Mukesh Kumar Sahu
@anchor_mukesh
Journalist...News Anchor at Kanak News..
ID: 1027615222641524736
09-08-2018 17:58:56
4,4K Tweet
4,4K Followers
359 Following
Neeraj Chopra competed in Diamond League Final with a fracture on his ring figure. Neeraj Chopra #NeerajChopra #DiamondLeague #XRayPicture #GoldenBoy
Happy Birthday Narendra Modi Ji ଭାରତର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦୀଙ୍କୁ ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା । #NarendraModi #HappyBirthdayModiJi #Modiji #HappyBirthdayPMModi
#ଘାଣ୍ଟ_ଖାଇଲେ_ମୁଖ୍ୟମନ୍ତ୍ରୀ #ପଖାଳ_ସହ_ବାଇଗଣ_ଭର୍ତ୍ତା ପୋଖରୀପୁଟ ସ୍ଥିତ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଘରେ ମଧ୍ୟାହ୍ନ ଭୋଜନ କଲେ ମୁଖ୍ୟମନ୍ତ୍ରୀ । ପଖାଳ ସହ ଖାଇଲେ ଶାଗ, ବଡିଚୁରା, ଛତୁ ବେସର ଏବଂ ସ୍ୱତନ୍ତ୍ର ଘାଣ୍ଟ । #MohanCharanMajhi #CM #Bhubaneswar #Odisha Mohan Charan Majhi
ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । #RaghubarDas #MohanMajhi #HimantBiswaSarma Mohan Charan Majhi Himanta Biswa Sarma Raghubar Das #Odisha