Satyaban Rout | ସତ୍ୟବାନ ରାଉତ(@satyabanrout2) 's Twitter Profile Photo

ବିଜେପିର ଭଦ୍ରକ ଲୋକସଭା ସାଂସଦ ପ୍ରାର୍ଥୀ Avimanyu Sethi (ମୋଦୀଙ୍କ ପରିବାର) 🙏

ଅଭିନନ୍ଦନ ଭାଇ ! ମାଡ଼ିଯିବା ! ଏଥର ବିଜୟ ସୁନିଶ୍ଚିତ !
ଧର୍ମର ହେବ ଜୟ !

ଜୟ ଜଗନ୍ନାଥ 🙏
ଜୟ ଶ୍ରୀରାମ 🙏
ଜୟ ମାଁ ଭଦ୍ରକାଳୀ 🙏
ଜୟ ବାବା ଆଖଣ୍ଡଳମଣି 🙏

ଆଜି ଭାଇଙ୍କ ପାଇଁ ମୁଁ ଅତ୍ୟନ୍ତ ଖୁସି ! ☺️

ବିଜେପିର ଭଦ୍ରକ ଲୋକସଭା ସାଂସଦ ପ୍ରାର୍ଥୀ @AvimanyuBhadrak  🙏

ଅଭିନନ୍ଦନ ଭାଇ ! ମାଡ଼ିଯିବା ! ଏଥର ବିଜୟ ସୁନିଶ୍ଚିତ !
ଧର୍ମର ହେବ ଜୟ ! 

ଜୟ ଜଗନ୍ନାଥ 🙏
ଜୟ ଶ୍ରୀରାମ 🙏
ଜୟ ମାଁ ଭଦ୍ରକାଳୀ 🙏
ଜୟ ବାବା ଆଖଣ୍ଡଳମଣି 🙏

ଆଜି ଭାଇଙ୍କ ପାଇଁ ମୁଁ ଅତ୍ୟନ୍ତ ଖୁସି ! ☺️

#EtharaBJPEtharaAvimanyu #Bhadrak
account_circle
ଶାଶ୍ଵତ ଦେବଦତ୍ତ | 🆂🅳 | ❼ ⚪️ ⚡️(@pureodiasaswata) 's Twitter Profile Photo

ଭଦ୍ରକରେ ଏଥର ବିଜେପି !ଏଥର ଅଭିମନ୍ୟୁ !

ଏଥର ଡବଲ୍ ପଦ୍ମ !
ପରିବର୍ତ୍ତନ ସୁନିଶ୍ଚିତ !

ଭାରତ ମାତାର ଜୟ ହେଉ !
ଉତ୍କଳ ଜନନୀର ଜୟ ହେଉ !
ଭଦ୍ରକ ମାଟିର ଜୟ ହେଉ !

ଭଦ୍ରକରେ ଏଥର ବିଜେପି !ଏଥର ଅଭିମନ୍ୟୁ !

ଏଥର ଡବଲ୍ ପଦ୍ମ !
ପରିବର୍ତ୍ତନ ସୁନିଶ୍ଚିତ !

ଭାରତ ମାତାର ଜୟ ହେଉ !
ଉତ୍କଳ ଜନନୀର ଜୟ ହେଉ !
ଭଦ୍ରକ ମାଟିର ଜୟ ହେଉ !

#EtharaBJPEtharaAvimanyu
account_circle
ଶାଶ୍ଵତ ଦେବଦତ୍ତ | 🆂🅳 | ❼ ⚪️ ⚡️(@pureodiasaswata) 's Twitter Profile Photo

ସମସ୍ତଙ୍କ ପ୍ରିୟ ଆମ ଅଭିମନ୍ୟୁ ଭାଇ !
ଏଥର ବିଜେପି, ଏଥର ଅଭିମନ୍ୟୁ !!

ଆମ ସଂକଳ୍ପ ବିକଶିତ ଭାରତ, ବିକଶିତ ଓଡ଼ିଶା , ବିକଶିତ ଭଦ୍ରକ 🙏

ସମସ୍ତଙ୍କ ପ୍ରିୟ ଆମ ଅଭିମନ୍ୟୁ ଭାଇ !
ଏଥର ବିଜେପି, ଏଥର ଅଭିମନ୍ୟୁ !!

ଆମ ସଂକଳ୍ପ ବିକଶିତ ଭାରତ, ବିକଶିତ ଓଡ଼ିଶା , ବିକଶିତ ଭଦ୍ରକ 🙏

#EtharaBJPEtharaAvimanyu #Bhadrak #LokSabha
account_circle
ଶାଶ୍ଵତ ଦେବଦତ୍ତ | 🆂🅳 | ❼ ⚪️ ⚡️(@pureodiasaswata) 's Twitter Profile Photo

ଅଭିମନ୍ୟୁ, ସେ ହାରିବ ନାହିଁ
ଅଭିମନ୍ୟୁ, ସେ ଡ଼ରିବ ନାହିଁ

ଏଥର ଭଦ୍ରକ ଚାହେଁ ପରିବର୍ତ୍ତନ...

ଅତି ସୁନ୍ଦର ସଙ୍ଗୀତ ନିର୍ଦ୍ଦେଶନା Sanjay Pattanaik ସାର୍ ଙ୍କ ଦ୍ୱାରା !


account_circle
ଶାଶ୍ଵତ ଦେବଦତ୍ତ | 🆂🅳 | ❼ ⚪️ ⚡️(@pureodiasaswata) 's Twitter Profile Photo

ଚକ୍ରବ୍ୟୁହ ଭେଦ ବି ହେବ !
ଭଦ୍ରକ ବିଜୟ ବି ହେବ !

ଅଭିମନ୍ୟୁ , ସେ ହାରିବ ନାହିଁ, ସେ ଡ଼ରିବ ନାହିଁ !
ଭଦ୍ରକରେ ଏଥର ବିଜେପି, ଏଥର ଅଭିମନ୍ୟୁ !

ଚକ୍ରବ୍ୟୁହ ଭେଦ ବି ହେବ !
ଭଦ୍ରକ ବିଜୟ ବି ହେବ !

ଅଭିମନ୍ୟୁ , ସେ ହାରିବ ନାହିଁ, ସେ ଡ଼ରିବ ନାହିଁ !
ଭଦ୍ରକରେ ଏଥର ବିଜେପି, ଏଥର ଅଭିମନ୍ୟୁ !

#EtharaBJPEtharaAvimanyu #Bhadrak #LokSabha2024
account_circle