Soumya Ranjan Swain 🇮🇳 (@somswain) 's Twitter Profile
Soumya Ranjan Swain 🇮🇳

@somswain

State Secretary,
Aam Aadmi Party, Odisha.
Entrepreneur.

ID: 113886086

calendar_today13-02-2010 10:38:39

8,8K Tweet

1,1K Takipçi

188 Takip Edilen

AAP Odisha 🇮🇳 (@aapodisha) 's Twitter Profile Photo

ଆସନ୍ତୁ ମିଳିମିଶି ଏକ ଉନ୍ନତ ଓ ବିକଶିତ ଓଡିଶା ଗଠନ କରିବା । 🤝 ଆମ୍ ଆଦ୍‌ମୀ ପାର୍ଟି ସହିତ ଯୋଡି ହେବା ପାଇଁ ମିସ କଲ କରନ୍ତୁ 📱9938710101 #ଓଡ଼ିଶାରେ_ମଧ୍ୟ_କେଜରିୱାଲ

ଆସନ୍ତୁ ମିଳିମିଶି ଏକ ଉନ୍ନତ ଓ ବିକଶିତ ଓଡିଶା ଗଠନ କରିବା । 🤝

ଆମ୍ ଆଦ୍‌ମୀ ପାର୍ଟି ସହିତ ଯୋଡି ହେବା ପାଇଁ ମିସ କଲ କରନ୍ତୁ 📱9938710101
#ଓଡ଼ିଶାରେ_ମଧ୍ୟ_କେଜରିୱାଲ
AAP Odisha 🇮🇳 (@aapodisha) 's Twitter Profile Photo

ବିଜେପି ନେତା କରୁଛନ୍ତି ନାରୀଙ୍କୁ ଅପମାନ👇 ଯେଉଁ ମା' ଓ ଭଉଣୀଙ୍କ ଆଶୀର୍ବାଦରୁ ଶାସନଗାଦିରେ ବସିଲେ, ଆଜି କାହା ସାହାସରେ ସେହି ନାରୀଙ୍କୁ କରୁଛି ଅପମାନ? AAP Arvind Kejriwal Virender Singh Kadian Nishikanta Mohapatra

AAP Odisha 🇮🇳 (@aapodisha) 's Twitter Profile Photo

ଆସନ୍ତୁ ମିଳିମିଶି ଏକ ଉନ୍ନତ ଓ ବିକଶିତ ଓଡିଶା ଗଠନ କରିବା । 🤝 ଆମ୍ ଆଦ୍‌ମୀ ପାର୍ଟି ସହିତ ଯୋଡି ହେବା ପାଇଁ ମିସ କଲ କରନ୍ତୁ 📱9938710101 #ଓଡ଼ିଶାରେ_ମଧ୍ୟ_କେଜରିୱାଲ AAP Arvind Kejriwal Virender Singh Kadian Nishikanta Mohapatra

AAP Odisha 🇮🇳 (@aapodisha) 's Twitter Profile Photo

ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ରଙ୍କ ନେତୃତ୍ତ୍ଵରେ ଆପ୍ ରାଜ୍ୟ ନେତୃମଣ୍ଡଳୀ ରାଜଧାନୀ ସ୍ଥିତ AIIMS କୁ ଯାଇ ବଳଙ୍ଗା ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ବନ୍ଧରେ ପଚାରି ବୁଝିଥିଲେ । #AIIMS AAP Arvind Kejriwal Virender Singh Kadian Nishikanta Mohapatra

ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ରଙ୍କ ନେତୃତ୍ତ୍ଵରେ ଆପ୍ ରାଜ୍ୟ ନେତୃମଣ୍ଡଳୀ ରାଜଧାନୀ ସ୍ଥିତ AIIMS କୁ ଯାଇ ବଳଙ୍ଗା ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ବନ୍ଧରେ ପଚାରି ବୁଝିଥିଲେ ।
#AIIMS
AAP
Arvind Kejriwal
Virender Singh Kadian
Nishikanta Mohapatra
AAP Odisha 🇮🇳 (@aapodisha) 's Twitter Profile Photo

ବାଲେଶ୍ଵର FM କଲେଜର ଛାତ୍ରୀ ସ୍ୱର୍ଗୀୟ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁରେ ଆପ୍ ପୁରୀ ତରଫରୁ ବିକ୍ଷୋଭ ପ୍ରଦର୍ଶନ ଓ କୁଶପୁତ୍ତଳିକା ଦାହ 🔥 #BJPagainstWomen #JusticeForSoumyashree #BJPAntiOdisha AAP Arvind Kejriwal Virender Singh Kadian Nishikanta Mohapatra

AAP Odisha 🇮🇳 (@aapodisha) 's Twitter Profile Photo

ବାଲେଶ୍ଵର FM କଲେଜର ଛାତ୍ରୀ ସ୍ୱର୍ଗୀୟ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁରେ ଆପ୍ ବଲାଙ୍ଗିର ତରଫରୁ ବିକ୍ଷୋଭ ପ୍ରଦର୍ଶନ 💪 #JusticeForSoumyashree #BJPagainstwomen AAP Arvind Kejriwal Virender Singh Kadian Nishikanta Mohapatra

AAP Odisha 🇮🇳 (@aapodisha) 's Twitter Profile Photo

ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ରଙ୍କ ନେତତ୍ବରେ ଓଡ଼ିଶାରେ ନାରୀମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉଦାସୀନତାର ପ୍ରତିବାଦରେ ଆପ୍ ଓଡିଶା ତରଫରୁ ବିରୋଧ ପ୍ରଦର୍ଶନ । #BJPagainstwomen #ଓଡିଶାରେ_ମହିଳା_ଅସୁରକ୍ଷିତ AAP Arvind Kejriwal Virender Singh Kadian Nishikanta Mohapatra

ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ରଙ୍କ ନେତତ୍ବରେ ଓଡ଼ିଶାରେ ନାରୀମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉଦାସୀନତାର ପ୍ରତିବାଦରେ ଆପ୍ ଓଡିଶା ତରଫରୁ ବିରୋଧ ପ୍ରଦର୍ଶନ ।

#BJPagainstwomen
#ଓଡିଶାରେ_ମହିଳା_ଅସୁରକ୍ଷିତ

AAP
Arvind Kejriwal
Virender Singh Kadian
Nishikanta Mohapatra
AAP Odisha 🇮🇳 (@aapodisha) 's Twitter Profile Photo

ହତ୍ୟାକାରୀ ସାଜିଛି ବିଜେପି ⚠️ #BJPagainstwomen #ଓଡିଶାରେ_ମହିଳା_ଅସୁରକ୍ଷିତ

ହତ୍ୟାକାରୀ ସାଜିଛି ବିଜେପି ⚠️

#BJPagainstwomen
#ଓଡିଶାରେ_ମହିଳା_ଅସୁରକ୍ଷିତ
AAP Odisha 🇮🇳 (@aapodisha) 's Twitter Profile Photo

ଅରାଜକତାର ରାଜୁତିରେ ⚖️❌ ଛାତ୍ରୀ ଏବେ ଭୟରେ 😰 #BJPagainstwomen #ଓଡିଶାରେ_ମହିଳା_ଅସୁରକ୍ଷିତ

AAP Odisha 🇮🇳 (@aapodisha) 's Twitter Profile Photo

ବାଲେଶ୍ଵର FM କଲେଜର ଛାତ୍ରୀ ସ୍ୱର୍ଗତ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁରେ ଆପ୍ ଭଟଲି ତରଫରୁ ବିକ୍ଷୋଭ ପ୍ରଦର୍ଶନ 💪 #BJPagainstwomen #JusticeForSoumyashree AAP Arvind Kejriwal Virender Singh Kadian Nishikanta Mohapatra

AAP Odisha 🇮🇳 (@aapodisha) 's Twitter Profile Photo

ମାତୃତ୍ଵ, ତ୍ୟାଗ, ସେବା ଓ ସମର୍ପଣର ମୂର୍ତ୍ତୀମନ୍ତ ପ୍ରତୀକ ଶ୍ରୀମତୀ ରମାଦେବୀ ଚୌଧୁରୀଙ୍କ ପୁଣ୍ୟତିଥି ଉପଲକ୍ଷେ କୋଟି କୋଟି ପ୍ରଣାମ 🙏

ମାତୃତ୍ଵ, ତ୍ୟାଗ, ସେବା ଓ ସମର୍ପଣର ମୂର୍ତ୍ତୀମନ୍ତ ପ୍ରତୀକ ଶ୍ରୀମତୀ ରମାଦେବୀ ଚୌଧୁରୀଙ୍କ ପୁଣ୍ୟତିଥି ଉପଲକ୍ଷେ କୋଟି କୋଟି ପ୍ରଣାମ 🙏
AAP Odisha 🇮🇳 (@aapodisha) 's Twitter Profile Photo

ଏହି ବିଫଳ ସରକାରକୁ ତୁରନ୍ତ ବାହାର କର, କାରଣ ଏହି ସରକାର ନ ବାହାରିବା ପର୍ଯ୍ୟନ୍ତ ଓଡିଶାର ପ୍ରଗତି, ମାଁ ଏବଂ ଭଉଣୀମାନଙ୍କର ସୁରକ୍ଷା ସମ୍ଭବ ନୁହେଁ 🚨 #BJPagainstwomen #ଓଡିଶାରେ_ମହିଳା_ଅସୁରକ୍ଷିତ AAP Arvind Kejriwal Virender Singh Kadian Nishikanta Mohapatra

AAP Odisha 🇮🇳 (@aapodisha) 's Twitter Profile Photo

"ସମସ୍ୟା ସାଧନ ବା ସାମର୍ଥ୍ୟର ଅଭାବ ନୁହେଁ, ସମସ୍ୟା ଇଚ୍ଛାଶକ୍ତିର ଅଭାବ।" - ବାଲ ଗଙ୍ଗାଧର ତିଲକ ଲୋକମାନ୍ୟ ବାଲ ଗଙ୍ଗାଧର ତିଲକଙ୍କ ଜନ୍ମ ଜୟନ୍ତୀରେ କୋଟି କୋଟି ପ୍ରଣାମ 🙏 #BalGangadharTilak

"ସମସ୍ୟା ସାଧନ ବା ସାମର୍ଥ୍ୟର ଅଭାବ ନୁହେଁ, ସମସ୍ୟା ଇଚ୍ଛାଶକ୍ତିର ଅଭାବ।" - ବାଲ ଗଙ୍ଗାଧର ତିଲକ
ଲୋକମାନ୍ୟ ବାଲ ଗଙ୍ଗାଧର ତିଲକଙ୍କ ଜନ୍ମ ଜୟନ୍ତୀରେ କୋଟି କୋଟି ପ୍ରଣାମ 🙏
#BalGangadharTilak
AAP Odisha 🇮🇳 (@aapodisha) 's Twitter Profile Photo

ଆଉ କେତେ ଦିନ...❓ ଆଉ କେତେ ସୌମ୍ୟାଶ୍ରୀ....❓❓ #BJPagainstwomen #ଓଡିଶାରେ_ମହିଳା_ଅସୁରକ୍ଷିତ AAP Arvind Kejriwal Virender Singh Kadian Nishikanta Mohapatra

AAP Odisha 🇮🇳 (@aapodisha) 's Twitter Profile Photo

କ୍ରାନ୍ତିବୀର ଚନ୍ଦ୍ରଶେଖର ଆଜାଦଙ୍କ ଜନ୍ମ ଜୟନ୍ତୀରେ କୋଟି କୋଟି ପ୍ରଣାମ 🙏 #ChandrashekharAzad

କ୍ରାନ୍ତିବୀର ଚନ୍ଦ୍ରଶେଖର ଆଜାଦଙ୍କ ଜନ୍ମ ଜୟନ୍ତୀରେ କୋଟି କୋଟି ପ୍ରଣାମ 🙏

#ChandrashekharAzad