Arabinda  Saha (@aro_da_) 's Twitter Profile
Arabinda Saha

@aro_da_

#Aro_da😎🍁
SSVM || RAVENSHAWVIAN👨‍🎓
📺shinchan❤️

ID: 955820418522214400

calendar_today23-01-2018 15:12:00

251 Tweet

87 Takipçi

240 Takip Edilen

LAccMI (@laccmi_odisha) 's Twitter Profile Photo

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଓ ଯାତ୍ରୀଙ୍କ ସ୍ବାସ୍ଥ୍ୟକୁ ଗୁରୁତ୍ଵ ଦେଇ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକରେ ଲଷ୍ମୀ ବସର ସମସ୍ତ ଯାତ୍ରୀଙ୍କୁ ଓଆରଏସ୍ ସହ ପିଇବା ପାଇଁ ପାଣି ବଣ୍ଟନ କରାଯାଇଛି। #ଘରେଘରେଲକ୍ଷ୍ମୀ

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଓ ଯାତ୍ରୀଙ୍କ ସ୍ବାସ୍ଥ୍ୟକୁ ଗୁରୁତ୍ଵ ଦେଇ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକରେ ଲଷ୍ମୀ ବସର ସମସ୍ତ ଯାତ୍ରୀଙ୍କୁ ଓଆରଏସ୍ ସହ ପିଇବା ପାଇଁ ପାଣି ବଣ୍ଟନ କରାଯାଇଛି।

#ଘରେଘରେଲକ୍ଷ୍ମୀ
LAccMI (@laccmi_odisha) 's Twitter Profile Photo

ଲକ୍ଷ୍ମୀ ବସ୍ ରେ ଯାତ୍ରା କରୁଥିଲେ ପ୍ରଥମେ ଟିକେଟ୍ କରିନିଅନ୍ତୁ ।ଦାୟିତ୍ୱବାନ ଯାତ୍ରୀ ହୁଅନ୍ତୁ ବିନା ଟିକେଟ୍ ରେ ଯାତ୍ରା କରନ୍ତୁ ନାହିଁ।

ଲକ୍ଷ୍ମୀ ବସ୍ ରେ ଯାତ୍ରା କରୁଥିଲେ ପ୍ରଥମେ ଟିକେଟ୍ କରିନିଅନ୍ତୁ ।ଦାୟିତ୍ୱବାନ ଯାତ୍ରୀ ହୁଅନ୍ତୁ ବିନା ଟିକେଟ୍ ରେ ଯାତ୍ରା କରନ୍ତୁ ନାହିଁ।
Arabinda  Saha (@aro_da_) 's Twitter Profile Photo

ସୁସ୍ଥ ଶରୀର + ସୁସ୍ଥ ମନ= ସୁଖମୟ ଜୀବନ😊🧘‍♂️ Today Kesinga block conducted a yoga program on the occasion of International Yoga Day. Yoga has many physical and mental health benefits . #InternationalYogaDay

ସୁସ୍ଥ ଶରୀର + ସୁସ୍ଥ ମନ= ସୁଖମୟ ଜୀବନ😊🧘‍♂️
 Today Kesinga block conducted a yoga program on the occasion of
 International Yoga Day.
Yoga has many physical and mental health benefits .

#InternationalYogaDay
Arabinda  Saha (@aro_da_) 's Twitter Profile Photo

Explore #Odisha's rich culture, tradition, temples, tourist destinations and more. Travel with Us. Explore More. with affordable, reliable and sustainable #CommuteRevolution

Explore #Odisha's rich culture, tradition, temples, tourist destinations and more.

Travel with Us. Explore More.
with affordable, reliable  and sustainable 
#CommuteRevolution
Arabinda  Saha (@aro_da_) 's Twitter Profile Photo

ସ୍ୱାଧୀନତା ଦିବସର🇮🇳ଶୁଭେଚ୍ଛା ଆସନ୍ତୁ ଆମ ଦେଶ ପାଇଁ ଏକ ଉଜ୍ଜ୍ୱଳ ଏବଂ ଅଧିକ ସମୃଦ୍ଧ ଭବିଷ୍ୟତ ଦିଗରେ କାର୍ଯ୍ୟ କରିବାକୁ ପ୍ରତିଜ୍ଞା କରିବା |

ସ୍ୱାଧୀନତା ଦିବସର🇮🇳ଶୁଭେଚ୍ଛା 
ଆସନ୍ତୁ ଆମ ଦେଶ ପାଇଁ ଏକ ଉଜ୍ଜ୍ୱଳ ଏବଂ ଅଧିକ ସମୃଦ୍ଧ ଭବିଷ୍ୟତ ଦିଗରେ କାର୍ଯ୍ୟ କରିବାକୁ ପ୍ରତିଜ୍ଞା କରିବା |
Arabinda  Saha (@aro_da_) 's Twitter Profile Photo

ଚିନ୍ତାମୁକ୍ତ ଯାତ୍ରା ପାଇଁ ଦାୟିତ୍ୱବାନ ଯାତ୍ରୀ ହୁଅନ୍ତୁ |

ଚିନ୍ତାମୁକ୍ତ ଯାତ୍ରା ପାଇଁ ଦାୟିତ୍ୱବାନ ଯାତ୍ରୀ ହୁଅନ୍ତୁ |
Arabinda  Saha (@aro_da_) 's Twitter Profile Photo

ଶୁଭ ଦିପାବଳୀ🪔 କେସିଙ୍ଗା ଗ୍ରାମାଞ୍ଚଳ ପରିବହନ ସେବା🌷 ତରଫରୁ ଆପଣଙ୍କ ଜୀବନକୁ ଆହୁରି ଅନେକ ସଫଳ ଅସୁବିଧା ମୁକ୍ତ ଯାତ୍ରା ସହିତ ଆଲୋକିତ କରନ୍ତୁ ...😊

ଶୁଭ ଦିପାବଳୀ🪔
କେସିଙ୍ଗା ଗ୍ରାମାଞ୍ଚଳ ପରିବହନ ସେବା🌷
     ତରଫରୁ 
ଆପଣଙ୍କ ଜୀବନକୁ ଆହୁରି ଅନେକ ସଫଳ ଅସୁବିଧା ମୁକ୍ତ ଯାତ୍ରା ସହିତ ଆଲୋକିତ କରନ୍ତୁ ...😊
Arabinda  Saha (@aro_da_) 's Twitter Profile Photo

ଶିଶୁ ଦିବସ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା 🎉। ଛାତ୍ରଛାତ୍ରୀଙ୍କ ଯାତାୟାତ 🚌ସୁଗମ କରିବା ନିମନ୍ତେ ଛୋଟ ପ୍ରୟାସ, ଶିକ୍ଷାର ପ୍ରଗତିରେ ସାରଥୀ ସାଜିଛି ଆଜି ଆମ ଗ୍ରାମାଞ୍ଚଳ ପରିବହନ ସେବା । #ChildrensDay

ଶିଶୁ ଦିବସ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା 🎉। 
ଛାତ୍ରଛାତ୍ରୀଙ୍କ ଯାତାୟାତ 🚌ସୁଗମ କରିବା ନିମନ୍ତେ ଛୋଟ ପ୍ରୟାସ,
ଶିକ୍ଷାର ପ୍ରଗତିରେ ସାରଥୀ ସାଜିଛି ଆଜି 
ଆମ ଗ୍ରାମାଞ୍ଚଳ ପରିବହନ ସେବା । 
#ChildrensDay
Arabinda  Saha (@aro_da_) 's Twitter Profile Photo

କେସିଙ୍ଗା ଗ୍ରାମାଞ୍ଚଳ ପରିବହନ ସେବା ତରଫରୁ ନବ ବର୍ଷର ହାର୍ଦ୍ଧିକ ଅଭିନନ୍ଦନ । ଓଡ଼ିଶା ର ସମସ୍ତ ବର୍ଗର ଲୋକ ମାନଙ୍କ ବିକାଶ ପଥରେ ସାଥୀ ହୋଇ ନିରବଚ୍ଛିନ୍ନ ଭାବରେ ବସ ସେବା ଯୋଗାଇ ଦେଇ ଚାଲିଥିବ। ଶିକ୍ଷା,ସ୍ୱାସ୍ଥ୍ୟ,ବାଣିଜ୍ୟ ଓ ଗମନାଗମନ ପାଇଁ ଯାତ୍ରୀ ମାନଙ୍କ ନିରନ୍ତର ସେବା ଯୋଗାଇଦେବାକୁ ଆମେ ପ୍ରତିବଦ୍ଧ । #HappyNewYear2025

କେସିଙ୍ଗା ଗ୍ରାମାଞ୍ଚଳ ପରିବହନ ସେବା ତରଫରୁ ନବ ବର୍ଷର ହାର୍ଦ୍ଧିକ ଅଭିନନ୍ଦନ । ଓଡ଼ିଶା ର ସମସ୍ତ ବର୍ଗର ଲୋକ ମାନଙ୍କ ବିକାଶ ପଥରେ ସାଥୀ ହୋଇ ନିରବଚ୍ଛିନ୍ନ ଭାବରେ ବସ ସେବା ଯୋଗାଇ ଦେଇ ଚାଲିଥିବ। ଶିକ୍ଷା,ସ୍ୱାସ୍ଥ୍ୟ,ବାଣିଜ୍ୟ ଓ ଗମନାଗମନ ପାଇଁ ଯାତ୍ରୀ ମାନଙ୍କ ନିରନ୍ତର ସେବା ଯୋଗାଇଦେବାକୁ ଆମେ ପ୍ରତିବଦ୍ଧ ।
#HappyNewYear2025
ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ | OSRTC (@osrtc_odisha) 's Twitter Profile Photo

ପବିତ୍ର ମହାକୁମ୍ଭ ମେଳାରେ ଯାତ୍ରୀଙ୍କ ଆରାମଦାୟକ ଏବଂ ସୁରକ୍ଷିତ ଯାତ୍ରା ପାଇଁ ଓଏସ୍ଆରଟିସି ସ୍ବତନ୍ତ୍ର ହାଇ - ଏଣ୍ଡ ପ୍ରିମିୟମ୍ ବସ୍ ସେବାର ସୁବିଧା ପ୍ରଦାନ କରୁଛି। ବସ୍ ସେବାର ମାର୍ଗ ବିବରଣୀ ନିମ୍ନରେ ଉଲ୍ଲେଖ କରଯାଇଛି। For advance booking, visit osrtc.org. #OSRTCSpecialBusServices

ପବିତ୍ର ମହାକୁମ୍ଭ ମେଳାରେ ଯାତ୍ରୀଙ୍କ ଆରାମଦାୟକ ଏବଂ ସୁରକ୍ଷିତ  ଯାତ୍ରା ପାଇଁ ଓଏସ୍ଆରଟିସି ସ୍ବତନ୍ତ୍ର ହାଇ - ଏଣ୍ଡ  ପ୍ରିମିୟମ୍ ବସ୍ ସେବାର ସୁବିଧା ପ୍ରଦାନ କରୁଛି।

ବସ୍ ସେବାର ମାର୍ଗ ବିବରଣୀ ନିମ୍ନରେ ଉଲ୍ଲେଖ କରଯାଇଛି।

For advance booking, visit osrtc.org.

#OSRTCSpecialBusServices
Arabinda  Saha (@aro_da_) 's Twitter Profile Photo

ଆପଣଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା। ତାହା ଦୃଷ୍ଟିରେ ରଖି କେସିଙ୍ଗା,କଳାହାଣ୍ଡି ଜିଲ୍ଲାର ମୁଖ୍ୟମନ୍ତ୍ରୀ ବସ୍ ସେବାରେ ପାନୀୟ ଜଳ ଏବଂ ଓ.ଆର୍.ଏସ୍ ର ସୁବିଧା କରାଯାଇଅଛି ।ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି, ତେଣୁ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ । ସଚେତନ ରୁହନ୍ତୁ ଏବଂ ସତର୍କତା ଅବଲମ୍ବନ କରନ୍ତୁ।

ଆପଣଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା। ତାହା ଦୃଷ୍ଟିରେ ରଖି କେସିଙ୍ଗା,କଳାହାଣ୍ଡି ଜିଲ୍ଲାର ମୁଖ୍ୟମନ୍ତ୍ରୀ ବସ୍ ସେବାରେ ପାନୀୟ ଜଳ ଏବଂ ଓ.ଆର୍.ଏସ୍  ର ସୁବିଧା କରାଯାଇଅଛି ।ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି, ତେଣୁ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ ।
ସଚେତନ ରୁହନ୍ତୁ ଏବଂ ସତର୍କତା ଅବଲମ୍ବନ କରନ୍ତୁ।
Arabinda  Saha (@aro_da_) 's Twitter Profile Photo

ଉତ୍ତମ ଯାତ୍ରା ପାଇଁ ଦାୟିତ୍ୱବାନ ଯାତ୍ରୀ ହୁଅନ୍ତୁ |😊 #OSRTC

ଉତ୍ତମ ଯାତ୍ରା ପାଇଁ ଦାୟିତ୍ୱବାନ ଯାତ୍ରୀ ହୁଅନ୍ତୁ |😊
#OSRTC
Arabinda  Saha (@aro_da_) 's Twitter Profile Photo

#ଶୂନଦୁର୍ଘଟଣାଦିବସ ଆମେ କେସିଙ୍ଗା ମୁଖ୍ୟମନ୍ତ୍ରୀ ବସ୍ ସେବାର କାର୍ଯ୍ୟକର୍ତ୍ତା, ଯାତ୍ରୀ ମାନଙ୍କୁ ସୁରକ୍ଷିତ ଯାତ୍ରା ସହ ଉତ୍ତମ ବ୍ୟବହାର ଦେବା ପାଇଁ ଆମେ ସର୍ବଦା ପ୍ରତିଶ୍ରୁତିବଦ୍ଧ |

#ଶୂନଦୁର୍ଘଟଣାଦିବସ 
ଆମେ କେସିଙ୍ଗା ମୁଖ୍ୟମନ୍ତ୍ରୀ ବସ୍ ସେବାର କାର୍ଯ୍ୟକର୍ତ୍ତା, 
ଯାତ୍ରୀ ମାନଙ୍କୁ ସୁରକ୍ଷିତ ଯାତ୍ରା ସହ ଉତ୍ତମ ବ୍ୟବହାର ଦେବା ପାଇଁ ଆମେ ସର୍ବଦା ପ୍ରତିଶ୍ରୁତିବଦ୍ଧ |
Arabinda  Saha (@aro_da_) 's Twitter Profile Photo

କେସିଙ୍ଗା ମୁଖ୍ୟମନ୍ତ୍ରୀ ବସ୍ ସେବା ତରଫରୁ, ଆଶା ଏବଂ ଦେଶପ୍ରେମ ରେ ପରିପୂର୍ଣ୍ଣ ଏକ ଆନନ୍ଦମୟ ସ୍ୱାଧୀନତା ଦିବସର ଶୁଭେଚ୍ଛା 🇮🇳🌸🫡

କେସିଙ୍ଗା ମୁଖ୍ୟମନ୍ତ୍ରୀ ବସ୍ ସେବା ତରଫରୁ,
ଆଶା ଏବଂ ଦେଶପ୍ରେମ ରେ ପରିପୂର୍ଣ୍ଣ ଏକ ଆନନ୍ଦମୟ ସ୍ୱାଧୀନତା ଦିବସର ଶୁଭେଚ୍ଛା 🇮🇳🌸🫡
Arabinda  Saha (@aro_da_) 's Twitter Profile Photo

🌾କେସିଙ୍ଗା ମୁଖ୍ୟମନ୍ତ୍ରୀ ବସ୍ ସେବା ତରଫନୁ,🌾 ନୂଆଁଖାଇ ଉଧେଁ ସମକୁ ଆମର ଗୁର୍ଦୁଟେ ଶୁଭେଚ୍ଛା ଆର୍ ଅଭିନନ୍ଦନ 🌾ନୂଆଁଖାଇ ଜୁହାର 🌾🙏 #NuakhaiJuhar

🌾କେସିଙ୍ଗା ମୁଖ୍ୟମନ୍ତ୍ରୀ ବସ୍ ସେବା ତରଫନୁ,🌾
 ନୂଆଁଖାଇ ଉଧେଁ ସମକୁ ଆମର ଗୁର୍ଦୁଟେ ଶୁଭେଚ୍ଛା ଆର୍ ଅଭିନନ୍ଦନ 
🌾ନୂଆଁଖାଇ ଜୁହାର 🌾🙏
#NuakhaiJuhar
Arabinda  Saha (@aro_da_) 's Twitter Profile Photo

କେସିଙ୍ଗା ମୁଖ୍ୟମନ୍ତ୍ରୀ ବସ୍ ସେବା ତରଫରୁ ଦୀପାବଳି ର ହାର୍ଦିକ ଅଭିନନ୍ଦନ 🪔🎇 #HappyDiwali #OSRTC

Arabinda  Saha (@aro_da_) 's Twitter Profile Photo

#ZeroFatalityFortnight We believe this collective oath is a crucial step towards making the roads of Kesinga Block,Dist- Kalahandi safer for everyone. #ZFF

#ZeroFatalityFortnight
We believe this collective oath is a crucial step towards making the roads of Kesinga Block,Dist- Kalahandi safer for everyone.
#ZFF
ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ | OSRTC (@osrtc_odisha) 's Twitter Profile Photo

ଛାତ୍ରଛାତ୍ରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବସ ସେବା ଅନ୍ତର୍ଗତ ବସ୍ ଭଡ଼ାରେ ବଡ଼ ରିହାତି; ଏବେ ପାଠପଢ଼ା ପାଇଁ ଯାତ୍ରା ହେବ ସୁଲଭ। ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ (ସ୍କୁଲ): ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଯାତ୍ରା ସମ୍ପୂର୍ଣ୍ଣ ମାଗଣା! କଲେଜ ଛାତ୍ରଛାତ୍ରୀ: ବସ୍ ଭଡ଼ାରେ ୫୦% ରିହାତି! #OSRTC #ConnectingOdisha #osrtcforall

ଛାତ୍ରଛାତ୍ରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବସ ସେବା ଅନ୍ତର୍ଗତ ବସ୍ ଭଡ଼ାରେ ବଡ଼ ରିହାତି; ଏବେ ପାଠପଢ଼ା ପାଇଁ ଯାତ୍ରା ହେବ ସୁଲଭ।
ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ (ସ୍କୁଲ): ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଯାତ୍ରା ସମ୍ପୂର୍ଣ୍ଣ ମାଗଣା!
କଲେଜ ଛାତ୍ରଛାତ୍ରୀ: ବସ୍ ଭଡ଼ାରେ ୫୦% ରିହାତି!

#OSRTC #ConnectingOdisha #osrtcforall