Aditya Ranjan Panda (@ranjanpandalive) 's Twitter Profile Photo

ବିଦ୍ୟୁତ୍ ସଂଚାରଣ ଭିତ୍ତିଭୂମିକୁ ଆହୁରି ମଜଭୁତ କରିବା ପାଇଁ ୮ଟି ନୂଆ ଅତି ଉଚ୍ଚ କ୍ଷମତାସମ୍ପନ୍ନ ଗ୍ରୀଡ୍ ସବଷ୍ଟେସନ ନିର୍ମାଣ କରିବା ପାଇଁ ୫୩୮.୫୭ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି। ମୁଖ୍ୟମନ୍ତ୍ରୀ ଶକ୍ତି ଉନ୍ନୟନ କାର୍ଯ୍ୟକ୍ରମ #CMPDP ଯୋଜନାର ଅଂଶ ଭାବେ ଓଡ଼ିଶା ସଂଚାରଣ ବ୍ୟବସ୍ଥା

ବିଦ୍ୟୁତ୍ ସଂଚାରଣ ଭିତ୍ତିଭୂମିକୁ ଆହୁରି ମଜଭୁତ କରିବା ପାଇଁ ୮ଟି ନୂଆ ଅତି ଉଚ୍ଚ କ୍ଷମତାସମ୍ପନ୍ନ ଗ୍ରୀଡ୍ ସବଷ୍ଟେସନ ନିର୍ମାଣ କରିବା ପାଇଁ ୫୩୮.୫୭ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି।

ମୁଖ୍ୟମନ୍ତ୍ରୀ ଶକ୍ତି ଉନ୍ନୟନ କାର୍ଯ୍ୟକ୍ରମ #CMPDP ଯୋଜନାର ଅଂଶ ଭାବେ ଓଡ଼ିଶା ସଂଚାରଣ ବ୍ୟବସ୍ଥା
Energy Odisha (@energyodisha) 's Twitter Profile Photo

ଅକ୍ଷୟ ଶକ୍ତି ଉତ୍ପାଦନ କେନ୍ଦ୍ରରୁ ଲୋଡ ସେଣ୍ଟର ପର୍ଯ୍ୟନ୍ତ ଶକ୍ତି ପରିବହନ ଭିତ୍ତିଭୂମି ନିର୍ମାଣ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ମିଳିଛି। ମୁଖ୍ୟମନ୍ତ୍ରୀ ଶକ୍ତି ଉନ୍ନୟନ କାର୍ଯ୍ୟକ୍ରମ #CMPDP ଅଧୀନରେ ତଥା ସବୁଜ ଶକ୍ତି ନିକାସ ଓ ପରିବହନ କରିଡର ଯୋଜନା ମାଧ୍ୟମରେ ଗ୍ରୀଡ୍ ଷ୍ଟେସନ ଓ ଟ୍ରାନ୍ସମିଶନ ଲାଇନ ନିର୍ମାଣ ହେବ। CMO Odisha

ମୁଖ୍ୟମନ୍ତ୍ରୀ ଶକ୍ତି ଉନ୍ନୟନ କାର୍ଯ୍ୟକ୍ରମ #CMPDP ଯୋଜନାର ଅଂଶ ଭାବେ ଓଡ଼ିଶା ସଂଚାରଣ ବ୍ୟବସ୍ଥା ସୁଦୃଢ଼ୀକରଣ କାର୍ଯ୍ୟକ୍ରମ #OTSSP ଅଧୀନରେ ଓପିଟିସିଏଲ ଏହି ସବଷ୍ଟେସନ ଓ ସଂଲଗ୍ନ ଟ୍ରାନ୍ସମିଶନ ଲାଇନ ନିର୍ମାଣ କରିବ। ଆସନ୍ତା ୩ ବର୍ଷ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ।

Energy Odisha (@energyodisha) 's Twitter Profile Photo

ଆହୁରି ମଜଭୁତ୍ ହେଉଛି ବିଦ୍ୟୁତ୍ ବିତରଣ ଭିତ୍ତିଭୂମି। #CMPDP ମୁଖ୍ୟମନ୍ତ୍ରୀ ବିଦ୍ୟୁତ୍‌ ବିକାଶ କାର୍ଯ୍ୟକ୍ରମ(#ODSSP-ପଞ୍ଚମ ପର୍ଯ୍ୟାୟ)ରେ ଟ୍ରାନ୍ସଫର୍ମର ବଦଳାଇବା, ସିଙ୍ଗଲ ଫେଜ୍‌ ଏଲ୍‌ଟି ଲାଇନକୁ ୩ ଫେଜ୍‌ରେ ପରିବର୍ତ୍ତନ, ନୂଆ୧୧ ଓ ୧୩ କେଭି ଲାଇନ ଓ ନୂଆ ସବ୍‌ଷ୍ଟେସନ ନିର୍ମାଣ ପାଇଁ ୧୩ଶହ କୋଟି ଖର୍ଚ୍ଚ ହେବ। #OdishaOnTheMove

Principal Secretary Vishal K. Dev has reviewed the status of distribution strengthening projects under #ODSSP-4 and #CMPDP . He asked the project implementing agencies to ensure timely completion of projects. He also reviewed the capital expenditure #Capex by the DISCOMs.

ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା #CMPDP ଅଧୀନରେ କଟକ-ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ବିଦ୍ୟୁତ୍ ଭିତ୍ତିଭୂମି ନିର୍ମାଣ ଓ ସମ୍ପ୍ରସାରଣ ପାଇଁ ୪୬୯.୬୯ କୋଟିର ଅତିରିକ୍ତ ବ୍ୟୟ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ରାଜ୍ୟ ରାଜଧାନୀ ଅଞ୍ଚଳ ଶକ୍ତି ଉନ୍ନତି ଯୋଜନା #SCRIPS ଜରିଆରେ OPTCL ଏହି ପ୍ରକଳ୍ପଗୁଡ଼ିକର ନିର୍ମାଣ କରିବ।

🍁Pooja Malvi🍁 (@poojamalvi476) 's Twitter Profile Photo

महिलाओं की बात महिलाओं के साथ✌️ Women were informed about various types of welfare schemes being run by the government by setting up Mahila Chaupal.🙌#chhindwara AIGGPA BHOPAL CMYIP 'Mukhyamantri Janseva Mitra' CMYIP #cmpdp MP Yuva Portal American India Foundation #woman

महिलाओं की बात महिलाओं के साथ✌️

Women were informed about various types of welfare schemes being run by the government by setting up Mahila Chaupal.🙌#chhindwara AIGGPA BHOPAL CMYIP 'Mukhyamantri Janseva Mitra' CMYIP #cmpdp MP Yuva Portal American India Foundation  #woman
Energy Odisha (@energyodisha) 's Twitter Profile Photo

ଆହୁରି ମଜଭୁତ୍ ହେଉଛି ବିଦ୍ୟୁତ୍ ବିତରଣ ଭିତ୍ତିଭୂମି। #CMPDP ମୁଖ୍ୟମନ୍ତ୍ରୀ ବିଦ୍ୟୁତ୍ ବିକାଶ କାର୍ଯ୍ୟକ୍ରମ(ODSSP-ପଞ୍ଚମ ପର୍ଯ୍ୟାୟ)ରେ ଟ୍ରାନ୍ସଫର୍ମର ବଦଳାଇବା, ସିଙ୍ଗଲ ଫେଜ୍ ଏଲ୍‌ଟି ଲାଇନକୁ ୩ ଫେଜ୍‌ରେ ପରିବର୍ତ୍ତନ, ନୂଆ୧୧ ଓ ୧୩ କେଭି ଲାଇନ ଓ ନୂଆ ସବ୍‌ଷ୍ଟେସନ ନିର୍ମାଣ ପାଇଁ ୧୩ଶହ କୋଟି ଖର୍ଚ୍ଚ ହେବ। #OdishaOnTheMove

Kanta Patidar (@patidar_kanta) 's Twitter Profile Photo

अब आप भी बन सकते हैं जन सेवा मित्र शुरु हो गया है बैच 2 #CMjansevamitraMP #CMYIP #cmmadhyapradesh #cmyipneemuch #cmpdp

अब आप भी बन सकते हैं जन सेवा मित्र शुरु हो गया है बैच 2
#CMjansevamitraMP
#CMYIP
#cmmadhyapradesh
#cmyipneemuch
#cmpdp
Manan (@manan3595) 's Twitter Profile Photo

युवाओं में कमाई के साथ होगा कौशल का विकास। मुख्यमंत्री सीखो कमाओ योजना से पूरी होगी हर आस। #badegayuvabadegaMP #cmyip #cmpdp #mukhyamantrijansevamitra #aiggpa #jansamparkmp #youthforsocialchange #shivrajsinghchouhan #jsmvidisha

युवाओं में कमाई के साथ होगा कौशल का विकास।
मुख्यमंत्री सीखो कमाओ योजना से पूरी होगी हर आस।
#badegayuvabadegaMP
#cmyip #cmpdp #mukhyamantrijansevamitra #aiggpa #jansamparkmp  #youthforsocialchange  #shivrajsinghchouhan  #jsmvidisha
Balkrishna Pandey (@balkrishna2023) 's Twitter Profile Photo

कैबिनेट की बैठक में महत्वपूर्ण निर्णय --- ⏺️ सीएम जन सेवा मित्रों का मानदेय अब ₹𝟖𝟎𝟎𝟎 से ₹𝟏𝟎𝟎𝟎𝟎 करने और उनकी सेवा वृद्धि का निर्णय #cmpdp #jansewamitra Shivraj Singh Chouhan Ravi Karkara

कैबिनेट की बैठक में महत्वपूर्ण निर्णय

⏺️ सीएम जन सेवा मित्रों का मानदेय अब ₹𝟖𝟎𝟎𝟎 से ₹𝟏𝟎𝟎𝟎𝟎 करने और उनकी सेवा वृद्धि का निर्णय #cmpdp
#jansewamitra
Shivraj Singh Chouhan
Ravi Karkara
Kanta Patidar (@patidar_kanta) 's Twitter Profile Photo

सीएम फेलो निलेश मिश्रा जी के आदेशानुसार लाड़ली बहनों द्वारा गीत और मेंहदी के माध्यम से माननीय मुख्यमंत्री जी को धन्यवाद दिया मामाजी का एक ही सपना। सशक्त नारी सशक्त प्रदेश अपना।। #CMYIP #cmyipneemuch #cmpdp #nailneelesh

Satyaraj Lodhi (@lodhisatyaraj) 's Twitter Profile Photo

Nagod ब्लॉक की जन सेवा मित्र अर्चना@cmyip_mp kushwaha को समाज सेवा के क्षेत्र में राष्ट्रपति पुरस्कार , राज्यपाल सम्मान@cmmadhyapradesh ,विंध्य पुरस्कार सतना जिलेकी @jansevamitr_satna व अन्य पुरस्कारों से नवाजा गया #cmyip #cmpdp

Kanta Patidar (@patidar_kanta) 's Twitter Profile Photo

आओ सीखें खेल खेल में, आंगनवाड़ी में बच्चो के साथ एक्टिविटी कि गई साथ ही उनके साथ खेल खेल में poem, alfabet भी बोले गए जिससे बच्चो का मनोरंजन भी हुआ और बच्चो को खुशी हुई। JSM kanu patidar Block Neemuch #cmyip #cmyipneemuch #cmpdp #Aiggpa #Ashulsaxena #CMYIP

Satyaraj Lodhi (@lodhisatyaraj) 's Twitter Profile Photo

हम सभी @cmyip_datia लोग जनसेवा अभियान 2.0 की जानकारी@jansevamitr_satna जन जन तक पहुंचा रहे हैं @cmyip_mp और समर कैंप के माध्यम से बच्चों@cmyipblockkundamjbp को शिक्षित कर रहे हैं#CMyip #cmpdp sat

Pratik Malviya (@pratikcrazyhr) 's Twitter Profile Photo

जंक्शन से होकर गुजरने वाली ट्रेनों के यात्रियों को मुख्यमंत्री जनसेवा मित्रों ने ग्रीष्मकालीन सेवा कार्य के अंतर्गत निशुल्क शीतल पेयजल वितरण कार्यक्रम की शुरुआत की। इस मौके पर रेलवे स्टेशन प्रबंधक वीके पालीवाल समेत अन्य लोग मौजूद थे। #CMYIP #socialwork #cmpdp #JansamparkMP

ADITYA LAKHERA (@2706aadi) 's Twitter Profile Photo

मुख्यमंत्री जन सेवा अभियान 2.0 में आज फिर पुनः जन सेवा मित्र टीम मोहगांव के द्वारा रैली निकाल कर किया गया लोगो को जागरूक। Chief Minister, MP Chief Minister’s Youth Internship Programme Lokesh Sharma @supriya70914222 AIGGPA Jansampark MP #cmyip #cmpdp #Bhopal #ShivrajSinghChouhan