Odisha Basi ( ଓଡ଼ିଶାବାସୀ ) (@odishabasii) 's Twitter Profile
Odisha Basi ( ଓଡ଼ିଶାବାସୀ )

@odishabasii

join our Odisha Basi ( ଓଡ଼ିଶାବାସୀ ) facebook Group - facebook.com/groups/1500979…

ID: 346489864

linkhttps://www.facebook.com/OdishaBasii/ calendar_today01-08-2011 10:33:21

1,1K Tweet

704 Takipçi

0 Takip Edilen

Odisha Basi ( ଓଡ଼ିଶାବାସୀ ) (@odishabasii) 's Twitter Profile Photo

ପୁଣିଥରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାଜିଲେ ବିଶ୍ୱର ସର୍ବାଧିକ ଲୋକପ୍ରିୟ ନେତା । #NarendraModi

ପୁଣିଥରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାଜିଲେ ବିଶ୍ୱର ସର୍ବାଧିକ ଲୋକପ୍ରିୟ ନେତା ।

#NarendraModi
Odisha Basi ( ଓଡ଼ିଶାବାସୀ ) (@odishabasii) 's Twitter Profile Photo

ନୂଆ ଭାରତର ‘ଅଖଣ୍ଡ’ ପ୍ରତିଜ୍ଞା । ଭାରତ ସମ୍ବିଧାନରେ ଚାଲିବ ଜାମ୍ମୁ-କାଶ୍ମୀର । #NayaJammuKashmir

ନୂଆ ଭାରତର ‘ଅଖଣ୍ଡ’ ପ୍ରତିଜ୍ଞା । ଭାରତ ସମ୍ବିଧାନରେ ଚାଲିବ ଜାମ୍ମୁ-କାଶ୍ମୀର ।

#NayaJammuKashmir
Odisha Basi ( ଓଡ଼ିଶାବାସୀ ) (@odishabasii) 's Twitter Profile Photo

ଆଜି ପବିତ୍ର ମାର୍ଗଶୀର ଆମାବାସ୍ୟା ତଥା ଦେଵ ଦୀପାବଳି ର ଦ୍ୱିତୀୟ ଦିନ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜ ପିତୃପୁରୁଷ ରାଜା ଦଶରଥ ମାତା କୌଶଲ୍ୟା, ମାତା କୈକେଇ ଓ ମାତା ସୁମିତ୍ରାଙ୍କ ଉଦ୍ଦେଶ୍ୟରେ ପ୍ରଦୀପ ଉତ୍ସର୍ଗ କରିବା ସହ ଶ୍ରାଦ୍ଧ ଅର୍ପଣ କରିଛନ୍ତି। #ଦେବଦୀପାବଳୀ

ଆଜି ପବିତ୍ର ମାର୍ଗଶୀର ଆମାବାସ୍ୟା ତଥା ଦେଵ ଦୀପାବଳି ର ଦ୍ୱିତୀୟ ଦିନ ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜ ପିତୃପୁରୁଷ ରାଜା ଦଶରଥ ମାତା କୌଶଲ୍ୟା, ମାତା କୈକେଇ ଓ ମାତା ସୁମିତ୍ରାଙ୍କ ଉଦ୍ଦେଶ୍ୟରେ ପ୍ରଦୀପ ଉତ୍ସର୍ଗ କରିବା ସହ ଶ୍ରାଦ୍ଧ ଅର୍ପଣ କରିଛନ୍ତି।
#ଦେବଦୀପାବଳୀ
Odisha Basi ( ଓଡ଼ିଶାବାସୀ ) (@odishabasii) 's Twitter Profile Photo

ପବିତ୍ର ମାଣବସା ଗୁରୁବାର ତୃତୀୟ ପାଳିର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । #ManabasaGurubar

ପବିତ୍ର ମାଣବସା ଗୁରୁବାର ତୃତୀୟ ପାଳିର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା  ।
#ManabasaGurubar
Odisha Basi ( ଓଡ଼ିଶାବାସୀ ) (@odishabasii) 's Twitter Profile Photo

ଆଜି ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଲାଗି ହେଲା ମୁଆଁ ଭୋଗ। #ଜୟଜଗନ୍ନାଥ🙏

ଆଜି ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଲାଗି ହେଲା ମୁଆଁ ଭୋଗ।

#ଜୟଜଗନ୍ନାଥ🙏
Odisha Basi ( ଓଡ଼ିଶାବାସୀ ) (@odishabasii) 's Twitter Profile Photo

ତାମିଲ ବର୍ଣ୍ଣମାଳା ନା କଣ ଆଉ କେତେ ଅପମାନ ସହିଵେ ଆମ ଓଡିଆଜାତି ଏବେବି ଯଦି ଚୁପ ରହିବା ତାହେଲେ ଛାଡ....

ତାମିଲ ବର୍ଣ୍ଣମାଳା ନା କଣ ଆଉ କେତେ ଅପମାନ ସହିଵେ ଆମ ଓଡିଆଜାତି ଏବେବି ଯଦି ଚୁପ ରହିବା ତାହେଲେ ଛାଡ....
Odisha Basi ( ଓଡ଼ିଶାବାସୀ ) (@odishabasii) 's Twitter Profile Photo

ବିଜେଡ଼ି ବାଲା ଲେଖିକି ରଖ ଏଥର ସମ୍ବଲପୁରରେ ଧର୍ମେନ୍ଦ୍ର ପ୍ରଧାନ 2ଲକ୍ଷରୁ ଅଧିକ ଭୋଟରେ ଜିତିବେ ଏବଂ ଓଡ଼ିଶାର ୨୧ରୁ ୨୧ ଲୋକସଭା ସିଟରେ ବିଜେପି ଜିତିବ । #EtharaBJP #Dharmendra4Sambalpur

Dharmendra Pradhan (@dpradhanbjp) 's Twitter Profile Photo

ଓଡ଼ିଆ ଅସ୍ମିତା, ଓଡ଼ିଆ ଭାଷା ଏବେ ସଂକଟରେ । ଏତେ ସମ୍ପଦରେ ପରିପୂର୍ଣ୍ଣ ଓଡ଼ିଶା ୧ ନମ୍ବର ଧନୀ ରାଜ୍ୟ ହେବା କଥା । କିନ୍ତୁ ଓଡ଼ିଶାର ସ୍ଥିତି ଏବେ କ’ଣ ଆପଣ ଦେଖୁଥିବେ । ଏଭଳି ସ୍ଥିତିରେ ଆମକୁ ଓଡ଼ିଶାର ସେବା ପାଇଁ ସୁଯୋଗ ମିଳିବା ଦରକାର । ଆମକୁ ସୁଯୋଗ ମିଳିଲେ, ଆମେ ଓଡ଼ିଶାକୁ ନୂଆ ଉଚ୍ଚତାକୁ ନେବୁ – ପ୍ରଧାନମନ୍ତ୍ରୀ Narendra Modi

Odisha Basi ( ଓଡ଼ିଶାବାସୀ ) (@odishabasii) 's Twitter Profile Photo

ଝାରସୁଗୁଡାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରୋଡ୍ ସୋରେ ଅଭୁତପୂର୍ବ ଜନସମୁଦ୍ର ପରିବର୍ତ୍ତନର ବଡ଼ ପରିଚୟ ଦେଉଛି I #DharmendraPradhan

Ansuman Rath 🇮🇳 (@_ansumanrath) 's Twitter Profile Photo

Friends in Sambalpur say that the roadshow of Union Minister Sh Dharmendra Pradhan at Sambalpur today ahead of his nomination had crowds similar to Sital Shasti processions! Sh Pradhan has been ticking boxes one by one, so far, in the most prestigious contest in Odisha LS polls.