Dharmendra Pradhan (मोदी का परिवार)(@dpradhanbjp) 's Twitter Profile Photo

ବନ୍ଧୁମାନଙ୍କ ସହ ଖାଇବାର ଖୁସି ନିଆରା ।

Dibasa ଅବସରରେ ରାଜ୍ୟସଭା ଉପାଧ୍ୟକ୍ଷ Harivansh , ପୂର୍ବତନ ରାଷ୍ଟ୍ରଦୂତ Taranjit Singh Sandhu (ਮੋਦੀ ਦਾ ਪਰਿਵਾਰ) ଏବଂ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥାର ମହାନିର୍ଦ୍ଦେଶକ ପ୍ରଫେସର କିଶୋର କୁମାର ବାସାଙ୍କ ସହ ମଧ୍ୟାହ୍ନ ଭୋଜନରେ ସାମିଲ ହୋଇ ଆନନ୍ଦିତ ।

ପଖାଳ ମହାପ୍ରଭୁ

account_circle
ଆଧୁନିକ ଲେଖକ(@AdhunikaLekhaka) 's Twitter Profile Photo

ମୋ ପଖାଳ କଂସା ❤

ଆଳୁ ଭର୍ତ୍ତା ସାଙ୍ଗେ ଶିଳଚୁରା ବଡି
ଶାଗ, ଭେଣ୍ଡି, ଛୁଇଁ ଭଜା
ମାଛ ଭଜା ସହ ପଖାଳ ଖାଇବା
ସଭିଙ୍କୁ ଲାଗଇ ମଜା..
ତୋରାଣି ମୁନ୍ଦାଏ ଅମୃତ ସମାନ
ଦେହକୁ ରଖଇ ତାଜା,
ଦହି ପଖାଳର ସୁଆଦ ନିଆରା
ଖାଇବାକୁ ଲାଗେ ମଜା..

ସମସ୍ତ ଓଡ଼ିଆଙ୍କୁ 'ବିଶ୍ବ ପଖାଳ ଦିବସ'ର ଶୁଭେଚ୍ଛା

ମୋ ପଖାଳ କଂସା ❤
#ପଖାଳଦିବସ  #PakhalaDibasa  #ପଖାଳ_ଦିବସ
ଆଳୁ ଭର୍ତ୍ତା ସାଙ୍ଗେ ଶିଳଚୁରା ବଡି
ଶାଗ, ଭେଣ୍ଡି, ଛୁଇଁ ଭଜା
ମାଛ ଭଜା ସହ ପଖାଳ ଖାଇବା
ସଭିଙ୍କୁ ଲାଗଇ ମଜା..
ତୋରାଣି ମୁନ୍ଦାଏ ଅମୃତ ସମାନ
ଦେହକୁ ରଖଇ ତାଜା,
ଦହି ପଖାଳର ସୁଆଦ ନିଆରା
ଖାଇବାକୁ ଲାଗେ ମଜା..

ସମସ୍ତ ଓଡ଼ିଆଙ୍କୁ 'ବିଶ୍ବ ପଖାଳ ଦିବସ'ର ଶୁଭେଚ୍ଛା
account_circle
Utkalamrita(@Utkalamrita) 's Twitter Profile Photo

inhouse team ! Check out the variety of side dishes! Each teammate got min 1 dish so our plates & hearts & tummies were all full with this amazing ! dibasa is celebrated on 20 march as frm then on days become longer😃!

account_circle
रोहन(@ROHANTMRK) 's Twitter Profile Photo

ପଖାଳ ପାଇଁ ସବୁବେଳେ ଓଡ଼ିଆଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ରହିଥାଏ
ଆଜି ବିଶ୍ୱ ପଖାଳ ଦିବସ ଅବସରରେ ଆପଣ ସମସ୍ତଙ୍କୁ ଶୁଭେଚ୍ଛା।
🌻💙💖🩵🌸🦋💞ଜୟ ଜଗନ୍ନାଥ💞🦋🌸🩵💖💙🙏
OnTheMove 🥳
♥️

ପଖାଳ ପାଇଁ ସବୁବେଳେ ଓଡ଼ିଆଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ରହିଥାଏ 
ଆଜି ବିଶ୍ୱ ପଖାଳ ଦିବସ ଅବସରରେ ଆପଣ ସମସ୍ତଙ୍କୁ ଶୁଭେଚ୍ଛା।
🌻💙💖🩵🌸🦋💞ଜୟ ଜଗନ୍ନାଥ💞🦋🌸🩵💖💙🙏
#ପଖାଳଦିବସ #PakhalaDibasa #OdishaOnTheMove 🥳
#Odisha ♥️
account_circle