ଜଗନ ⚫❗⚫ (Modi Ka Pariwar) (@sudamcharanswa3) 's Twitter Profile
ଜଗନ ⚫❗⚫ (Modi Ka Pariwar)

@sudamcharanswa3

ଜଗନ୍ନାଥ ପ୍ରେମୀ,ଓଡ଼ିଆ, ବିଜେପି, #RSS #Dietitian #Healthcare, #Hindu #Astrology #music #cricket Secretary @cricketcapital RT does not imply endorsement

ID: 1077624047985295361

linkhttps://www.shreejagannatha.in/ calendar_today25-12-2018 17:56:09

31,31K Tweet

5,5K Takipçi

3,3K Takip Edilen

ଓଟିଭି (@otvkhabar) 's Twitter Profile Photo

ଦେଖନ୍ତୁ କେମିତି ଭିଜିଲାନ୍ସକୁ ଦେଖି ଝରକା ପଟେ ପୁଳା ପୁଳା ୫୦୦ ଟଙ୍କିଆ ନୋଟ୍ ବାହାରକୁ ଫିଙ୍ଗି ଦେଉଛନ୍ତି ଯନ୍ତ୍ରୀ ବାବୁ । ଏ ଦୃଶ୍ୟ ବାବୁଙ୍କ ଭୁବନେଶ୍ୱର ଫ୍ଲାଟର । ବାବୁଙ୍କ ଘରେ ଟଙ୍କାର ପାହାଡ ଦେଖି ଟେରା ଭିଜିଲାନ୍ସ । #VigilanceRaid #MoneyVideo #Bhubaneswar #OTV

ଓଟିଭି (@otvkhabar) 's Twitter Profile Photo

#ଆଁ_କରି_ମାଡ଼ି_ଆସିଲା...#ହାଁ_କରି_ଖାଇଗଲା କୁଳ ଲଙ୍ଘିଲା ସମୁଦ୍ର । ହଟାତ ସମୁଦ୍ର ସ୍ଥଳ ଭାଗ ଆଡ଼କୁ ମାଡି ଆସିବା ସହ ଶିଆଳି ବେଳାଭୂମି ବଜାର ଓ ଜନ ବସତିରେ ଲୁଣି ପାଣି ମାଡ଼ି ଯାଇଥିଲା । ହଟାତ ସମୁଦ୍ର ମାଡ଼ି ଆସିବା ଯୋଗୁ ବେଳା ଭୂମିରେ ଥିବା ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇ ପଡ଼ିଥିଲେ । #Jagatsinghpur

ଓଟିଭି (@otvkhabar) 's Twitter Profile Photo

#ତୁଣ୍ଡରେ_ଜୟ_ଜଗନ୍ନାଥ_ହସୁଛି_ଖିଲିଖିଲି ଜନ୍ମ ହେବାର ସାତ ମାସ ଠାରୁ ସେ କାଳିଆର ଭକ୍ତ । ଆଉ କାଳିଆ ପରି ହସୁଛି ଖିଲିଖିଲି। ଦେଖନ୍ତୁ ଜଗା କାଳିଆର ଏ ନିଆରା କୁନି ଭକ୍ତକୁ... #OdishaCulture_LordJagannath #OTV

Imtiaz Mahmood (@imtiazmadmood) 's Twitter Profile Photo

The Quran says, "Non-Muslims are worse than dogs, pigs, and monkeys." That is why Muslims don't have remorse in killing you, and you welcome them into your countries. Think again." - Bob

#ମୋ_ଡାକ୍ତର🩺 (@drdeepak81) 's Twitter Profile Photo

ମେଡିକାଲ୍ ଗୁଡାରୁ ପୋଷ୍ଟମଟମ, ଜନ୍ମ-ମୃତ୍ୟୁ ପଞ୍ଜୀକରଣ ଆଉ ଡେଲିଭରି ହଟେଇଦେଲେ ଆମ ବିଭାଗରୁ କରପ୍ସନ ପାଖାପାଖି ଲୋପ ପାଇଯା'ନ୍ତା !

ମେଡିକାଲ୍ ଗୁଡାରୁ ପୋଷ୍ଟମଟମ, ଜନ୍ମ-ମୃତ୍ୟୁ ପଞ୍ଜୀକରଣ ଆଉ ଡେଲିଭରି ହଟେଇଦେଲେ ଆମ ବିଭାଗରୁ କରପ୍ସନ ପାଖାପାଖି ଲୋପ ପାଇଯା'ନ୍ତା !
Guruprasad Nath🇮🇳 (@iamgpn_babu) 's Twitter Profile Photo

କିଛି ସମ୍ପର୍କ ମିଛ କହିଲେ ଭାଙ୍ଗେ ନାହିଁ ଓଲଟା ସତ କହିଲେ ଭାଙ୍ଗି ଯାଏ କାହିଁକିନା ସମସ୍ତେ ମିଛର ଆଶ୍ରା ନେଇ ପାରନ୍ତି କିନ୍ତୁ ସତକୁ ସାମ୍ନା କରିବାର ଶକ୍ତି ସମସ୍ତଙ୍କ ପାଖରେ ନଥାଏ । "ଜୟ ଜଗନ୍ନାଥ"🙏🙏🙏

କିଛି ସମ୍ପର୍କ ମିଛ କହିଲେ ଭାଙ୍ଗେ ନାହିଁ ଓଲଟା ସତ କହିଲେ ଭାଙ୍ଗି ଯାଏ କାହିଁକିନା ସମସ୍ତେ ମିଛର ଆଶ୍ରା ନେଇ ପାରନ୍ତି କିନ୍ତୁ ସତକୁ ସାମ୍ନା କରିବାର ଶକ୍ତି ସମସ୍ତଙ୍କ ପାଖରେ ନଥାଏ ।
"ଜୟ ଜଗନ୍ନାଥ"🙏🙏🙏
ଓଟିଭି (@otvkhabar) 's Twitter Profile Photo

ସମୁଦ୍ର ଜୁଆରରେ ଭାସୁଛି ଘରଦ୍ୱାର। ଏହା ହେଉଛି ଋଷିଆର ସାଖାଲିନ୍ ରାଜ୍ୟ ଅନ୍ତର୍ଗତ ଉପକୂଳ ସହର ସେଭେରୋ-କୁରିଲ୍ସକରେ ସୁନାମୀର ଦୃଶ୍ୟ। ଜାପାନ ଓ ଋଷରେ ତୀବ୍ର ଭୂମିକମ୍ପ ପରେ ଅନେକ ଉପକୂଳରେ ଦେଖା ଦେଇଥିଛି ସୁନାମୀ ଆତଙ୍କ। ବନ୍ଧ ଡେଇଁ ସମୁଦ୍ର ଜୁଆର ଜନବସତିକୁ ଚାଲି ଆସିଛି। #tsunami #Russia #earthquake

ଓଟିଭି (@otvkhabar) 's Twitter Profile Photo

ମୋ ବାପା ବୋଉଙ୍କୁ ବିଷ ଦେଇ ମାରି ଦେଇଛନ୍ତି ଭାଇ-ଭାଉଜ। କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ସଙ୍ଗୀନ ଅଭିଯୋଗ ଆଣିଲେ ଭଉଣୀ । #Kendrapara #Marshaghai #SuspectedPoisoning #OdishaTV #OTV

Debiprasad (@asklipun) 's Twitter Profile Photo

Once known as the 'Temple City', Bhubaneswar is now slowly turning into a 'Masjid City' not by choice, but by illegal encroachment and silent penetration. A cultural shift too loud to ignore. How Land Grabbing Around Bhubaneswar Threatens Odisha’s Nerve Centre (1/10)

Once known as the 'Temple City', Bhubaneswar is now slowly turning into a 'Masjid City'  not by choice, but by illegal encroachment and silent penetration. A cultural shift too loud to ignore.

How Land Grabbing Around Bhubaneswar Threatens Odisha’s Nerve Centre (1/10)
ଓଟିଭି (@otvkhabar) 's Twitter Profile Photo

#ଗଳା_କାଟି_ହତ୍ୟା; #କର୍ଣ୍ଣାଟକରୁ_ବନ୍ଧା_ହେଲା -ବ୍ରହ୍ମପୁର: ନିମଖଣ୍ଡି ଶ୍ରୀମା ନଗରରେ ମହିଳାଙ୍କୁ ଗଳା କାଟି ହତ୍ୟା ଘଟଣା -କର୍ଣ୍ଣାଟକ କାଲ୍‌ବୁରାଗି ଜିଲ୍ଲା ୱାଡ଼ି ରେଲୱେ ଷ୍ଟେସନରୁ ଅଭିଯୁକ୍ତ ଗିରଫ -ପ୍ରେସମିଟ୍‌ରେ ସୂଚନା ଦେଲେ ବ୍ରହ୍ମପୁର ଏସ୍‌ପି ଶ୍ରବଣ ବିବେକ ଏମ୍‌ -'ଗିରଫ ଅଭିଯୁକ୍ତ ଶାନ୍ତନୁ ପାତ୍ର, ଘର ବାଲେଶ୍ବର

#ଗଳା_କାଟି_ହତ୍ୟା; #କର୍ଣ୍ଣାଟକରୁ_ବନ୍ଧା_ହେଲା
-ବ୍ରହ୍ମପୁର: ନିମଖଣ୍ଡି ଶ୍ରୀମା ନଗରରେ ମହିଳାଙ୍କୁ ଗଳା କାଟି ହତ୍ୟା ଘଟଣା
-କର୍ଣ୍ଣାଟକ କାଲ୍‌ବୁରାଗି ଜିଲ୍ଲା ୱାଡ଼ି ରେଲୱେ ଷ୍ଟେସନରୁ ଅଭିଯୁକ୍ତ ଗିରଫ
-ପ୍ରେସମିଟ୍‌ରେ ସୂଚନା ଦେଲେ ବ୍ରହ୍ମପୁର ଏସ୍‌ପି ଶ୍ରବଣ ବିବେକ ଏମ୍‌
-'ଗିରଫ ଅଭିଯୁକ୍ତ ଶାନ୍ତନୁ ପାତ୍ର, ଘର ବାଲେଶ୍ବର
ହେଇଟି ଭାଇନା (@heitibhaina) 's Twitter Profile Photo

🙏 Save a Life 🙏 Padmanav Panda, father of journalist & RTI activist Manoranjan Panda, is battling Stage-IV brain cancer. He has undergone surgery and now urgently needs radiotherapy & immunotherapy. 💔 Family has raised ₹5,00,000 but needs ₹5,00,000 more for his treatment.

🙏 Save a Life 🙏

Padmanav Panda, father of journalist &amp; RTI activist <a href="/ManoranjanMind/">Manoranjan Panda</a>, is battling Stage-IV brain cancer.
He has undergone surgery and now urgently needs radiotherapy &amp; immunotherapy.
💔 Family has raised ₹5,00,000 but needs ₹5,00,000 more for his treatment.
ଓଟିଭି (@otvkhabar) 's Twitter Profile Photo

#କେମିତି_ହେଲା_ ଶୁଭମିତ୍ରା_ମର୍ଡ଼ର_କେସର_ପର୍ଦ୍ଦାଫାସ୍? ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁ ମର୍ଡ଼ର ଘଟଣାର କେମିତି ହେଲା ପର୍ଦ୍ଦାଫାସ୍? କମିଶନରେଟ୍ ପୋଲିସ୍ କେମିତି କରିଥିଲା ତଦନ୍ତ? ଗୋଟି ଗୋଟି କରି ସବୁ କହିଲେ ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ...। #CrimeInvestigation_ShubhamitraSahu #OTV