#ବିରଳ_ପକ୍ଷୀ_କଲା_ଅଣ୍ଡା_ଦାନ
ଆଠଗଡ ଅଞ୍ଚଳରେ ଏବେ ବିଶ୍ବର ବିରଳ ପ୍ରଜାତିର ପକ୍ଷୀ । ମହାନଦୀ ଅବବାହିକାରେ ଅଣ୍ଡା ଦେଲେ ବିଶ୍ୱର ବିରଳ ପ୍ରଜାତିର ପକ୍ଷୀ ଇଣ୍ଡିଆନ ସ୍କିମର ବା ପାଣି ଚିରି ।
#RareBird #IndianSkimmer #Cuttack #OTV
#ବିରଳ_ଚଢ଼େଇ_ବାଲିରେ_ବସା
ଆଠଗଡ଼ ଅଂଚଳରେ ଦେଖିବାକୁ ମିଳିଛନ୍ତି ବିଲୁପ୍ତ ପ୍ରାୟ ଚଢେଇ ଇଣ୍ଡିଆନ୍ ସ୍କିମର୍। ଯାହାକୁ ସ୍ଥାନୀୟ ଭାଷାରେ କୁହାଯାଏ ପାଣି ଚିରି ପକ୍ଷୀ। ସାଧାରଣ ଭାବେ ଭାରତ, ପାକିସ୍ତାନ, ମିଆଁମାର ରେ ଦେଖିବାକୁ ମିଳନ୍ତି ଏହି ଚଢ଼େଇ। #RareBird #IndianSkimmer #Athagarh #Cuttack #OTV
The #BlueBirdOfHappiness has come to visit!
'Extremely #RareBird spotted on #OregonCoast '
oregonlive.com/news/2024/04/e…
'BlueRockThrush #Birds #Birdwatching #Birding #Ornithology