Prashant Sahu 🇮🇳 (@suryanandannet) 's Twitter Profile
Prashant Sahu 🇮🇳

@suryanandannet

CEO, Suryanandan.Net (Web Site Company Since 2001)

Google Auth Partner- .IN Registrar- Cyber Expert -TV Panelist . FB : fb.com/suryanandan.net

ID: 2543878904

linkhttps://youtube.com/@suryanandan calendar_today03-06-2014 16:28:08

27,27K Tweet

114,114K Followers

635 Following

Prashant Sahu 🇮🇳 (@suryanandannet) 's Twitter Profile Photo

ଆମ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀପୁର, କୋରାପୁଟର ଏକ ମନ୍ଦିରରେ ଜନସାଧାରଣଙ୍କ ସହ ଏକ ସାଥେ ବସି ପ୍ରସାଦ ସେବନ କରୁଥିବା ,୨୪ ବର୍ଷ ପୂର୍ବର ବିରଳ ଚିତ୍ର ଦେଖନ୍ତୁ . #NaveenPatnaik was a Central Minister that time and was campaigning in Laxmipur By-Election.

ଆମ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀପୁର, କୋରାପୁଟର ଏକ ମନ୍ଦିରରେ ଜନସାଧାରଣଙ୍କ ସହ ଏକ ସାଥେ ବସି ପ୍ରସାଦ ସେବନ କରୁଥିବା ,୨୪ ବର୍ଷ ପୂର୍ବର ବିରଳ ଚିତ୍ର ଦେଖନ୍ତୁ .  
#NaveenPatnaik was a Central Minister that time and was campaigning in Laxmipur By-Election.
Prashant Sahu 🇮🇳 (@suryanandannet) 's Twitter Profile Photo

ମହାବାତ୍ୟା (Odisha Super Cyclone 1999 ) ର ବିରଳ ଭିଡ଼ିଓ ଦେଖନ୍ତୁ ଯାହା ଭାରତ ସରକାରଙ୍କ ଫିଲ୍ମ ଡିଭିଜନ ଦ୍ୱାରା ନିର୍ମିତ ହୋଇଥିଲା . #supercylone #Dana #cyclone #Odisha #batya #Odishacyclone #DanaCyclone For Full Video Click : youtu.be/UlblDnK71EE

Prashant Sahu 🇮🇳 (@suryanandannet) 's Twitter Profile Photo

୧୫ ବର୍ଷ ପୂର୍ବେ ଏମିତି ବାଣ ବିକା ହେଉଥିଲା ଭୁବନେଶ୍ୱରରେ. ଖାଲି ତାଳ ଫୋଟକା , ଝୁର୍ଝୁରି ଓ କୁଂପି ବାଣ ଦେଖା ଯାଉଛି . ଆଉ କେଉଁ ବାଣ ଚିହିଁ ହଉଛି , ଆପଣ କହିବେ .

୧୫ ବର୍ଷ ପୂର୍ବେ ଏମିତି ବାଣ ବିକା ହେଉଥିଲା ଭୁବନେଶ୍ୱରରେ.
ଖାଲି ତାଳ ଫୋଟକା , ଝୁର୍ଝୁରି  ଓ କୁଂପି ବାଣ ଦେଖା ଯାଉଛି . ଆଉ କେଉଁ ବାଣ ଚିହିଁ ହଉଛି , ଆପଣ କହିବେ .
Prashant Sahu 🇮🇳 (@suryanandannet) 's Twitter Profile Photo

ଯାଜପୁରର ଦଶ୍ୱାସମେଧ ଘାଟ ବରାହ ମନ୍ଦିର କୁ ସଂଯୋଗ କରୁଥିବା ଅସ୍ଥାୟୀ ପୋଲ , ୫୦ ବର୍ଷ ପୂର୍ବେ . #Jajpur

ଯାଜପୁରର ଦଶ୍ୱାସମେଧ ଘାଟ ବରାହ ମନ୍ଦିର କୁ ସଂଯୋଗ କରୁଥିବା ଅସ୍ଥାୟୀ ପୋଲ , ୫୦ ବର୍ଷ ପୂର୍ବେ . #Jajpur
Shashank Mattoo (@mattooshashank) 's Twitter Profile Photo

“I am currently under protection here in Canada. I find that strange. If Canada is so safe, why is a High Commissioner under protection?” asks Indian envoy to Canada Dinesh Patnaik

Prashant Sahu 🇮🇳 (@suryanandannet) 's Twitter Profile Photo

ରାଜଧାନୀରେ ବି ଦିନେ ରିକ୍ସା ଚାଲୁଥିଲା .. ପୁରୁଣା ବସ୍ ଷ୍ଟାଣ୍ଡରୁ ନୂଆପଲ୍ଲୀ, ମୁ ବହୁ ବାର ରିକ୍ସାରେ ଆସିଛି . ୯ ତାଲା ରାସ୍ତା ପୁରା ଗଡାଣିଆ , ସେଠି ପ୍ୟାଡଲ ମାରିବାକୁ ପଡୁନଥିଲା . ପୁରା ଗଡିଗଡି କଲ୍ୟାଣ ମଣ୍ଡପ ଯାଏ ଆସିଯାଉଥିଲା ରିକ୍ସା . ଆଉ ଫେରିଲା ବେଳେ ପରିଶ୍ରମ ଅଧିକ ପଡୁଥିବ, ରିକ୍ସା ବାଲା କୁ

ରାଜଧାନୀରେ ବି ଦିନେ ରିକ୍ସା ଚାଲୁଥିଲା ..
ପୁରୁଣା ବସ୍ ଷ୍ଟାଣ୍ଡରୁ ନୂଆପଲ୍ଲୀ, ମୁ ବହୁ ବାର ରିକ୍ସାରେ ଆସିଛି .
୯ ତାଲା ରାସ୍ତା ପୁରା ଗଡାଣିଆ , ସେଠି ପ୍ୟାଡଲ ମାରିବାକୁ ପଡୁନଥିଲା . ପୁରା ଗଡିଗଡି କଲ୍ୟାଣ ମଣ୍ଡପ ଯାଏ ଆସିଯାଉଥିଲା ରିକ୍ସା .
ଆଉ ଫେରିଲା ବେଳେ ପରିଶ୍ରମ ଅଧିକ ପଡୁଥିବ, ରିକ୍ସା ବାଲା କୁ
Prashant Sahu 🇮🇳 (@suryanandannet) 's Twitter Profile Photo

ଆମ ପୂର୍ବଜ ୬୦ ବର୍ଷ ପୂର୍ବେ କେମିତି ଚାଟଶାଳୀରେ ପାଠ ପଢୁଥିଲେ ଦେଖନ୍ତୁ . Source : Ebay . Photo : Yr 1965

ଆମ ପୂର୍ବଜ ୬୦ ବର୍ଷ ପୂର୍ବେ କେମିତି ଚାଟଶାଳୀରେ ପାଠ ପଢୁଥିଲେ ଦେଖନ୍ତୁ . Source : Ebay . Photo : Yr 1965
Prashant Sahu 🇮🇳 (@suryanandannet) 's Twitter Profile Photo

ସର୍ବକାଳୀନ ଓଡ଼ିଆ ସିନେମା ସୁପରହିଟ ଗୀତ " ୟେ ମିଳନ " Cinema : Pua Mora Kala Thakura

Prashant Sahu 🇮🇳 (@suryanandannet) 's Twitter Profile Photo

ଆମ ଓଡ଼ିଶାର ସବୁ ରାଜା ମହାରାଜା ଗଣ ( ଗଡଜାତ ) ଏକତ୍ରିତ - ପୁରୀ ଶ୍ରୀନହର -୧୯୩୬ First Governor Sir John Austin Hubback - Mrs Hubback can be seen with all Raja Maharajas.

ଆମ ଓଡ଼ିଶାର ସବୁ ରାଜା ମହାରାଜା ଗଣ ( ଗଡଜାତ ) ଏକତ୍ରିତ -  ପୁରୀ ଶ୍ରୀନହର -୧୯୩୬
First Governor Sir John Austin Hubback - Mrs Hubback can be seen with all Raja Maharajas.