ASHRUMOCHAN GOUDA (@ashrumochangou2) 's Twitter Profile
ASHRUMOCHAN GOUDA

@ashrumochangou2

Every time is smail time

ID: 925968286373756928

calendar_today02-11-2017 06:10:17

36 Tweet

8 Takipçi

232 Takip Edilen

RTO GANJAM (@rtoganjam) 's Twitter Profile Photo

Special enforcement drive continued for 3rd day jointly with BeMC & Berhampur police inside city area ensuring complete prohibition on movement of 2 wheelars & Auto Rickshaw with seizures at different PS if violating lock down.

Special enforcement drive continued for 3rd day jointly with BeMC & Berhampur police inside city area ensuring complete prohibition on movement of 2 wheelars & Auto Rickshaw with seizures at different PS if violating lock down.
I & PR Department, Odisha (@ipr_odisha) 's Twitter Profile Photo

୦୯ ଏପ୍ରିଲ, ୨୦୨୦ ସକାଳଠାରୁ ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଅଟେ। ଘରୁ ବାହାରିବା ସମୟରେ ପ୍ରତ୍ୟେକ ଲୋକ ମୁହଁ ଓ ନାକକୁ ମାସ୍କ ଦ୍ୱାରା ଆବୃତ କରନ୍ତୁ । ମାସ୍କ ବଦଳରେ ଦୁଇପରସ୍ତ ରୁମାଲ, ଗାମୁଛା ବା ଓଢଣୀ ବ୍ୟବହାର କରାଯାଇପାରେ । #ଘରେରୁହନ୍ତୁ

H & FW Dept Odisha (@hfwodisha) 's Twitter Profile Photo

କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାବଧାନତା ଓ ସତର୍କତା ହିଁ ଆମର ସୁରକ୍ଷା କବଚ। ସରକାରୀ ନିର୍ଦ୍ଦେଶ ଅନୁସାରେ ଘରେ ରହିବା ସହ ନିଜ ହାତକୁ ସାବୁନ ଓ ପାଣିରେ ବାରମ୍ବାର ଧୋଇ, ନିଜକୁ ଓ ନିଜର ପ୍ରିୟ ପରିଜନଙ୍କୁ ଏହି ଭୂତାଣୁ କବଳରୁ ସୁରକ୍ଷିତ ରଖନ୍ତୁ। #OdishaFightsCorona #ଘରେରୁହନ୍ତୁ

କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାବଧାନତା ଓ ସତର୍କତା ହିଁ ଆମର ସୁରକ୍ଷା କବଚ। ସରକାରୀ ନିର୍ଦ୍ଦେଶ ଅନୁସାରେ ଘରେ ରହିବା ସହ ନିଜ ହାତକୁ ସାବୁନ ଓ ପାଣିରେ ବାରମ୍ବାର ଧୋଇ, ନିଜକୁ ଓ ନିଜର ପ୍ରିୟ ପରିଜନଙ୍କୁ ଏହି ଭୂତାଣୁ କବଳରୁ ସୁରକ୍ଷିତ ରଖନ୍ତୁ। 

#OdishaFightsCorona #ଘରେରୁହନ୍ତୁ