ADV.DEBABRATA ଭଳ (@debabratabhal) 's Twitter Profile
ADV.DEBABRATA ଭଳ

@debabratabhal

BORN TO RULE,MBA,LLB, गुजराती(ଓଡ଼ିଆ)

ID: 629170891

calendar_today07-07-2012 09:13:08

5,5K Tweet

2,2K Takipçi

2,2K Takip Edilen

ADV.DEBABRATA ଭଳ (@debabratabhal) 's Twitter Profile Photo

एक बार अर्जुन ने श्री कृष्ण से कहा: इस दीवार पर कुछ ऐसा लिखो की ख़ुशी में पढूं तो दुःख हो और दुःख में पढूं तो ख़ुशी हो। श्री कृष्ण ने लिखा: "ये वक़्त भी गुज़र जाएगा।"

Dharmendra Pradhan (@dpradhanbjp) 's Twitter Profile Photo

ଦେବଦମ୍ପତି ଶିବ ପାର୍ବତୀଙ୍କର୍ ବିହାଘରର୍ ନିଆରା ପରମ୍ପରା ଆଉ ପରବ୍ ଶୀତଲ୍ ଷଷ୍ଠୀ ଲାଗି ଶୁଭେଚ୍ଛା । ଦେବଦମ୍ପତି ଭଗବାନ୍ ଶିବ ଆଉ ଆଦିଶକ୍ତି ମା’ ପାର୍ବତୀ, ଆପଣଙ୍କର୍ ପରିବାର୍‌କେ ସୁଖ୍‌, ଶାନ୍ତି ଆଉ ପ୍ରଗତି ଦେଉନ୍‌, ଇଟା ମୋର୍ ପ୍ରାର୍ଥନା ।

Manmohan Samal (@samalmanmohan7) 's Twitter Profile Photo

ଆଜି ରାଜ୍ୟ ସଭାପତି ରୂପେ ଦାୟିତ୍ଵ ଗ୍ରହଣ କରିବା ପରେ ମହାପ୍ରଭୁଙ୍କ ପବିତ୍ର ନୀଳାଦ୍ରି ବିଜେର ଶୁଭ ଅବସରରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିବାର ପୁଣ୍ୟ ସୌଭାଗ୍ୟ ଲାଭ କଲି। ଏହି ଅବସରରେ ଦଳର ବିକାଶ ଏବଂ ଓଡ଼ିଶାର ସମସ୍ତ ଜନତାଙ୍କ କଲ୍ୟାଣ ନିମନ୍ତେ ମହାପ୍ରଭୁଙ୍କ ନିକଟରେ ଗୁହାରୀ ଜଣାଇଛି । ଜୟ ଜଗନ୍ନାଥ...🙏

ଆଜି ରାଜ୍ୟ ସଭାପତି ରୂପେ ଦାୟିତ୍ଵ ଗ୍ରହଣ କରିବା ପରେ ମହାପ୍ରଭୁଙ୍କ ପବିତ୍ର ନୀଳାଦ୍ରି ବିଜେର ଶୁଭ ଅବସରରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିବାର ପୁଣ୍ୟ ସୌଭାଗ୍ୟ ଲାଭ କଲି।  ଏହି ଅବସରରେ ଦଳର ବିକାଶ ଏବଂ ଓଡ଼ିଶାର ସମସ୍ତ ଜନତାଙ୍କ କଲ୍ୟାଣ ନିମନ୍ତେ ମହାପ୍ରଭୁଙ୍କ ନିକଟରେ ଗୁହାରୀ ଜଣାଇଛି ।

ଜୟ ଜଗନ୍ନାଥ...🙏
Manmohan Samal (@samalmanmohan7) 's Twitter Profile Photo

ନାଗେନ୍ଦ୍ରହାରାୟ ତ୍ରିଲୋଚନାୟ ଭସ୍ମାଙ୍ଗରାଗାୟ ମହେଶ୍ଵରାୟ ନିତ୍ୟାୟ ସୁଦ୍ଧାୟ ଦିଗମ୍ବରାୟ ତସ୍ମୈ “ମ” କାରାୟ ନମଃ ଶିବାୟ ଦେବାଧିଦେବ ମହାଦେବଙ୍କ ଆରାଧନାର ମାସ ଶ୍ରାବଣ ମାସର ପ୍ରଥମ ସୋମବାରରେ ସମସ୍ତ ଶ୍ରଦ୍ଧାଳୁଙ୍କୁ ହାର୍ଦ୍ଦିକ ଶୁଭକାମନା । ପ୍ରଭୁ ଶ୍ରୀ ଭୋଳାଶଙ୍କର ଆପଣ ସମସ୍ତଙ୍କର ମନବାଞ୍ଛା ପୂରଣ କରନ୍ତୁ ଏହା ହିଁ ମୋର କାମନା।

ନାଗେନ୍ଦ୍ରହାରାୟ ତ୍ରିଲୋଚନାୟ
ଭସ୍ମାଙ୍ଗରାଗାୟ ମହେଶ୍ଵରାୟ
ନିତ୍ୟାୟ ସୁଦ୍ଧାୟ ଦିଗମ୍ବରାୟ
ତସ୍ମୈ “ମ” କାରାୟ ନମଃ ଶିବାୟ

ଦେବାଧିଦେବ ମହାଦେବଙ୍କ ଆରାଧନାର ମାସ ଶ୍ରାବଣ ମାସର ପ୍ରଥମ ସୋମବାରରେ ସମସ୍ତ ଶ୍ରଦ୍ଧାଳୁଙ୍କୁ ହାର୍ଦ୍ଦିକ ଶୁଭକାମନା । 

ପ୍ରଭୁ ଶ୍ରୀ ଭୋଳାଶଙ୍କର ଆପଣ ସମସ୍ତଙ୍କର ମନବାଞ୍ଛା ପୂରଣ କରନ୍ତୁ ଏହା ହିଁ ମୋର କାମନା।
Manmohan Samal (@samalmanmohan7) 's Twitter Profile Photo

ଆମ ମାଟିର ଗର୍ବ, ଜନଜାତି ସମାଜର ଗୌରବ ମହାମହିମଙ୍କ ଜନ୍ମଭୂମି ଓଡ଼ିଶାରେ ପୁନଃ ପଦାର୍ପଣ ଆମ ସମସ୍ତଙ୍କ ପାଇଁ ଏକ ଗର୍ବ ଓ ଆନନ୍ଦର ମୁହୂର୍ତ୍ତ । ମହାମହିମ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁଙ୍କୁ ପବିତ୍ର ଓଡ଼ିଶା ଭୂମିକୁ ହାର୍ଦ୍ଦିକ ସ୍ବାଗତ ।

ପ୍ରଥମ ସ୍ୱାଧୀନତା ସଂଗ୍ରାମର ଅଗ୍ରଦୁତ, ଅମର ବଳିଦାନୀ ମଙ୍ଗଳ ପାଣ୍ଡେ ଜୀଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ସଂଗ୍ରାମୀ ପ୍ରଣାମ! ଭାରତ ମାତାର ସ୍ୱାଧୀନତା, ଧର୍ମର ସୁରକ୍ଷା ଏବଂ ମାଟିର ମର୍ଯ୍ୟାଦା ପାଇଁ ତାଙ୍କର ସର୍ବୋଚ୍ଚ ବଳିଦାନ ସ୍ୱାଧୀନତା ଚେତନାର ପ୍ରଥମ ଆହ୍ୱାନ ଥିଲା। ତାଙ୍କର ଅମର କ୍ରାନ୍ତିକାରୀ ଆଲୋକ ଯୁଗ ଯୁଗ ଧରି ପ୍ରତ୍ୟେକ

ପ୍ରଥମ ସ୍ୱାଧୀନତା ସଂଗ୍ରାମର ଅଗ୍ରଦୁତ, ଅମର ବଳିଦାନୀ ମଙ୍ଗଳ ପାଣ୍ଡେ ଜୀଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ସଂଗ୍ରାମୀ ପ୍ରଣାମ!

ଭାରତ ମାତାର ସ୍ୱାଧୀନତା, ଧର୍ମର ସୁରକ୍ଷା ଏବଂ ମାଟିର ମର୍ଯ୍ୟାଦା ପାଇଁ ତାଙ୍କର ସର୍ବୋଚ୍ଚ ବଳିଦାନ ସ୍ୱାଧୀନତା ଚେତନାର ପ୍ରଥମ ଆହ୍ୱାନ ଥିଲା। ତାଙ୍କର ଅମର କ୍ରାନ୍ତିକାରୀ ଆଲୋକ ଯୁଗ ଯୁଗ ଧରି ପ୍ରତ୍ୟେକ
Manmohan Samal (@samalmanmohan7) 's Twitter Profile Photo

ପୁରୀର ବିକାଶ ପାଇଁ ଆମକୁ ଆଗାମୀ ୫୦ ବର୍ଷର ରୋଡ଼ମ୍ୟାପ ନେଇ ଆଗକୁ ବଢିବାକୁ ପଡିବ।

Ashwini Vaishnaw (@ashwinivaishnaw) 's Twitter Profile Photo

ଓଡ଼ିଶା ବିଜେପି ରାଜ୍ୟ ସଭାପତି ଭାବରେ ପୁନଃନିର୍ବାଚିତ ହୋଇଥିବାରୁ ଆଦରଣୀୟ ଶ୍ରୀ Manmohan Samal ଭାଇଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।

ଓଡ଼ିଶା ବିଜେପି ରାଜ୍ୟ ସଭାପତି ଭାବରେ ପୁନଃନିର୍ବାଚିତ ହୋଇଥିବାରୁ ଆଦରଣୀୟ ଶ୍ରୀ <a href="/SamalManmohan7/">Manmohan Samal</a> ଭାଇଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।
Manmohan Samal (@samalmanmohan7) 's Twitter Profile Photo

'ସ୍ୱରାଜ ମୋର ଜନ୍ମଗତ ଅଧିକାର' ଏହା କେବଳ ଏକ ଉଦ୍ଘୋଷ ନୁହେଁ ବରଂ ଦାସତ୍ୱାଧୀନ ଭାରତର ହୃଦୟରେ ପ୍ରଜ୍ୱଳିତ ଏକ 'ଅଗ୍ନି-ସଂକଳ୍ପ' ଥିଲା, ଯାହା ସ୍ୱାଧୀନତା ସଂଗ୍ରାମକୁ ଦିଗଦର୍ଶନ ଏବଂ ଧାରା ଦେଇଥିଲା। ଦେଶର ସ୍ୱାଧୀନତା ପାଇଁ ନିଜର ସର୍ବସ୍ୱ ଉତ୍ସର୍ଗ କରିଥିବା 'ଲୋକମାନ୍ୟ' ବାଲ ଗଙ୍ଗାଧର ତିଲକ ଜୀଙ୍କ ଜନ୍ମବାର୍ଷିକୀରେ ବିନମ୍ର

'ସ୍ୱରାଜ ମୋର ଜନ୍ମଗତ ଅଧିକାର'

ଏହା କେବଳ ଏକ ଉଦ୍ଘୋଷ ନୁହେଁ ବରଂ ଦାସତ୍ୱାଧୀନ ଭାରତର ହୃଦୟରେ ପ୍ରଜ୍ୱଳିତ ଏକ 'ଅଗ୍ନି-ସଂକଳ୍ପ' ଥିଲା, ଯାହା ସ୍ୱାଧୀନତା ସଂଗ୍ରାମକୁ ଦିଗଦର୍ଶନ ଏବଂ ଧାରା ଦେଇଥିଲା।

ଦେଶର ସ୍ୱାଧୀନତା ପାଇଁ ନିଜର ସର୍ବସ୍ୱ ଉତ୍ସର୍ଗ କରିଥିବା 'ଲୋକମାନ୍ୟ' ବାଲ ଗଙ୍ଗାଧର ତିଲକ ଜୀଙ୍କ ଜନ୍ମବାର୍ଷିକୀରେ ବିନମ୍ର