State Transport Authority, Odisha (@staodisha) 's Twitter Profile
State Transport Authority, Odisha

@staodisha

Official account of State Transport Authority, Govt. of Odisha.

ID: 740856858034855938

linkhttp://odishatransport.gov.in calendar_today09-06-2016 10:43:34

7,7K Tweet

83,83K Takipçi

93 Takip Edilen

Odisha Yatri (@odishayatri) 's Twitter Profile Photo

ରାଜ୍ୟରେ ଗମନାଗମନ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ସରକାର ଓଡ଼ିଶା ଯାତ୍ରୀ ରାଇଡ୍ ବୁକିଂ ଆପ୍‌ର ଶୁଭାରମ୍ଭ କରିଥିଲେ। ଆପଣଙ୍କ ପ୍ରତିଟି ଯାତ୍ରାରେ ଓଡ଼ିଶା ଯାତ୍ରୀକୁ ସାଥୀ କରନ୍ତୁ ଏବଂ ସ୍ୱଳ୍ପ ମୂଲ୍ୟ, ତୁରନ୍ତ ପିକ୍ ଅପ୍ ଭଳି ଏକ ସୁରକ୍ଷିତ ରାଇଡ଼୍‌ର ଅନୁଭୂତି ନିଶ୍ଚୟ ନିଅନ୍ତୁ। #ଆମସାଥୀଓଡ଼ିଶାଯାତ୍ରୀ

Mohan Charan Majhi (@mohanmodisha) 's Twitter Profile Photo

ଲୋକଙ୍କ ସରକାରରେ ସୁଲଭ ଓ ସୁରକ୍ଷିତ ହେଉଛି ଯାତାୟତ। ସୁରକ୍ଷିତ, ସୁଲଭ ଓ ନିର୍ଭରଯୋଗ୍ୟ ଯାତାୟତ ସୁବିଧା ପ୍ରଦାନ ଲକ୍ଷ୍ୟରେ ୨୦୩୨ - ୩୩ ଯାଏଁ ବର୍ଦ୍ଧିତ ହୋଇଛି ମୁଖ୍ୟମନ୍ତ୍ରୀ ବସ ସେବା ଅବଧି। ଏହା ସହିତ ବସ୍ ରେ ସିସିଟିଭି, ଲାଇଭ୍ ଟ୍ରାକିଂ, ପାନିକ୍ ବଟନ୍ ସହ ଆଧୁନିକ ସୁରକ୍ଷା ବ୍ୟବସ୍ଥା ରହିବ । ମହିଳା, ଛାତ୍ର, ବରିଷ୍ଠ ନାଗରିକ,

SICA Odisha (@sicaodisha) 's Twitter Profile Photo

ଗାଡ଼ି ଚଳାଇବା ସମୟରେ ହେଲମେଟ ନିଶ୍ଚୟ ପିନ୍ଧନ୍ତୁ। #safedriving #consumerRights #consumerprotection

ଗାଡ଼ି ଚଳାଇବା ସମୟରେ ହେଲମେଟ ନିଶ୍ଚୟ ପିନ୍ଧନ୍ତୁ।
#safedriving
#consumerRights
#consumerprotection
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport (@ctodisha) 's Twitter Profile Photo

#OdishaCares In its bid to build a future-ready, inclusive emergency care system, Odisha to regulate private ambulances—ensuring registration, fair fare SOPs, GPS tracking & integration with Odisha Yatri App. #ViksitOdisha2036 CMO Odisha I & PR Department, Odisha H & FW Dept Odisha

#OdishaCares

In its bid to build a future-ready, inclusive emergency care system, Odisha to regulate private ambulances—ensuring registration, fair fare SOPs, GPS tracking & integration with Odisha Yatri App.

#ViksitOdisha2036

CMO Odisha I & PR Department, Odisha H & FW Dept Odisha
State Transport Authority, Odisha (@staodisha) 's Twitter Profile Photo

ରଙ୍ଗ ରୁଟ୍ ବା ଭୁଲ ଦିଗରେ ଗାଡ଼ି ଚଳାଉଛନ୍ତି କି ? ଭିଡ଼ିଓଟି ଦେଖନ୍ତୁ ଏବଂ ଏହାର ପରିଣାମ ବିଷୟରେ ଚିନ୍ତା କରନ୍ତୁ। ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ ଦୁର୍ଘଟଣାର କାରଣ #RightWayDriving #RoadSafety #Odisha #ComeHomeSafe

COMMISSIONERATE POLICE (@cpbbsrctc) 's Twitter Profile Photo

ଗାଡ଼ି ଚଲାଇବା ସମୟରେ ଫୋନ୍ ବ୍ୟବହାର କରିବା ଏକ ବିପଦପୂର୍ଣ୍ଣ ଅଭ୍ୟାସ ଯାହା ଦୁର୍ଘଟଣାର ସମ୍ଭାବନା କୁ ଯଥେଷ୍ଟ ବୃଦ୍ଧି କରେ ଏବଂ କେବଳ ଡ୍ରାଇଭରଙ୍କୁ ନୁହେଁ ବରଂ ଯାତ୍ରୀ, ପଦଯାତ୍ରୀ ଏବଂ ଅନ୍ୟାନ୍ୟ ରାସ୍ତା ବ୍ୟବହାରକାରୀଙ୍କୁ ମଧ୍ୟ ବିପଦରେ ପକାଇଥାଏ ।

ଗାଡ଼ି ଚଲାଇବା ସମୟରେ ଫୋନ୍ ବ୍ୟବହାର କରିବା ଏକ ବିପଦପୂର୍ଣ୍ଣ ଅଭ୍ୟାସ ଯାହା ଦୁର୍ଘଟଣାର ସମ୍ଭାବନା କୁ ଯଥେଷ୍ଟ ବୃଦ୍ଧି କରେ ଏବଂ କେବଳ ଡ୍ରାଇଭରଙ୍କୁ ନୁହେଁ ବରଂ ଯାତ୍ରୀ, ପଦଯାତ୍ରୀ ଏବଂ ଅନ୍ୟାନ୍ୟ ରାସ୍ତା ବ୍ୟବହାରକାରୀଙ୍କୁ ମଧ୍ୟ ବିପଦରେ ପକାଇଥାଏ ।
State Transport Authority, Odisha (@staodisha) 's Twitter Profile Photo

"ମୁଁ ତ ତରତର ହୋଇ ଗାଡ଼ି ଚଲାଇ ଶାସ୍ତି ପାଇଲି, ହେଲେ ଆପଣଙ୍କ ପାଖେ ଏବେ ବି ସମୟ ଅଛି" ସଡ଼କ ଦୁର୍ଘଟଣା କେବଳ ଆପଣଙ୍କୁ ମୃତ୍ୟୁମୁଖକୁ ଠେଲି ଦେବ ନାହିଁ, ପୂରା ପରିବାରକୁ ଉଜାଡ଼ି ଦେବ, ଯେମିତି ଏହି କ୍ଷୁଦ୍ର ଚଳଚ୍ଚିତ୍ରରେ ପ୍ରଦର୍ଶିତ ହୋଇଛି। ଥରେ ଚିନ୍ତା କରନ୍ତୁ, ସର୍ବଦା ସଡ଼କ ସୁରକ୍ଷା ନିୟମ ପାଳନ କରନ୍ତୁ #RoadSafety #Odisha

🇮🇳 AMITABH THAKUR 🇮🇳 (@amitabhthakur21) 's Twitter Profile Photo

ସଡ଼କ ସୁରକ୍ଷା ଓ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତା ବିଷୟରେ #NCC କ୍ୟାଡେଟଙ୍କ ପାଇଁ 'ଜୁନିଅର ରକ୍ଷକ' ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଆୟୋଜିତ ହେଉଛି।ଏହିକ୍ରମରେ ଭୁବନେଶ୍ୱର KISS ଶିକ୍ଷାନୁଷ୍ଠାନରେ ୫୦୦ ଛାତ୍ରଛାତ୍ରୀଙ୍କୁ ମାଷ୍ଟରଟ୍ରେନର ପ୍ରଶିକ୍ଷଣ ଦେଇଛନ୍ତି। #JuniorRakshak ⁦National Cadet Corps

ସଡ଼କ ସୁରକ୍ଷା ଓ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତା ବିଷୟରେ #NCC କ୍ୟାଡେଟଙ୍କ ପାଇଁ 'ଜୁନିଅର ରକ୍ଷକ' ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଆୟୋଜିତ ହେଉଛି।ଏହିକ୍ରମରେ ଭୁବନେଶ୍ୱର KISS ଶିକ୍ଷାନୁଷ୍ଠାନରେ ୫୦୦ ଛାତ୍ରଛାତ୍ରୀଙ୍କୁ ମାଷ୍ଟରଟ୍ରେନର ପ୍ରଶିକ୍ଷଣ ଦେଇଛନ୍ତି।
#JuniorRakshak ⁦National Cadet Corps⁩
State Transport Authority, Odisha (@staodisha) 's Twitter Profile Photo

ଅନ୍ତର୍ଜାତୀୟ ଚା' ଦିବସ ଦୀର୍ଘ ସମୟ ଗାଡ଼ି ଚଲାଉଥିଲେ ଟିକେ ଅଟକିଯାଆନ୍ତୁ ନିଜକୁ ସତେଜ ରଖିବାକୁ ଚା' ପିଇପାରିବେ #InternationalTeaDay #RoadSafety #Odisha

ଅନ୍ତର୍ଜାତୀୟ ଚା' ଦିବସ
ଦୀର୍ଘ ସମୟ ଗାଡ଼ି ଚଲାଉଥିଲେ ଟିକେ ଅଟକିଯାଆନ୍ତୁ
ନିଜକୁ ସତେଜ ରଖିବାକୁ ଚା' ପିଇପାରିବେ

#InternationalTeaDay #RoadSafety #Odisha
Mohan Charan Majhi (@mohanmodisha) 's Twitter Profile Photo

From the whispering mangroves of Bhitarkanika to the tranquil waters of Chilika, #Odisha breathes biodiversity. On this International Day for Biological Diversity, let’s honour nature’s harmony and vow to protect its every note. #BiodiversityDay

khordha (@khordha_arto) 's Twitter Profile Photo

Spl Drive were done on 21 May at Tangi, Nirakarpur, Barunei area. Drunken Drive was done with Industrial PS. Total 71 nos Echallan were issued. In which 3 Overload, 6 Drunken Drive Echallan were done. 8 no's of DL suspended. “ସଡ଼କ ସୁରକ୍ଷା ପରିବାର ରକ୍ଷା" "ସୁରକ୍ଷିତ ଫେରି ଆସନ୍ତୁ"

Spl Drive were  done on 21 May at Tangi, Nirakarpur, Barunei area. Drunken Drive was done with Industrial PS.
Total 71 nos Echallan were issued. In which 3 Overload, 6 Drunken Drive Echallan were done. 8 no's of DL suspended.
“ସଡ଼କ ସୁରକ୍ଷା ପରିବାର ରକ୍ଷା"
"ସୁରକ୍ଷିତ ଫେରି ଆସନ୍ତୁ"
State Transport Authority, Odisha (@staodisha) 's Twitter Profile Photo

ଗାଡ଼ି ଓଭରଟେକ୍ କରିବା ସମୟରେ ଧ୍ୟାନ ଦିଅନ୍ତୁ ଗାଡ଼ିର ଗତିବିଧି ଉପରେ ନଜର ରଖି ଓଭରଟେକ୍ କରନ୍ତୁ ନହେଲେ ଘଟିପାରେ ଦୁର୍ଘଟଣା ଭିଡ଼ିଓ ଦେଖି ସଚେତନ ହୁଅନ୍ତୁ ସୁରକ୍ଷିତ ଘରକୁ ଫେରନ୍ତୁ #DriveSafe #RoadSafety #Odisha #ComeHomeSafe

State Transport Authority, Odisha (@staodisha) 's Twitter Profile Photo

ପୁରୀରେ 'ଜୁନିଅର ରକ୍ଷକ' ପ୍ରଶିକ୍ଷଣ ନେଲେ ୫୫୦ ଏନସିସି କ୍ୟାଡେଟ । ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ତ୍ୱରିତ ସହାୟତା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣର ପ୍ରୟାସ। ପରବର୍ତ୍ତୀ ପିଢ଼ିକୁ ସଡ଼କ ସୁରକ୍ଷା ସଚେତନ କରିବାର ରହିଛି ଲକ୍ଷ୍ୟ। #JuniorRakshak #NCC #RoadSafetyOdisha #BeARoadHero

ପୁରୀରେ 'ଜୁନିଅର ରକ୍ଷକ' ପ୍ରଶିକ୍ଷଣ ନେଲେ ୫୫୦ ଏନସିସି କ୍ୟାଡେଟ । ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ତ୍ୱରିତ ସହାୟତା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣର ପ୍ରୟାସ। ପରବର୍ତ୍ତୀ ପିଢ଼ିକୁ ସଡ଼କ ସୁରକ୍ଷା ସଚେତନ କରିବାର ରହିଛି ଲକ୍ଷ୍ୟ।

#JuniorRakshak #NCC #RoadSafetyOdisha #BeARoadHero
State Transport Authority, Odisha (@staodisha) 's Twitter Profile Photo

ଦକ୍ଷିଣାଞ୍ଚଳ ଓ ପଶ୍ଚିମାଞ୍ଚଳ ଜୋନ୍ ଅଧୀନ ଆରଟିଓମାନଙ୍କ ପ୍ରଦର୍ଶନ ସମୀକ୍ଷା କାର୍ଯ୍ୟକ୍ରମ ଜିଲ୍ଲା ପରିଷଦ ଗଞ୍ଜାମ, ଛତ୍ରପୁରର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ପରିବହନ ଆୟୁକ୍ତ ଅମିତାଭ ଠାକୁର ବୈଠକରେ ଅଧ୍ୟକ୍ଷତା କରି ଅଭିଯୋଗ ସମାଧାନ ଓ ଲୋକାଭିମୁଖୀ ଆଭିମୁଖ୍ୟକୁ ସର୍ବଦା ପ୍ରାଧାନ୍ୟ ଦେବାକୁ ପରାମର୍ଶ ଦେଇଛନ୍ତି।

ସବୁବେଳେ ଛୋଟ ପିଲାଙ୍କ ସୁରକ୍ଷାକୁ ବିଶେଷ ଧ୍ୟାନ ଦିଅନ୍ତୁ। ବଡ଼ ହୁଅନ୍ତୁ କି ଛୋଟ ସମସ୍ତଙ୍କ ପାଇଁ ହେଲମେଟ ଏହାକୁ କେବେ ବି ଭୁଲନ୍ତୁ ନାହିଁ। ବିନା ହେଲମେଟରେ ଯାତ୍ରା ବିପଜ୍ଜନକ ଏବଂ ବେଆଇନ ମଧ୍ୟ। #WearHelmet #RoadSafety #Odisha

ସବୁବେଳେ ଛୋଟ ପିଲାଙ୍କ ସୁରକ୍ଷାକୁ ବିଶେଷ ଧ୍ୟାନ ଦିଅନ୍ତୁ।
ବଡ଼ ହୁଅନ୍ତୁ କି ଛୋଟ
ସମସ୍ତଙ୍କ ପାଇଁ ହେଲମେଟ
ଏହାକୁ କେବେ ବି ଭୁଲନ୍ତୁ ନାହିଁ।
ବିନା ହେଲମେଟରେ ଯାତ୍ରା ବିପଜ୍ଜନକ ଏବଂ ବେଆଇନ ମଧ୍ୟ।

#WearHelmet #RoadSafety #Odisha
State Transport Authority, Odisha (@staodisha) 's Twitter Profile Photo

ଆପଣଙ୍କ ଯାନ ପାଇଁ ଉଦ୍ଦିଷ୍ଟ ଲେନରେ ରୁହନ୍ତୁ। ଲେନ୍ ପରିବର୍ତ୍ତନ ବେଳେ ଦର୍ପଣରେ ପଛ ଗାଡ଼ିର ସ୍ଥିତି ଦେଖନ୍ତୁ। ଆପଣଙ୍କ ସ୍ଥିତି ପରିବର୍ତ୍ତନର ସଂକେତ ଦିଅନ୍ତୁ। ସଡ଼କ ସୁରକ୍ଷା ନିୟମ ମାନନ୍ତୁ, ସୁରକ୍ଷିତ ଘରକୁ ଫେରନ୍ତୁ। #LaneChange #DriveSafe #RoadSafety #Odisha

ଆପଣଙ୍କ ଯାନ ପାଇଁ ଉଦ୍ଦିଷ୍ଟ ଲେନରେ ରୁହନ୍ତୁ।
ଲେନ୍ ପରିବର୍ତ୍ତନ ବେଳେ
ଦର୍ପଣରେ ପଛ ଗାଡ଼ିର ସ୍ଥିତି ଦେଖନ୍ତୁ।
ଆପଣଙ୍କ ସ୍ଥିତି ପରିବର୍ତ୍ତନର ସଂକେତ ଦିଅନ୍ତୁ।
ସଡ଼କ ସୁରକ୍ଷା ନିୟମ ମାନନ୍ତୁ, ସୁରକ୍ଷିତ ଘରକୁ ଫେରନ୍ତୁ।
#LaneChange #DriveSafe #RoadSafety #Odisha
ବାଣିଜ୍ୟ ଓ ପରିବହନ ବିଭାଗ । Commerce & Transport (@ctodisha) 's Twitter Profile Photo

#OdishaCares Shaping Safer Roads, Empowering Citizens! A review on #RoadSafety set the wheels in motion for a robust annual action plan, renewed stakeholder synergy, & people-first solutions — driving Odisha closer to zero fatalities and efficient transport for all. IIT Madras

#OdishaCares

Shaping Safer Roads, Empowering Citizens!

A  review on #RoadSafety set the wheels in motion for a robust annual action plan, renewed stakeholder synergy, & people-first solutions — driving Odisha closer to zero fatalities and efficient transport for all.
IIT Madras