
Suresh Pujari Office
@sureshpujariofc
Office Of Shri @sureshkpujari , Member of Parliament, Bargarh . Former National Secretary, Bharatiya Janata Party, Co-incharge of West Bengal.
ID: 1046780317816606720
http://sureshpujari.in/ 01-10-2018 15:14:10
910 Tweet
1,1K Takipçi
12 Takip Edilen

ବରଗଡ ଜିଲ୍ଲା ଭାରତୀୟ ଜନତା ପାର୍ଟିର ଜିଲ୍ଲା ବିଜେପି କାର୍ଯ୍ଯାଲୟ ଠାରେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଅଶ୍ଵିନି କୁମାର ଷଡଙ୍ଗୀଙ୍କ ସଭାପତିତ୍ବରେ ଦୁଇ ଦିନବ୍ୟାପି ଚାଲିଥିବା ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଏବଂ ପ୍ରଶିକ୍ଷଣ ଶିବିର ର ସମାପନ ଅବସରରେ Suresh Pujari


କଟକ ର ସାଂସଦ ଶ୍ରୀ Bhartruhari Mahtab ଅସୁସ୍ଥତା କାରଣରୁ ଦିଲ୍ଲୀ ସ୍ଥିତ ରାମମନୋହର ଲୋହିଆ ହସ୍ପିଟାଲ ରେ ଚିକିତ୍ସିତ ହେଉଥିବା ସୁଚନା ମିଳିଛି। ତାଙ୍କର ଶୀଘ୍ର ଆଶୁଆରୋଗ୍ୟ ଓ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଓ ମାଁ ସମଲେଶ୍ବରୀ ନିକଟରେ ପ୍ରାର୍ଥନା :Suresh Pujari


.Suresh Pujari ଝାରସୁଗୁଡା ର ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ‘ଝାରସୁଗୁଡା ଜିଲ୍ଲା ପରିଷଦ’ ର ଦ୍ବାଦଶ ବୈଠକରେ ଯୋଗଦାନକରି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ବିଷୟରେ ବିସ୍ତୃତ ଭାବେ ଆଲୋଚନା କରି ପରିଷଦ ର ଅଧକ୍ଷ, ଉପଅଧକ୍ଷା, ସମସ୍ତ ସଦସ୍ୟ, ସଦସ୍ୟା ତଥା ବ୍ଲକ ଅଧ୍ୟକ୍ଷ, ଅଧ୍ୟକ୍ଷା ମାନଙ୍କୁ ବିଦାୟକାଳୀନ ଶୁଭକାମନା ଜଣାଇଥିଲେ I


ପୂର୍ବତନ ଅର୍ଥମନ୍ତ୍ରୀ ଓ ଲୋକପ୍ରିୟ ଜନନେତା ଶ୍ରୀ ରାମକୃଷ୍ଣ ପଟନାୟକ ଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି। ଏଇ ସମୟରେ ମହାପ୍ରଭୁ ଜଗନ୍ନାଥ ଓ ମାଁ ସମଲେଶ୍ବରୀ ତାଙ୍କ ପରିବାରକୁ ସହାୟ ହୁଅନ୍ତୁ। ଅମର ଆତ୍ମାର ସଦ୍ଗତି କାମନା କରୁଛି :Suresh Pujari


.Suresh Pujari ଝାରସୁଗୁଡ଼ା ର ଲକ୍ଷୀମନାରାୟଣ ମହାବିଦ୍ୟାଲୟ ଠାରେ ଓଡିଶା ବାଣିଜ୍ୟ ଅନୁଷ୍ଠାନର ୪୧ ତମ ବାର୍ଷିକ ଉସ୍ବବ ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଭାରତର ଅର୍ଥନୀତି କୁ ୫ ଟ୍ରିଲିୟନ ଡଲାର ଆଡକୁ ନେବାରେ ଗବେଷଣା ଓ ସହାୟତା କରିବା ପାଇଁ ପ୍ରତିନିଧି ମାନଙ୍କୁ ପରାମର୍ଶ ଦେଇଥିଲେ I


ମହାନ ଜନନାୟକ, ଯୁଗପୁରୁଷ, ଓଜସ୍ୱୀ ବକ୍ତା, ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ବର୍ଗତଃ ଅଟଳ ବିହାରୀ ବାଜପେୟୀ ଜୀ ଙ୍କ ୯୭ ତମ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଓ କୋଟି କୋଟି ପ୍ରଣାମ :Suresh Pujari #goodgovernanceday


ଯୁବ ଉଦୟନ ଅନୁଷ୍ଠାନ ସମ୍ବଲପୁର ଦ୍ଵାରା ଆୟୋଜିତ ୨୪ ତମ ‘ବୀର ସୁରେନ୍ଦ୍ର ସାଏ’ ସମ୍ବଲପୁରୀ ନାଟକ ପ୍ରତିଯୋଗିତା-୨୦୨୧ ର ଦ୍ବିତୀୟ ଦିବସରେ Suresh Pujari ଉପସ୍ତିତ ରହି ନାଟକ ଉପଭୋଗ କରିବାସହ କଳାକାର ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ I #YubaUdayanAssociation #VeerSurendraSaiSambalpuriDramaCompetition


ଭୂବନେଶ୍ବର ରାଜ୍ୟ କାଯ୍ୟାଳୟ ରେ ଭାରତୀୟ ଜନତା ପାର୍ଟି ର ଓଡିଶା ରାଜ୍ଯ ପ୍ରଭାରୀ Daggubati Purandeswari 🇮🇳 ଜୀ ରାଜ୍ଯ ସଭାପତି Samir Mohanty ଓ ସଂଗଠନ ସଂପାଦକ ଶ୍ରୀଯୁକ୍ତ ମାନସ ମହାନ୍ତି ଙ୍କ ଉପସ୍ତିତିରେ ଭାରତୀୟ ଜନତା ପାର୍ଟିର ସାଂସଦ ମାନଙ୍କର ବୈଠକ ରେ Suresh Pujari ଯୋଗ ଦେଇଥିଲେ।


ପୂର୍ବତନ ବାଚସ୍ପତି, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ପୂର୍ବତନ ଅଧ୍ୟକ୍ଷ ତଥା ବିଧାୟକ କିଶୋର ମହାନ୍ତି ଙ୍କ ଆକସ୍ମିକ ବିୟୋଗରେ ମୁଁ ସ୍ତବ୍ଧ, ଦୁଃଖିତ ଏବଂ ଅତ୍ୟନ୍ତ ମର୍ମାହତ I ଏଇ ସମୟରେ ମହାପ୍ରଭୁ ଜଗନ୍ନାଥ ଓ ମାଁ ସମଲେଶ୍ବରୀ ତାଙ୍କ ପରିବାରକୁ ସହାୟ ହୁଅନ୍ତୁ। ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରୁଛି :Suresh Pujari


.Suresh Pujari ବରଗଡ ଜିଲ୍ଲା ର ପଦମପୁର ଠାରେ ଊପ ଜିଲ୍ଲାପାଳ, ପୌର ପ୍ରଶାସନ ର ଅଧିକାରୀ, କୃଷି ବିଭାଗର ଅଧିକାରୀ ଓ ଅନ୍ୟ ଉପଖଣ୍ଡ ଓ ବ୍ଲକ ପ୍ରଶାସନିକ ଅଧିକାରୀ ମାନଙ୍କ ଉପସ୍ଥିତରେ ଜନ ଅଭିଯୋଗ ଶୁଣାଣି କରିଥିଲେ I


.Suresh Pujari ବରଗଡ ର ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ନେହେରୁ ଯୁବ କେନ୍ଦ୍ର ଦ୍ୱାରା ଆୟୋଜିତ ‘ଜିଲ୍ଲା ଯୁବ ମହତ୍ସବ’ ରେ ଯୋଗଦେଇ ଉଦଘାଟନ କରିଥିଲେI


Warm Birthday Greetings to Hon'ble Union Minister Sri Dr. S. Jaishankar ji. My prayer to Maa Samaleswari and Lord Jagannath to bless you with sound health and long life to serve Maa Bharati for a long long time :Suresh Pujari


ପବିତ୍ର ମକର ସଂକ୍ରାନ୍ତି ଅବସରରେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା, ଅଭିନନ୍ଦନ ଓ ଶୁଭକାମନା :Suresh Pujari #HappyMakarSankranti


.Suresh Pujari ବରଗଡ ଜିଲ୍ଲା ର ଅମ୍ବାବନା ବ୍ଳକ ର ଭୁକ୍ତା ଓ ଅନ୍ୟାନ୍ୟ ଧାନ ମଣ୍ଡି କୁ ଯାଇ ମଣ୍ଡି ରେ ଧାନ ସଂଗ୍ରହର ପ୍ରକୃତ ସ୍ତିତି ଦେଖିଥିଲେ, ଚାଷୀଙ୍କ ଅଭିଯୋଗ ଶୁଣିଥିଲେ ଓ ମଣ୍ଡିରେ ପଡି ରହିଥିବା ଚାଷୀଙ୍କ ଧାନ କୁ ବିନା କଟଣୀ ଛଟଣୀରେ ଶୀଘ୍ର ଉଠାଇବା ପାଇଁ ଯୋଗାଣ ଓ ସମବାୟ ବିଭାଗ ର ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ I


. Suresh Pujari ବରଗଡ ଜିଲ୍ଲା ଅନ୍ତର୍ଗତ ଅମ୍ବାବନା ବ୍ଳକ ର ଭୁକ୍ତା ଓ ଡୁଙ୍ଗରୀ ଠାର୍ ତଥା ଅତାବିରା ବ୍ଳକ ର ସିଲେଟ ଓ ଲହଣ୍ଡା ପଞ୍ଚାୟତ ରେ ବିଭିନ୍ନ ଦଳୀୟ କାଯ୍ୟକ୍ରମରେ ଯୋଗଦେଇଥିଲେ ଓ ଗ୍ରାମବାସୀ ମାନଙ୍କ ସହ ଅଞ୍ଚଳ ର ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରିଥିଲେ I


ଆଜି ‘ଭାରତୀୟ ସ୍ଥଳସେନା ସେନା ଦିବସ’ ର ଶୁଭ ଅବସରରେ ରେ ଦେଶଭକ୍ତି, ଅଦମ୍ୟ ସାହସ ଓ ପରାକ୍ରମ ପାଇଁ ଭାରତୀୟ ସେନାର ବୀର ଜବାନ୍ ଭାଇ ଭଉଣୀ ମାନଙ୍କୁ ଶୁଭେଚ୍ଛା, ଅଭିନନ୍ଦନ ଓ କୋଟି କୋଟି ସଲାମ :Suresh Pujari


ବରଗଡ଼ ବିଧାନସଭା ର ପାଞ୍ଚ ଗୋଟି ମଣ୍ଡଳ କୁ ନେଇ ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବରଗଡ଼ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୌଠକରେ କୋଭିଡ-୧୯ କଟକଣା କୁ ପାଳନକରି ସଫଳତାର ସହ ପ୍ରସଙ୍ଗଭିତ୍ତିକ ନିର୍ବାଚନ ପରିଚାଳନା କରିବାକୁ Suresh Pujari ସମସ୍ତଙ୍କୁ ପରାମର୍ଶ ଦେଇଥିଲେ I


ପ୍ରତ୍ୟେକଟି ଭୋଟ ମୂଲ୍ୟବାନ୍,ଅମୁଲ୍ୟ, ଆପଣଙ୍କ ଭୋଟ ଆପଣଙ୍କ ଅଧିକାର ଆସନ୍ତୁ, ସମସ୍ତେ ମତଦାନ ରେ ଅଂଶ ଗ୍ରହଣ କରିବା ଓ ଗଣତନ୍ତ କୁ ମଜଭୁତ, ଶକ୍ତିଶାଳୀ ଓ ରୁଦ୍ଧିବନ୍ତ କରିବା I ଜାତୀୟ ଭୋଟର ଦିବସର ଅଭିନନ୍ଦନ ଓ ଶୁଭକାମନା :Suresh Pujari #NationalVotersDay


ଝାରସୁଗୁଡା ଜିଲ୍ଲା ଲଖନପୁର ଯୋନ-୩ ବନ୍ଧବହାଲ ମଣ୍ଡଳ ର କୁମ୍ଭାରବନ୍ଦ ଗ୍ରାମ ପଞ୍ଚlୟତ ର ରେଙ୍ଗାଲି ଟେମ୍ପରିପଡା ର ମହାବୀର ଛକ ଷ୍ଟେଟ ବେଙ୍କ ପାଖରେ ଭାରତୀୟ ଜନତା ପାର୍ଟିର ନିର୍ଵାଚନୀ କାର୍ଯ୍ୟlଲୟ ର Suresh Pujari ଉଦଘାଟନ କରିଥିଲେ।


.Suresh Pujari , ଜିଲ୍ଲା ସଭାପତି ଶ୍ରୀ ଅଶ୍ବିନୀ ଷଡ଼ଙ୍ଗୀ ଏବଂ ବିଜେପି କାର୍ଯ୍ଯକର୍ତ୍ତା ତଥା ଜିଲ୍ଲା ପରିଷଦ ପ୍ରାର୍ଥୀ ଓ ପ୍ରମୁଖ କାର୍ଯ୍ୟକର୍ତ୍ତା ମାନଙ୍କର ସହ ବରଗଡ଼ ଜିଲ୍ଲା ଅନ୍ତର୍ଗତ ଭେଡେନ ବ୍ଳକ, ବରପାଲି ବ୍ଳକ ଓ ବିଜେପୁର ବ୍ଳକ ର ବିଭିନ୍ନ ଗ୍ରାମରେ ପଞ୍ଚାୟତ ନିର୍ବାଚନ ର ଭୋଟ ପ୍ରଚାର କରିଥିଲେ।
