Manas Das (@dasmanas) 's Twitter Profile
Manas Das

@dasmanas

Entrepreneur, Thinker, Writer

ID: 104045876

calendar_today12-01-2010 02:42:59

5,5K Tweet

167 Takipçi

300 Takip Edilen

Manas Das (@dasmanas) 's Twitter Profile Photo

ଶସ୍ତାଭାଷଣରେ ଲୋକଙ୍କୁଭ୍ରମିତଳକରିବାର ଅପଚେଷ୍ଟାକରିବାଉଚିତ୍ନୁହେଁ।ବିଜେଡିଦଳବିଜୁ ପଟ୍ଟନାୟକଙ୍କନାମରେନାମିତଦଳ।ବିଜୁବାବୁଙ୍କପୁତ୍ର ନବିନପଟ୍ଟନାୟକ ସେଦଳରସଭାପତି-ନବିନବାବୁ ସଦାସର୍ବଦା ବିଜୁବାବୁଙ୍କୁସ୍ମରଣକରିନିଜକୁ ପରିଚାଳିତକରିଥାନ୍ତି-ବିଜୁପଟ୍ଟନାୟକଙ୍କର ଜମିଦାରୀ ଓଡ଼ିଶାରଓଡ଼ିଆଙ୍କର-କେହିଦୁବୃର୍ତ୍ତତାକୁହାଇଯାକ କରିପାରିବେ ନାହିଁ

ଏହା ଯଦି ସତ୍ୟ ହୋଇଥାଏ ତେବେ ବିପଜ୍ଜନକ ଏବଂ ଓଡ଼ିଆ ଅସ୍ମିତା ପାଇଁ ଏକ ବିରାଟ କଳା ଦାଗ।

Manas Das (@dasmanas) 's Twitter Profile Photo

ଭକ୍ତ ବାବୁ ଉଚିତ କଥା କହିଛନ୍ତି-ବିଜୁଲିଗାସିକହି ଲୋକଙ୍କୁ ଭଣ୍ଡାଯାଉଛି। ବିଜୁପଟ୍ଟନାୟକ କୁଟୀଳରାଜନୀତିରେ ବିଶ୍ୱାସ କରୁନଥିଲେ।ସ୍ପଷ୍ଟ ଭାବରେ ଖୋଲମଖୋଲା ମୁହାଁମୁହିଁ ଲଢେଇକୁ ଓହ୍ଲାଉଥିଲେ-ଗୋଟିଏ ପାର୍ଟିରେରହି ସ୍ୱାଧୀନପାର୍ଥୀକହି ଭୋଟକିଣୁନଥିଲେ। ପୁଅବିଧାୟକ ଥିବାପାର୍ଟିବିରୁଦ୍ଧରେ ଗୋପନରେ ୩ମାସପୂର୍ବରୁ ଷଡ଼ଯନ୍ତ୍ରକରୁନଥିଲେ।

Manas Das (@dasmanas) 's Twitter Profile Photo

Lost another remarkably sweet voice Asha Bhonsle ji. Like her sister Lata ji, Asha had sung songs in many languages and was the darling of the masses. While kind Lord shall grant endurance to her family, lakhs of her admirers shall pray for her, on this sad day.

Manas Das (@dasmanas) 's Twitter Profile Photo

ଧୋତି ପିନ୍ଧି ନେହେରୁ ଙ୍କ ନିକଟରେ ବସିଥିବା ଏ ତିନିଜଣ ଉତ୍ତନ୍ଗ ନିର୍ବିବାଦୟ ଓଡ଼ିଆ ଙ୍କୁ ଦେଖନ୍ତୁ। ନିର୍ମଳ, ସରଳ କିନ୍ତୁ ତେଜସ୍ୱୀ ମୁଖମଣ୍ଡଳ। ଆମର ପୁଞ୍ଜି ଥିଲା ସରଳତା, ସାଧୁତା, ପ୍ରତିବଦ୍ଧତା, ଆତ୍ମପ୍ରତୟ ଏବଂ ଅନ୍ୟ ଜଣକୁ ଭଲପାଇବାର ଉଦବାର୍ଯ୍ୟ ହୃଦୟ। ତାହା ହିଁ ଓଡ଼ିଆ ଅସ୍ମିତା।

ଧୋତି ପିନ୍ଧି ନେହେରୁ ଙ୍କ ନିକଟରେ ବସିଥିବା ଏ ତିନିଜଣ ଉତ୍ତନ୍ଗ ନିର୍ବିବାଦୟ ଓଡ଼ିଆ ଙ୍କୁ ଦେଖନ୍ତୁ।

ନିର୍ମଳ, ସରଳ କିନ୍ତୁ ତେଜସ୍ୱୀ ମୁଖମଣ୍ଡଳ।

ଆମର ପୁଞ୍ଜି ଥିଲା 
ସରଳତା, ସାଧୁତା, ପ୍ରତିବଦ୍ଧତା, ଆତ୍ମପ୍ରତୟ ଏବଂ ଅନ୍ୟ ଜଣକୁ ଭଲପାଇବାର ଉଦବାର୍ଯ୍ୟ ହୃଦୟ।

ତାହା ହିଁ ଓଡ଼ିଆ ଅସ୍ମିତା।
Manas Das (@dasmanas) 's Twitter Profile Photo

ରାଜନୀତିରେ ବିରୋଧାଭାସ ସ୍ୱାଗତଯୋଗ୍ୟ କିନ୍ତୁ ଏକ ରାଜନୈତିକଦଳ ଆଉଏକଦଳକୁ ନିଶ୍ଚିହ୍ନ କରିବାକୁ ପ୍ରୟାସକରିବା ଏକଘୃଣ୍ୟଅପରାଧ-ଭାରତ ଭଳି ସହିଷ୍ଣୁତାସମ୍ପନ୍ନ ଦେଶରେଏପରି ବିଚାରଧାରାକୁ ପ୍ରତିପାଦନ କରିବାକୁ ଗତ ବାରବର୍ଷଧରି କିଛିନେତା ଚେଷ୍ଟାକରୁଛନ୍ତି। ୧୨୦୦୦ ବର୍ଷ ମଧ୍ୟରେ ବି ସେମାନେ ସଫଳ ହେବେନାହିଁ। facebook.com/reel/978531094…

Manas Das (@dasmanas) 's Twitter Profile Photo

Is blockade of Haermuz is a mindless strategy to destroythe world? Is Russia&China plan to pierce through blockade? Is world marching towards disasters? Is Israel's killingof unarmed citizens of Lebanon & Palestinians at Gaz, onits aimto demolish hezbollah correct? How you react?

Manas Das (@dasmanas) 's Twitter Profile Photo

This was originally expected. This is natural too. Hormuz is open for many. Closed for them who bombed Iran, or supported aggressions against Iran, that was not legal. Passage can be cleared through discussion not by threatening a sovereign country grossly destroyed by aggression

May God save His children. May Kind God transform the thoughtsof bombing,killing&all hostility with positivevibes of compassion&love. Maythere prevail humility,peace, brotherhood&nourishing the wounds&love. May atthe end God win. Amen... Anugraha... Viswas... Om Namah Shivaya 🙏

May God save His children.
May Kind God transform the thoughtsof bombing,killing&all hostility with positivevibes of compassion&love.
Maythere prevail humility,peace, brotherhood&nourishing the wounds&love.
May atthe end God win.
Amen... Anugraha... Viswas...

Om Namah Shivaya 🙏
Manas Das (@dasmanas) 's Twitter Profile Photo

Asha Bhosle will be remembered with Lata ji, the Nightingale of India, till the doomsday is reached. Both were astounding singers, and there dynamism in rendering a song were unique. A duet presented by RD Burman & Asha ji. x.com/i/status/20435…

Manas Das (@dasmanas) 's Twitter Profile Photo

The legendary Biju Patnaik first introduced reservation of Women in panchayat elections. Naveen bu tried to implement reservation in Assembly for women. Govt in center passed a bill to reserve seats for women from 2029. Now perhaps an ammendment to that shall be tabled thisweek.

Manas Das (@dasmanas) 's Twitter Profile Photo

ନାଗରିକ ମଞ୍ଚ ବିଜୁ ପଟ୍ଟନାୟକ ଙ୍କୁ ସ୍ମରଣ କରି ଏକ ସଭା କରିବାକୁ କିଛି ପୁରୁଖା ନେତା ଏକତ୍ରିତ ହୋଇଛନ୍ତି।ଏହା ଏକ ଉତ୍ତମ ପ୍ରୟାସ। କିନ୍ତୁ ଏହା ପଛରେ ଯଦି କେଉଁ ରାଜନୈତିକ ଦଳ କୁ ଦୁର୍ବଳ କରିବା କିମ୍ବା ଏକ ନୂତନ ଦଳ କରିବା ହୋଇଥାଏ, ତାହେଲେ, ଘଟଣା ନୁହେଁ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। x.com/i/status/20440…

Manas Das (@dasmanas) 's Twitter Profile Photo

ବହୁବର୍ଷ ଅସଫଳତାର ବୋଝମୁଣ୍ଡାଇଥିବା ୭୫ ବର୍ଷର ଜଣେରାଜନେତା ଦୁଇ ତିନୋଟି ଦଳବଦଳ କରିବାପରେ ଏବେକିଛି କଣଠେସା ହୋଇରହିଥିବା ବିଭିନ୍ନଦଳର ନେତାମାନଙ୍କୁ ଏକାଠିକରି ଧରି ରଖିବାକୁ -ବିଜୁପଟ୍ଟନାୟକଙ୍କ ନାମରେ ଏକ ମେଳି କରି ଉତ୍ସବପାଳନ କରିବା ଆଳରେ ଜନସାଧାରଣଙ୍କୁ ପ୍ରଭାବିତ କରିବାର ପ୍ରୟାସ କରୁଛନ୍ତି। ମହାପ୍ରଭୁ ତାଙ୍କର ମଙ୍ଗଳ କରନ୍ତୁ।

Manas Das (@dasmanas) 's Twitter Profile Photo

ବିଜୁ ପଟ୍ଟନାୟକ ଓଡ଼ିଶାର ସବୁଠାରୁ ଜନପ୍ରିୟ ମହାନାୟକ।ପିଲା ଯୁବା ବୃଦ୍ଧ ସମସ୍ତେ ତାଙ୍କୁ ଭଲପାଆନ୍ତି।ହଠାତ୍ ଏପରି ଭଲପାଉଥିବାନେତା ମାନେ ଏକାଠିହୋଇ ବିଜୁ ପଟ୍ଟନାୟକଙ୍କ ଅବର୍ତ୍ତମାନ ର ପ୍ରାୟ ଶତେଇସବର୍ଷପରେ ଶ୍ରାଦ୍ଧସଭା କରିବାକୁ କାହିଁକି ମନସ୍ଥକଲେ - ଏ ପ୍ରଶ୍ନର ଉତ୍ତର ତ ମଗା ଯାଇ ପାରିବ। ତେବେ ୧୭ ତାରିଖରେ ସବୁ ଖବର‌ ଜଣାପଡିବ।

Manas Das (@dasmanas) 's Twitter Profile Photo

Delimitation can be done through longdiscussion, bringing in unanimity. Why hurry? Why the Govt is so adamant to divide people when thereRso many challenges country facing& D world ison fire?9 Are all these shortterm strategies are that necessary for transforming India to Bharat?

Delimitation can be done through longdiscussion, bringing in unanimity. Why hurry? Why the Govt is so adamant to divide people when thereRso many challenges country facing& D world ison fire?9
Are all these shortterm strategies are that necessary for transforming India to Bharat?
Manas Das (@dasmanas) 's Twitter Profile Photo

Truth is one sees what one's mind wants. World currently moves on narratives. But truth is different & bitter. Isolation may lead the players to understand, respecting eachother. Respect & compassion shall ensure world peace.

Normally delimitation rests on census. Current census process has just began. It was expected that delimitation shall be taken up next year after census. Why Government is so keen to present it now basing on census done before 15 years? Some hidden plan again!

Grateful remembrance of the tallest son of Odisha, Sj Biju Pattanayak on this auspicious day, when he left for his heavenly abode long time back. People of this state shall never forget him for his immense contribution and profound love. Pranam Sir🙏🏼

Grateful remembrance of the tallest son of Odisha, Sj Biju Pattanayak on this auspicious day, when he left for his heavenly abode long time back.
People of this state shall never forget him for his immense contribution and profound love.

Pranam Sir🙏🏼