Bhadrak Police (@spbhadrak) 's Twitter Profile
Bhadrak Police

@spbhadrak

Official Twitter Account Of Superintendent Of Police, Bhadrak, & Bhadrak Police. In Case Of Emergency, Please Dial 112 or 06784-250007

ID: 849541942237122560

linkhttp://odishapolice.gov.in calendar_today05-04-2017 08:39:17

4,4K Tweet

38,38K Takipçi

87 Takip Edilen

District Administration,Bhadrak (@dm_bhadrak) 's Twitter Profile Photo

ଜିଲ୍ଲପାଳ,ଭଦ୍ରକଙ୍କ ଅଧ୍ୟକ୍ଷତାରେ ପ୍ରତ୍ୟକ୍ଷ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ପଞ୍ଚାୟତ ସମିତି କାର୍ଯ୍ୟାଳୟ,ବାସୁଦେବପୁର ରେ ଅନୁଷ୍ଠିତ ହୋଇଥିଲା।ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ,ମୁଖ୍ୟ ଉନ୍ନୟନ ଅଧିକାରୀ,ମୁଖ୍ୟ ଚିକିତ୍ସା ଅଧିକାରୀ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

The restriction on Internet usage to prevent misuse of social media in 2 ULBs and 3 Blocks of Bhadrak District has been extended by another 12 hours from 6 AM to 6 PM today for maintaining peace and harmony between different communities in the district.

Bhadrak Police (@spbhadrak) 's Twitter Profile Photo

ଓଡିଶାର ଗଣପର୍ବ ରଜ ପର୍ବ ଉପଲକ୍ଷେ ଜିଲ୍ଲା ପୋଲିସ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। #ରଜ #ରଜପର୍ବ #ରଜପରବ #ରଜଉତ୍ସବ #ରଜମଉଜ #ପହିଲିରଜ

ଓଡିଶାର ଗଣପର୍ବ ରଜ ପର୍ବ ଉପଲକ୍ଷେ ଜିଲ୍ଲା ପୋଲିସ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।
#ରଜ #ରଜପର୍ବ #ରଜପରବ #ରଜଉତ୍ସବ #ରଜମଉଜ #ପହିଲିରଜ
District Administration,Bhadrak (@dm_bhadrak) 's Twitter Profile Photo

ଜିଲ୍ଲପାଳ,ଭଦ୍ରକ ଓ ଆରକ୍ଷୀ ଅଧିକ୍ଷକ,ଭଦ୍ରକ ଙ୍କ ପ୍ରତ୍ୟକ୍ଷ ଯୁଗ୍ମ ଜନ ଶୁଣାଣି ଶିବିର ପଞ୍ଚାୟତ ସମିତି କାର୍ଯ୍ୟାଳୟ,ଧାମନଗର ରେ ଅନୁଷ୍ଠିତ ହୋଇଯାଇଛି l ଏହି ଜନ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ,ଅତିରିକ୍ତ ଜିଲ୍ଲାପାଳ ଙ୍କ ସମେତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ l

ଜିଲ୍ଲପାଳ,ଭଦ୍ରକ ଓ ଆରକ୍ଷୀ ଅଧିକ୍ଷକ,ଭଦ୍ରକ ଙ୍କ ପ୍ରତ୍ୟକ୍ଷ ଯୁଗ୍ମ ଜନ ଶୁଣାଣି ଶିବିର ପଞ୍ଚାୟତ ସମିତି କାର୍ଯ୍ୟାଳୟ,ବନ୍ତରେ ଅନୁଷ୍ଠିତ ହୋଇଯାଇଛି।ଏହି ଜନ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ,ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ସମେତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ l

ଶ୍ରୀ ଶ୍ରୀ ଆଖଣ୍ଡଳମଣି ବିଜେ ଆରଡ଼ି ଙ୍କ ର ଶ୍ରାବଣୀ ଯାତ୍ରା ନିମିତ୍ତ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଆଜି ଜିଲ୍ଲାପାଳ,ଭଦ୍ରକ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଜିଲ୍ଲା ପରିଷଦର ଅଧ୍ୟକ୍ଷ,ଆରକ୍ଷୀ ଅଧିକ୍ଷକ,ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ଅଧିକାରୀ ଓ ସେବାୟତ ପ୍ରତିନିଧି ଉପସ୍ଥିତ ଥିଲେ।

ଶ୍ରୀ ଶ୍ରୀ ଆଖଣ୍ଡଳମଣି ବିଜେ ଆରଡ଼ି ଙ୍କ ର ଶ୍ରାବଣୀ ଯାତ୍ରା ନିମିତ୍ତ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଆଜି ଜିଲ୍ଲାପାଳ,ଭଦ୍ରକ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଜିଲ୍ଲା ପରିଷଦର ଅଧ୍ୟକ୍ଷ,ଆରକ୍ଷୀ ଅଧିକ୍ଷକ,ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ଅଧିକାରୀ ଓ ସେବାୟତ ପ୍ରତିନିଧି ଉପସ୍ଥିତ ଥିଲେ।
Bhadrak Police (@spbhadrak) 's Twitter Profile Photo

ଜଗତର ନାଥ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ଜିଲ୍ଲା ପୋଲିସ ତରଫରୁ ହାର୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁଙ୍କ କରୁଣା ସଭିଙ୍କ ଉପରେ ରହିଥାଉ। #ଜୟଜଗନ୍ନାଥ #ରଥଯାତ୍ରା #ରଥଯାତ୍ରା2025 #ରଥଯାତ୍ରା_୨୦୨୫

ଜଗତର ନାଥ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ଜିଲ୍ଲା ପୋଲିସ ତରଫରୁ ହାର୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁଙ୍କ କରୁଣା ସଭିଙ୍କ ଉପରେ ରହିଥାଉ।
#ଜୟଜଗନ୍ନାଥ 

#ରଥଯାତ୍ରା #ରଥଯାତ୍ରା2025 #ରଥଯାତ୍ରା_୨୦୨୫
Bhadrak Police (@spbhadrak) 's Twitter Profile Photo

Purunabazar Police seized more than 37kg duplicate zarda along with sealing and packing machines and different ingredients which are used to make this zarda. In this connection, 2 cases have been registered and 4 persons have been arrested and further investigation continues.

Purunabazar Police seized more than 37kg duplicate zarda along with sealing and packing machines and different ingredients which are used to make this zarda. In this connection, 2 cases have been registered and 4 persons have been arrested and further investigation continues.
District Administration,Bhadrak (@dm_bhadrak) 's Twitter Profile Photo

ଜିଲ୍ଲପାଳ,ଭଦ୍ରକ ଓ ଆରକ୍ଷୀ ଅଧିକ୍ଷକ,ଭଦ୍ରକ ଙ୍କ ପ୍ରତ୍ୟକ୍ଷ ଯୁଗ୍ମ ଜନ ଶୁଣାଣି ଶିବିର ପଞ୍ଚାୟତ ସମିତି କାର୍ଯ୍ୟାଳୟ,ତିହିଡ଼ିରେ ଅନୁଷ୍ଠିତ ହୋଇଯାଇଛି।ଏହି ଜନ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ,ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ସମେତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ l

ଜିଲ୍ଲପାଳ,ଭଦ୍ରକ ଓ ଆରକ୍ଷୀ ଅଧିକ୍ଷକ,ଭଦ୍ରକ ଙ୍କ ପ୍ରତ୍ୟକ୍ଷ ଯୁଗ୍ମ ଜନ ଶୁଣାଣି ଶିବିର ପଞ୍ଚାୟତ ସମିତି କାର୍ଯ୍ୟାଳୟ,ତିହିଡ଼ିରେ ଅନୁଷ୍ଠିତ ହୋଇଯାଇଛି।ଏହି ଜନ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ,ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ସମେତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ l
Bhadrak Police (@spbhadrak) 's Twitter Profile Photo

Bhadrak (T) police seized 10 numbers of modified silencer from different Motorcycles which make much noise. This action of town police will continue against the miscreants. Odisha Police DIG,ER, Balasore

Bhadrak Police (@spbhadrak) 's Twitter Profile Photo

Bhadrak (R) Police apprehended two persons and seized 29.75gms of contraband Brown Sugar from their exclusive and conscious possession and also seized one Scotty, cash ₹ 3000/-, one mobile phone and one weighing machine. The accused persons were forwarded to Hon’ble Court.

ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଅଗଣିତ ଜଗନ୍ନାଥ ପ୍ରେମୀ ଭକ୍ତମାନଙ୍କୁ ଜିଲ୍ଲା ପୋଲିସ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। #BahudaYatra #BahudaJatra2025

ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଅଗଣିତ ଜଗନ୍ନାଥ ପ୍ରେମୀ ଭକ୍ତମାନଙ୍କୁ ଜିଲ୍ଲା ପୋଲିସ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।

#BahudaYatra 
#BahudaJatra2025
Bhadrak Police (@spbhadrak) 's Twitter Profile Photo

Drive against illicit liquor continues.Bhadrak Town Police seized 180 ltrs of foreign liquor with two deep freezers from Railway station area Charampa. Odisha Police DIG,ER, Balasore

Drive against illicit liquor continues.Bhadrak Town Police  seized 180 ltrs of foreign liquor with two deep freezers from Railway station area Charampa.
<a href="/odisha_police/">Odisha Police</a> <a href="/igerbalasore/">DIG,ER, Balasore</a>
District Administration,Bhadrak (@dm_bhadrak) 's Twitter Profile Photo

ଜିଲ୍ଲାପାଳ,ଭଦ୍ରକ ଓ ଆରକ୍ଷୀ ଅଧିକ୍ଷକ,ଭଦ୍ରକ ଙ୍କ ପ୍ରତ୍ୟକ୍ଷ ଯୁଗ୍ମ ଜନ ଶୁଣାଣି ଶିବିର ଜିଲ୍ଲା କାର୍ଯ୍ୟାଳୟ,ଭଦ୍ରକରେ ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ,ମୁଖ୍ୟ ଉନ୍ନୟନ ଅଧିକାରୀ,ଉପ ଜିଲ୍ଲାପାଳ ଙ୍କ ସମେତ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ l