TAHASILDAR CHANDBALI (@tdr_chan) 's Twitter Profile
TAHASILDAR CHANDBALI

@tdr_chan

Official 'X' account of Tahasil office, Chandbali

ID: 877429785139589121

linkhttps://dwistodisha.nic.in/TahasilInfo.aspx calendar_today21-06-2017 07:35:37

191 Tweet

478 Takipçi

38 Takip Edilen

TAHASILDAR CHANDBALI (@tdr_chan) 's Twitter Profile Photo

୭୬ତମ ଗଣତନ୍ତ୍ର ଦିବସରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଆସନ୍ତୁ, ଏକତା ଏବଂ ଗଣତନ୍ତ୍ରର ମୂଲ୍ୟବୋଧକୁ ସର୍ବଦା ଉଜ୍ଜୀବିତ ରଖି ଦେଶର ଗୌରବ ବୃଦ୍ଧି କରିବା। ଜୟ ହିନ୍ଦ🙏

A Camp Court was successfully held at Dhamara RI Office today, ensuring accessible justice and grievance resolution for the public.

Observing a silent prayer in remembrance of Mahatma Gandhi on his death anniversary. His teachings of truth, non-violence, and peace remain our guiding light. Let us strive to uphold his values in our lives.

"Greenery for a better tomorrow! 🌱✨ Our dedicated staff at the Tahasil office came together for a plantation drive, adding more green to our surroundings. A small step towards a healthier environment! 🌿🌍 #GoGreen #PlantationDrive #SustainableFuture"

ଶିଶୁ ବାଟିକାରେ ଆସନ୍ତା ଅପ୍ରେଲ ୨ ତାରିଖରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ନାମ ଲେଖା ସହିତ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ରେ ଯୋଗଦେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସ୍ଵାକ୍ଷରିତ ନିମନ୍ତ୍ରଣ ପତ୍ର ତହସିଲଦାର,ଚାନ୍ଦବାଲି ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦ୍ଵାରା ଅଭିଭାବକମାନଙ୍କୁ ବଣ୍ଟନ |

ଆଜି ଚାନ୍ଦବାଲି ତହସିଲ ର ରାଜସ୍ବ ନିରୀକ୍ଷକ ଶ୍ରୀ ପ୍ରଭାନ୍ସୁ କୁମାର ନାୟକଙ୍କ ସେବାନିବୃତ ଅବକାଶର ଦିନ। ତାଙ୍କ ଦୀର୍ଘଦିନର ଶ୍ରମ, ନିଷ୍ଠା ଏବଂ ସେବା ଆମ ମନରେ ସର୍ବଦା ସ୍ମୃତିହୋଇ ରହିବ। ତାଙ୍କ ସ୍ମୃତିରେ ତହସିଲ ପରିସର ରେ ଏକ ଆମ୍ବ ଚାରା ରୋପଣ କରିବାରେ ଆମେ ଗୌରବବୋଧ କରୁଛୁ। ଏହି ଗଛ ତାଙ୍କ ସେବା ପରି ସର୍ବଦା ଫଳଦାୟକ ହୋଇ ରହିବ।

ବାବା ଆଖଣ୍ଡଳମଣୀ ପୀଠ ,ଆରଡ଼ିରେ ଥିବା ଗାଡ଼ି ରହଣି ସ୍ଥଳକୁ ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ନିଲାମ କରାଯିବ।ଆଗ୍ରହୀ ବ୍ୟକ୍ତିମାନେ ତହସିଲଦାର,ଚାନ୍ଦବାଲିଙ୍କ କାର୍ଯ୍ୟାଳୟରେ ତା ୦୪.୦୪.୨୦୨୫ ରିଖରୁ ୧୦.୪.୨୦୨୫ ରିଖ ପର୍ଯ୍ୟନ୍ତ ୫୦,୦୦୦ ଟଙ୍କା ଅମାନତ ରାଶି ବ୍ୟାଙ୍କ୍ ଡ୍ରାଫ୍ଟ କରି ନିଲାମ ରେ ଅଂଶ ଗ୍ରହଣ କରି ପାରିବେ।

ପବିତ୍ର ଉତ୍କଳ ଦିବସ ଅବସରରେ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ସ୍ମୃତି ଚାରଣ କରିବା ସହ ଚାନ୍ଦବାଲି ବିଡ଼ିଓ, ତହସିଲଦାର ଏବଂ ଥାନା ଅଧିକାରୀ ଙ୍କ ଦ୍ଵାରା ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଛି। #ବନ୍ଦେଉତ୍କଳଜନନୀ

District Administration,Bhadrak (@dm_bhadrak) 's Twitter Profile Photo

ଅଂଶୁଘାତ ରୁ ସୁରକ୍ଷିତ ରହିବା ପାଇଁ ନିମ୍ନଲିଖିତ ସତର୍କତା ଅବଲମ୍ବନ କରନ୍ତୁ।

ଅଂଶୁଘାତ ରୁ ସୁରକ୍ଷିତ ରହିବା ପାଇଁ ନିମ୍ନଲିଖିତ ସତର୍କତା ଅବଲମ୍ବନ କରନ୍ତୁ।
TAHASILDAR CHANDBALI (@tdr_chan) 's Twitter Profile Photo

Chandbali Tahasil was honoured with the First Prize by the Honourable Deputy Chief Minister and Revenue Minister in recognition of its exemplary performance in Column 2 corrections across Odisha.

Chandbali Tahasil was honoured with the First Prize by the Honourable Deputy Chief Minister and Revenue Minister in recognition of its exemplary performance in Column 2 corrections across Odisha.
District Administration,Bhadrak (@dm_bhadrak) 's Twitter Profile Photo

Principal Secretary, Science & Technology Department, Govt of Odisha,Smt. Chithra Arumugam,IAS visited Science Park at Aradi in order to review the Progress of work.Collector,Bhadrak along with Other Key Officials were present during the visit .

Principal Secretary, Science & Technology Department, Govt of Odisha,Smt. Chithra Arumugam,IAS visited Science Park at Aradi in order to review the Progress of work.Collector,Bhadrak along with Other Key Officials were present during the visit .
TAHASILDAR CHANDBALI (@tdr_chan) 's Twitter Profile Photo

A two-days training program on Special Intensive Revision successfully conducted for Booth Level Officers to enhance accuracy & efficiency in preparation of electoral rolls.

Chandbali Tahasil proudly celebrates the 79th Independence Day with patriotic fervor! 🇮🇳 Tributes paid to our valiant Kargil martyrs and revered freedom fighters who sacrificed everything for the nation. #IndependenceDay