Raj Express (@rajexpressnews) 's Twitter Profile Photo

Satakadi Hota Passes Away : ओडिशा साहित्य अकादमी के अध्यक्ष सताकडी होता का निधन #SatakadiHotaPassesAway #OdishaSahityaAcademy #SatakadiHota rajexpress.co/india/east-ind…

Sarat Paikray (@paikraysarat) 's Twitter Profile Photo

ଓଡିଆର ସର୍ବକାଳୀନ ଉଚ୍ଚକୋଟିର ଶହେ ଗଳ୍ପକୁ ପାଞ୍ଚୋଟି ବିଦେଶୀ ଭାଷାକୁ ଅନୁବାଦ କରାଯିବ। #OdishaSahityaAcademy ର ଏପରି ଉଦ୍ୟମ ପ୍ରଶଂସନୀୟ thesamikhsya.com/odia/breaking-…

ଓଡିଆର ସର୍ବକାଳୀନ ଉଚ୍ଚକୋଟିର ଶହେ ଗଳ୍ପକୁ ପାଞ୍ଚୋଟି ବିଦେଶୀ ଭାଷାକୁ ଅନୁବାଦ କରାଯିବ। #OdishaSahityaAcademy ର ଏପରି ଉଦ୍ୟମ ପ୍ରଶଂସନୀୟ
thesamikhsya.com/odia/breaking-…
Parthasarathi Rout (@partharout77) 's Twitter Profile Photo

ବିଶିଷ୍ଟ ସାହିତ୍ୟିକ ହୁସେନ ରବି ଗାନ୍ଧୀଙ୍କ ପରଲୋକ । SCBରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ । ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ଥିଲେ, ଉତ୍କଳ ପ୍ରସଙ୍ଗର ସମ୍ପାଦକ ମଧ୍ୟ ଥିଲେ ହୁସେନ ରବି ଗାନ୍ଧୀ । #HussainRabiGandhi #OdiaLiterature #OdishaSahityaAcademy

Kalinga Literary Festival (@kalingalitfest) 's Twitter Profile Photo

Shri Rashmi Ranjan Parida, our Founder & Director with Shri Debasish Samantaray, Convenor and co-director met #OdishaSahityaAcademy secretary Shri Prabodh Rout and invited him to the 9th edition of #KalingaLitFest. #Bhubaneswar #Odisha

Shri <a href="/Rashmirparida/">Rashmi Ranjan Parida</a>, our Founder &amp; Director with Shri Debasish Samantaray, Convenor and co-director met #OdishaSahityaAcademy secretary Shri Prabodh Rout and invited him to the 9th edition of #KalingaLitFest.

#Bhubaneswar
#Odisha
Abhayaas Ek Prayaasᵀᴹ (@ek_prayaas) 's Twitter Profile Photo

#BrajanathRatha was an Indian poet who wrote in #Odia. Brajanath Ratha is internationally recognised and is the recipient of many prestigious awards like the #OdishaSahityaAcademy Award, #VishubaAward.

OdishaPlus (@odisha_plus) 's Twitter Profile Photo

Dr R. Balakrishnan belongs to a rare breed of #bureaucrats who have a passion for art, literature and culture besides doing their job in administration. Bureaucrats India @GovOdisha ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ #RBalakrishnan #OdishaSahityaAcademy #EducationDepartment odisha.plus/2022/05/r-bala…

Manini A burning Alphabet (@maninimishra12) 's Twitter Profile Photo

ଆଜି ଯଦି ସେ ଅନ୍ଧାର ରେ ଆଲୁଅ ହେବ କେବେ ? #odishasahityaacademy #DharmendraPradhan #BhimaBhoi #odishagovt

ଆଜି ଯଦି ସେ ଅନ୍ଧାର ରେ ଆଲୁଅ ହେବ କେବେ ? 
#odishasahityaacademy 
#DharmendraPradhan 
#BhimaBhoi 
#odishagovt
Life and Time Odisha (@lifetimeodisha) 's Twitter Profile Photo

ଚଳିତ ବର୍ଷ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସାରସ୍ବତ ସମ୍ମାନ ‘ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର’ ପାଇବେ ପ୍ରଖ୍ୟାତ କଥାକାର ରାମଚନ୍ଦ୍ର ବେହେରା। ଏଥି ସହିତ ୧୫ ଜଣ ବରିଷ୍ଠ ସାହିତ୍ୟିକଙ୍କୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯିବ। #OdishaSahityaAcademy #RamaChandraBehera pratinidhiodia.in/page_details.p…

ଓଟିଭି (@otvkhabar) 's Twitter Profile Photo

କଥାକାର ରାମଚନ୍ଦ୍ର ବେହେରାଙ୍କୁ ମିଳିବ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର । ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପୁରସ୍କାର ଘୋଷଣା କରାଯାଇଛି । #OdishaSahityaAcademy #RamaChandraBehera #OTV

କଥାକାର ରାମଚନ୍ଦ୍ର ବେହେରାଙ୍କୁ ମିଳିବ  ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର । ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପୁରସ୍କାର ଘୋଷଣା କରାଯାଇଛି । #OdishaSahityaAcademy #RamaChandraBehera #OTV
NandighoshaTV (@nandighoshatv) 's Twitter Profile Photo

ପ୍ରଖ୍ୟାତ ଗାଳ୍ପିକ ରାମଚନ୍ଦ୍ର ବେହେରାଙ୍କୁ ମିଳିବ ଓଡ଼ିଶା ସାହିତ୍ୟ ଏକାଡେମୀଙ୍କ ସର୍ବୋଚ୍ଚ ସମ୍ମାନ ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର-2020। 1993ମସିହାରୁୁ ଏହି ପୁରସ୍କାର ପ୍ରଦାନ କରାଯାଉଛି। ୨୦୧୯ ପାଇଁ ବୀଣାପାଣି ମହାନ୍ତିଙ୍କୁ ପ୍ରଦାନ କରାଯାଇଥିଲା। #nandighoshaTV #OdishaSahityaAcademy