Mukesh Kumar Sahu(@Anchor_Mukesh) 's Twitter Profileg
Mukesh Kumar Sahu

@Anchor_Mukesh

Journalist...News Anchor at Kanak News..

ID:1027615222641524736

calendar_today09-08-2018 17:58:56

4,4K Tweet

4,3K Takipçi

369 Takip Edilen

Mukesh Kumar Sahu(@Anchor_Mukesh) 's Twitter Profile Photo

ରଥଖଳାରେ ବିଜେ ହେଲା ଶ୍ରୀଜିଉଙ୍କ ଆଜ୍ଞାମାଳ । ସମ୍ପନ୍ନ ହେଲା ଚକଡେରା ନୀତି ।
🙏🙏 ଜୟ ଜଗନ୍ନାଥ 🙏🙏

ରଥଖଳାରେ ବିଜେ ହେଲା ଶ୍ରୀଜିଉଙ୍କ ଆଜ୍ଞାମାଳ । ସମ୍ପନ୍ନ ହେଲା ଚକଡେରା ନୀତି । 🙏🙏 ଜୟ ଜଗନ୍ନାଥ 🙏🙏 #RathaJatra #RathaKhala #JayJagannath #Puri #Odisha
account_circle
Mukesh Kumar Sahu(@Anchor_Mukesh) 's Twitter Profile Photo

ରାଜ୍ୟରେ ଆହୁରି ଦୁଇ ଦିନ ଯାଏଁ ଅସହ୍ୟ ଗ୍ରୀଷ୍ମ ପ୍ରବାହ ।
୨ରୁ ୪ ଡିଗ୍ରୀ ବଢିବ ତାପମାତ୍ରା ।
ହିଟୱେଭ ନେଇ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ।

ରାଜ୍ୟରେ ଆହୁରି ଦୁଇ ଦିନ ଯାଏଁ ଅସହ୍ୟ ଗ୍ରୀଷ୍ମ ପ୍ରବାହ । ୨ରୁ ୪ ଡିଗ୍ରୀ ବଢିବ ତାପମାତ୍ରା । ହିଟୱେଭ ନେଇ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ । #Heatwave #Odisha #Summer
account_circle
Mukesh Kumar Sahu(@Anchor_Mukesh) 's Twitter Profile Photo


ଶୋଇବା ପୂର୍ବରୁ କରନ୍ତୁ ଚକା ଆଖି ଦର୍ଶନ ।
ଭକ୍ତି ମନରେ କୁହନ୍ତୁ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ । ସବୁ ଇଚ୍ଛା ପୂର୍ଣ୍ଣ କରିବେ ମହାବାହୁ...

#ଶୋଇବା_ପୂର୍ବରୁ_ଚକାଆଖି_ଦର୍ଶନ ଶୋଇବା ପୂର୍ବରୁ କରନ୍ତୁ ଚକା ଆଖି ଦର୍ଶନ । ଭକ୍ତି ମନରେ କୁହନ୍ତୁ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ । ସବୁ ଇଚ୍ଛା ପୂର୍ଣ୍ଣ କରିବେ ମହାବାହୁ... #JayJagannath #Odisha
account_circle
Mukesh Kumar Sahu(@Anchor_Mukesh) 's Twitter Profile Photo


ଫତେଗଡର ଲୋକପ୍ରିୟ ଶ୍ରୀରାମ ମନ୍ଦିରରେ ପ୍ରଭୁ ଶ୍ରୀରାମ । ଦେଖନ୍ତୁ, ଏହି ମନଛୁଆଁ ଫଟୋ ...

#ଜୟ_ଶ୍ରୀରାମ ଫତେଗଡର ଲୋକପ୍ରିୟ ଶ୍ରୀରାମ ମନ୍ଦିରରେ ପ୍ରଭୁ ଶ୍ରୀରାମ । ଦେଖନ୍ତୁ, ଏହି ମନଛୁଆଁ ଫଟୋ ... #JayShreeRam #Fategarh #Odisha
account_circle
Mukesh Kumar Sahu(@Anchor_Mukesh) 's Twitter Profile Photo

ଚଳଚଞ୍ଚଳ ଶ୍ରୀକ୍ଷେତ୍ର ରଥଖଳା ।
ସରିଲା ୩ ରଥର ନାହାକା କାମ ।
ବୁଧବାର ଭଉଁରୀ ତିଥିରେ ହେବ ଚକାଡେରା ନୀତି ।

ଚଳଚଞ୍ଚଳ ଶ୍ରୀକ୍ଷେତ୍ର ରଥଖଳା । ସରିଲା ୩ ରଥର ନାହାକା କାମ । ବୁଧବାର ଭଉଁରୀ ତିଥିରେ ହେବ ଚକାଡେରା ନୀତି । #Puri #RathaJatra #Odisha
account_circle
Mukesh Kumar Sahu(@Anchor_Mukesh) 's Twitter Profile Photo

ଏହିପରି ତୁମେ ଦୟା ରଖିଥାଅ
ଆହେ ପ୍ରଭୁ ଜଗନ୍ନାଥ
ଉଦ୍ଧାର କର ଏ ଭବ ସାଗରରୁ
ବଢାଇ ତୁମରି ହାତ ।
🙏🙏 ଜୟ ଜଗନ୍ନାଥ 🙏🙏

ଏହିପରି ତୁମେ ଦୟା ରଖିଥାଅ ଆହେ ପ୍ରଭୁ ଜଗନ୍ନାଥ ଉଦ୍ଧାର କର ଏ ଭବ ସାଗରରୁ ବଢାଇ ତୁମରି ହାତ । 🙏🙏 ଜୟ ଜଗନ୍ନାଥ 🙏🙏 #JayJagannath #Odisha
account_circle
Mukesh Kumar Sahu(@Anchor_Mukesh) 's Twitter Profile Photo


ଆଇପିଏଲ-୨୦୨୪: ଚାମ୍ପିୟନ ହେଲା କୋଲକାତା ନାଇଟ୍ ରାଇଡର୍ସ । ସନରାଇଜର୍ସ ହାଇଦ୍ରାବାଦକୁ ହରାଇ କେକେଆର ହାତେଇଲା ଆଇପିଏଲ ଟ୍ରଫି ।
vsSRH

#କେକେଆର_କବଜାରେ_ଆଇପିଏଲ_ଟ୍ରଫି ଆଇପିଏଲ-୨୦୨୪: ଚାମ୍ପିୟନ ହେଲା କୋଲକାତା ନାଇଟ୍ ରାଇଡର୍ସ । ସନରାଇଜର୍ସ ହାଇଦ୍ରାବାଦକୁ ହରାଇ କେକେଆର ହାତେଇଲା ଆଇପିଏଲ ଟ୍ରଫି । #IPLFinal #KolkataKnightRiders #IPLtrophy #KKR #KKRvsSRH
account_circle
Mukesh Kumar Sahu(@Anchor_Mukesh) 's Twitter Profile Photo

ଏଇ ଜୀବନରେ କିଛି ଇଛା ନାହିଁ
ଆହେ ଜଗତର ହରି
ଜୀବନଟି ମୋର ଚାଲିଯାଉ ପ୍ରଭୁ
ତୁମରି ନାମକୁ ଧରି |
🙏🙏 ଜୟ ଜଗନ୍ନାଥ 🙏🙏

ଏଇ ଜୀବନରେ କିଛି ଇଛା ନାହିଁ ଆହେ ଜଗତର ହରି ଜୀବନଟି ମୋର ଚାଲିଯାଉ ପ୍ରଭୁ ତୁମରି ନାମକୁ ଧରି | 🙏🙏 ଜୟ ଜଗନ୍ନାଥ 🙏🙏 #JayJagannath #Odisha
account_circle
Mukesh Kumar Sahu(@Anchor_Mukesh) 's Twitter Profile Photo


ଆଜି ଖେଳାଯିବ ଆଇପିଏଲର ଫାଇନାଲ୍ ମ୍ୟାଚ୍ । ଦେଖିବାକୁ ମିଳିବ ସୁପର ସଣ୍ଡେର ସୁପର୍ ସୋ’ । ଚେନ୍ନାଇରେ କୋଲକାତାକୁ ଭେଟିବ ହାଇଦ୍ରାବାଦ୍

#ଆଜି_ଟ୍ରଫି_ଟକ୍କର ଆଜି ଖେଳାଯିବ ଆଇପିଏଲର ଫାଇନାଲ୍ ମ୍ୟାଚ୍ । ଦେଖିବାକୁ ମିଳିବ ସୁପର ସଣ୍ଡେର ସୁପର୍ ସୋ’ । ଚେନ୍ନାଇରେ କୋଲକାତାକୁ ଭେଟିବ ହାଇଦ୍ରାବାଦ୍ #IPL2024 #IPLFinal #KKRvsSRH
account_circle
Mukesh Kumar Sahu(@Anchor_Mukesh) 's Twitter Profile Photo

ଭୋଟ୍ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱରରେ ମତଦାନ କଲେ କେନ୍ଦ୍ରମନ୍ତ୍ରୀ । Dharmendra Pradhan (मोदी का परिवार)

ଭୋଟ୍ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱରରେ ମତଦାନ କଲେ କେନ୍ଦ୍ରମନ୍ତ୍ରୀ । @dpradhanbjp #Vote #Odisha #election_2024
account_circle
Mukesh Kumar Sahu(@Anchor_Mukesh) 's Twitter Profile Photo


ଏଥର ମୋ ମୋ ଅଞ୍ଚଳର ବିକାଶ ପାଇଁ
ମୋ ପରିବର୍ତ୍ତନ ପାଇଁ
ଗଣତନ୍ତ୍ରର ମହାପର୍ବରେ ମୁଁ ବି ହେଲି ସାମିଲ ।
District Administration,Keonjhar

#ମୁଁ_ବାଛିଲି_ମୋ_ନେତା ଏଥର ମୋ #Vote ମୋ ଅଞ୍ଚଳର ବିକାଶ ପାଇଁ ମୋ #Vote ପରିବର୍ତ୍ତନ ପାଇଁ ଗଣତନ୍ତ୍ରର ମହାପର୍ବରେ ମୁଁ ବି ହେଲି ସାମିଲ । #Election2024 #ThirdPhaseElection #Keonjhar #Odisha @DistAdmKeonjhar
account_circle
Mukesh Kumar Sahu(@Anchor_Mukesh) 's Twitter Profile Photo


ଭୋଟ ଦେଲେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ।
ମହାରାଣୀ ମଧ୍ୟ କଲେ ମତଦାନ ।
କହିଲେ, ଦେଶର ଭବିଷ୍ୟତକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଅନ୍ତୁ ।

#ଭୋଟ_ଦେଲେ_ଗଜପତି_ମହାରାଜ ଭୋଟ ଦେଲେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ । ମହାରାଣୀ ମଧ୍ୟ କଲେ ମତଦାନ । କହିଲେ, ଦେଶର ଭବିଷ୍ୟତକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଅନ୍ତୁ । #Puri #GajapatiDivyaSinghaDeva #Voting #Election2024
account_circle
Mukesh Kumar Sahu(@Anchor_Mukesh) 's Twitter Profile Photo


ଭୋଟ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରୋଟୋକଲ ଭିତରେ ଯାଇ କଲେ ମତଦାନ ।
President of India

#ମତଦାନ_କଲେ_ମହାମହିମ ଭୋଟ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରୋଟୋକଲ ଭିତରେ ଯାଇ କଲେ ମତଦାନ । #Election2024 @rashtrapatibhvn
account_circle
Mukesh Kumar Sahu(@Anchor_Mukesh) 's Twitter Profile Photo


ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁରକ୍ଷା ଭିତରେ ଆସି କଲେ ମତଦାନ ।

#ଭୋଟ_ଦେଲେ_ନବୀନ ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁରକ୍ଷା ଭିତରେ ଆସି କଲେ ମତଦାନ । #Election2024 #3rdPhaseVoting #Odisha #Bhubaneswar
account_circle
Mukesh Kumar Sahu(@Anchor_Mukesh) 's Twitter Profile Photo

ଭୋଟ ଦେଲେ ରାଜ୍ୟପାଳ ରଘୁବର ଦାସ । ଜାମସେଦପୁର ଭାଲୁବାସୀ ବୁଥରେ କଲେ ମତଦାନ ।

ଭୋଟ ଦେଲେ ରାଜ୍ୟପାଳ ରଘୁବର ଦାସ । ଜାମସେଦପୁର ଭାଲୁବାସୀ ବୁଥରେ କଲେ ମତଦାନ । #Election2024 #Governor #Odisha #3rdPhaseVoting
account_circle