ସୌମ୍ୟା ପ୍ରିୟଦର୍ଶିନୀ/Soumya Rath (@soumyaarath) 's Twitter Profile
ସୌମ୍ୟା ପ୍ରିୟଦର୍ଶିନୀ/Soumya Rath

@soumyaarath

An ordinary handle of a super ordinary fellow 😊
Happiness is a mood
positivity is a mindset
Jay jagnnath 🙏

ID: 834838160450473988

calendar_today23-02-2017 18:51:42

19,19K Tweet

6,6K Followers

220 Following

Pratyusini Jena (@preeti_jenny_) 's Twitter Profile Photo

ଆସନ୍ତାକାଲି ମହା ଶିବରାତ୍ରୀ ଉପଲକ୍ଷେ ବେଲପତ୍ର ଉପରେ ଶିବପାର୍ବତୀ ଙ୍କ ବିବାହ ମୁହୂର୍ତ୍ତ କୁ ଆଙ୍କିବାକୁ ଚେଷ୍ଟା କରିଛି l #ମହା_ଶିବରାତ୍ରୀ 🕉️🙏 #MyArtWork 🖌️

ଆସନ୍ତାକାଲି ମହା ଶିବରାତ୍ରୀ ଉପଲକ୍ଷେ ବେଲପତ୍ର ଉପରେ ଶିବପାର୍ବତୀ ଙ୍କ ବିବାହ ମୁହୂର୍ତ୍ତ କୁ ଆଙ୍କିବାକୁ ଚେଷ୍ଟା କରିଛି l
#ମହା_ଶିବରାତ୍ରୀ 🕉️🙏
#MyArtWork 🖌️
Pratyusini Jena (@preeti_jenny_) 's Twitter Profile Photo

ସଭିଙ୍କୁ ମହାଶିବରାତ୍ରି ର ହାର୍ଦ୍ଦିକ ଶୁଭେଚ୍ଛା ଆଉ ଶୁଭକାମନା l ମହାଶିବରାତ୍ରି ଉପଲକ୍ଷେ ଶିବଶକ୍ତି ଙ୍କ ର ଏହି ହସ୍ତାଙ୍କିତ ଚିତ୍ର ଆଶା ସଭିଙ୍କୁ ପସନ୍ଦ ଆସିବ 🙏ନୀଳକଣ୍ଠ ଆପଣ ସମସ୍ତଙ୍କ ସତ୍ ମନବାଞ୍ଛା ପୂର୍ଣ କରନ୍ତୁ 🙏🕉️ #Mahashivratri2023 #ShivShakti #MyArtWork 🖌️ #OmNamahshivaya

ସଭିଙ୍କୁ ମହାଶିବରାତ୍ରି ର ହାର୍ଦ୍ଦିକ ଶୁଭେଚ୍ଛା ଆଉ ଶୁଭକାମନା l ମହାଶିବରାତ୍ରି ଉପଲକ୍ଷେ ଶିବଶକ୍ତି ଙ୍କ ର ଏହି ହସ୍ତାଙ୍କିତ ଚିତ୍ର ଆଶା ସଭିଙ୍କୁ ପସନ୍ଦ ଆସିବ 🙏ନୀଳକଣ୍ଠ ଆପଣ ସମସ୍ତଙ୍କ ସତ୍ ମନବାଞ୍ଛା ପୂର୍ଣ କରନ୍ତୁ 🙏🕉️ 
#Mahashivratri2023
#ShivShakti 
#MyArtWork 🖌️
#OmNamahshivaya
ଓଡ଼ିଆ ଜଗତ (@odiajagat) 's Twitter Profile Photo

ଆଜି ଶୁକ୍ରବାର ରେ ମା ଉଗ୍ରତାରାଙ୍କ ବେଶ ଦର୍ଶନ , ଭୂଷଣ୍ଡପୂର 🙏🌺🔱🚩

ଆଜି ଶୁକ୍ରବାର ରେ ମା ଉଗ୍ରତାରାଙ୍କ ବେଶ ଦର୍ଶନ , ଭୂଷଣ୍ଡପୂର 🙏🌺🔱🚩
Kahani Baba (@kahanibaba) 's Twitter Profile Photo

ନଟିଆ'ନା ପୁଅ ବାହାଘର ମୁଁ କଲେଜ ପଢିବା ସମୟ ର ଘଟଣା । ନଟିଆ ନନା ଜଣେ ଭଦ୍ର ଆଉ ସ୍ନେହୀ ମଣିଷ ଟେ ଆମ ଗାଁ ର । ଘର ର କି ବିଲ କାମ କୁ ଡାକିଲେ ମାଡିଯାଏ, କାହାକୁ ନାଇଁ କରିପାରେନି ଲୋକଟି ! ସ୍ତ୍ରୀ ମରିକି ସରଗରେ ରହିବାର ବହୁତ ବର୍ଷ ହେଲାଣି । ନଟିଆ ନା ତା ପୁଅ ସୁମନ ର ବାପ ବି ମା' ବି । ଭୋଳା ଲୋକଟା କିଛି ସେମିତି ସଞ୍ଚୟ କରିନି ।

Manas R Dash (@csharpian) 's Twitter Profile Photo

(୧) ସହର ସାରା ଲୋକ ଆଉ ଲୋକ, ମୁଖା ଆଉ ମୁଖା ହସ ଆଉ ଲୁହ, ଦୁହେଁ କିଣା ବିକା ! (୨) ସମୟ ନାହିଁ ବର୍ତ୍ତମାନ ପାଖରେ ଭବିଷ୍ୟତ ଗଢିବାରେ ସେ ବ୍ୟସ୍ତ, ବିବ୍ରତ ଅନ୍ତରଙ୍ଗ କେବଳ ଅତୀତ ! #ଜୀବନକବିତା

ଶୁଭପଲ୍ଲବ ~ Shubhapallaba (@shubhapallaba) 's Twitter Profile Photo

ଆଜି #ଶୁଭପଲ୍ଲବ ପ୍ରକାଶନ ଦ୍ୱାରା ପ୍ରକାଶିତ #ଶିଶୁପଲ୍ଲବ ଉନ୍ମୋଚିତ ହୋଇଯାଇଛି । ଏହି ସଂସ୍କରଣଟି ପଢ଼ିବା ପାଇଁ ନିମ୍ନ ଲିଙ୍କ୍‌ରୁ ପତ୍ରିକା ଡାଉନ୍‌ଲୋଡ଼ କରନ୍ତୁ । bit.ly/Sishupallaba3 #Sishupallaba #SishuRaija #OdiaMagazine #ChildrensMagazine #Shubhapallaba

ଆଜି #ଶୁଭପଲ୍ଲବ ପ୍ରକାଶନ ଦ୍ୱାରା ପ୍ରକାଶିତ #ଶିଶୁପଲ୍ଲବ ଉନ୍ମୋଚିତ ହୋଇଯାଇଛି ।
ଏହି ସଂସ୍କରଣଟି ପଢ଼ିବା ପାଇଁ ନିମ୍ନ ଲିଙ୍କ୍‌ରୁ ପତ୍ରିକା ଡାଉନ୍‌ଲୋଡ଼ କରନ୍ତୁ ।

bit.ly/Sishupallaba3 

#Sishupallaba #SishuRaija #OdiaMagazine #ChildrensMagazine #Shubhapallaba
Sangram Keshari Senapati (ଗପୁ) (@ssgapu22) 's Twitter Profile Photo

ସେ ପ୍ରଜ୍ଞାନ ପୁରୁଷଙ୍କ ଜନ୍ମତିଥିରେ ତାଙ୍କର ଅମର ଆତ୍ମା ନିକଟରେ ପ୍ରଣାମ । shubhapallaba.in/manoj-das-biog…

ଓଡ଼ିଆ ଜଗତ (@odiajagat) 's Twitter Profile Photo

🙏🌺ମା ସମଲେଶ୍ଵରୀ ଙ୍କ ଆଜି ର ଦର୍ଶନ🌺🙏 🌺🌺ଜୟ ମା ସମଲେଶ୍ଵରୀ🌺🌺 🌺ତା:୨୮.୦୨.୨୦୨୩,ମଙ୍ଗଳବାର🌺

🙏🌺ମା ସମଲେଶ୍ଵରୀ ଙ୍କ ଆଜି ର ଦର୍ଶନ🌺🙏
        🌺🌺ଜୟ ମା ସମଲେଶ୍ଵରୀ🌺🌺
       🌺ତା:୨୮.୦୨.୨୦୨୩,ମଙ୍ଗଳବାର🌺
ସୌମ୍ୟା ପ୍ରିୟଦର୍ଶିନୀ/Soumya Rath (@soumyaarath) 's Twitter Profile Photo

ଗର୍ବ ଗଞ୍ଜନ ସେ କାଳିଆ ଠାକୁର । ଭକ୍ତ ଠାରୁ ଗୋଇଠା ବି ଖାଇଛନ୍ତି ।ସବୁ ସମ୍ଭାଳି ପାରନ୍ତି ସେ କିନ୍ତୁ ଗର୍ବ ନୁହେଁ 😇😇😇😇। ତଵ ଇଛା ପୂର୍ଣ୍ଣ ହେଉ ମହାବାହୁ 🙏🙏🙏 ସବୁ ତାଙ୍କର ଇଛା। #ଜୟଜଗନ୍ନାଥ

ସୌମ୍ୟା ପ୍ରିୟଦର୍ଶିନୀ/Soumya Rath (@soumyaarath) 's Twitter Profile Photo

ଦିନ ଥିଲା କୋଭିଡ ସମୟରେ ଲୋକେ ଲାଇକ , rt ବର୍ଷା କରୁଥିଲେ , ଅନେକଦିନ ପରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି , ଲୋକ ଲାଇକ ଦେବାରେ ବି କୃପଣତା ଦେଖାଉଛନ୍ତି ବୋଧେ ଭିଉ ଆସିଲା ଦିନରୁ 🤣😂 ମୁଁ କିନ୍ତୁ ଟ୍ୱିଟର ଆସିଲେ ମୋ tlରେ ଯାହା ଆସେ ଭଲ ଲାଗିଲେ ଲାଇକ କରେ। ଆପଣ ବି କରନ୍ତୁ। କରକେ ଦେଖୋ ଅଚ୍ଛା ଲଗତା ହୈ 😅 #ପୁରୁଣାଦିନ

✎ कौशिक• (@lenkakoushik) 's Twitter Profile Photo

ବୋଉ ଆଙ୍କିଥିବା ଜହ୍ନିଫୁଲରେ ଭାରା ଦେଇ ଜୀବନ ଶୋଷେ ପରଦେଶୀ ମହୁମାଛି ବୋଉ ବୁଝେନା ଛନ୍ଦ କି କପଟ ଅବା ଜାଣେ ନାହିଁ ମାୟାମୃଗ ଗପ। ବୋଉ ତୋଳୁଥିବା ନାଲି ମନ୍ଦାରର ମନ କଥା ବୁଝିପାରେ ବୋଉ ଜାଣେ ମାଟି ଚୁଲି ଉପରର ବୋଝ କେତେ