & PR Department, Odisha (@ipr_odisha) 's Twitter Profile Photo

ପବିତ୍ର ‘ଶୀତଳ ଷଷ୍ଠୀ’ ତଥା ଭଗବାନ ଶିବ ଓ ମାତା ପାର୍ବତୀଙ୍କ ବିବାହ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ।

ପବିତ୍ର ‘ଶୀତଳ ଷଷ୍ଠୀ’ ତଥା ଭଗବାନ ଶିବ ଓ ମାତା ପାର୍ବତୀଙ୍କ ବିବାହ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ।
I & PR Department, Odisha (@ipr_odisha) 's Twitter Profile Photo

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକଦ୍ରବ୍ୟ ବିରୋଧରେ ରାଜ୍ୟବ୍ୟାପୀ ସଚେତନତା ଅଭିଯାନ ‘ଆମ ସଂକଳ୍ପ’ ର ଶୁଭାରମ୍ଭ ହେବ।

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକଦ୍ରବ୍ୟ ବିରୋଧରେ ରାଜ୍ୟବ୍ୟାପୀ ସଚେତନତା ଅଭିଯାନ ‘ଆମ ସଂକଳ୍ପ’ ର ଶୁଭାରମ୍ଭ ହେବ।
Bhadrak Municipality (@eobdkmunicipal) 's Twitter Profile Photo

Monthly General Council Meeting was held under the Chairmanship of Chairperson in presence Hon’ble MLA, Bhadrak, Representative Hon'ble MP, Bhadrak, Councillors, Executive Officer, Municipal Engineer and other Officials for discussion of different development works. District Administration,Bhadrak

Monthly General Council Meeting was held under the Chairmanship of Chairperson in presence Hon’ble MLA, Bhadrak, Representative  Hon'ble MP, Bhadrak, Councillors, Executive Officer, Municipal Engineer and other Officials for discussion of different development works.
<a href="/DM_Bhadrak/">District Administration,Bhadrak</a>
District Administration,Bhadrak (@dm_bhadrak) 's Twitter Profile Photo

ଏତେଦ୍ୱାରା ସମସ୍ତଙ୍କ ଅବଗତି ନିମିତ୍ତ ଜଣାଇ ଦିଆଯାଉଛି ଯେ ଅନିବାର୍ଯ୍ୟ କାରଣ ହେତୁ ଆସନ୍ତା କାଲି ଅର୍ଥାତ ତା-୦୨/୦୬/୨୦୨୫,ସୋମବାର ଦିନ ଜିଲ୍ଳାପାଳ ଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଆସନ୍ତା ୦୪/୦୬/୨୦୨୫ ବୁଧବାର ଦିନ ସକାଳ ୭:୦୦ ଘଟିକା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହେବ।