
Angul Police
@sp_angul
This is official account of Angul Police. Shri Rahul Jain, IPS is the present Superintendent of Police.
ID: 849151386130432000
http://angulpolice.nic.in 04-04-2017 06:47:21
622 Tweet
12,12K Followers
27 Following

Angul Police successfully recovered 125 missing/stolen phones worth more than Rs 20 lakhs & reunited them with their owners. Odisha Police DGP, Odisha homeodisha Criminal Investigation Department and Crime Branch


ପବିତ୍ର #ରଥଯାତ୍ରା ଅବସରରେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ! ମହାପ୍ରଭୁ ସମସ୍ତଙ୍କ ଜୀବନକୁ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରି ଦିଅନ୍ତୁ । ଏତିକି କାମନା ଜୟ ଜଗନ୍ନାଥ Odisha Police DGP, Odisha Criminal Investigation Department and Crime Branch


ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରର ରଥ ଯାତ୍ରା ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ ହୋଇଯାଇଛି। ଏହି ରଥ ଯାତ୍ରାରେ ଅନୁଗୋଳର ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇଥିଲେ। #RathaJatra2025 CMO Odisha I & PR Department, Odisha


ବାହୁଡ଼ା ଯାତ୍ରା ଓ ସୁନାବେଶର ଏହି ପବିତ୍ର ଅବସରରେ ଠାକୁରଙ୍କ ଦିବ୍ୟ ଦର୍ଶନ ସମସ୍ତଙ୍କ ଜୀବନରେ ଶାନ୍ତି, ସମୃଦ୍ଧି ଓ ମଙ୍ଗଳ ଆଣୁ । ଜୟ ଜଗନ୍ନାଥ ! DGP, Odisha Odisha Police IGP NCR Criminal Investigation Department and Crime Branch
