13 days ago
ଫୋଟୋ ଭି କିଛି କୁହେ ... ବର୍ଷା , ତୁମେ ଆସି , ଗଲା ପରେ ପରେ ....... #ଅନାବନା #ଫୋଟୋ #ଅନାବନା_ଫୋଟୋ
21 days ago
ଫୋଟୋ ଭି କିଛି କୁହେ ...... ସତରେ, କି ଅନ୍ଧାର କରି ମାଡ଼ି ଆସୁଛି କ୍ୟାମେରା ର ଭି ମନ ଛାଡ଼ୁନି .... #ଅନାବନା #ଫୋଟୋ #ଅନାବନା_ଫୋଟୋ
a month ago
ଆପନ ମାନେ ଖୁସି ତୋ !! #ଅନାବନା #ଫୋଟୋ #ଅନାବନା_ଫୋଟୋ
ସାଢ଼େ ୫ ହେଲା ଉଠ ଉଠ, ଆଉ ନ କର ମଠ ଚାଲ ସାଙ୍ଗ ହୋଇ ଚାଲିବା ..... #ଆମ_କଟକ #କଟକ #ଅନାବନା #ଫୋଟୋ #ଅନାବନା_ଫୋଟୋ
ରଙ୍ଗ ତୁମ ମନ୍ଦ ନୁହେଁ .. #ଅନାବନା #ଫୋଟୋ #ଅନାବନା_ଫୋଟୋ
#ଫୋଟୋ ଭି କିଛି କୁହେ ...... ଦାମୀ ଦାମୀ ଏସି କାର୍ ଭି ଟିକେ ବିଶ୍ରାମ ପାଇଁ ଖୋଜି ଖୋଜି , ଚାଲିଆସନ୍ତି ........ #ଅନାବନା ଫୋଟୋ #ଅନାବନା_ଫୋଟୋ
2 months ago
ଫୋଟୋ ଭି କିଛି କୁହେ .... ଆମ #କଟକ .. ଆଜିର ଏହି #ବର୍ଷା ସନ୍ଧ୍ୟାରେ ଏପରି ବୋଧ ହେଉଛି ଯେପରି ତାର ମାନେ ପରିଭ୍ରମଣାର୍ଥେ ତଳକୁ ଅସିଜାଇ ଅଛନ୍ତି ..ଏବଂ ଶୀତଳ ତରୁ ର ଆନନ୍ଦ ନେଉଛନ୍ତି #ଅନାବନା #ଫୋଟୋ #ଅନାବନା_ଫୋଟୋ
ମୁଁ ତ ଏକା ଥିଲି ଭଲ ଥିଲି ଖୁସି ଥିଲି ତୁ ଆସିବା ପରେ ମୋ ଜୀବନରେ କଳା ବାଦଲର ଅନ୍ଧାର ଢାଙ୍କି ହୋଇଗଲା #ମନର_ଭାବନା #ଅନାବନା
3 months ago
ସମସ୍ତଙ୍କୁ ଆପଣା ଭାବି ଭଲପାଇବାର ଅଭ୍ୟାସ ଥିଲା...କିନ୍ତୁ ଦେଖୁନ ; ସେଇମାନେ ହିଁ ବୁଝେଇ ଦେଇଗଲେ ଆପଣା କେହି ହୁଏନା...😊😊😊 #ଅନାବନା #ଭାବନା 🫠 #ରବିବାର
ଯେତେବେଳେ ସମ୍ପର୍କ ଥିଲା ସେତେବେଳେ ସମୟ ନଥିଲା ଏବେ ସମୟ ଅଛି କିନ୍ତୁ ଆଗଭଳି ଆଉ ସମ୍ପର୍କ ନାହିଁ। #ଅନାବନା
ତୁମେ ଯେବେ ଦିଅ ଚାହିଁ ଧୀରେ ଯାଏ ମୁଁ ଲାଜେଇ ଲାଜ ଭରା ଆଖି ମୋର ପାରେନି ତୁମକୁ ଚାହିଁ #ଅନାବନା
ତୁମ ସିନ୍ଦୁର ପିନ୍ଧି ମୁଁ ଯେବେ ହୁଏ ସଜେଇ ଫୁଲେଇ ଫୁଲ ଟା କାଇଁ ଯାଏ ଲାଜେଇ... #ଅନାବନା
4 months ago
ଗୋଲାପ ଫୁଲକୁ ଭଲ ପାଉଥିଲି ସ୍ନେହ, ଶ୍ରଦ୍ଧା, ପ୍ରାଣ ଦେଇ ସେହି ପ୍ରେମ ଆଜି ମଉଳି ଯାଇଛି ମନରେ ତାହାର ପ୍ରୀତି ଟିକେ କାହିଁ ନାହିଁ। #ସାୟରୀ #ଅନାବନା
#ଅନାବନା ଭାବନା
ଫୋଟୋ ଭି କିଛି କୁହେ ..... #ଅନାବନା #ଫୋଟୋ #ଅନାବନା_ଫୋଟୋ
ଫୋଟୋ ଭି କିଛି କୁହେ ..... କଉଠୁ ବାହାରିଛି ଓ କୁଆଡ଼େ ଯାଇଛି ...... #ଅନାବନା #ଫୋଟୋ #ଅନାବନା_ଫୋଟୋ
କିଛି ଲୋକ ଏମିତି ଖାସ ହୋଇଥାନ୍ତି ସେ ସାରା ଜୀବନ ପାଇଁ ମନେ ରୁହନ୍ତି ।। #ଅନାବନା
ପଖାଳ କୁ ମହୁଆ ତା ପାଣି ପେଇ ଦେଇଚି ପ୍ରାୟ 🤣🤣🤣 #ଅନାବନା
5 months ago
କେଉଁ ମନ୍ଦିରରେ ଦୀପ ମୁଁ ଜାଳିବି ତୁମକୁ ପାଇବା ପାଇଁ , ତୁମ ବିନା ସାଥୀ ଜୀବନରେ ମୋତେ ଆଉ କିଛି ଲୋଡ଼ା ନାହିଁ । #ଅନାବନା #ଭାବନା