DD News Odia
@ddnewsodia
Official handle of Doordarshan News(Odia), RNU, Bhubaneswar under Ministry of I&B, Govt. of India; Follow us linktr.ee/DDNewsOdia
ID: 1162310156241104896
https://www.youtube.com/DDNewsOdiaOfficial 16-08-2019 10:29:17
59,59K Tweet
10,10K Takipçi
186 Takip Edilen
↗️କବି ସାରଳା ଦାସ ଓଡିଆ ଭାଷା ସାହିତ୍ୟର ଆଦି ସ୍ରଷ୍ଟା ଥିଲେ ବୋଲି ମୁଖ୍ୟମନ୍ତ୍ରୀ Mohan Charan Majhi ପ୍ରକାଶ କରିଛନ୍ତି ↗️ସାରଳା ଦାସଙ୍କ ଭଳି ପ୍ରାଚୀନ ଲେଖକ, କବି ଓ ଭାଷାତତ୍ବବିତଙ୍କ ପାଇଁ ଓଡିଆ ଭାଷା ଷଷ୍ଠ ଭାରତୀୟ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଲା ବୋଲି ସେ କହିଛନ୍ତି #SaralaDas
➡️ଚୀନ ଗସ୍ତରେ ଥିବା ବିଦେଶ ମନ୍ତ୍ରୀ Dr. S. Jaishankar ର ଆଜି ତିଆନଜିନ୍ଠାରେ ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭ୍ରୋଭ୍ଙ୍କୁ ଭେଟିଛନ୍ତି । ଉଭୟ ନେତାଙ୍କ ମଧ୍ୟରେ ଦ୍ବିପାକ୍ଷିକ ସହଯୋଗ ନେଇ ଆଲୋଚନା ହୋଇଛି । ରୁଷ ବୈଦେଶିକ ମନ୍ତ୍ରୀଙ୍କ ସହ ସେ ଅନ୍ୟ କେତେକ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଛନ୍ତି । #China #Russia
↗️ଆଦିକବି ସାରଳା ଦାସଙ୍କ ୬୦୦ତମ ଜନ୍ମବାର୍ଷିକ ଉତ୍ସବରେ ଉଦବୋଧନ ଦେଇ ଡକ୍ଟର ହରିବାବୁ କମ୍ଭମପାଟି କହିଛନ୍ତି, ମାତୃଭାଷାରେ ମହାକାବ୍ୟ ରଚନା କରି ସାରଳା ଦାସ ଓଡିଶାବାସୀଙ୍କୁ ସଶକ୍ତ କରିଥିଲେ #SaralaDas Governor Odisha
↗️କେନ୍ଦ୍ର ଶିକ୍ଷାମନ୍ତ୍ରୀ Dharmendra Pradhan ଙ୍କୁ ଆଜି ସାରଳା ସାହିତ୍ୟ ସଂସଦ ପକ୍ଷରୁ ମର୍ଯ୍ୟାଦାଜନକ କଳିଙ୍ଗ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି ↗️ତାଙ୍କୁ ଏହି ପୁରସ୍କାରରେ ଭୂଷିତ କରାଯାଇଥିବାରୁ ସେ ଉଭୟ ସାରଳା ସାହିତ୍ୟ ସଂସଦ ଓ ଓଡିଶାର ସାହିତ୍ୟ ଅନୁରାଗୀ ବ୍ୟକ୍ତିବିଶେଷଙ୍କ ନିକଟରେ ଚିର କୃତଜ୍ଞ ବୋଲି କହିଛନ୍ତି
🖼️ଦେଶର ଯୁବପିଢ଼ିଙ୍କ ମଧ୍ୟରେ ବାଲୁକା କଳାର ଚାହିଦାକୁ ଦୃଷ୍ଟିରେ ରଖି #IGNOU ର ପାଠ୍ୟକ୍ରମରେ ପ୍ରଥମ କରି ବାଲୁକା କଳାକୁ ଅନ୍ତର୍ଭୁକ୍ତ କରାଯାଇଛି 🖼️ପ୍ରସିଦ୍ଧ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ଏହାକୁ ଏକ ଯୁଗାନ୍ତକାରୀ ପଦକ୍ଷେପ ଭାବେ ବର୍ଣ୍ଣନା କରିଛନ୍ତି Sudarsan Pattnaik
💠ପ୍ରଶାସନିକ ସୁଧାର ଓ ସାଧାରଣ ଅଭିଯୋଗ ବିଭାଗ ଏବଂ ଓଡିଶା ସରକାରଙ୍କ ସହଯୋଗରେ ଆସନ୍ତାକାଲିଠାରୁ ଭୁବନେଶ୍ବରରେ ସୁଶାସନ ବ୍ୟବସ୍ଥା ଉପରେ ଏକ ଦୁଇଦିନିଆ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବ । କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନସନ୍ ମନ୍ତ୍ରୀ Dr Jitendra Singh ଏବଂ ମୁଖ୍ୟମନ୍ତ୍ରୀ Mohan Charan Majhi ଏହାକୁ ଉଦଘାଟନ କରିବେ ।
ଦେଶ ୫୦% ଅଣ-ଜୀବାଶ୍ମ ଇନ୍ଧନ ବିଦ୍ୟୁତ୍ କ୍ଷମତା ହାସଲ କରିଛି। ଯାହା ୨୦୩୦ ପାଇଁ ଧାର୍ଯ୍ୟ ଲକ୍ଷ୍ୟକୁ ପାଞ୍ଚ ବର୍ଷ ପୂର୍ବରୁ ହାସଲ କରିପାରିଛି। ଏହା ପ୍ରଧାନମନ୍ତ୍ରୀ Narendra Modi ଙ୍କ ନେତୃତ୍ୱରେ ଉଲ୍ଲେଖନୀୟ ପ୍ରଗତି ଏବଂ ରଣନୈତିକ ଦୂରଦୃଷ୍ଟିକୁ ସ୍ପଷ୍ଟ କରିବା ସହ ବିଶ୍ୱ ଜଳବାୟୁ ନିୟନ୍ତ୍ରଣ ଦିଗରେ ଭାରତର ଭୂମିକାକୁ ସୁଦୃଢ଼ କରିଛି
💠ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ବସି କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । କ୍ୟାବିନେଟ ବୈଠକ ସମ୍ପର୍କରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବିସ୍ତୃତ ସୂଚନା ଦେଇଛନ୍ତି । PMO India #CabinetDecisions Narendra Modi Ashwini Vaishnaw
🛕ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲାର ବରିଷ୍ଠ ନାଗରିକମାନଙ୍କୁ ଦେଶର ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ ସୁବିଧା ଯୋଗାଇ ଦେଇଛନ୍ତି। ୨୦୧୬ ଫେବୃଆରୀ ପହିଲାଠାରୁ ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୩୭ ହଜାରରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ତୀର୍ଥ ସ୍ଥାନ ଭ୍ରମଣର ସୁଯୋଗ ପାଇଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ Pravati Parida କହିଛନ୍ତି ।