TP Northern Odisha Distribution Limited (@tpnodl_balasore) 's Twitter Profile
TP Northern Odisha Distribution Limited

@tpnodl_balasore

TPNODL is an electrical distribution company in Northern-Odisha, with the motto 'For you, With you, Always'. Contact 1800-345-6718 / 1912 for Customer Service

ID: 869473708896690176

linkhttp://www.tpnodl.com calendar_today30-05-2017 08:41:01

56,56K Tweet

17,17K Followers

24 Following

TP Northern Odisha Distribution Limited (@tpnodl_balasore) 's Twitter Profile Photo

ରଥଯାତ୍ରାର ଏଇ ଭବ୍ୟ ମୂହୁର୍ତ୍ତ ଭିତରେ ନିଜ ସୁରକ୍ଷାକୁ ଗୁରୁତ୍ଵ ଦେବାକୁ ଆଦୌ ଭୁଲନ୍ତୁ ନାହିଁ । ରଥ ଟାଣିବା ସମୟରେ ବିଦ୍ୟୁତ୍ ସତର୍କତା ନିୟମ ମାନନ୍ତୁ । ଆପଣଙ୍କ ସୁରକ୍ଷା ଆମର ପ୍ରାଥମିକତା । ସଚେତନ ରୁହନ୍ତୁ ! ବିଦ୍ୟୁତ୍ ସୁରକ୍ଷା ଜନିତ କୌଣସି ବିପଜ୍ଜନକ ଘଟଣା ନଜରକୁ ଆସିଲେ ତୁରନ୍ତ ଆମକୁ ଅବଗତ କରାନ୍ତୁ । ନିଜେ ସତର୍କ ରହିବା ସହ

"ଥକା ମନ ଚାଲ ଯିବା, ଚକାନୟନ ଦେଖିବା” ସାରା ବିଶ୍ବ ଅପଲକ ନୟନରେ ଯେଉଁ ଆଖି ଦ୍ବୟକୁ ଚାହିଁ ରହିଛି, ଯାହାଙ୍କ କୃପା ବାରିଧିରେ ବିଭୋର ହେବାକୁ ବ୍ୟାକୁଳ ଭକ୍ତ ଓ ବଡ଼ଦାଣ୍ଡ। ଆଜି ସେହି କୋଟି କୈବଲ୍ୟନାଥ, ପ୍ରତି ଓଡ଼ିଆର ଆରାଧ୍ୟ, ଇଷ୍ଟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥ ସାଙ୍ଗରେ ଭଉଣୀ ସୁଭଦ୍ରା ଓ ବଡ଼ ଭାଇ ବଳଭଦ୍ରଙ୍କୁ ନେଇ ରଥ ଉପରେ

TP Northern Odisha Distribution Limited (@tpnodl_balasore) 's Twitter Profile Photo

Low-hanging wires or exposed power lines can be dangerous during festive gatherings. Stay alert. Report any electrical hazards to our toll-free number 1800-3456-718 / 1912 and help keep your surroundings safe. #ReportDontRepair #SafetyFirst #CelebrateResponsibly #RathaYatra

Low-hanging wires or exposed power lines can be dangerous during festive gatherings.
Stay alert. Report any electrical hazards to our toll-free number 1800-3456-718 / 1912 and help keep your surroundings safe.

#ReportDontRepair #SafetyFirst #CelebrateResponsibly #RathaYatra
TP Northern Odisha Distribution Limited (@tpnodl_balasore) 's Twitter Profile Photo

ରଥଯାତ୍ରା ସମୟରେ ନିଜ ସୁରକ୍ଷାକୁ ପ୍ରାଧାନ୍ୟ ଦିଅନ୍ତୁ । ରଥ ଟାଣିବା ସମୟରେ ବିଦ୍ୟୁତ ସତର୍କତା ନିୟମ ମାନନ୍ତୁ । ବିଜୁଳି ତାର, ବିଦ୍ୟୁତ ଖୁଣ୍ଟ, ଟ୍ରାନ୍ସଫର୍ମରଠାରୁ ଦୂରେଇ ରୁହନ୍ତୁ । ବାଉଁଶ, ଲୁହା ରଡ଼୍ କିମ୍ବା ଅନ୍ୟ କୌଣସି ଧାତବ ପଦାର୍ଥ ମାଧ୍ୟମରେ କୌଣସି ବୈଦ୍ୟୁତିକ ମରାମତି କରନ୍ତୁ ନାହିଁ । #ReportDontRepair

ରଥଯାତ୍ରା ସମୟରେ ନିଜ ସୁରକ୍ଷାକୁ ପ୍ରାଧାନ୍ୟ ଦିଅନ୍ତୁ । ରଥ ଟାଣିବା ସମୟରେ ବିଦ୍ୟୁତ ସତର୍କତା ନିୟମ ମାନନ୍ତୁ । ବିଜୁଳି ତାର, ବିଦ୍ୟୁତ ଖୁଣ୍ଟ, ଟ୍ରାନ୍ସଫର୍ମରଠାରୁ ଦୂରେଇ ରୁହନ୍ତୁ । ବାଉଁଶ, ଲୁହା ରଡ଼୍ କିମ୍ବା ଅନ୍ୟ କୌଣସି ଧାତବ ପଦାର୍ଥ ମାଧ୍ୟମରେ କୌଣସି ବୈଦ୍ୟୁତିକ ମରାମତି କରନ୍ତୁ ନାହିଁ ।

#ReportDontRepair
TP Northern Odisha Distribution Limited (@tpnodl_balasore) 's Twitter Profile Photo

On account of World Environment Month 2025, TPNODL organised a Beach Cleaning Program at the scenic Chandipur Beach. This initiative was a step towards contributing to environmental conservation. The event witnessed enthusiastic participation of more than 100 employees and

On account of World Environment Month 2025, TPNODL organised a Beach Cleaning Program at the scenic Chandipur Beach. This initiative was a step towards contributing to environmental conservation. 

The event witnessed enthusiastic participation of more than 100 employees and
TP Northern Odisha Distribution Limited (@tpnodl_balasore) 's Twitter Profile Photo

Customer support made simple! Dial our toll-free numbers to instantly connect with our team—whether you need billing assistance, a new connection, want to report an outage, or have any other service question.   #CustomerFirst #CustomerCare #TollFreeNumber

TP Northern Odisha Distribution Limited (@tpnodl_balasore) 's Twitter Profile Photo

TPNODL marked "Digital Diwas" on July 1, 2025, by launching "Digital Month", a comprehensive initiative aimed at enhancing digital service experience and awareness among employees and consumers in the region. The month-long campaign was inaugurated by Mr. Gajanan S Kale, CEO -

TPNODL marked "Digital Diwas" on July 1, 2025, by launching "Digital Month", a comprehensive initiative aimed at enhancing digital service experience and awareness among employees and consumers in the region. 

The month-long campaign was inaugurated by Mr. Gajanan S Kale, CEO -
TP Northern Odisha Distribution Limited (@tpnodl_balasore) 's Twitter Profile Photo

Choosing plastic bags for convenience is choking our planet. Opting for sustainable alternatives like cloth or jute bags is the way forward—for a cleaner, better future.   #InternationalPlasticBagFreeDay #SayNoToPlastic #PlasticFreePlanet

Choosing plastic bags for convenience is choking our planet.
Opting for sustainable alternatives like cloth or jute bags is the way forward—for a cleaner, better future.
 
#InternationalPlasticBagFreeDay #SayNoToPlastic #PlasticFreePlanet
TP Northern Odisha Distribution Limited (@tpnodl_balasore) 's Twitter Profile Photo

Stay informed, the easy way. Just give a missed call to 97777 74787 from your registered mobile number to get SMS updates on power outages and register your complaint. No wait, no hassle. #MissedCallService #CustomerFirst

Stay informed, the easy way.
Just give a missed call to 97777 74787 from your registered mobile number to get SMS updates on power outages and register your complaint. No wait, no hassle.
 
#MissedCallService #CustomerFirst
TP Northern Odisha Distribution Limited (@tpnodl_balasore) 's Twitter Profile Photo

As Mahaprabhu begins His return journey, let us ensure the safety of all devotees. If you notice any low-hanging or exposed wires during the procession, do not try to fix it yourself. Call our toll free number and report it immediately. Your action can prevent an accident.

As Mahaprabhu begins His return journey, let us ensure the safety of all devotees.

If you notice any low-hanging or exposed wires during the procession, do not try to fix it yourself.

Call our toll free number and report it immediately.

Your action can prevent an accident.
TP Northern Odisha Distribution Limited (@tpnodl_balasore) 's Twitter Profile Photo

Our team is always here to address your queries. We truly appreciate your feedback—it motivates us to serve you better. #ForYouWithYouAlways #ConsumerFirst

Our team is always here to address your queries. We truly appreciate your feedback—it motivates us to serve you better.

#ForYouWithYouAlways #ConsumerFirst
TP Northern Odisha Distribution Limited (@tpnodl_balasore) 's Twitter Profile Photo

ବିଦ୍ୟୁତ୍ ସେବା ଜନିତ କୌଣସି ସହାୟତା ଚାହୁଁଛନ୍ତି କି ? ଆପଣଙ୍କ ସହାୟତା ପାଇଁ ଆମେ ସର୍ବଦା ପ୍ରସ୍ତୁତ । ବିଦ୍ୟୁତ୍ ସେବା ସମ୍ପର୍କିତ ତ୍ଵରିତ ଏବଂ ନିର୍ଭରଯୋଗ୍ୟ ସହାୟତା ପାଇଁ ଟୋଲ୍ ଫ୍ରି ନମ୍ବର 1800-3456-718 /1912 ମାଧ୍ୟମରେ ଆମକୁ ଯୋଗାଯୋଗ କରନ୍ତୁ | #CustomerFirst #CustomerCare #TollFreeNumber

ବିଦ୍ୟୁତ୍ ସେବା ଜନିତ କୌଣସି ସହାୟତା ଚାହୁଁଛନ୍ତି କି ? ଆପଣଙ୍କ ସହାୟତା ପାଇଁ ଆମେ ସର୍ବଦା ପ୍ରସ୍ତୁତ । 
ବିଦ୍ୟୁତ୍ ସେବା ସମ୍ପର୍କିତ ତ୍ଵରିତ ଏବଂ ନିର୍ଭରଯୋଗ୍ୟ ସହାୟତା ପାଇଁ ଟୋଲ୍ ଫ୍ରି ନମ୍ବର 1800-3456-718 /1912 ମାଧ୍ୟମରେ ଆମକୁ ଯୋଗାଯୋଗ କରନ୍ତୁ |

#CustomerFirst #CustomerCare #TollFreeNumber
TP Northern Odisha Distribution Limited (@tpnodl_balasore) 's Twitter Profile Photo

ନବଦିନାତ୍ମକ ଯାତ୍ରା ସାରି ବଡ଼ଭାଇ ଶ୍ରୀ ବଳଭଦ୍ର ଓ ଭଉଣୀ ମା’ ସୁଭଦ୍ରାଙ୍କୁ ସାଙ୍ଗରେ ଘେନି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆଜି ଜନ୍ମବେଦୀରୁ ଶ୍ରୀମନ୍ଦିରକୁ ବାହୁଡୁଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦ ଆପଣମାନଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେଉ ଏହାହିଁ ପବିତ୍ର ବାହୁଡା ଯାତ୍ରା ଅବସରରେ କାମନା କରୁଛୁ । #BahudaJatra #RathaYatra2025

ନବଦିନାତ୍ମକ ଯାତ୍ରା ସାରି ବଡ଼ଭାଇ ଶ୍ରୀ ବଳଭଦ୍ର ଓ ଭଉଣୀ ମା’ ସୁଭଦ୍ରାଙ୍କୁ ସାଙ୍ଗରେ ଘେନି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆଜି ଜନ୍ମବେଦୀରୁ ଶ୍ରୀମନ୍ଦିରକୁ ବାହୁଡୁଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦ ଆପଣମାନଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେଉ ଏହାହିଁ ପବିତ୍ର ବାହୁଡା ଯାତ୍ରା ଅବସରରେ କାମନା କରୁଛୁ ।

#BahudaJatra #RathaYatra2025
TP Northern Odisha Distribution Limited (@tpnodl_balasore) 's Twitter Profile Photo

TPNODL recently organised a tree plantation drive at Modern Engineering and Management Studies to celebrate Van Mahotsav. With active participation, 47 fruit-bearing saplings including Mango, Guava, Litchi, and Safeda were planted. As part of our World Environment Day

TPNODL recently organised a tree plantation drive at Modern Engineering and Management Studies to celebrate Van Mahotsav.

With active participation, 47 fruit-bearing saplings including Mango, Guava, Litchi, and Safeda were planted. As part of our World Environment Day
TP Northern Odisha Distribution Limited (@tpnodl_balasore) 's Twitter Profile Photo

ମହାବାହୁଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ରହିଥାଉ | ସମସ୍ତଙ୍କ ଜୀବନ ସୁଖ ଏବଂ ସମୃଦ୍ଧିରେ ଭରିଯାଉ ବୋଲି ଏହି ପବିତ୍ର ସୁନାବେଶ ଅବସରରେ ଆମେ କାମନା କରୁଛୁ | #SunaBesha #CelebrateRathaYatra #RathaYatra

ମହାବାହୁଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ରହିଥାଉ | ସମସ୍ତଙ୍କ ଜୀବନ ସୁଖ ଏବଂ ସମୃଦ୍ଧିରେ ଭରିଯାଉ ବୋଲି ଏହି ପବିତ୍ର ସୁନାବେଶ ଅବସରରେ ଆମେ କାମନା କରୁଛୁ |

#SunaBesha #CelebrateRathaYatra #RathaYatra
TP Northern Odisha Distribution Limited (@tpnodl_balasore) 's Twitter Profile Photo

ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱାଦଶୀରେ ଅଧରପଣା ଲାଗି କରାଯାଇଥାଏ । ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେର ପୂର୍ବଦିନ ଏହି ନୀତି ସମ୍ପନ୍ନ ହୋଇଥାଏ ଏବଂ ଶ୍ରୀବିଗ୍ରହମାନଙ୍କୁ ଅଧରପଣା ଅର୍ପଣ ପରେ ଅଶରୀରୀମାନଙ୍କ ଉଦ୍ଧାର ନିମନ୍ତେ ପଣା ହାଣ୍ଡି ସବୁକୁ ଭାଙ୍ଗି ଦିଆଯିବାର ବିଧି ରହି ଆସିଛି । #AdharaPana #SpiritOfRathaYatra

ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱାଦଶୀରେ ଅଧରପଣା ଲାଗି କରାଯାଇଥାଏ । ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେର ପୂର୍ବଦିନ ଏହି ନୀତି ସମ୍ପନ୍ନ ହୋଇଥାଏ ଏବଂ ଶ୍ରୀବିଗ୍ରହମାନଙ୍କୁ ଅଧରପଣା ଅର୍ପଣ ପରେ ଅଶରୀରୀମାନଙ୍କ ଉଦ୍ଧାର ନିମନ୍ତେ ପଣା ହାଣ୍ଡି ସବୁକୁ ଭାଙ୍ଗି ଦିଆଯିବାର ବିଧି ରହି ଆସିଛି ।

#AdharaPana #SpiritOfRathaYatra
TP Northern Odisha Distribution Limited (@tpnodl_balasore) 's Twitter Profile Photo

As the monsoon sets in early, heavy rains are on the way. These conditions can lead to serious electrical hazards. Before the weather turns severe, follow these simple tips to stay protected from electrical accidents. A few small steps can make a big difference in staying safe

As the monsoon sets in early, heavy rains are on the way. These conditions can lead to serious electrical hazards.
Before the weather turns severe, follow these simple tips to stay protected from electrical accidents.
A few small steps can make a big difference in staying safe
TP Northern Odisha Distribution Limited (@tpnodl_balasore) 's Twitter Profile Photo

ନୀଳାଦ୍ରି ବିଜେର ପ୍ରୀତି ନୈବେଦ୍ୟ ରସଗୋଲା ପ୍ରଭୁ ଶ୍ରୀ ଜଗନ୍ନାଥଓ ମାଆ ଲକ୍ଷ୍ମୀଙ୍କ ମାନଭଞ୍ଜନର ସାକ୍ଷୀ। ତିନି ଠାକୁର ଜନ୍ମବେଦୀରୁଶ୍ରୀମନ୍ଦିର ଫେରୁଛନ୍ତି ଆଜି । ଆଜି ସାରା ଓଡ଼ିଶା ପାଳୁଛି ରସଗୋଲାଦିବସ । ଏଇ ଅବସରରେ ଆପଣ ସଭିଙ୍କୁ ଅଭିନନ୍ଦନ। ଉତ୍କଳୀୟଖାଦ୍ୟ ସଂସ୍କୃତି ସହ ଜଡ଼ିତ ଆଜିର ଦିନ ସମସ୍ତଙ୍କ ପାଇଁ ସ୍ମରଣୀୟହେଉ ଏହା ହିଁ