ଝରାଶେଫାଳି (@chocolmuffin2) 's Twitter Profile
ଝରାଶେଫାଳି

@chocolmuffin2

ଅକସ୍ମାତ ନିର୍ଜନତାରେ ଅବତୀର୍ଣ୍ଣ ହୋଇ, ଅଭୁଲା ସେ ଅତୀତ ର ସ୍ମୃତିଚାରଣ କରୁଥିବା ଏ ସୁକ୍ଷ୍ମ ହୃଦୟ

ID: 1282036575086374912

calendar_today11-07-2020 19:39:00

8,8K Tweet

3,3K Takipçi

90 Takip Edilen

ଝରାଶେଫାଳି (@chocolmuffin2) 's Twitter Profile Photo

ଆଖିରେ ଆଖି ମିଶେଇ ପାରୁନଥିବା ଝିଅ ରୁ ମୋ ଜୀବନ କହୁଥିବା ଝିଅ ଆଜି ତା ଖୁସି ପାଇଁ ନିଜ ପ୍ରେମ କୁ ବି ତ୍ୟାଗ ଦେଇ ଦଉଛି। #ପ୍ରେମ

ଆଖିରେ ଆଖି ମିଶେଇ 
ପାରୁନଥିବା ଝିଅ 
ରୁ ମୋ ଜୀବନ 
କହୁଥିବା ଝିଅ
ଆଜି ତା ଖୁସି ପାଇଁ
ନିଜ ପ୍ରେମ କୁ ବି
ତ୍ୟାଗ ଦେଇ ଦଉଛି।
#ପ୍ରେମ
ଝରାଶେଫାଳି (@chocolmuffin2) 's Twitter Profile Photo

ଅନନ୍ତ କୋଟି ବ୍ରହ୍ମାଣ୍ଡର ନାୟକ ମଣିମା, କୋଟି କୈବଲ୍ୟ ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ 🙏🙏🙏 ଜୟ ଜଗନ୍ନାଥ

ଅନନ୍ତ କୋଟି ବ୍ରହ୍ମାଣ୍ଡର ନାୟକ ମଣିମା, କୋଟି କୈବଲ୍ୟ ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ 🙏🙏🙏
ଜୟ ଜଗନ୍ନାଥ
ଝରାଶେଫାଳି (@chocolmuffin2) 's Twitter Profile Photo

ଦାଉ ଦାଉ ହେଇ ସେପଟେ ଜହ୍ନ ଏ ପାଖେ ଦଗ୍ଧ ହୃଦୟ ର ଜ୍ଵାଳା ଫେରି ଯାଉଛି ମୁଁ ମୌସୁମୀ ତୋ ସହର ରୁ ମୁଁ ଜାଣେ ତୁମେ ଆଉ ଖୋଜିବନି ସେ ଅଧ ରାତିର ଜହ୍ନ କୁ ମୋ ପାଇଁ। ମୋ ଜହ୍ନ ଟା ହସୁଛିଝରକା ଫାଙ୍କରୁ ମୋତେ ଥଟ୍ଟା କରି କାଳେ ସେ ଏବ ନିଷ୍ଠୁର ହୋଇଯାଇଛନ୍ତି ଆଉ କାହା ପୂର୍ଣ୍ଣମୀ ପୁଷ୍ୟାଭିଷେକ ପାଈଁ।

ଦାଉ ଦାଉ ହେଇ ସେପଟେ ଜହ୍ନ 
ଏ ପାଖେ ଦଗ୍ଧ ହୃଦୟ ର ଜ୍ଵାଳା 
ଫେରି ଯାଉଛି ମୁଁ ମୌସୁମୀ 
ତୋ ସହର ରୁ
ମୁଁ ଜାଣେ ତୁମେ ଆଉ ଖୋଜିବନି 
ସେ ଅଧ ରାତିର ଜହ୍ନ କୁ ମୋ ପାଇଁ।
ମୋ ଜହ୍ନ ଟା ହସୁଛିଝରକା ଫାଙ୍କରୁ
 ମୋତେ ଥଟ୍ଟା କରି
କାଳେ ସେ ଏବ ନିଷ୍ଠୁର ହୋଇଯାଇଛନ୍ତି 
ଆଉ କାହା ପୂର୍ଣ୍ଣମୀ ପୁଷ୍ୟାଭିଷେକ ପାଈଁ।
ଝରାଶେଫାଳି (@chocolmuffin2) 's Twitter Profile Photo

ଏ ଜନ୍ମ କମ୍ ପଡ଼ିଯିବ ତାକୁ ଭଲପାଇବାକୁ। ଆଉ ଟିକେ ଜଲଦି ଆସିଥିଲେ କଣ ଅସୁବିଧା ହେଇଥାନ୍ତା। #love

ଝରାଶେଫାଳି (@chocolmuffin2) 's Twitter Profile Photo

ସବୁଥର ପରି ଆଖିରେ ଆଖିଏ ସ୍ବପ୍ନ କାଳେ ସେ କୋଉଠି ଯଦି ଭେଟ ହୁଏ ମୁଁ କଣ ସମ୍ଭାଳି ନେବି ନିଜକୁ? ଭାଗ୍ୟ ର ବି ତ କର୍ତ୍ତବ୍ୟ ଅଛି ସେ କଣ ତା ସହ ମିଶେଇ ଦେବ? ସେ ନହେଲା ନାହିଁ ତା ଚଲା ବାଟକୁ ଛୁଇଁ ଦେଇ ଆସିଛି ସେ ବି ନିଶ୍ଚୟ ମୋ ଉପସ୍ଥିତ କୁ ଜାହିର କରିବ। ବୁଝିନେବ ସେ ପ୍ରେୟସୀ ର ଲୁହ ବତୁରା ଚଲା ବାଟ କୁ ଫେରି ଯାଉଛି ତୁମ

ସବୁଥର ପରି
ଆଖିରେ ଆଖିଏ ସ୍ବପ୍ନ 
କାଳେ ସେ କୋଉଠି 
ଯଦି ଭେଟ ହୁଏ 
ମୁଁ କଣ ସମ୍ଭାଳି ନେବି 
ନିଜକୁ?
ଭାଗ୍ୟ ର ବି ତ କର୍ତ୍ତବ୍ୟ ଅଛି 
ସେ କଣ ତା ସହ ମିଶେଇ ଦେବ?
ସେ ନହେଲା ନାହିଁ
ତା ଚଲା ବାଟକୁ ଛୁଇଁ ଦେଇ ଆସିଛି 
ସେ ବି ନିଶ୍ଚୟ ମୋ ଉପସ୍ଥିତ କୁ
ଜାହିର କରିବ।
ବୁଝିନେବ ସେ ପ୍ରେୟସୀ ର 
ଲୁହ ବତୁରା ଚଲା ବାଟ କୁ
ଫେରି ଯାଉଛି ତୁମ
ଝରାଶେଫାଳି (@chocolmuffin2) 's Twitter Profile Photo

ବିଦାୟ ତୁମ ସହର ଆଉ କିଛି ଅଧୁରା ସ୍ବପ୍ନ ବିଦାୟ ତୁମ ସହର ଯେଉଁଠି ମୁଁ ଆଶା ଆଙ୍କିଥିଲି ଆକାଶରେ ଯେଉଁଠି ଆଲୋକରେ ଦେଖିଥିଲି ସ୍ବପ୍ନ କିଛି ଅଧୁରା ରହିଗଲା ଏଠି ସେ ରାତି, ସେ ରାସ୍ତା, ଏବଂ ତୁମ ମନ୍ତ୍ରମୁଗ୍ଧ କାହାଣୀ !! #ପ୍ରେୟସୀ

ବିଦାୟ ତୁମ ସହର ଆଉ କିଛି ଅଧୁରା ସ୍ବପ୍ନ 
ବିଦାୟ ତୁମ ସହର
ଯେଉଁଠି ମୁଁ ଆଶା ଆଙ୍କିଥିଲି ଆକାଶରେ
ଯେଉଁଠି ଆଲୋକରେ ଦେଖିଥିଲି ସ୍ବପ୍ନ
କିଛି ଅଧୁରା ରହିଗଲା ଏଠି
ସେ ରାତି, ସେ ରାସ୍ତା, ଏବଂ ତୁମ ମନ୍ତ୍ରମୁଗ୍ଧ କାହାଣୀ !!
#ପ୍ରେୟସୀ
ଝରାଶେଫାଳି (@chocolmuffin2) 's Twitter Profile Photo

କାର୍ତ୍ତିକ ମାସର ପ୍ରଥମ ସୋମବାର ଶାନ୍ତି ତୁମ ପାଦ ତଳେ ସମର୍ପଣେ ଅହୋଭାଗ୍ୟ ଘେନ ପ୍ରଣାମ ଆହେ ଚକ୍ରପାଣି। 🙏🙏🙏🙏