
Suryabanshi Suraj
@suryabanshibjp
Sevak, Dhamanagar | Minister of State, Govt. of Odisha | Higher Education | Sports & Youth Services | Odia language, literature & Culture.
ID: 2712840513
15-07-2014 16:06:16
4,4K Tweet
29,29K Followers
83 Following

ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ ମିଶନରେ କଟକ ଏବଂ ଭୁବନେଶ୍ୱରରେ ୬ ଲେନ୍ ବିଶିଷ୍ଟ କଣ୍ଟ୍ରୋଲଡ୍ ଗ୍ରୀନଫିଲ୍ଡ କ୍ୟାପିଟାଲ ରିଜିଅନ ରିଙ୍ଗ୍ ରୋଡ୍ ପ୍ରକଳ୍ପ ନିର୍ମାଣ ପାଇଁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ଦେଇଥିବାରୁ ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀ Narendra Modi ଓ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ Nitin Gadkari



ମହାମହିମ ରାଜ୍ୟପାଳ ଶ୍ରୀ Dr. Hari Babu Kambhampati ଙ୍କ ସହିତ ଆମ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଭଦ୍ରକର ମଙ୍ଗଳ କାମନା କରିଛି । ମା‘ଙ୍କ ଆଶୀର୍ବାଦ ଲାଭ କରି ଏହି ପ୍ରସିଦ୍ଧ ଶକ୍ତିପୀଠ ପରିସର ମଧ୍ୟରେ ସମୟ ଅତିବାହିତ କରିବାରେ ପ୍ରତିଥର ଏକ ଦୁର୍ଲଭ ଅଲୌକିକ ଶକ୍ତି ଅନୁଭୂତ ହୁଏ ଯାହା ଶବ୍ଦରେ



ମାନ୍ୟବର ରାଜ୍ୟପାଳ ଶ୍ରୀ Dr. Hari Babu Kambhampati ଙ୍କ ଅଧ୍ୟକ୍ଷତାରେ ଆଜି ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ ଅନ୍ୟ ସରକାରୀ ଅଧିକାରୀ ଜିଲ୍ଲାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ପ୍ରକଳ୍ପ କାର୍ଯ୍ୟଗୁଡ଼ିକ ଉପରେ ତଥ୍ୟ ଉପସ୍ଥାପନ କରିଥିଲେ । ସେହି ସବୁ ତଥ୍ୟର ସମୀକ୍ଷା




ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଓଡ଼ିଶାକୁ ସର୍ବଦା ପ୍ରାଧାନ୍ୟ ଦେଇ ଆସିଛନ୍ତି । କେନ୍ଦ୍ର ସରକାରଙ୍କ ସହଯୋଗରେ ବିଗତ ୧୪ ମାସ ମଧ୍ୟରେ ଓଡ଼ିଶା ବିକାଶର ମନ୍ତ୍ରକୁ ପାଥେୟ କରି ପ୍ରଗତି ପଥରେ ଆଗକୁ ବଢ଼ିବା ସହିତ ବିକଶିତ ଭାରତର ସଂକଳ୍ପକୁ ସଶକ୍ତ କରିବା ଦିଗରେ ନିୟୋଜିତ ରହିଛି । କେନ୍ଦ୍ର ସରକାର ଓଡ଼ିଶା ପାଇଁ 'କ୍ୟାପିଟାଲ




ଆଜି ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ Dr. Mukesh Mahaling ଙ୍କ ଉପସ୍ଥିତିରେ ଆସନ୍ତାକାଲି ଶୁଭାରମ୍ଭ ହେବାକୁ ଥିବା Integrated Global Financial Technology Capability Hub (I-GFTCH)ର ପ୍ରସ୍ତୁତି ବୈଠକରେ ଯୋଗ ଦେଲି। ଆସନ୍ତାକାଲିର ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ



ମାନ୍ୟବର ରାଜ୍ୟ ସଭାପତି, ବିଜେପି ତଥା ଆମ ପ୍ରିୟ ନେତା ଶ୍ରୀ Manmohan Samal ଙ୍କୁ ଆଜି ଭଦ୍ରକ ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇ ଏକ ବିଶାଳ ରୋଡ଼ ଶୋ ମାଧ୍ୟମରେ ପାଛୋଟି ନିଆଯାଇଛି । ବିଜେପିର ରାଜ୍ୟ ସଭାପତି ରୂପେ ସେ ପୁନଃ ନିର୍ବାଚିତ ହେବା ପରେ ଭଦ୍ରକ ବିଜେପିର ପ୍ରତ୍ୟେକ ସଦସ୍ୟ ଖୁବ ଉତ୍ସାହିତ ଅଛନ୍ତି

