Life and Time Odisha(@lifetimeodisha) 's Twitter Profile Photo

| ଭୁବନେଶ୍ବର ଖଣ୍ଡିଗିରି ଅଞ୍ଚଳରୁ ୩୦ ଲକ୍ଷ ଟଙ୍କା ଜବତ ଘଟଣା, ଆଜି ଜବତ ଟଙ୍କାର ତଦନ୍ତ କରିବ ଆୟକର ବିଭାଗ, କାଗଜପତ୍ର ଦେଖାଇ ନ ପାରିଲେ ଟଙ୍କା ସିଜ୍ କରିବ ପୋଲିସ

#BreakingNews | ଭୁବନେଶ୍ବର ଖଣ୍ଡିଗିରି ଅଞ୍ଚଳରୁ ୩୦ ଲକ୍ଷ ଟଙ୍କା ଜବତ ଘଟଣା, ଆଜି ଜବତ ଟଙ୍କାର ତଦନ୍ତ କରିବ ଆୟକର ବିଭାଗ, କାଗଜପତ୍ର ଦେଖାଇ ନ ପାରିଲେ ଟଙ୍କା ସିଜ୍ କରିବ ପୋଲିସ 
#Odisha #Bhubaneswar #PratinidhiOdia
account_circle
ଲୋକଭାଷା(@Lokabhasa) 's Twitter Profile Photo

ଗଞ୍ଜେଇ ମାଫିଆ ଇମରାନ ଅଲ୍ଲୀ ରାଜା ଖାନ ଗିରଫ । ୩.୩୦ ଲକ୍ଷ ଟଙ୍କା ଜବତ ।

ଗଞ୍ଜେଇ ମାଫିଆ ଇମରାନ ଅଲ୍ଲୀ ରାଜା ଖାନ ଗିରଫ । ୩.୩୦ ଲକ୍ଷ ଟଙ୍କା ଜବତ ।
account_circle
News18 Odia(@News18Odia) 's Twitter Profile Photo

ଭୁବନେଶ୍ବର ଖଣ୍ଡିଗିରି ଅଞ୍ଚଳରୁ ୩୦ ଲକ୍ଷ ଟଙ୍କା ଜବତ ଘଟଣା, ଆଜି ଜବତ ଟଙ୍କାର ତଦନ୍ତ କରିବ ଆୟକର ବିଭାଗ, କୌଣସି କାଗଜପତ୍ର ଦେଖାଇ ପାରୁନାହାନ୍ତି ପାନମସଲା କମ୍ପାନୀ ମାଲିକ, କାଗଜପତ୍ର ଦେଖାଇ ନ ପାରିଲେ ଟଙ୍କା ସିଜ୍ କରିବ ପୋଲିସ

ଭୁବନେଶ୍ବର ଖଣ୍ଡିଗିରି ଅଞ୍ଚଳରୁ ୩୦ ଲକ୍ଷ ଟଙ୍କା ଜବତ ଘଟଣା, ଆଜି ଜବତ ଟଙ୍କାର ତଦନ୍ତ କରିବ ଆୟକର ବିଭାଗ, କୌଣସି କାଗଜପତ୍ର ଦେଖାଇ ପାରୁନାହାନ୍ତି ପାନମସଲା କମ୍ପାନୀ ମାଲିକ, କାଗଜପତ୍ର ଦେଖାଇ ନ ପାରିଲେ ଟଙ୍କା ସିଜ୍ କରିବ ପୋଲିସ #BreakingNews
account_circle
Kanak News(@kanak_news) 's Twitter Profile Photo

ସହିଦନଗରରୁ ୩୦ ଲକ୍ଷ ଟଙ୍କା ଜବତ ଘଟଣା : ଥାନାରେ ଅଭିଯୁକ୍ତଙ୍କୁ ପଚରାଉଚରା - kanaknews.com/videos/30-lakh…

ସହିଦନଗରରୁ ୩୦ ଲକ୍ଷ ଟଙ୍କା ଜବତ ଘଟଣା : ଥାନାରେ ଅଭିଯୁକ୍ତଙ୍କୁ ପଚରାଉଚରା -  kanaknews.com/videos/30-lakh…
account_circle
News18 Odia(@News18Odia) 's Twitter Profile Photo

ଇଂଜିନିୟର ପ୍ରତାପ ସାମଲଙ୍କ ଘରେ ଭିଜିଲାନ୍ସର ଚଢ଼ାଉ
ଭୁବନେଶ୍ବର ନୟାପଲ୍ଲୀ ଘରର ଛାତ ଉପରୁ ଓ ପେଟି ଭିତରୁ #୩୦ ଲକ୍ଷ ଟଙ୍କା ଜବତ କଲା ଭିଜିଲାନ୍ସ । ଭୁବନେଶ୍ବର, ବାଲେଶ୍ବର ଓ ଭଦ୍ରକ ସମେତ ୧୧ଟି ସ୍ଥାନରେ ଚଢ଼ାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୧୦ଟି ଟିମ୍‌ର ଚଢ଼ାଉ ଜାରି
Odisha Vigilance

@OdishaVigilance
account_circle
ଲୋକଭାଷା(@Lokabhasa) 's Twitter Profile Photo

ଭୁବନେଶ୍ୱର ବରମୁଣ୍ଡା ରୁ ୩୦ ଲକ୍ଷ ଟଙ୍କା ଜବତ ଘଟଣା । ଜବତ ଟଙ୍କାର ଆଜି ତଦନ୍ତ କରିବ ଆୟକର ବିଭାଗ । କାଗଜପତ୍ର ଦେଇ ପାରୁନାହିଁ ପାନ ମସଲା କମ୍ପାନୀ ମାଲିକ ।

ଭୁବନେଶ୍ୱର ବରମୁଣ୍ଡା ରୁ ୩୦ ଲକ୍ଷ ଟଙ୍କା ଜବତ ଘଟଣା । ଜବତ ଟଙ୍କାର ଆଜି ତଦନ୍ତ କରିବ ଆୟକର ବିଭାଗ । କାଗଜପତ୍ର ଦେଇ ପାରୁନାହିଁ ପାନ ମସଲା କମ୍ପାନୀ ମାଲିକ ।
account_circle
Kanak News(@kanak_news) 's Twitter Profile Photo

ଓଡିଶା-ଛତିଶଗଡ ସୀମାରୁ ୩୦ ଲକ୍ଷ ଟଙ୍କା ଜବତ । ଗାଡି ଯାଞ୍ଚ ବେଳେ ମାଲକାନଗିରି ଚାଲାଣଗୁଡାରୁ ଜବତ କଲା ଫ୍ଲାଇଂ ସ୍କ୍ୱାର୍ଡ ଓ ପୋଲିସ୍

account_circle
ଓଟିଭି(@otvkhabar) 's Twitter Profile Photo

- ମାଲକାନଗିରି: ଗାଡ଼ି ଯାଞ୍ଚ ବେଳେ କାର୍‌ରୁ ୩୦ ଲକ୍ଷ ଟଙ୍କା ଜବତ
- ଛତିଶଗଡ଼ ଚାଲାନଗୁଡ଼ା ନିକଟରେ ଗାଡ଼ି ଯାଞ୍ଚ ବେଳେ ଜବତ
- ୨ ଜଣଙ୍କୁ ପଚରାଉଚରା କରୁଛି ମାଲକାନଗିରି ପୋଲିସ

#କାର୍‌ରୁ_୩୦_ଲକ୍ଷ_ଟଙ୍କା_ଜବତ
- ମାଲକାନଗିରି: ଗାଡ଼ି ଯାଞ୍ଚ ବେଳେ କାର୍‌ରୁ ୩୦ ଲକ୍ଷ ଟଙ୍କା ଜବତ
- ଛତିଶଗଡ଼ ଚାଲାନଗୁଡ଼ା ନିକଟରେ ଗାଡ଼ି ଯାଞ୍ଚ ବେଳେ ଜବତ
- ୨ ଜଣଙ୍କୁ ପଚରାଉଚରା କରୁଛି ମାଲକାନଗିରି ପୋଲିସ
#Malkangiri #Odisha #OTV
account_circle
Sambad (ସମ୍ବାଦ)(@sambad_odisha) 's Twitter Profile Photo

ଗଂଜେଇ ମାଫିଆ ଇମରାନ୍‌ ଅଲ୍ଲୀ ରାଜା ଖାନ ଗିରଫ, ୩.୩୦ ଲକ୍ଷ ଟଙ୍କା ଜବତ

sambad.in/state/notoriou…

ଗଂଜେଇ ମାଫିଆ ଇମରାନ୍‌ ଅଲ୍ଲୀ ରାଜା ଖାନ ଗିରଫ, ୩.୩୦ ଲକ୍ଷ ଟଙ୍କା ଜବତ

sambad.in/state/notoriou…

#Arrested #ImranAlliRajaKhan #Sambad #Odisha
account_circle
KNews Odisha(@knewsodia) 's Twitter Profile Photo

ବରମୁଣ୍ଡାରୁ ୩୦ ଲକ୍ଷ ଟଙ୍କା ଜବତ ଘଟଣା: କୌଣସି କାଗଜପତ୍ର ଦେଖାଇ ପାରୁନାହାନ୍ତି ପାନ ମସଲା କମ୍ପାନୀର ମାଲିକ, ଆଜି ତଦନ୍ତ କରିବ ଆୟକର ବିଭାଗ
knewsodisha.com/income-tax-dep…

ବରମୁଣ୍ଡାରୁ ୩୦ ଲକ୍ଷ ଟଙ୍କା ଜବତ ଘଟଣା: କୌଣସି କାଗଜପତ୍ର ଦେଖାଇ ପାରୁନାହାନ୍ତି ପାନ ମସଲା କମ୍ପାନୀର ମାଲିକ, ଆଜି ତଦନ୍ତ କରିବ ଆୟକର ବିଭାଗ
knewsodisha.com/income-tax-dep…
account_circle
Kanak News(@kanak_news) 's Twitter Profile Photo

ଭୁବନେଶ୍ୱର : କାର୍ ଭିତରୁ ୩୦ ଲକ୍ଷ ଟଙ୍କା ଜବତ, ୨ଅଟକ - kanaknews.com/bhubaneswar-sp…

ଭୁବନେଶ୍ୱର : କାର୍ ଭିତରୁ ୩୦ ଲକ୍ଷ ଟଙ୍କା ଜବତ, ୨ଅଟକ -  kanaknews.com/bhubaneswar-sp…
account_circle
Odisha Reporter(@OdishaReporter) 's Twitter Profile Photo

ମାଲକାନଗିରି: ଗାଡ଼ି ଯାଞ୍ଚ ବେଳେ କାର୍‌ରୁ ୩୦ ଲକ୍ଷ ଟଙ୍କା ଜବତ, ଛତିଶଗଡ଼ ଚାଲାନଗୁଡ଼ା ନିକଟରେ ଗାଡ଼ି ଯାଞ୍ଚ ବେଳେ ଜବତ, ୨ ଜଣଙ୍କୁ ପଚରାଉଚରା କରୁଛି ମାଲକାନଗିରି ପୁଲିସ

ମାଲକାନଗିରି: ଗାଡ଼ି ଯାଞ୍ଚ ବେଳେ କାର୍‌ରୁ ୩୦ ଲକ୍ଷ ଟଙ୍କା ଜବତ, ଛତିଶଗଡ଼ ଚାଲାନଗୁଡ଼ା ନିକଟରେ ଗାଡ଼ି ଯାଞ୍ଚ ବେଳେ ଜବତ, ୨ ଜଣଙ୍କୁ ପଚରାଉଚରା କରୁଛି ମାଲକାନଗିରି ପୁଲିସ #Odisha
account_circle
Kanak News(@kanak_news) 's Twitter Profile Photo

ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରୁ ୩୦ ଲକ୍ଷ ଟଙ୍କା ଜବତ ଘଟଣା । ଟଙ୍କା କାରବାର ପଛରେ ଥିଲା ନକଲି ଗୁଟଖା କାରବାର । ଟାଙ୍ଗୀ ଓ ଜଗତପୁରରୁ ଧରାପଡିଥିବା ଗୁଟଖାର ଲିଙ୍କ ଖୋଲିଥିଲା ପୋଲିସ ।
DCP CUTTACK COMMISSIONERATE POLICE

#ପଦାକୁ_ଆସିଲା_୩୦_ଲକ୍ଷର_ସତ
ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରୁ ୩୦ ଲକ୍ଷ ଟଙ୍କା ଜବତ ଘଟଣା । ଟଙ୍କା କାରବାର ପଛରେ ଥିଲା ନକଲି ଗୁଟଖା କାରବାର । ଟାଙ୍ଗୀ ଓ ଜଗତପୁରରୁ ଧରାପଡିଥିବା ଗୁଟଖାର ଲିଙ୍କ ଖୋଲିଥିଲା ପୋଲିସ ।  
@dcp_cuttack @cpbbsrctc
account_circle
Kanak News(@kanak_news) 's Twitter Profile Photo

ମାଲକାନଗିରି ଚାଲାଣଗୁଡାରୁ ୩୦ ଲକ୍ଷ ଟଙ୍କା ଜବତ  । ଗାଡି ଯାଞ୍ଚ ବେଳେ ଜବତ କଲା ଫ୍ଲାଇଂ ସ୍କ୍ୱାଡ୍ ।
kanaknews.com/rs-30-lakh-sei…

ମାଲକାନଗିରି ଚାଲାଣଗୁଡାରୁ ୩୦ ଲକ୍ଷ ଟଙ୍କା ଜବତ  । ଗାଡି ଯାଞ୍ଚ ବେଳେ ଜବତ କଲା ଫ୍ଲାଇଂ  ସ୍କ୍ୱାଡ୍ । #KanakNews
kanaknews.com/rs-30-lakh-sei…
account_circle
Bazaartvlive(@bazaartvlive) 's Twitter Profile Photo

୩.୩୦ ଲକ୍ଷ ଟଙ୍କା ଜବତ, ଗଂଜେଇ ମାଫିଆ ଇମରାନ୍ ଅଲ୍ଲୀ ରାଜା ଖାନ ଗିରଫ bazaartvlive.com/%e0%ad%a9-%e0%…

account_circle
Odisha Reporter(@OdishaReporter) 's Twitter Profile Photo

ସମ୍ବଲପୁର: ରେଙ୍ଗାଲି ଥାନା କଣ୍ଢେଇକେଲାରୁ ରାଜନୈତିକ କର୍ମୀ ଦେବରାଜ ବାରିକଙ୍କ ଘରୁ ୧୨.୩୦ ଲକ୍ଷ ଟଙ୍କା ଜବତ

account_circle
Prameya Odia(@prameyaodia) 's Twitter Profile Photo

କ୍ରିକେଟ୍‌ ପାଇଁ ସଟ୍ଟା ଖେଳ: ୧.୩୦ ଲକ୍ଷ ଟଙ୍କା ଜବତ, ଜଣେ ଗିରଫ prameya.com/one-arrested-f…

account_circle