ଶାଶ୍ଵତ ଦେବଦତ୍ତ | 🆂🅳 | ❼ ⚪️ ⚡️(@pureodiasaswata) 's Twitter Profile Photo

ଦୁନିଆଁ ଜାଣେ ତା ସାଗର ବୁକୁରେ ଥାଏ କୋଟି କୋଟି ଶାମୁକା
ହେଲେ ଶାମୁକା କେମିତି ରହିବ ସାଗରଠୁଁ ଏକା ଏକା ?

ସେଇ ଦୀପ ଅଛି , ସେଇ ଫୁଲ ଅଛି
କେବେ ତୁମେ ନାହଁ , କେବେ ମୁଁ ନାହିଁ...

ଦୁନିଆଁ ଜାଣେ ତା ସାଗର ବୁକୁରେ ଥାଏ କୋଟି କୋଟି ଶାମୁକା
ହେଲେ ଶାମୁକା କେମିତି ରହିବ ସାଗରଠୁଁ ଏକା ଏକା ?

ସେଇ ଦୀପ ଅଛି , ସେଇ ଫୁଲ ଅଛି 
କେବେ ତୁମେ ନାହଁ , କେବେ ମୁଁ ନାହିଁ...

#ଖୋକଭାଇ #ସ୍ବପ୍ନସାଗର #KhokaBhai #ଚନ୍ଦ୍ରଭାଗା #କୋଣାର୍କ #କଳିଙ୍ଗସାଗର #ConceptualPhotography #PlayWithShadow #Photography
account_circle