Susrita Samantaray (@susritart) 's Twitter Profile
Susrita Samantaray

@susritart

MicroArtist || Designer || Biotech || Scientific Illustrator

ID: 391953585

linkhttps://www.instagram.com/susritart/ calendar_today16-10-2011 10:30:26

884 Tweet

1,1K Followers

159 Following

Susrita Samantaray (@susritart) 's Twitter Profile Photo

SUSRITART IS BACK with the ‘2024 Mini Desk Calendar’. 🤩 12 Odia Landmarks in 12 intricately designed cards with unique stamp aesthetics, showcasing Odisha’s architecture & culture. Perfect addition to your home or workspace this year.!! 🥳 DM to buy. 📩 #odisha #calendar #ଓଡିଶା

Susrita Samantaray (@susritart) 's Twitter Profile Photo

Susritart's new '2024 Mini Easel Desk Calendar' brings #Odisha's architecture into popped into unique stamp aesthetics. 12 colorful designed cards is a perfect additon to your workspace in the coming year. Dm to buy ! #susritart #2024calendar #odisha #calendar2024 #odia

Susrita Samantaray (@susritart) 's Twitter Profile Photo

Get your own ODIA 2024 CALENDAR NOW 🤗 12 Odia Landmarks, intricately designed cards with unique stamp aesthetics showcasing Odisha's Architecture & Culture ! Perfect addition to your home/workspace in coming year 🥳 DM to buy ! #susritart #calendar2024 #odishatourism #odia

Susrita Samantaray (@susritart) 's Twitter Profile Photo

1st batch of Mini Desk Odisha Calendar packing in progress 💕 #susritart #odisha #odiacalendar #odishacalendar #calendar2024 #2024calendar #minideskcalendar #deskcalendar #ArtistOnTwitter

Susrita Samantaray (@susritart) 's Twitter Profile Photo

#sus_microseries 112 ଶ୍ରୀ ରାଧା ଗୋବିନ୍ଦ ଦେଉଳ (SHRI RADHA GOVINDA SWAMI TEMPLE) ଏହି ୧୭୦୦ ମସିହାର ମନ୍ଦିରଟି ସୁନ୍ଦର ଓଡ଼ିଆ ଶିଳ୍ପକଳା ରେ ତିଆରି ହୋଇଛି । ମନ୍ଦିର ର କାନ୍ଥରେ ୪ଟି ବେଦ ତଥା ଭଗବାନ କୃଷ୍ଣଙ୍କର ଅବତାର ର ଗାଥା ଖୋଦିତ ଶୈଳୀରେ ଦେଖିବାକୁ ମିଳିଥାଏ।  #susritart #odisha #templeart #penart #ଓଡ଼ିଶା

#sus_microseries 112 ଶ୍ରୀ ରାଧା ଗୋବିନ୍ଦ ଦେଉଳ (SHRI RADHA GOVINDA SWAMI TEMPLE)
ଏହି ୧୭୦୦ ମସିହାର ମନ୍ଦିରଟି ସୁନ୍ଦର ଓଡ଼ିଆ ଶିଳ୍ପକଳା ରେ ତିଆରି ହୋଇଛି । ମନ୍ଦିର ର କାନ୍ଥରେ ୪ଟି ବେଦ ତଥା ଭଗବାନ କୃଷ୍ଣଙ୍କର ଅବତାର ର ଗାଥା ଖୋଦିତ ଶୈଳୀରେ ଦେଖିବାକୁ ମିଳିଥାଏ।  

#susritart #odisha #templeart #penart #ଓଡ଼ିଶା
Susrita Samantaray (@susritart) 's Twitter Profile Photo

#sus_microseries 113 MAA DURGA TEMPLE ( ମାଁ ଦୁର୍ଗା ମନ୍ଦିର) ମାଁଙ୍କର ଏହି ସୁନ୍ଦର ମନ୍ଦିରଟି ବଲାଙ୍ଗୀର ଜିଲ୍ଲାରେ ଅବସ୍ଥିତ ଅଟେ। ଏହି ମନ୍ଦିରଟି ସାଧାରଣତନ୍ତ୍ର ନବରାତ୍ରି ସମୟରେ ଭିଡ଼ ରହିଥାଏ କାରଣ ଲୋକମାନେ ମାଁଙ୍କର ଦର୍ଶନ ଏବଂ ଆସିର୍ବାଦ ପାଇଁ ଆସିଥାନ୍ତି । #susritart #odisha #artsy #penart #templeart

#sus_microseries 113 MAA DURGA TEMPLE ( ମାଁ ଦୁର୍ଗା ମନ୍ଦିର)
ମାଁଙ୍କର ଏହି ସୁନ୍ଦର ମନ୍ଦିରଟି ବଲାଙ୍ଗୀର ଜିଲ୍ଲାରେ ଅବସ୍ଥିତ ଅଟେ। ଏହି ମନ୍ଦିରଟି ସାଧାରଣତନ୍ତ୍ର ନବରାତ୍ରି ସମୟରେ ଭିଡ଼ ରହିଥାଏ କାରଣ ଲୋକମାନେ ମାଁଙ୍କର ଦର୍ଶନ ଏବଂ ଆସିର୍ବାଦ ପାଇଁ ଆସିଥାନ୍ତି ।
#susritart #odisha #artsy #penart #templeart
Susrita Samantaray (@susritart) 's Twitter Profile Photo

🌸ପବିତ୍ର #ରଥଯାତ୍ରା ଅବସରରେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 🌸 ଜୟ ଜଗନ୍ନାଥ 🙏 #ରଥଯାତ୍ରା୨୦୨୪ #susritart #Rathayatra2024 #Rathajatra2024 #RathaJatra #ଘୋଷଯାତ୍ରା

🌸ପବିତ୍ର #ରଥଯାତ୍ରା ଅବସରରେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 🌸 ଜୟ ଜଗନ୍ନାଥ 🙏
#ରଥଯାତ୍ରା୨୦୨୪ #susritart
#Rathayatra2024
#Rathajatra2024
#RathaJatra  #ଘୋଷଯାତ୍ରା
Susrita Samantaray (@susritart) 's Twitter Profile Photo

ବିଶ୍ବ ପଖାଳ ଦିବସର ଶୁଭେଚ୍ଛା ଓ ଅଭିନନ୍ଦନ 😄🙏 #PakhalaDibasa #ପଖାଳଦିବସ #ଓଡ଼ିଆ #Odia #Susritart

ବିଶ୍ବ ପଖାଳ ଦିବସର ଶୁଭେଚ୍ଛା ଓ ଅଭିନନ୍ଦନ 😄🙏
#PakhalaDibasa #ପଖାଳଦିବସ #ଓଡ଼ିଆ #Odia #Susritart
Susrita Samantaray (@susritart) 's Twitter Profile Photo

#ଉତ୍କଳଦିବସ ଉପଲକ୍ଷେ ସମଗ୍ର ରାଜ୍ୟବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ! 🙏 #UtkalaDibasa #Odisha

#ଉତ୍କଳଦିବସ ଉପଲକ୍ଷେ ସମଗ୍ର ରାଜ୍ୟବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ! 🙏
#UtkalaDibasa #Odisha
Susrita Samantaray (@susritart) 's Twitter Profile Photo

#sus_odiafood 029 SAGU KHECHEDI (ସାଗୁ ଖେଚୁଡ଼ି) ଶ୍ରାବଣ ମାସ ପ୍ରଥମ ସୋମବାର ବ୍ରତ ଉପଲକ୍ଷେ ଏକ ଖାଦ୍ୟ ରେସିପି 🙏 #ଶ୍ରାବଣସୋମବାର #ସାଗୁଖେଚୁଡ଼ି #shravanasomabara #shravanmaas #ShravanSomvar #sombar #shravansomwar #susritart

#sus_odiafood 029 SAGU KHECHEDI (ସାଗୁ ଖେଚୁଡ଼ି) ଶ୍ରାବଣ ମାସ ପ୍ରଥମ ସୋମବାର ବ୍ରତ ଉପଲକ୍ଷେ ଏକ ଖାଦ୍ୟ ରେସିପି 🙏 

#ଶ୍ରାବଣସୋମବାର #ସାଗୁଖେଚୁଡ଼ି #shravanasomabara #shravanmaas #ShravanSomvar #sombar #shravansomwar #susritart
Archaeological Survey of India (@asigoi) 's Twitter Profile Photo

Step into the #LingarajTemple and witness one of India’s finest specimen of the orissan architecture Located in #Bhubaneswar, #Odisha, this temple was built in 11th century CE and is dedicated to Lord Shiva, locally revered as Lingaraja or Krittivasa. Designed in a distinctive

Step into the #LingarajTemple and witness one of India’s finest specimen of the orissan architecture Located in #Bhubaneswar, #Odisha, this temple was built in 11th century CE and is dedicated to Lord Shiva, locally revered as Lingaraja or Krittivasa.

Designed in a distinctive
Susrita Samantaray (@susritart) 's Twitter Profile Photo

#sus_microseries 114 ଶ୍ରୀ କପିଳାଶ ମନ୍ଦିର (Sri Kapilash Temple) 🛕 ଶ୍ରାବଣ ମାସ ସୋମବାର ଉପଲକ୍ଷେ ଢେଙ୍କାନାଳ ଜିଲ୍ଲା ର ଶ୍ରୀ ଚନ୍ଦ୍ରଶେଖର ମହାଦେବଙ୍କ ମନ୍ଦିର ର ଚିତ୍ରାଙ୍କନ। ଏହି ମନ୍ଦିର କୁ ଓଡ଼ିଶାର କୈଳାଶ ମଧ୍ୟ କୁହାଯାଏ। 🙏🌼 #susritart #kapilashtemple #shravansombar #OdishaTemple

#sus_microseries 114 ଶ୍ରୀ କପିଳାଶ ମନ୍ଦିର (Sri Kapilash Temple) 🛕 
ଶ୍ରାବଣ ମାସ ସୋମବାର ଉପଲକ୍ଷେ ଢେଙ୍କାନାଳ ଜିଲ୍ଲା ର ଶ୍ରୀ ଚନ୍ଦ୍ରଶେଖର ମହାଦେବଙ୍କ ମନ୍ଦିର ର ଚିତ୍ରାଙ୍କନ। ଏହି ମନ୍ଦିର କୁ ଓଡ଼ିଶାର କୈଳାଶ ମଧ୍ୟ କୁହାଯାଏ। 🙏🌼
#susritart #kapilashtemple #shravansombar #OdishaTemple
Susrita Samantaray (@susritart) 's Twitter Profile Photo

#sus_odiafood 030 CHITAU PITHA (ଚିତଉ ପିଠା) ଏହା ଓଡ଼ିଶାର ଏକ ପାରମ୍ପରିକ ସ୍ୱାଦିଷ୍ଟ ଚାଉଳ ଆଧାରିତ ବାଷ୍ପଯୁକ୍ତ ପିଠା 🫓✨ଯାହା ଚିତାଲାଗି ଅମାବାସ୍ୟା ଦିନ ପ୍ରଭୁ ଜଗନ୍ନାଥଙ୍କୁ ଅର୍ପଣ କରାଯାଏ। Soft, spongy rice pitha, steamed with love & devotion🙏💛 #ChitauPitha #ChitalagiAmavasya #ArtistsOnX #pitha

#sus_odiafood 030 CHITAU PITHA (ଚିତଉ ପିଠା) 
ଏହା ଓଡ଼ିଶାର ଏକ ପାରମ୍ପରିକ ସ୍ୱାଦିଷ୍ଟ ଚାଉଳ ଆଧାରିତ ବାଷ୍ପଯୁକ୍ତ ପିଠା 🫓✨ଯାହା ଚିତାଲାଗି ଅମାବାସ୍ୟା ଦିନ ପ୍ରଭୁ ଜଗନ୍ନାଥଙ୍କୁ ଅର୍ପଣ କରାଯାଏ।
Soft, spongy rice pitha, steamed with love & devotion🙏💛
#ChitauPitha #ChitalagiAmavasya #ArtistsOnX #pitha
Biswa Bhusana Mahapatra (@bbmspeaks) 's Twitter Profile Photo

Besides this. As an ecologist, I must share that this #pitha is also offered to Maa Gendeisuni (Goddess of #snails), and snails in the farms so that they can eat the pitha instead of the plants. A unique tradition of #Odisha. #mollusc #malacology

Susrita Samantaray (@susritart) 's Twitter Profile Photo

#sus_odiafood SIJHA MANDA PITHA (ସିଝା ମଣ୍ଡା ପିଠା) ପବିତ୍ର ରକ୍ଷୀ ପୂର୍ଣିମା ଉପଲକ୍ଷେ, ଓଡ଼ିଶାର ପାରମ୍ପାରିକ ସୁସ୍ୱାଦ, ପୁରଦିଆ, ସିଝା ହୋଇଥିବା ପିଠାର ପ୍ରସ୍ତୁତି, ଚିତ୍ର ଆକାର ରେ। 🏵 Celebrate Rakhi Purnima with Manda Pitha 🫓🩷 #ରାଖୀପୂର୍ଣ୍ଣିମା #MandaPitha #RakhiSpecial #rakshabandhan #susritart

#sus_odiafood SIJHA MANDA PITHA (ସିଝା ମଣ୍ଡା ପିଠା)
ପବିତ୍ର ରକ୍ଷୀ ପୂର୍ଣିମା ଉପଲକ୍ଷେ, ଓଡ଼ିଶାର ପାରମ୍ପାରିକ ସୁସ୍ୱାଦ, ପୁରଦିଆ, ସିଝା ହୋଇଥିବା ପିଠାର ପ୍ରସ୍ତୁତି, ଚିତ୍ର ଆକାର ରେ। 🏵
Celebrate Rakhi Purnima with Manda Pitha 🫓🩷
#ରାଖୀପୂର୍ଣ୍ଣିମା #MandaPitha  #RakhiSpecial #rakshabandhan #susritart